ଗୀତସଂହିତା 107
1 ସଦାପ୍ରଭୁଙ୍କୁ ଧନ୍ଯବାଦ ଦିଅ। କାରଣ ସେ ମହାନ୍। ତାଙ୍କର ଦୟା ଅନନ୍ତକାଳସ୍ଥାଯୀ।
2 ପ୍ରେତ୍ୟକକ ବ୍ଯକ୍ତି ଯେଉଁମାନଙ୍କୁ ସଦାପ୍ରଭୁ ରକ୍ଷା କରିଛନ୍ତି, କହିବା ଉଚିତ୍। ସଦାପ୍ରଭୁ ସମାନଙ୍କେର ଶତ୍ରୁମାନଙ୍କଠାରୁ ସମାନଙ୍କେୁ ରକ୍ଷା କରିଛନ୍ତି।
3 ବିଭିନ୍ନ ଦେଶମାନଙ୍କରୁ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଏକତ୍ରୀତ କଲେ। ସେ ସମାନଙ୍କେୁ ପୂର୍ବ, ପଶ୍ଚିମ, ଉତ୍ତର ଓ ନଦୀ ସମୁଦ୍ର ସ୍ଥାନରୁ ଏକତ୍ରୀତ କଲେ।
4 ସମାନଙ୍କେ ମଧ୍ଯରୁ କେତକେ ଶୁଷ୍କ ମରୁଭୂମିରେ ଏଣତେଣେେ ଭ୍ରମଣ କଲେ। ସମାନେେ ସହରରେ ବାସ କରିବାକୁ ଏକ ସ୍ଥାନ ଖାଜେୁଥିଲେ, ସମାନେେ ପାଇଲେ ନାହିଁ।
5 ସମାନେେ କ୍ଷୁଧିତ ଓ ତୃଷାର୍ତ୍ତ ଥିଲେ ଏବଂ ସମାନେେ ଦୁର୍ବଳ ହାଇୟୋଇଥିଲେ।
6 ସମାନେେ ବିପଦରେ ଥିଲେ, ତଣେୁ ସମାନେେ ସଦାପ୍ରଭୁଙ୍କ ନିକଟରେ ସାହାୟ୍ଯ ପାଇଁ କାକୁକ୍ତି କଲେ। ଏବଂ ସେ ତାଙ୍କୁ ସହେି ବିପଦରୁ ମୁକ୍ତ କଲେ।
7 ପରମେଶ୍ବର ସମାନଙ୍କେୁ ବସତି ନଗରକୁ ଆଗଇେ ନଲେେ, ଯେଉଁଠାରେ ସମାନେେ ବାସ କରିପାରିବେ।
8 ସମାନେେ ସଦାପ୍ରଭୁଙ୍କ କରୁଣା ପାଇଁ ତାଙ୍କୁ ଧନ୍ଯବାଦ କରିବା ଉଚିତ୍ କାରଣ ସେ ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି।
9 କାରଣ ପରମେଶ୍ବର ତୃଷାର୍ତ୍ତ ପ୍ରାଣକୁ ଶାନ୍ତ କରିଛନ୍ତି। କ୍ଷୁଧାର୍ତ୍ତମାନଙ୍କର ଉଦର ପରମେଶ୍ବର ପୂର୍ଣ୍ଣ କରିଛନ୍ତି।
10 ପରମେଶ୍ବରଙ୍କର କିଛି ଲୋକ ଦୁଃଖ ଓ ଲୌହ ଶୃଙ୍ଖଳରେ ବନ୍ଧାହାଇେ ଅନ୍ଧକାରରେ ଥିଲେ।
11 କାହିଁକି ? କାରଣ ସମାନେେ ପରମେଶ୍ବରଙ୍କ ବାକ୍ଯର ବିରୁଦ୍ଧାଚରଣ କଲେ। ସମାନେେ ସର୍ବୋପରିସ୍ଥ ପରମେଶ୍ବରଙ୍କ ଉପଦେଶକୁ ମାନିବାକୁ ମନା କଲେ।
12 ପରମେଶ୍ବର ସମାନଙ୍କେୁ ନମ୍ର କରଇବୋ ପାଇଁ ଅସୁବିଧାର ସମ୍ମୁଖୀନ କଲେ। ସମାନେେ ପତିତ ହେଲେ ଓ ସାହାୟ୍ଯ କରିବାକୁ କହେି ନ ଥିଲେ।
13 ସମାନେେ ବିପଦରେ ଥିଲେ, ତଣେୁ ସମାନେେ ସଦାପ୍ରଭୁଙ୍କ ନିକଟରେ ସାହାୟ୍ଯ ପାଇଁ କାକୁକ୍ତି କଲେ। ଏବଂ ସେ ସମାନଙ୍କେୁ ବିପଦରୁ ରକ୍ଷା କଲେ।
14 ପରମେଶ୍ବର ସମାନଙ୍କେୁ ଅନ୍ଧକାର ଓ ମୃତ୍ଯୁ ଛାଯାରୁ ସମାନଙ୍କେୁ ବାହାର କରି ଆଣିଲେ ଓ ସମାନଙ୍କେ ବନ୍ଧନ ଛଦନେ କଲେ।
15 ସମାନେେ ସଦାପ୍ରଭୁଙ୍କର କରୁଣା ପ୍ରମେ ପାଇଁ ତାଙ୍କୁ ଧନ୍ଯବାଦ କରନ୍ତୁ। ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି ବୋଲି।
16 ପରମେଶ୍ବର ପିତ୍ତଳ ଫାଟକକୁ ଭାଙ୍ଗି ଦଇପୋରିବେ। ସେ କଏଦୀମାନଙ୍କର ଲୌହ ନିର୍ମିତ ଫାଟକରେ ଥିବା ଲୁହା ଅର୍ଗଳକୁ ଭାଙ୍ଗି ଚୂନା କରିପାରିବେ।
17 କେତକେ ମୂର୍ଖ ହାଇଗେଲେ କାରଣ ସମାନଙ୍କେର ନିଜର ପାପ ୟୋଗୁଁ ଏବଂ ସମାନେେ ଅଧର୍ମାଚରଣ କଲେ।
18 ସହେି ଲୋକମାନେ ବହୁତ ରୁଗ୍ଣ ଥିଲେ। ଖାଦ୍ୟ ପରିତ୍ଯାଗ କରିଥିଲେ। ସମାନେେ ପ୍ରାଯ ମୃତବତ୍ ରହିଥିଲେ।
19 ସମାନେେ ବିପଦରେ ଥିଲେ, ତଣେୁ ସମାନେେ ସଦାପ୍ରଭୁଙ୍କ ନିକଟରେ ସହାୟତା ପାଇଁ କାକୁକ୍ତି କଲେ ଏବଂ ସେ ସମାନଙ୍କେ ଦୁର୍ଦ୍ଦଶାରୁ ସମାନଙ୍କେୁ ମୁକ୍ତ କଲେ।
20 ପରମେଶ୍ବର ଆପଣା ଆଦେଶ ପଠାଇ ତାଙ୍କୁ ସୁସ୍ଥ କଲେ। ଏବଂ ସେ ବିନାଶରୁ ସମାନଙ୍କେୁ ମୁକ୍ତ କଲେ।
