ଗୀତସଂହିତା 105:25 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 105 ଗୀତସଂହିତା 105:25

Psalm 105:25
ମିଶରୀଯମାନେ ତାଙ୍କର ଲୋକମାନଙ୍କୁ ଘୃଣା କରିବାକୁ ଲାଗିଲେ ଏବଂ ତାଙ୍କର କ୍ରୀତଦାସଙ୍କ ବିରୁଦ୍ଧରେ ଯୋଜନା କଲେ।

Psalm 105:24Psalm 105Psalm 105:26

Psalm 105:25 in Other Translations

King James Version (KJV)
He turned their heart to hate his people, to deal subtilly with his servants.

American Standard Version (ASV)
He turned their heart to hate his people, To deal subtly with his servants.

Bible in Basic English (BBE)
Their hearts were turned to hate against his people, so that they made secret designs against them.

Darby English Bible (DBY)
He turned their heart to hate his people, to deal subtilly with his servants.

World English Bible (WEB)
He turned their heart to hate his people, To conspire against his servants.

Young's Literal Translation (YLT)
He turned their heart to hate His people, To conspire against His servants.

He
turned
הָפַ֣ךְhāpakha-FAHK
their
heart
לִ֭בָּםlibbomLEE-bome
to
hate
לִשְׂנֹ֣אliśnōʾlees-NOH
people,
his
עַמּ֑וֹʿammôAH-moh
to
deal
subtilly
לְ֝הִתְנַכֵּ֗לlĕhitnakkēlLEH-heet-na-KALE
with
his
servants.
בַּעֲבָדָֽיו׃baʿăbādāywba-uh-va-DAIV

Cross Reference

ରେରିତମାନଙ୍କ କାର୍ଯ୍ୟର ବିବରଣ 7:19
ସେ ନୂଆ ରାଜା ଆମ୍ଭ ଲୋକଙ୍କ ପ୍ରତି ନିଷ୍ଠୁର ଥିଲେ। ସେ ଆମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ଦୁର୍ବ୍ଯବହାର କଲେ। ରାଜା ସମାନଙ୍କେର ଶିଶୁମାନଙ୍କୁ ମାରିବା ପାଇଁ ବାହା ରେ ପକଇଦେବୋକୁ ସମାନଙ୍କେୁ ବଧ୍ଯ କଲେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9:17
ଧର୍ମଶାନ୍ତ୍ର ରେ ଯେପରି ପରମେଶ୍ବର ଫାରୋକୁ କହନ୍ତି: ତୁମ୍ଭକୁ ଆମ୍ଭେ ଏହି ଏକ ମାତ୍ର ଉଦେଶ୍ଯ ପାଇଁ ତୁମ୍ଭକୁ ରାଜା କରିଛୁ, ୟଦ୍ବାରା ତୁମ୍ଭ ମାଧ୍ଯମ ରେ ଆମ୍ଭେ ଆପଣା ଶକ୍ତି ଦଖାଇେ ପାରିବା ଓ ଅତଏବ ଆମ୍ଭ ନାମ ସମଗ୍ର ବିଶ୍ବ ରେ ଘୋଷିତ ହେଉ ବୋଲ ଆମ୍ଭ ଇଚ୍ଛା।

ଦିତୀୟ ବିବରଣ 2:30
କିନ୍ତୁ ହିଷ୍ବୋନ୍ର ରାଜା ସୀହାନ୍େ ତାଙ୍କ ଦେଶ ମଧ୍ଯ ଦଇେ ଆମ୍ଭମାନଙ୍କୁ ୟିବାକକ୍ସ୍ଟ ଦେଲେ ନାହିଁ। ସଦାପ୍ରଭୁ ତୁମ୍ଭର ପରମେଶ୍ବର ତାଙ୍କର ହୃଦଯ କଠିନ କରାଇଲେ। ସଦାପ୍ରଭୁ ଏପରି କଲେ, ତୁମ୍ଭମାନେେ ସୀହାନକେୁ ପରାସ୍ତ କରିପାରିବ, ଏବଂ ଆଜି ଆମ୍ଭେ ଜାଣିଲକ୍ସ୍ଟ ବାସ୍ତବ ରେ କ'ଣ ସବୁ ଘଟିଲା।

ଯାତ୍ରା ପୁସ୍ତକ 10:1
ସଦାପ୍ରଭୁ ମାଶାଙ୍କେୁ କହିଲେ, ଫାରୋଙ୍କ ନିକଟକୁ ୟାଅ। ମୁଁ ତାଙ୍କୁ ନିଷ୍ଠୁର କରିଛି ଏବଂ କର୍ମଚାରୀମାନଙ୍କୁ ମଧ୍ଯ ନିଷ୍ଠୁର ହୃଦଯ କରିଛି। ମୁଁ ଏପରି କରିଅଛି ୟଦ୍ବାରା ମୁଁ ସମାନଙ୍କେୁ ମାରେ ଶକ୍ତିଶାଳୀ ଅଦ୍ଭୁତ କର୍ମ ଦଖାଇେ ପାରିବି.

