ହିତୋପଦେଶ 29:12 in Oriya

ଓଡିଆ ଓଡିଆ ବାଇବେଲ ହିତୋପଦେଶ ହିତୋପଦେଶ 29 ହିତୋପଦେଶ 29:12

Proverbs 29:12
ଶାସନକର୍ତ୍ତା ଯଦି ମିଥ୍ଯାକୁ ଶୁଣନ୍ତି, ତବେେ ତାଙ୍କର ସମସ୍ତ ଅଧିକାରୀ ଦୁର୍ନୀତିଗ୍ରସ୍ତ ହବେେ।

Proverbs 29:11Proverbs 29Proverbs 29:13

Proverbs 29:12 in Other Translations

King James Version (KJV)
If a ruler hearken to lies, all his servants are wicked.

American Standard Version (ASV)
If a ruler hearkeneth to falsehood, All his servants are wicked.

Bible in Basic English (BBE)
If a ruler gives attention to false words, all his servants are evil-doers.

Darby English Bible (DBY)
If a ruler hearken to lying words, all his servants are wicked.

World English Bible (WEB)
If a ruler listens to lies, All of his officials are wicked.

Young's Literal Translation (YLT)
A ruler who is attending to lying words, All his ministers `are' wicked.

If
a
ruler
מֹ֭שֵׁלmōšēlMOH-shale
hearken
מַקְשִׁ֣יבmaqšîbmahk-SHEEV
to
עַלʿalal
lies,
דְּבַרdĕbardeh-VAHR

שָׁ֑קֶרšāqerSHA-ker
all
כָּֽלkālkahl
his
servants
מְשָׁרְתָ֥יוmĕšortāywmeh-shore-TAV
are
wicked.
רְשָׁעִֽים׃rĕšāʿîmreh-sha-EEM

Cross Reference

ପ୍ରଥମ ଶାମୁୟେଲ 22:8
ଏଥିପାଇଁ ତୁମ୍ଭେ କ'ଣ ସମସ୍ତେ ମାରେ ବିରକ୍ସ୍ଟଦ୍ଧ ରେ କକ୍ସ୍ଟମନ୍ତ୍ରଣା କରୁଅଛ? ଆଉ ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ ମାେତେ କହେି କହିଲ ନାହିଁ ଯେତବେେଳେ ମାରେ ପକ୍ସ୍ଟତ୍ର ୟିଶୀର ପକ୍ସ୍ଟତ୍ର ସହିତ ନିଯମ କଲା, ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ କହେି ମାେ କଥା ଚିନ୍ତା କଲନାହିଁ। ଯେତବେେଳେ ମାରେ ପକ୍ସ୍ଟତ୍ର ଦାଉଦ୍କକ୍ସ୍ଟ ଓ ସବେକମାନଙ୍କୁ ମାେ ବିରକ୍ସ୍ଟଦ୍ଧ ରେ ଉତ୍ତଜେିତ କଲା ମାେ ବିରକ୍ସ୍ଟଦ୍ଧ ରେ କାର୍ୟ୍ଯ କରିବା ପାଇଁ ଏବଂ ଲକ୍ସ୍ଟଚି କରି ମାେତେ ଆକ୍ରମଣ କରିବା ପାଇଁ।

ହିତୋପଦେଶ 20:8
ଯେଉଁ ରାଜା ବିଚାର ସ୍ଥାନ ରେ ବ ସେ, ସେ ନିଜର ସ୍ବଚକ୍ଷୁ ରେ ଅସତ୍ଯ ବିଷଯସବୁକୁ ପୁଙ୍ଖାନୁପୁଙ୍ଖ ରୂପେ ପରୀକ୍ଷା କରନ୍ତି।

ଗୀତସଂହିତା 101:5
ଯେଉଁ ଲୋକ ଗୋପନରେ ଆପଣା ପଡ଼ୋଶୀର ଅପବାଦ କରେ ମୁଁ ତାକୁ ଧ୍ବଂସ କରିଦବେି। ମୁଁ ଲୋକମାନଙ୍କୁ ଗର୍ବୀ ହବୋକୁ ଦବେି ନାହିଁ। ସମାନେେ ଅନ୍ୟମାନଙ୍କଠାରୁ ଭଲ ବୋଲି ତାଙ୍କୁ ଚିନ୍ତା କରିବା ପାଇଁ ଦବେି ନାହିଁ।

ଗୀତସଂହିତା 52:2
ତୁମ୍ଭେ ଲୋକମାନଙ୍କୁ ଧ୍ବଂସ କରିବାକୁ ଚକ୍ରାନ୍ତ କରୁଅଛ। ତୁମ୍ଭର ଜିହ୍ବା କ୍ଷୁରତୁଲ୍ଯ ତିକ୍ଷ୍ମ। ତୁମ୍ଭେ ମିଥ୍ଯା କହୁଛ ଏବଂ ଲୋକମାନଙ୍କୁ ଠକିବା ପାଇଁ ଚେଷ୍ଟା କରୁଛ !