21 ସଦାପ୍ରଭୁଙ୍କୁ ତାଙ୍କର ସ୍ନହପେୂର୍ଣ୍ଣ କରୁଣା ନିମନ୍ତେ ଧନ୍ଯବାଦ କର କାରଣ ସେ ଆପଣା ଲୋକମାନଙ୍କ ପାଇଁ ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି।
22 ସମାନେେ ଧନ୍ଯବାଦାର୍ଥକ ବଳି ଉତ୍ସର୍ଗ କରନ୍ତୁ ଓ ଗାନକରି ତାଙ୍କ କର୍ମସକଳ ବର୍ଣ୍ଣନା କରନ୍ତୁ।
23 କେତକେ ଲୋକ ସମାନଙ୍କେର କାର୍ୟ୍ଯ ପାଇଁ ନେ ୗକାରେ ସମୁଦ୍ର ପାର ହୁଅନ୍ତି।
24 ସମାନେେ ସଦାପ୍ରଭୁଙ୍କର କାର୍ୟ୍ଯ ଓ ସମୁଦ୍ର ଜଳରେ ତାଙ୍କର ଅଦଦ୍ଭୁତ କାର୍ୟ୍ଯ ଦେଖନ୍ତି।
25 ପରମେଶ୍ବର ଆଜ୍ଞା କଲେ ଏବଂ ପ୍ରବଳ ବାଯୁ ଉଠି ଆସିଲା। ଢ଼େଉଗୁଡ଼ିକ ସମୁଦ୍ରର ଦୁଇଗୁଣ ଉପର ଉଚ୍ଚରେ ଆସିଲା।
26 ସମାନେେ ସହେି ଢ଼େଉରେ ଆକାଶକୁ ଉଠିଲେ ଓ ଏହାପରେ ଜଳଗର୍ଭକୁ ଖସିଲେ। ଝଡ଼ ଏତେ ବିପଦପୂର୍ଣ୍ଣ ଥିଲା ୟେ, ସମାନେେ ସମାନଙ୍କେର ସାହସ ହରାଇଲେ।
27 ସମାନେେ ମତ୍ତଲୋକ ପରି ଏକଡ଼ ସକେଡ଼ ଦୋହଲନ୍ତି। ଏବଂ ସମାନଙ୍କେର ବୁଦ୍ଧି ହଜିୟାଏ।
28 ତବେେ ସମାନେେ ଆପଣା ସଙ୍କଟ ସମଯରେ ସଦାପ୍ରଭୁଙ୍କଠାରେ ସହାୟତା ପାଇଁ କାକୁକ୍ତି କଲେ ଏବଂ ତହିଁରେ ପରମେଶ୍ବର ସମାନଙ୍କେୁ ସଙ୍କଟରୁ ଉଦ୍ଧାର କଲେ।
29 ପରମେଶ୍ବର ବତାସକୁ ସ୍ଥିର କଲେ ଓ ସମୁଦ୍ରର ତରଙ୍ଗମାଳାକୁ ଶାନ୍ତ କଲେ।
30 ସମୁଦ୍ର ଶାନ୍ତ ହାଇଗେଲା ବୋଲି ନାବିକମାନେ ଖୁସି ହେଲେ, କାରଣ ସମାନେେ ଯେଉଁଠାକୁ ୟିବାକୁ ଚାହିଁଥିଲେ ପରମେଶ୍ବର ତାଙ୍କୁ ପୋତାଶଯକୁ ନିରାପଦରେ ଆଗଇେ ନଲେେ।
31 ସମାନେେ ସଦାପ୍ରଭୁଙ୍କ ମଙ୍ଗଳଦାନ ପାଇଁ ତାଙ୍କୁ ଧନ୍ଯବାଦ କର, ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି ବୋଲି।
32 ଲୋକମାନଙ୍କ ମହାସଭାରେ ପରମେଶ୍ବରଙ୍କର ପ୍ରଶଂସା କରିବା ଉଚିତ୍ ଓ ପ୍ରାଚୀନବର୍ଗମାନଙ୍କ ସଭାରେ ତାଙ୍କ ପ୍ରଶଂସା କରିବା ଉଚିତ୍।
33 ପରମେଶ୍ବର ନଦନଦୀକୁ ମରୁଭୂମିରେ ପରିଣତ କରିପାରିବେ ଏବଂ ଝରଣାର ଜଳ ସୋର୍ତକୁ ବନ୍ଦ କରିପାରନ୍ତି।
34 ପରମେଶ୍ବର ଉର୍ବର ଜମିକୁ ଲବଣାକ୍ତ ଭୂମିରେ ବଦଳାଇ ପାରନ୍ତି। କାରଣ ଦେଶର ଅଧର୍ମୀ ଲୋକମାନେ ସଠାେରେ ବାସ କରନ୍ତି।
35 କିନ୍ତୁ ପରମେଶ୍ବର ମଧ୍ଯ ମରୁଭୂମିକୁ ଜଳାଶଯରେ ପରିବର୍ତ୍ତିତ କରିପାରନ୍ତି। ସେ ପୁଣି ଶୁଷ୍କ ଭୂମିରେ ଝରଣା ବୁହାଇ ପାରନ୍ତି।
36 ପରମେଶ୍ବର କ୍ଷୁଧାର୍ତ୍ତ ଲୋକମାନଙ୍କୁ ଉର୍ବର ଭୂମିକୁ ଆଗଇେ ନିଅନ୍ତି। ଏବଂ ସଠାେରେ ସମାନେେ ତାଙ୍କର ରହିବା ପାଇଁ ନୂତନ ସହର ସୃଷ୍ଟି କରନ୍ତି।
37 ସହେି ଲୋକମାନେ ସମାନଙ୍କେର ଜମିରେ ବୀଜ ରୋପଣ କଲେ ଓ ସମାନେେ ଦ୍ରାକ୍ଷାଲତା ଲଗଇେଲେ ଏବଂ ଭଲ ଫସଲ ଅମଳ କରିପାରନ୍ତି।
38 ପରମେଶ୍ବର ସମାନଙ୍କେୁ ଆଶୀର୍ବାଦ କରନ୍ତି। ତହିଁରେ ସମାନେେ ଅତିଶଯ ବୃଦ୍ଧି ପାନ୍ତି। ଏବଂ ସମାନଙ୍କେର ବହୁତ ପଶୁପଲ ଊଣା ହୁଅନ୍ତି ନାହିଁ।
39 ଯେତବେେଳେ ପରମେଶ୍ବରଙ୍କର ଲୋକମାନେ େଛାଟ ହାଇଗେଲେ ଏବଂ ଅତ୍ଯାଚାର, ଅସୁବିଧା ଏବଂ ଦୁଃଖ ଯୋଗୁଁ ଅପମାନିତ ହେଲେ।
40 ପରମେଶ୍ବର ସମାନଙ୍କେର ଅଧିପତିମାନଙ୍କୁ ଅପମାନିତ ଓ ବିଚଳିତ କରିଥିଲେ, ଯେଉଁମାନେ ତାଙ୍କୁ ଅତ୍ଯାଚାର କରିଥିଲେ। ପୁଣି ସମାନଙ୍କେୁ ପଥହୀନ ମରୁଭୂମିରେ ଭ୍ରମଣ କରାଇଥିଲେ।