ଯାତ୍ରା ପୁସ୍ତକ 9:16
କିନ୍ତୁ ମୁଁ ତୁମ୍ଭକୁ ଏଥିପାଇଁ ରଖିଛି ଯେ, ତୁମ୍ଭେ ମାରେ ପରାକ୍ରମ ଜାଣିବ। ସମଗ୍ର ପୃଥିବୀ ରେ ମାରେ ନାମ ବିଖ୍ଯାତ କରିବ।

ଯାତ୍ରା ପୁସ୍ତକ 4:21
ମାଶାେ ମିଶରକୁ ୟାତ୍ରାକରୁଥିବା ସମୟରେ ପରମେଶ୍ବର ତାଙ୍କୁ କହିଲେ, ମନରେଖ, ତୁମ୍ଭେ ଫାରୋଙ୍କ ସହିତ କଥା ହବୋ ସମୟରେ ତୁମ୍ଭେ ସମସ୍ତ ଅଦ୍ଭୁତ କାର୍ୟ୍ଯ ତାଙ୍କୁ ଦଖାଇବେ ଯାହା ମୁଁ ତୁମ୍ଭକୁ ଦଇେଅଛି। କିନ୍ତୁ ମୁଁ ଫାରୋଙ୍କ ମନକୁ କଠିନ କରିବି। ଯେଉଁଥି ରେ ସେ ଲୋକମାନଙ୍କୁ ମିଶର ଛାଡ଼ିବାକୁ ଅନୁମତି ଦବେେ ନାହିଁ।

ଯାତ୍ରା ପୁସ୍ତକ 2:23
ଦୀର୍ଘଦିନ ପରେ ସହେି ମିଶର ରେ ରାଜା ମୃତ୍ଯୁବରଣ କଲେ କିନ୍ତୁ ଇଶ୍ରାୟେଲଯମାନଙ୍କୁ ପୂର୍ବପରି କଠିନ ପରିଶ୍ରମ କରିବାକୁ ପଡିଲା। ସମାନେେ ଅନୁନଯ କଲେ ଏବଂ ପରମେଶ୍ବର ସମାନଙ୍କେର ଡାକ ଶୁଣିଲେ।

ଯାତ୍ରା ପୁସ୍ତକ 1:16
ରାଜା କହିଲେ, ଯେଉଁ ସମୟରେ ତୁମ୍ଭମାନେେ ଏବ୍ରୀଯା ସ୍ତ୍ରୀମାନଙ୍କର ଧାତ୍ରୀ କାର୍ୟ୍ଯ କରିବ ଓ ସମାନଙ୍କେର ପିଲା ଜନ୍ମ କରିବା ରେ ସାହାୟ୍ଯ କରିବ, ପୁତ୍ର ସନ୍ତାନ ଥିଲେ ସମାନଙ୍କେୁ ମାରିଦବେ ଓ କନ୍ଯା ସନ୍ତାନ ହେଲେ ସମାନଙ୍କେୁ ଜୀବିତ ରଖିବ।

ଯାତ୍ରା ପୁସ୍ତକ 1:8
ଏହାପରେ ଜଣେ ନୂତନ ରାଜା ମିଶର ରେ ରାଜୁତି କଲେ। ସହେି ରାଜା ଜାଣଙ୍କ ଯୋଷଫଙ୍କେୁ ଜାଣି ନଥିଲେ।

ଆଦି ପୁସ୍ତକ 15:13
ତା'ପରେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, ତୁମ୍ଭେ ଏ ବିଷଯ ରେ ନିଶ୍ଚିତ ହାଇପୋରିବ, ତୁମ୍ଭର ବଂଶଧର ବିଦେଶ ରେ ପ୍ରବାସୀ ହବେେ ଏବଂ କ୍ରୀତଦାସ ହବେେ ଏବଂ କ୍ଲେଶ ଭୋଗ କରିବେ 400 ବର୍ଷ ପର୍ୟ୍ଯନ୍ତ।