ହିତୋପଦେଶ 9:18 in Oriya

ଓଡିଆ ଓଡିଆ ବାଇବେଲ ହିତୋପଦେଶ ହିତୋପଦେଶ 9 ହିତୋପଦେଶ 9:18

Proverbs 9:18
ସହେି ମୂର୍ଖ ଲୋକମାନେ ଜାଣନ୍ତି ନାହିଁ ଯେ ମୃତ ପ୍ ରତାେତ୍ମା ତା'ର ଗୃହ ରେ ଅଛି ବୋଲି, ଏବଂ ତା'ର ନିମନ୍ତ୍ରିତଗଣ ପାତାଳର ଗଭୀର ସ୍ଥାନ ରେ ଅଛନ୍ତି ବୋଲି।

Proverbs 9:17Proverbs 9

Proverbs 9:18 in Other Translations

King James Version (KJV)
But he knoweth not that the dead are there; and that her guests are in the depths of hell.

American Standard Version (ASV)
But he knoweth not that the dead are there; That her guests are in the depths of Sheol.

Bible in Basic English (BBE)
But he does not see that the dead are there, that her guests are in the deep places of the underworld.

Darby English Bible (DBY)
But he knoweth not that the dead are there; [that] her guests are in the depths of Sheol.

World English Bible (WEB)
But he doesn't know that the dead are there, That her guests are in the depths of Sheol.

Young's Literal Translation (YLT)
And he hath not known that Rephaim `are' there, In deep places of Sheol her invited ones!

But
he
knoweth
וְֽלֹאwĕlōʾVEH-loh
not
יָ֭דַעyādaʿYA-da
that
כִּֽיkee
dead
the
רְפָאִ֣יםrĕpāʾîmreh-fa-EEM
are
there;
שָׁ֑םšāmshahm
guests
her
that
and
בְּעִמְקֵ֖יbĕʿimqêbeh-eem-KAY
are
in
the
depths
שְׁא֣וֹלšĕʾôlsheh-OLE
of
hell.
קְרֻאֶֽיהָ׃qĕruʾêhākeh-roo-A-ha

Cross Reference

ହିତୋପଦେଶ 7:27
ତା'ର ଗୃହ ସିଧାସଳଖ କବରକୁ ୟିବା ପାଇଁ ବାଟ। ଯାହା ମୃତ୍ଯୁର ଆଳଯକୁ ୟାଏ।

ଗୀତସଂହିତା 82:5
ୟାହାସବୁ ଘଟୁଛି ସମାନେେ ଜାଣନ୍ତି ନାହିଁ କିଅବା ବୁଝନ୍ତି ନାହିଁ। ସମାନେେ ଅନ୍ଧାରରେ ଝୁଣ୍ଟି ପଡ଼ନ୍ତି। ସମାନଙ୍କେର ପୃଥିବୀ ସମାନଙ୍କେର ଚତୁଃପାଶର୍‌ବରେ ତଳକୁ ପଡ଼ୁଛି।

ହିତୋପଦେଶ 1:7
ପ୍ରଥମେ ସଦାପ୍ରଭୁଙ୍କୁ ସମ୍ମାନ କରିବା ଏବଂ ସଦାପ୍ରଭୁଙ୍କ ବାକ୍ଯ ମାନି ଚଳିବା ଜଣେ ବ୍ଯକ୍ତି ଏହା ଶିକ୍ଷା କରିବା ଉଚିତ୍। ଏଥି ରେ ତୁମ୍ଭର ବାସ୍ତବ ଜ୍ଞାନ ବୃଦ୍ଧି ଘଟିବ। କିନ୍ତୁ ନିର୍ ବୋଧ ଲୋକମାନେ ଜ୍ଞାନ ଓ ଉପଦେଶକୁ ତୁଚ୍ଛ କରନ୍ତି।

ହିତୋପଦେଶ 2:18
ଯେଉଁ ରାସ୍ତା ତାହାର ଘର ଆଡ଼କୁ, ତାହାର ମୃତ୍ଯୁ ଆଡ଼କୁ ଗଡ଼ଇବେ। ତୁମ୍ଭେ ଯଦି ତାକୁ ଅନୁସରଣ କର ସେ ତୁମ୍ଭକୁ କବରଖାନାକୁ ଆଗଇେ ନବେ।

ହିତୋପଦେଶ 5:5
ସେ ହେଉଛି ମୃତ୍ଯୁର ପଥ, ସେ ତୁମ୍ଭକୁ ସିଧା କବର ପାଖକୁ ନଇୟିବେ।

ହିତୋପଦେଶ 6:26
ବ୍ଯଭିଚାରିଣୀକୁ ପାଉଁରୋଟୀର ଦାମ ଦବୋକୁ ପଡ଼ିବ, ଅନ୍ୟ ଜଣଙ୍କ ସ୍ତ୍ରୀ ପାଇଁ ତୁମ୍ଭ ଜୀବନର ଦାମ ଦବୋକୁ ପଡ଼ିବ।

ପିତରଙ୍କ ଦିତୀୟ ପତ୍ର 3:5
ସୁଦୂର ଅତୀତ ରେ କ'ଣ ଘଟିଥିଲା, ସମାନେେ ତାହା ମନେ ପକାଇବା ପାଇଁ ଇଚ୍ଛା କରନ୍ତି ନାହିଁ। ଆକାଶମଣ୍ଡଳ ଥିଲା, ପରମେଶ୍ବର ପାଣିରୁ ଓ ପାଣି ଦ୍ବାରା ଜଗତକୁ ସୃଷ୍ଟି କଲେ। ପରମେଶ୍ବରଙ୍କ ବାକ୍ଯ ଦ୍ବାରା ଏହା ସାଧିତ ହେଲା।