Proverbs 5:6
ତା'ର ପଥ ଅନୁସରଣ କର ନାହିଁ। କାରଣ ସେ ଜାଣେ ନାହିଁ ଯେ ସେ ନିଜେ ପଥ ହରାଉଛି। ସାବଧାନ ! ତୁମ୍ଭେ ଜୀବନର ପଥକୁ ଅନୁସରଣ କର।
Proverbs 5:6 in Other Translations
King James Version (KJV)
Lest thou shouldest ponder the path of life, her ways are moveable, that thou canst not know them.
American Standard Version (ASV)
So that she findeth not the level path of life: Her ways are unstable, `and' she knoweth `it' not.
Bible in Basic English (BBE)
She never keeps her mind on the road of life; her ways are uncertain, she has no knowledge.
Darby English Bible (DBY)
Lest she should ponder the path of life, her ways wander, she knoweth not [whither].
World English Bible (WEB)
She gives no thought to the way of life. Her ways are crooked, and she doesn't know it.
Young's Literal Translation (YLT)
The path of life -- lest thou ponder, Moved have her paths -- thou knowest not.
| Lest | אֹ֣רַח | ʾōraḥ | OH-rahk |
| thou shouldest ponder | חַ֭יִּים | ḥayyîm | HA-yeem |
| the path | פֶּן | pen | pen |
| of life, | תְּפַלֵּ֑ס | tĕpallēs | teh-fa-LASE |
| ways her | נָע֥וּ | nāʿû | na-OO |
| are moveable, | מַ֝עְגְּלֹתֶ֗יהָ | maʿgĕlōtêhā | MA-ɡeh-loh-TAY-ha |
| that thou canst not | לֹ֣א | lōʾ | loh |
| know | תֵדָֽע׃ | tēdāʿ | tay-DA |
Cross Reference
ହିତୋପଦେଶ 4:26
ଧାର୍ମିକଠାରୁ ତୁମ୍ଭକୁ ଦୂ ରଇେ ନିଅ ନାହିଁ। ଜ୍ଞାନଠାରୁ ଦୂ ରଇେ ୟାଅ ନାହିଁ।
ଗୀତସଂହିତା 16:11
ତୁମ୍ଭେ ମାେତେ ବଞ୍ଚିବା ପାଇଁ ଜୀବନପଥ ଶିକ୍ଷା ଦବେ। ୟେ ହତେୁ ମୁଁ ତୁମ୍ଭ ସହିତ ଅଛି। ହେ ସଦାପ୍ରଭୁ, ତୁମ୍ଭେ ମାେତେ ସୁଖ ଶାନ୍ତିରେ ରହିବାକୁ ଦବେ। ୟେ ହତେୁ ମୁଁ ତୁମ୍ଭର ଦକ୍ଷିଣ ପାଶର୍ବରେ ଅବସ୍ଥିତ, ମାେ ପାଇଁ ଚିରଦିନ ନିତ୍ଯ ସୁଖ ଭୋଗ ଆଣିଦବେ।
ଗୀତସଂହିତା 119:59
ମୁଁ ମାେ ଜୀବନକୁ ଯତ୍ନ ସହକାରେ ଅନୁଶୀଳନ କଲି। ଏବଂ ମୁଁ ତୁମ୍ଭର ନିଯମକୁ ପୁଣି ଫରେିଲି।
ହିତୋପଦେଶ 5:21
ସଦାପ୍ରଭୁ ମନୁଷ୍ଯର ସମସ୍ତ ଗତି ଦେଖନ୍ତି। ସଦାପ୍ରଭୁ ତୁମ୍ଭର ପ୍ରେତ୍ୟକକ ପଥକୁ ସମାନ କରନ୍ତି।
ହିତୋପଦେଶ 6:12
ପାପାଧମ ବ୍ଯକ୍ତି, ଅପରାଧୀ ମନୁଷ୍ଯ ସର୍ବଦା ମିଥ୍ଯା କଥା କହନ୍ତି।
ହିତୋପଦେଶ 7:10
ସହେି ସ୍ତ୍ରୀ ତା'ର ଗୃହରୁ ବାହାରି ଆସିଲା, ତାକୁ ସାକ୍ଷାତ କରିବାକୁ। ସେ ବେଶ୍ଯାରୂପି ପୋଷାକ ପରିଧାନ କରିଥିଲା। ସେ ବହୁତ ହୃଦଯ ରେ ଚତୁରୀ ଥିଲା।
ହିତୋପଦେଶ 11:19
ଯେଉଁ ଲୋକ ଧାର୍ମିକତା ରେ ଅଟଳ ଥାଏ, ସେ ବଞ୍ଚି ରହିବ, ମାତ୍ର ୟିଏ କୁକର୍ମର ପଛ ରେ ୟାଏ, ସେ ଆପଣାର ମୃତ୍ଯୁ ଘଟାଇବ।
ହିତୋପଦେଶ 30:20
ସହେିପରି ବ୍ଯଭିଚାରିଣୀ ସ୍ତ୍ରୀର ଗତି। ସେ ଖାଇ ମୁହଁ ପୋଛି ଦିଏ ଓ କ ହେ, ମୁଁ କିଛି ଅଧର୍ମ କରି ନାହିଁ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:9
ତା'ର ମହାନ ଶକ୍ତି ଥିବ ଓ ସେ ଅସତ୍ଯ ଆଧାରିତ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ, ଚିହ୍ନ ଓ ଅଦ୍ଭୁତ କାର୍ୟ୍ଯମାନ ଘଟାଇବ।