41 କିନ୍ତୁ ପରମେଶ୍ବର ସହେି ଦୀନହୀନ ଲୋକମାନଙ୍କୁ ଦୁଃଖରୁ ଉଦ୍ଧାର କଲେ। ସେ ସମାନଙ୍କେର ପରିବାରକୁ ମଷେପଲ ତୁଲ୍ଯ ପାଳନ କରନ୍ତି।
42 ସରଳ ଲୋକମାନେ ତାହା ଦେଖି ଆନନ୍ଦିତ ହେଲେ ଏବଂ ଦୁଷ୍ଟ ଲୋକମାନେ କ'ଣ କହିବା କଥା ତାହା ଜାଣନ୍ତି ନାହିଁ।
43 ୟେ ଜ୍ଞାନବାନ୍, ସେ ଏହିସବୁ ବିଷଯରେ ମନୟୋଗ କରିବେ। ପୁଣି ସେ ପରମେଶ୍ବରଙ୍କର ପ୍ରକୃତ କରୁଣା ପ୍ରମେକୁ ସେ ବୁଝିବା ଉଚିତ୍।
1 O give thanks unto the Lord, for he is good: for his mercy endureth for ever.
2 Let the redeemed of the Lord say so, whom he hath redeemed from the hand of the enemy;
3 And gathered them out of the lands, from the east, and from the west, from the north, and from the south.
4 They wandered in the wilderness in a solitary way; they found no city to dwell in.
5 Hungry and thirsty, their soul fainted in them.
6 Then they cried unto the Lord in their trouble, and he delivered them out of their distresses.
7 And he led them forth by the right way, that they might go to a city of habitation.
8 Oh that men would praise the Lord for his goodness, and for his wonderful works to the children of men!
9 For he satisfieth the longing soul, and filleth the hungry soul with goodness.
10 Such as sit in darkness and in the shadow of death, being bound in affliction and iron;
11 Because they rebelled against the words of God, and contemned the counsel of the most High:
12 Therefore he brought down their heart with labour; they fell down, and there was none to help.
13 Then they cried unto the Lord in their trouble, and he saved them out of their distresses.
14 He brought them out of darkness and the shadow of death, and brake their bands in sunder.
15 Oh that men would praise the Lord for his goodness, and for his wonderful works to the children of men!
16 For he hath broken the gates of brass, and cut the bars of iron in sunder.
17 Fools because of their transgression, and because of their iniquities, are afflicted.
18 Their soul abhorreth all manner of meat; and they draw near unto the gates of death.
19 Then they cry unto the Lord in their trouble, and he saveth them out of their distresses.
20 He sent his word, and healed them, and delivered them from their destructions.
