ହିତୋପଦେଶ 3:13 in Oriya

ଓଡିଆ ଓଡିଆ ବାଇବେଲ ହିତୋପଦେଶ ହିତୋପଦେଶ 3 ହିତୋପଦେଶ 3:13

Proverbs 3:13
ଯେଉଁ ଲୋକ ଜ୍ଞାନ ପାଏ ଓ ବୁଦ୍ଧି ଲାଭ କରେ ସେ ଧନ୍ଯ।

Proverbs 3:12Proverbs 3Proverbs 3:14

Proverbs 3:13 in Other Translations

King James Version (KJV)
Happy is the man that findeth wisdom, and the man that getteth understanding.

American Standard Version (ASV)
Happy is the man that findeth wisdom, And the man that getteth understanding.

Bible in Basic English (BBE)
Happy is the man who makes discovery of wisdom, and he who gets knowledge.

Darby English Bible (DBY)
Blessed is the man that findeth wisdom, and the man that getteth understanding.

World English Bible (WEB)
Happy is the man who finds wisdom, The man who gets understanding.

Young's Literal Translation (YLT)
O the happiness of a man `who' hath found wisdom, And of a man `who' bringeth forth understanding.

Happy
אַשְׁרֵ֣יʾašrêash-RAY
is
the
man
אָ֭דָםʾādomAH-dome
that
findeth
מָצָ֣אmāṣāʾma-TSA
wisdom,
חָכְמָ֑הḥokmâhoke-MA
and
the
man
וְ֝אָדָ֗םwĕʾādāmVEH-ah-DAHM
that
getteth
יָפִ֥יקyāpîqya-FEEK
understanding.
תְּבוּנָֽה׃tĕbûnâteh-voo-NA

Cross Reference

ଉପଦେଶକ 9:15
ଏପରି ସମୟରେ ତହିଁ ମଧିଅରେ ଏକ ଦରିଦ୍ର ଜ୍ଞାନୀ ଲୋକ ଦଖାଗେଲା। ପୁଣି ସେ ଆପଣା ଜ୍ଞାନ ଦ୍ବାରା ନଗର ରକ୍ଷା କଲା। ତଥାପି ସହେି ଦରିଦ୍ର ଲୋକଙ୍କୁ କହେି ସ୍ମରଣ କଲା ନାହିଁ।

ପ୍ରଥମ ରାଜାବଳୀ 10:23
ଶଲୋମନ ପୃଥିବୀର ସର୍ବଶ୍ ରେଷ୍ଠ ରାଜା ଥିଲେ। କାରଣ ଐଶ୍ବର୍ୟ୍ଯ ରେ ଓ ଧନ ରେ ତାଙ୍କଠାରୁ ଅଧିକ କୌଣସି ରାଜାର ନଥିଲେ।

ହିତୋପଦେଶ 4:5
ଜ୍ଞାନ ଅର୍ଜନ କର, ସୁବିବଚେନା ଲାଭ ତହିଁରେ କର। ତାହା ଭୁଲ ନୁହେଁ, ମାେ ମୁଖରୁ ନିର୍ଗତ ବାକ୍ଯକୁ ବିମୁଖ କର ନାହିଁ।

ହିତୋପଦେଶ 8:32
ଏଥିପାଇଁ ହେ ମାରେ ପୁତ୍ରମାନେ, ମାରେ କଥା ଶୁଣ। ଯଦି ତୁମ୍ଭମାନେେ ମାରେ ପଥ ଧରିବ, ତୁମ୍ଭେ ଧନ୍ଯ ହବେ।

ପ୍ରଥମ ରାଜାବଳୀ 10:1
ଅନନ୍ତର ଶିବା ଦେଶ ରେ ରାଣୀ ସଦାପ୍ରଭୁଙ୍କ ପ୍ରିଯ ଶଲୋମନଙ୍କ ସୁଖ୍ଯାତି ଶୁଣି କଠିନ ପ୍ରଶ୍ନଦ୍ବାରା ତାଙ୍କୁ ପରୀକ୍ଷା କରିବାକୁ ଆସିଲେ।

ହିତୋପଦେଶ 2:4
ନ୍ଯାଯ ରୂପା ତୁଲ୍ଯ ଅଟେ, ତାକୁ ଖାଜେ। ପୋତାଧନ ପରି ତା'ର ଅନେଷ୍ବଣ କର।

ହିତୋପଦେଶ 18:1
ଯେ ଆପଣାକୁ ପୃଥକ୍ କରେ, ସେ ଆପଣା ଇଷ୍ଟ ଚେଷ୍ଟା କରେ ଓ ସର୍ବପ୍ରକାର ତତ୍ତ୍ବ ଜ୍ଞାନ ପ୍ରତ୍ଯାଖାନ କରେ।