ହିତୋପଦେଶ 31:30 in Oriya

ଓଡିଆ ଓଡିଆ ବାଇବେଲ ହିତୋପଦେଶ ହିତୋପଦେଶ 31 ହିତୋପଦେଶ 31:30

Proverbs 31:30
ଲାବଣ୍ଯ ପ୍ରବଞ୍ଚନା ଜନକ ଓ ସୌନ୍ଦର୍ୟ୍ଯ ଅସାର, ମାତ୍ର ଯେଉଁ ସ୍ତ୍ରୀ ସଦାପ୍ରଭୁଙ୍କୁ ଭୟ କରେ, ସେ ପ୍ରଶଂସିତା ହବେ।

Proverbs 31:29Proverbs 31Proverbs 31:31

Proverbs 31:30 in Other Translations

King James Version (KJV)
Favour is deceitful, and beauty is vain: but a woman that feareth the LORD, she shall be praised.

American Standard Version (ASV)
Grace is deceitful, and beauty is vain; `But' a woman that feareth Jehovah, she shall be praised.

Bible in Basic English (BBE)
Fair looks are a deceit, and a beautiful form is of no value; but a woman who has the fear of the Lord is to be praised.

Darby English Bible (DBY)
Gracefulness is deceitful and beauty is vain; a woman [that] feareth Jehovah, she shall be praised.

World English Bible (WEB)
Charm is deceitful, and beauty is vain; But a woman who fears Yahweh, she shall be praised.

Young's Literal Translation (YLT)
The grace `is' false, and the beauty `is' vain, A woman fearing Jehovah, she may boast herself.

Favour
שֶׁ֣קֶרšeqerSHEH-ker
is
deceitful,
הַ֭חֵןhaḥēnHA-hane
and
beauty
וְהֶ֣בֶלwĕhebelveh-HEH-vel
is
vain:
הַיֹּ֑פִיhayyōpîha-YOH-fee
woman
a
but
אִשָּׁ֥הʾiššâee-SHA
that
feareth
יִרְאַתyirʾatyeer-AT
the
Lord,
יְ֝הוָ֗הyĕhwâYEH-VA
she
הִ֣יאhîʾhee
shall
be
praised.
תִתְהַלָּֽל׃tithallālteet-ha-LAHL

Cross Reference

ପିତରଙ୍କ ପ୍ରଥମ ପତ୍ 3:4
ତୁମ୍ଭର ସୌନ୍ଦର୍ୟ୍ଯ ଅନ୍ତରରୁ ବାହାରି ନମ୍ର ଓ ଶାନ୍ତ ଗୁଣର ପରିଚୟ ଦବୋ ଉଚିତ। ଏହି ସୌନ୍ଦର୍ୟ୍ଯ କବେେ ହେଲେ ସମାପ୍ତ ହବେ ନାହିଁ। ପରମେଶ୍ବର ଏହାକୁ ସବୁଠାରୁ ମୂଲ୍ଯବାନ୍ ମନେ କରନ୍ତି।

ହିତୋପଦେଶ 6:25
ତୁମ୍ଭ ହୃଦଯ ରେ ସହେି ସୁନ୍ଦର ସ୍ତ୍ରୀର ସୌନ୍ଦର୍ୟ୍ଯକୁ ଲୋଭ କର ନାହିଁ। ତା'ର ଚକ୍ଷୁ ତୁମ୍ଭକୁ ପ୍ରତାରିତ ନ କରୁ।

ହିତୋପଦେଶ 11:22
ଯଦି ଜଣେ ସ୍ତ୍ରୀ ସୁନ୍ଦର, କିନ୍ତୁ ସେ ଦୁଷ୍ଟ ଏହା ଠିକ୍ ସହେିପରି ଯେପରି ଘୁଷୁରିର ଥୋମଣି ରେ ସୁବର୍ଣ୍ଣ ଥାଏ।

ଯାତ୍ରା ପୁସ୍ତକ 1:17
ମାତ୍ର ସହେି ଧାତ୍ରୀମାନେ ପରମେଶ୍ବରଙ୍କୁ ବିଶ୍ବାସ କରୁଥିବାରୁ, ରାଜାଙ୍କ ଆଜ୍ଞା ମାନି ନଥିଲେ. ସମାନେେ ପୁତ୍ର ସନ୍ତାନକୁ ଜୀବିତ ରଖିଲେ।

ପିତରଙ୍କ ପ୍ରଥମ ପତ୍ 1:24
ଶାସ୍ତ୍ର କୁ ହେ :