21 Oh that men would praise the Lord for his goodness, and for his wonderful works to the children of men!
22 And let them sacrifice the sacrifices of thanksgiving, and declare his works with rejoicing.
23 They that go down to the sea in ships, that do business in great waters;
24 These see the works of the Lord, and his wonders in the deep.
25 For he commandeth, and raiseth the stormy wind, which lifteth up the waves thereof.
26 They mount up to the heaven, they go down again to the depths: their soul is melted because of trouble.
27 They reel to and fro, and stagger like a drunken man, and are at their wits’ end.
28 Then they cry unto the Lord in their trouble, and he bringeth them out of their distresses.
29 He maketh the storm a calm, so that the waves thereof are still.
30 Then are they glad because they be quiet; so he bringeth them unto their desired haven.
31 Oh that men would praise the Lord for his goodness, and for his wonderful works to the children of men!
32 Let them exalt him also in the congregation of the people, and praise him in the assembly of the elders.
33 He turneth rivers into a wilderness, and the watersprings into dry ground;
34 A fruitful land into barrenness, for the wickedness of them that dwell therein.
35 He turneth the wilderness into a standing water, and dry ground into watersprings.
36 And there he maketh the hungry to dwell, that they may prepare a city for habitation;
37 And sow the fields, and plant vineyards, which may yield fruits of increase.
38 He blesseth them also, so that they are multiplied greatly; and suffereth not their cattle to decrease.
39 Again, they are minished and brought low through oppression, affliction, and sorrow.
40 He poureth contempt upon princes, and causeth them to wander in the wilderness, where there is no way.
41 Yet setteth he the poor on high from affliction, and maketh him families like a flock.
42 The righteous shall see it, and rejoice: and all iniquity shall stop her mouth.
43 Whoso is wise, and will observe these things, even they shall understand the lovingkindness of the Lord.