Index
Full Screen ?
 

ଗୀତସଂହିତା 105:37

Psalm 105:37 ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 105

ଗୀତସଂହିତା 105:37
ପରମେଶ୍ବର ତାଙ୍କର ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ। ସମାନଙ୍କେ ନିଜ ସହିତ ରୂପା ଓ ସୁନା ଆଣିଲେ। ଓ ତା'ଙ୍କର ଗୋଷ୍ଠୀ ମଧ୍ୟରେ ଜଣେ ଦୁର୍ବଳ ଲୋକ ହିଁ ନ ଥିଲେ, ଝୁଣ୍ଟି ପଡ଼ିବାକୁ।

He
brought
them
forth
וַֽ֭יּוֹצִיאֵםwayyôṣîʾēmVA-yoh-tsee-ame
silver
with
also
בְּכֶ֣סֶףbĕkesepbeh-HEH-sef
and
gold:
וְזָהָ֑בwĕzāhābveh-za-HAHV
not
was
there
and
וְאֵ֖יןwĕʾênveh-ANE
one
feeble
בִּשְׁבָטָ֣יוbišbāṭāywbeesh-va-TAV
person
among
their
tribes.
כּוֹשֵֽׁל׃kôšēlkoh-SHALE

Cross Reference

ଯାତ୍ରା ପୁସ୍ତକ 12:35
ଏହାପରେ ଇଶ୍ରାୟେଲୀୟ ଲୋକମାନେ ମାଶାଙ୍କେର ଆଜ୍ଞାନୁସା ରେ ଗଲେ। ସମାନେେ ତାଙ୍କର ମିଶରୀଯ ପଡ଼ୋଶୀମାନଙ୍କ ନିକଟକୁ ଗଲେ ଓ ସମାନଙ୍କେୁ ରୂପା ଅଳଙ୍କାର, ସ୍ବର୍ଣ୍ଣ ଅଳଙ୍କାର ଏବଂ ଲୁଗା ମାଗିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:17
ଇଶ୍ରାୟେଲର ପରମେଶ୍ବର ଆମ୍ଭ ପୂର୍ବପୁରୁଷମାନଙ୍କୁ ବାଛି ନେଲେ। ମିଶର ରେ ବିଦେଶୀ ଭାବେ ସମାନେେ ରହୁଥିବା ବେଳେ ପରମେଶ୍ବର ଆମ୍ଭ ଲୋକମାନଙ୍କୁ ସଫଳତା ଦେଲେ। ସେ ତାହାଙ୍କ ମହାନ୍ ଶକ୍ତି ବଳ ରେ ସଠାରୁେ ସମାନଙ୍କେୁ ବାହାର ମଧ୍ଯ କରି ଆଣିଲେ।

ଆଦି ପୁସ୍ତକ 15:14
କିନ୍ତୁ ଯେଉଁ ଜାତିମାନେ ସମାନଙ୍କେୁ କ୍ରୀତଦାସ କଲେ ସମାନଙ୍କେର ମୁଁ ବିଚାର କରିବି ଏବଂ ତାହାପରେ ପ୍ରଚୁର ଧନ ସହିତ ସମାନେେ ସ୍ବାଧୀନ ହବେେ।

ଯାତ୍ରା ପୁସ୍ତକ 3:22
ସମସ୍ତ ଇଶ୍ରାୟେଲୀୟ ସ୍ତ୍ରୀ ଆପଣା ପ୍ରତିବେଶୀନୀ ଓ ଆପଣା ଗୃହପ୍ରବାସୀନୀ ସ୍ତ୍ରୀ ନିକଟରୁ ରେ ୗପ୍ୟ, ଅଳଙ୍କାର ଓ ସ୍ବର୍ଣ୍ଣ ଅଳଙ୍କାର ଓ ବସ୍ତ୍ର ମାଗି ନଇୟିବେ, ପୁଣି ତାହା ତୁମ୍ଭମାନେେ ଆପଣା ପୁତ୍ର କନ୍ଯାଙ୍କୁ ପିନ୍ଧାଇବ। ଏହିପରି ଭାବରେ ତୁମ୍ଭମାନେେ ମିଶରୀଯ ଲୋକମାନଙ୍କ ଦ୍ରବ୍ଯ ହରଣ କରିବ।

Chords Index for Keyboard Guitar