ଲୂକଲିଖିତ ସୁସମାଚାର 1:6
ସମାନେେ ଦୁ ହେଁ ପରମେଶ୍ବରଙ୍କ ଆଗ ରେ ଉତ୍ତମ ବ୍ଯକ୍ତି ଥିଲେ। ସମାନେେ ଉଭୟ ପ୍ରଭୁଙ୍କର ସମସ୍ତ ଆଜ୍ଞା ପାଳନ କରୁଥିଲେ। ପ୍ରଭୁ ଲୋକମାନଙ୍କୁ ପାଳିବାକୁ କହିଥିବା ସମସ୍ତ କଥା ସମାନେେ ଦୁ ହେଁ ପାଳୁଥିଲେ। ସମାନଙ୍କେର କୌଣସି ଭୁଲ ନଥିଲା।

ହିତୋପଦେଶ 8:13
ଯଦି କହେି ଲୋକ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରେ, ତବେେ ସେ ଲୋକ କୁକର୍ମକୁ ଘୃଣା କରିବ। ମୁଁ (ଜ୍ଞାନ) ଗର୍ବ, ଅହଙ୍କାର ଓ କୁପଥ ଏବଂ କୁଟିଳତାକୁ ଘୃଣା କରେ।

ଗୀତସଂହିତା 147:11
ଯେଉଁ ଲୋକମାନେ ତାଙ୍କୁ ଭୟ କରନ୍ତି ଓ ବିଶ୍ବସ୍ତ ପ୍ରମରେେ ଭରସା ରଖନ୍ତି, ସେ ସମାନଙ୍କେ ଉପରେ ସନ୍ତୁଷ୍ଟ ହୁଅନ୍ତି।

ଦିତୀୟ ଶାମୁୟେଲ 14:25
ସମକ୍ସ୍ଟଦାଯ ଇଶ୍ରାୟେଲ ମଧିଅରେ ଅବଶା ଲୋମ ପରି ଅତି ସକ୍ସ୍ଟନ୍ଦର ୟକ୍ସ୍ଟବକ କହେି ନଥିଲେ। ଲୋକମାନେ ତା'ର ସୌନ୍ଦର୍ୟ୍ଯକକ୍ସ୍ଟ ପ୍ରଶଂସା କରୁଥିଲେ। ତା'ର ପାଦରକ୍ସ୍ଟ ମସ୍ତକ ପର୍ୟ୍ଯନ୍ତ କେଉଁଠା ରେ ଗକ୍ସ୍ଟଣ ନ ଥିଲା।

ଯାକୁବଙ୍କ ପତ୍ 1:11
ସୂର୍ୟ୍ଯ ଉଦୟ ହାଇେ ଅଧିକ ଉତ୍ତପ୍ତ କରେ। ସୂର୍ୟ୍ଯର ଉତ୍ତାପ ଚାରା ଗଛଟିକୁ ଶୁଖଇେ ଦିଏ। ଫୁଲ ଝଡ଼ି ଯାଏ। ସହେି ଫୁଲ ଅତି ସୁନ୍ଦର ଥିଲା, କିନ୍ତୁ ଏବେ ତାହା ମୃତ ହେଲା। ଧନୀଲୋକର କଥା ମଧ୍ଯ ଠିକ୍ ସହେିଭଳି। ସେ ତାହାର ବ୍ଯବସାୟ ଲାଗି ଯୋଜନା କରୁଥିବା ବେଳେ ମରିୟିବ।

ପିତରଙ୍କ ପ୍ରଥମ ପତ୍ 1:7
ଏହି ସମସ୍ଯାଗୁଡ଼ିକ କାହିଁକି ହୁଏ ? କବଳେ ତୁମ୍ଭର ବିଶ୍ବାସର ସତ୍ଯତା ପ୍ରମାଣିତ କରିବା ଲାଗି ଏପରି ଘଟେ। ଏହି ବିଶ୍ବାସର ପ୍ରମାଣ ସୁନାଠାରୁ ଅଧିକ ମୂଲ୍ଯବାନ। ସୁନାର ବିଶୁଦ୍ଧତା ଅଗ୍ନି ଦ୍ବାରା ପରୀକ୍ଷିତ ହୁଏ, କିନ୍ତୁ ତାହା ନଷ୍ଟଶୀଳ। ଯୀଶୁ ପୁନଃ ଆସିବା ବେଳେ, ତୁମ୍ଭ ବିଶ୍ବାସର ପବିତ୍ରତା ହତେୁ ତୁମ୍ଭେ ପ୍ରଶଂସା, ମହିମା ଓ ସମ୍ମାନ ପାଇବ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4:5
ଅତଏବ, ଠିକ୍ ସମୟ ନ ଆସିବା ପର୍ୟ୍ଯନ୍ତ ଅର୍ଥାତ୍ ପୁନରାଗମନ ପର୍ୟ୍ଯନ୍ତ, କୌଣସି କଥାର ବିଚାର କରିବା ଅନୁଚିତ। ସେ ଅନ୍ଧକାର ରେ ରହିଥିବା ବିଷୟ ଗୁଡ଼ିକୁ ଲୋକମାନଙ୍କ ସମ୍ମୁଖକୁ ଆଣିବେ। ସେ ମଣିଷର ହୃଦୟ ଭିତ ରେ ଥିବା ଗୁପ୍ତ ଉଦ୍ଦେଶ୍ଯ ଗୁଡ଼ିକୁ ପ୍ରକାଶ କରିବେ। ସେତବେେଳେ ପରମେଶ୍ବର ପ୍ରେତ୍ୟକକଙ୍କୁ ଯାହାର ପ୍ରାପ୍ଯ ପ୍ରଶଂସା ତାହା ପ୍ରଦାନ କରିବେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:29
ଜଣେ ଲୋକ ଯଦି ପ୍ରକୃତ ରେ ଯିହୂଦୀ ସେ ଅନ୍ତରରୁ ଯିହୂଦୀ ଅଟେ। ପ୍ରକୃତ ସୁନ୍ନତ ହୃଦୟ ରେ ହିଁ କରା ଯାଇଥାଏ। ଏହା ଆତ୍ମା ଦ୍ବାରା କରାଯାଇ ଥାଏ। ଆକ୍ଷରିକ ଭାବରେ ନୁହେଁ। ଯେଉଁ ଲୋକ ହୃଦୟ ରେ ଆତ୍ମା ଦ୍ବାରା ସୁନ୍ନତ ହାଇେଥାଏ ସେ ପରମେଶ୍ବରଙ୍କ ଠାରୁ ପ୍ରଶଂସା ପାଏ, ମଣିଷମାନଙ୍କ ଠାରୁ ନୁହେଁ।

