Index
Full Screen ?
 

ଗୀତସଂହିତା 106:29

சங்கீதம் 106:29 ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 106

ଗୀତସଂହିତା 106:29
ପରମେଶ୍ବର ସମାନଙ୍କେ ଉପରେ କୋର୍ଧ ପ୍ରକାଶ କଲେ। ତଣେୁ ସେ ସମାନଙ୍କେ ମଧ୍ୟରେ ମହାମାରୀ ପ୍ରଦର୍ଶନ ହେଲା।

Thus
they
provoked
him
to
anger
וַ֭יַּכְעִיסוּwayyakʿîsûVA-yahk-ee-soo
inventions:
their
with
בְּמַֽעַלְלֵיהֶ֑םbĕmaʿallêhembeh-ma-al-lay-HEM
and
the
plague
וַתִּפְרָץwattiprāṣva-teef-RAHTS
brake
in
בָּ֝֗םbāmbahm
upon
them.
מַגֵּפָֽה׃maggēpâma-ɡay-FA

Cross Reference

ଗଣନା ପୁସ୍ତକ 25:9
ତଥାପି ଏହି ମହାମାରୀ ରେ 24 ,000 ଲୋକ ମରିଥିଲେ।

ଦିତୀୟ ବିବରଣ 32:16
ସଦାପ୍ରଭୁଙ୍କର ଲୋକମାନେ ତାଙ୍କୁ ଇର୍ଷା କଲେ। ସମାନେେ ଅନ୍ୟ ଦବଗେଣଙ୍କର ପୂଜା କଲେ। ସମାନେେ ପ୍ରତିମା ପୂଜା କଲେ। ଏବଂ ପରମେଶ୍ବର ସମାନଙ୍କେ ଉପରେ କୋରଧ କଲେ।

ଗୀତସଂହିତା 99:8
ହେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର, ତୁମ୍ଭେ ତାଙ୍କ ପ୍ରାର୍ଥନାର ଉତ୍ତର ଦଲେ। ତୁମ୍ଭେ ସମାନଙ୍କେୁ ଦଖାଇେଲ ୟେ ତୁମ୍ଭେ ହିଁ କ୍ଷମାକାରୀ ପରମେଶ୍ବର ଏବଂ ତୁମ୍ଭେ ସମାନଙ୍କେର କୁକର୍ମ ପାଇଁ ଦଣ୍ଡ ଦିଅ।

ଗୀତସଂହିତା 106:39
ତଣେୁ ପରମେଶ୍ବରଙ୍କର ଲୋକମାନେ ସମାନଙ୍କେର କାର୍ୟ୍ଯଦ୍ବାରା ଅପବିତ୍ର ହାଇେଥିଲେ। ପରମେଶ୍ବରଙ୍କର ଲୋକମାନେ ତାଙ୍କ ପ୍ରତି ବିଶ୍ବାସୀ ହେଲେ ନାହିଁ। ଅନ୍ୟ ଦେଶୀଯ ଲୋକମାନେ ଯେଉଁ କର୍ମ କରୁଥିଲେ ଏମାନେ ମଧ୍ଯ ସପରେି କାର୍ୟ୍ଯ କଲେ।

ଉପଦେଶକ 7:29
ମୁଁ ଯାହା ପାଇଛି ତାକୁ ଥରେ ମାତ୍ର ଦେଖ। ପରମେଶ୍ବର ମାନବ ସମାଜକୁ ସରଳ କରି ତିଆରି କଲେ। କିନ୍ତୁ ସମାନେେ ସର୍ବଦା ନୂତନ ଯୋଜନା ଉଦ୍ଭାବନ କରିଛନ୍ତି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:21
ଲୋକେ ପରମେଶ୍ବରଙ୍କୁ ଜାଣିଥିଲେ। କିନ୍ତୁ ସମାନେେ ପରମେଶ୍ବରଙ୍କୁ ଗୌରବ ଦେଲେ ନାହିଁ ଓ ତାହାଙ୍କୁ ଧନ୍ଯବାଦ ଜଣାଇଲେ ନାହିଁ। ଲୋକଙ୍କ ଚ଼ିନ୍ତାଧାରା ନିରର୍ଥକ ହେଲା। ସମାନଙ୍କେର ଜ୍ଞାନ ଅନ୍ଧକାର ରେ ଭରିଗଲା।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:8
ସମାନଙ୍କେ ଭିତରୁ ଯେପରି କେତକେ ୟୌନଗତ ପାପ କଲେ, ଆମ୍ଭେ ସଭେଳି କବେେ କରିବା ନାହିଁ। ସମାନେେ ପାପ କରିଥିବା ହତେୁରୁ ସମାନଙ୍କେ ଭିତରୁ 23,000 ଲୋକ ଗୋଟିଏ ଦିନ ରେ ମରିଗଲେ।

Chords Index for Keyboard Guitar