Proverbs 6:21
ସମାନଙ୍କେର ଆଜ୍ଞାସବୁ ଏବଂ ଶିକ୍ଷାଗୁଡ଼ିକ ସର୍ବଦା ମନେ ରଖ। ତାହାକୁ ତୁମ୍ଭ ହୃଦଯ ରେ ବାନ୍ଧି ରଖ ଏବଂ ତାହାକୁ ତୁମ୍ଭର ଗଳାର ଫୁଲହାର ପରି ବାନ୍ଧ।
Proverbs 6:21 in Other Translations
King James Version (KJV)
Bind them continually upon thine heart, and tie them about thy neck.
American Standard Version (ASV)
Bind them continually upon thy heart; Tie them about thy neck.
Bible in Basic English (BBE)
Keep them ever folded in your heart, and have them hanging round your neck.
Darby English Bible (DBY)
bind them continually upon thy heart, tie them about thy neck:
World English Bible (WEB)
Bind them continually on your heart. Tie them around your neck.
Young's Literal Translation (YLT)
Bind them on thy heart continually, Tie them on thy neck.
| Bind | קָשְׁרֵ֣ם | qošrēm | kohsh-RAME |
| them continually | עַל | ʿal | al |
| upon | לִבְּךָ֣ | libbĕkā | lee-beh-HA |
| thine heart, | תָמִ֑יד | tāmîd | ta-MEED |
| tie and | עָ֝נְדֵ֗ם | ʿānĕdēm | AH-neh-DAME |
| them about | עַל | ʿal | al |
| thy neck. | גַּרְגְּרֹתֶֽךָ׃ | gargĕrōtekā | ɡahr-ɡeh-roh-TEH-ha |
Cross Reference
ହିତୋପଦେଶ 3:3
ପ୍ ରମେ, ବିଶ୍ବାସ ଏବଂ ସତ୍ଯତା ତୁମ୍ଭକୁ କବେେ ପରିତ୍ଯାଗ କରିବା ଉଚିତ୍ ନୁହଁ। ଆପଣା ଗଳା ରେ ସଗେୁଡ଼ିକ ବାନ୍ଧି ରଖ। ଆପଣା ହୃଦଯ ରେ ସଗେୁଡ଼ିକ ଲେଖିରଖ।
ଯାତ୍ରା ପୁସ୍ତକ 13:16
ଏହା ଚିହ୍ନ ସ୍ବରୂପେ ତୁମ୍ଭ ହସ୍ତ ରେ ଓ ଭୂଷଣ ସ୍ବରୂପେ ତୁମ୍ଭ ଚକ୍ଷୁ ଦ୍ବଯର ମଧ୍ଯସ୍ଥାନ ରେ ରହିବ। ଯେ ହତେୁ ସଦାପ୍ରଭୁ ବାହୁବଳ ରେ ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲେ।
ଦିତୀୟ ବିବରଣ 6:8
ଆଉ ତୁମ୍ଭେ ସଗେୁଡିକୁ ଚିହ୍ନ ରୂପେ ନିଜ ହସ୍ତ ରେ ଓ ତକ୍ସ୍ଟମ୍ଭ କପାଳ ରେ ବାନ୍ଧିବା ଉଚିତ୍।
ହିତୋପଦେଶ 4:6
ଜ୍ଞାନଠାରୁ ଦୂ ରଇେ ୟାଅ ନାହିଁ। ଜ୍ଞାନ ତୁମ୍ଭକୁ ସହାୟ ହବେ। ଜ୍ଞାନକୁ ଭଲ ପାଅ। ଜ୍ଞାନ ତୁମ୍ଭକୁ ନିରାପଦ ରେ ରଖିବ।
ହିତୋପଦେଶ 4:21
ମାରେ ବାକ୍ଯ ପ୍ରତି ବିମୁଖ ହୁଅ ନାହିଁ। ମାରେ ବାକ୍ଯସବୁ ସର୍ବଦା ସ୍ମରଣ କର।
ହିତୋପଦେଶ 7:3
ତାହାକୁ ଆଙ୍ଗୁଳି ରେ ବାନ୍ଧି ରଖ, ନିଜ ହୃଦଯ ରେ ଲେଖି ରଖ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 3:3
ଏହା ସ୍ପଷ୍ଟ ଯେ, ତୁମ୍ଭମାନେେ ଆମ୍ଭ ମାଧ୍ଯମ ରେ ଖ୍ରୀଷ୍ଟଙ୍କ ପ୍ ରରେିତ ଏକ ପତ୍ର ସ୍ବରୂପ। ଏହି ଚିଠିଟି କାଳି ରେ ନୁହେଁ, ମାତ୍ର ଜୀବନ୍ତ ପରମେଶ୍ବରଙ୍କ ଆତ୍ମା ଦ୍ବାରା ଲଖାେ ଯାଇଛି। ଏହା ପ୍ରସ୍ତର ଫଳକ ଉପରେ ଖାଦେିତ ନୁହେଁ ବରଂ ମନୁଷ୍ଯର ହୃଦୟ ରେ ଲିଖିତ।