ଦିତୀୟ ରାଜାବଳୀ 10:6
ତା'ପରେ ଯହେୂ ଦ୍ବିତୀୟ ଚିଠି ନତେୃବର୍ଗ ଓ ପ୍ରାଚୀନବର୍ଗମାନଙ୍କ ନିକଟକୁ ଏହା କହି ଲେଖିଲେ, ଯଦି ତୁମ୍ଭମାନେେ ମାେ ସପକ୍ଷ ରେ ଓ ମାେ ଆଜ୍ଞା ପାଳନ କରିବ, ତବେେ ଆହାବ୍ଙ୍କ ପୁତ୍ରମାନଙ୍କ କଟାମୁଣ୍ତ ଧରି ଆସନ୍ତାକାଲି ଏହି ସମୟରେ ୟିଷ୍ରିଯଲକେୁ ମାେ ନିକଟକୁ ଆସ।

ପ୍ରଥମ ରାଜାବଳୀ 21:11
ତେଣୁ ନାବୋତର ନଗରସ୍ଥ ପ୍ରାଚୀନ ଓ ପ୍ରଧାନବର୍ଗ ଈଷବଲଙ୍କେ ପ୍ ରରେିତ ପତ୍ର ଅନୁସାରେ କାର୍ୟ୍ଯ କଲେ।

ଦିତୀୟ ଶାମୁୟେଲ 4:5
ରେଖବ୍ ଓ ବାନା, ୟିଏ କି ବରେୋତୀଯ ରିମ୍ମୋଣର ପକ୍ସ୍ଟତ୍ର। ସମାନେେ ମଧ୍ଯାନ୍ନ ସମୟରେ ଈଶ୍ବୋଶତ୍ଙ୍କ ଗୃହ ରେ ପ୍ରବେଶ କଲେ। ସହେି ସମୟରେ ଇଶ୍ବୋତ୍ ବିଶ୍ରାମ ନେଉଥିଲେ, କାରଣ ସହେି ଅପରାହ୍ନ ବହକ୍ସ୍ଟତ ଗରମ ଥିଲା।

ଦିତୀୟ ଶାମୁୟେଲ 3:7
ଶାଉଲଙ୍କର ଜଣେ ଉପପତ୍ନୀ ଥିଲା, ଯାହାର ନାମ ରିସ୍ପା, ସେ ଅଯାର କନ୍ଯା ଥିଲା। ଇଶ୍ବୋଶତ୍ ଅବନରକକ୍ସ୍ଟ କହିଲେ, ତୁମ୍ଭେ କାହିଁକି ମାରେ ପିତାଙ୍କର ଉପପତ୍ନୀଙ୍କ ସହିତ ୟୌନ ସଐର୍କ ରଖିଛ?

ପ୍ରଥମ ଶାମୁୟେଲ 23:19
ଏହାପରେ ସୀଫୀଯ ଲୋକମାନେ ଗିବିଯାକକ୍ସ୍ଟ ଶାଉଲଙ୍କ ପାଖକକ୍ସ୍ଟ ଆସି କହିଲେ, ଦାଉଦ ଆମ୍ଭମାନଙ୍କ ଅଞ୍ଚଳ ରେ ଦକ୍ଷିଣ ଦିଗ ରେ ହଖୀଲା ପର୍ବତର ହୋ ରେଶର ସକ୍ସ୍ଟରକ୍ଷା ସ୍ଥାନ କିଲ୍ଲା ରେ ଲକ୍ସ୍ଟଚି ରହିଅଛି।

ହିତୋପଦେଶ 25:23
ଯେପରି ଉତ୍ତରୀଯ ବାଯୁ ବୃଷ୍ଟିର ଉତ୍ପାଦକ, ସହେିପରି ଖଚୁଆର ଜିହ୍ବା କୋରଧ ଦୃଷ୍ଟିର ଉତ୍ପାଦକ।