ଲୂକଲିଖିତ ସୁସମାଚାର 1:46
ତା'ପରେ ମରିୟମ କହିଲେ,

ଯିହିଜିକଲ 16:15
କିନ୍ତୁ ତୁମ୍ଭେ ନିଜ ସୌନ୍ଦର୍ୟ୍ଯ ରେ ନିର୍ଭର କରି ନିଜର ସୁଖ୍ଯାତି ହତେୁ ମାଠାେ ରେ ଅବିଶ୍ବସ୍ତ ହେଲ। ତୁମ୍ଭେ ମାେତେ ପ୍ରଚାରିତ କଲ, ଯେ କହେି ତୁମ୍ଭ ନିକଟ ଦଇେ ଗଲା ତୁମ୍ଭେ ଗଣିକା ସଦୃଶ ତା'ର ହେଲ ଓ ସମାନେେ ତୁମ୍ଭକୁ ବ୍ଯଭିଚାରିଣୀ ରୂପେ ଉପ ଭୋଗ କଲେ।

ଏଷ୍ଟର ବିବରଣ 1:11
ଲୋକମାନଙ୍କୁ ଓ ରାଜପୁତ୍ରମାନଙ୍କୁ ତାଙ୍କର ସୌନ୍ଦର୍ୟ୍ଯ ଦଖାଇବୋ ପାଇଁ, ରାଣୀ ବଷ୍ଟୀଙ୍କୁ ରାଜମୁକୁଟ ପିନ୍ଧାଇ ରାଜାଙ୍କ ଆଗକୁ ଆଣ। ଯେ ହତେୁ ସେ ପରମ ସୁନ୍ଦରୀ ଥିଲା।

ହିତୋପଦେଶ 1:7
ପ୍ରଥମେ ସଦାପ୍ରଭୁଙ୍କୁ ସମ୍ମାନ କରିବା ଏବଂ ସଦାପ୍ରଭୁଙ୍କ ବାକ୍ଯ ମାନି ଚଳିବା ଜଣେ ବ୍ଯକ୍ତି ଏହା ଶିକ୍ଷା କରିବା ଉଚିତ୍। ଏଥି ରେ ତୁମ୍ଭର ବାସ୍ତବ ଜ୍ଞାନ ବୃଦ୍ଧି ଘଟିବ। କିନ୍ତୁ ନିର୍ ବୋଧ ଲୋକମାନେ ଜ୍ଞାନ ଓ ଉପଦେଶକୁ ତୁଚ୍ଛ କରନ୍ତି।

ଉପଦେଶକ 12:13
ସାରକଥା ଏହି, ଆମ୍ଭମାନେେ ସବୁ ଶୁଣିଛୁ। ପରମେଶ୍ବରଙ୍କୁ ଭୟ କର ଓ ତାଙ୍କର ଆଜ୍ଞାସବୁ ପାଳନ କର। କାରଣ ଏହା ହିଁ ମନୁଷ୍ଯର ପୂର୍ଣ୍ଣ କର୍ତ୍ତବ୍ଯ ଅଟେ।

ଉପଦେଶକ 7:18
ହସ୍ତ କାଢ଼ି ନ ନଇେ ତାକୁ ଧରି ରଖିବା ରେ ତୁମ୍ଭର ମଙ୍ଗଳ। କାରଣ ଯେ ପରମେଶ୍ବରଙ୍କୁ ସମ୍ମାନ କରେ, ସେ ଉଭୟ କରେ।