ହିତୋପଦେଶ 22:4 in Oriya

ଓଡିଆ ଓଡିଆ ବାଇବେଲ ହିତୋପଦେଶ ହିତୋପଦେଶ 22 ହିତୋପଦେଶ 22:4

Proverbs 22:4
ନମ୍ରତାର ଓ ସଦାପ୍ରଭୁଙ୍କ ବିଷଯକ ଭୟର ପୁରସ୍କାର ଧନ, ସମ୍ମାନ ଓ ଜୀବନ ଅଟେ।

Proverbs 22:3Proverbs 22Proverbs 22:5

Proverbs 22:4 in Other Translations

King James Version (KJV)
By humility and the fear of the LORD are riches, and honour, and life.

American Standard Version (ASV)
The reward of humility `and' the fear of Jehovah `Is' riches, and honor, and life.

Bible in Basic English (BBE)
The reward of a gentle spirit and the fear of the Lord is wealth and honour and life.

Darby English Bible (DBY)
The reward of humility [and] the fear of Jehovah is riches, and honour, and life.

World English Bible (WEB)
The result of humility and the fear of Yahweh Is wealth, honor, and life.

Young's Literal Translation (YLT)
The end of humility `is' the fear of Jehovah, Riches, and honour, and life.

By
עֵ֣קֶבʿēqebA-kev
humility
עֲ֭נָוָהʿănāwâUH-na-va
and
the
fear
יִרְאַ֣תyirʾatyeer-AT
Lord
the
of
יְהוָ֑הyĕhwâyeh-VA
are
riches,
עֹ֖שֶׁרʿōšerOH-sher
and
honour,
וְכָב֣וֹדwĕkābôdveh-ha-VODE
and
life.
וְחַיִּֽים׃wĕḥayyîmveh-ha-YEEM

Cross Reference

ହିତୋପଦେଶ 21:21
ଯେଉଁ ଲୋକ ଧାର୍ମିକତା ଓ ଦୟାର ପଶ୍ଚାଦ୍ଗାମୀ, ସେ ଜୀବନ, ଧାର୍ମିକତା ଓ ସମ୍ମାନ ପାଏ।

ଯିଶାଇୟ 57:15
କାରଣ ଯେ ଅନନ୍ତକାଳ ନିବାସୀ, ଯାହାଙ୍କର ନାମ ପରମେଶ୍ବର, ସହେି ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କୁହନ୍ତି ; ଆମ୍ଭେ ଉର୍ଦ୍ଧ୍ବ ଓ ପବିତ୍ର ସ୍ଥାନ ରେ ବାସ କରୁ। ଆଉ ମଧ୍ଯ ନମ୍ର ଲୋକମାନଙ୍କର ଆତ୍ମାକୁ ସଜୀବ ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମ୍ଭେ ଚୂର୍ଣ୍ଣ ଓ ନିମ୍ରମନା ଲୋକଙ୍କ ସହିତ ହିଁ ବାସ କରୁ।

ହିତୋପଦେଶ 3:16
ସହେିଲୋକ ଡାହାଣ ହସ୍ତ ରେ ଦୀର୍ଘାଯୁ ଏବଂ ବାମ ହସ୍ତ ରେ ଧନ ଓ ସମ୍ମାନ ଧାରଣ କରିଛି।

ଗୀତସଂହିତା 112:1
ସଦାପ୍ରଭୁଙ୍କର ପ୍ରଶଂସା କର। ଯେଉଁ ଲୋକ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରେ, ସମାନେେ ସମ୍ମାନରେ ଭାଗ୍ଯବାନ୍ ହୁଅନ୍ତି, ୟିଏକି ତାଙ୍କର ଆଦେଶ ପାଳନ କରିବାରେ ବହୁତ ବିଶ୍ବସ୍ତ ହାଇେଥାଏ,

ଯାକୁବଙ୍କ ପତ୍ 4:10
ପ୍ରଭୁଙ୍କ ଆଗ ରେ ନମ୍ର ହୁଅ ଓ ସେ ତୁମ୍ଭକୁ ମହାନ୍ କରିବେ।

ଯାକୁବଙ୍କ ପତ୍ 4:6
କିନ୍ତୁ ପରମେଶ୍ବର ଆମ୍ଭକୁ ଦଇେଥିବା ଅନୁଗ୍ରହ ଅତି ମହାନ ଅଟେ। ଯେପରି ଶାସ୍ତ୍ର କୁ ହେ : ପରମେଶ୍ବର ଅହଂକାରୀ ଲୋକମାନଙ୍କର ବିରୋଧୀ, କିନ୍ତୁ ସେ ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି।335

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:8
ନିଜ ଶରୀର ସାଧନା ଅନକୋଂଶ ରେ ତୁମ୍ଭକୁ ସାହାୟ୍ଯ କରେ। କିନ୍ତୁ ପରମେଶ୍ବରଙ୍କ ଉପାସନା କରିବା ଦ୍ବାରା ତାହା ସମସ୍ତ ବିଷୟ ରେ ତୁମ୍ଭକୁ ସାହାୟ୍ଯ କରେ। ଏହା ବର୍ତ୍ତମାନର ଜୀବନ ରେ ଓ ଭବିଷ୍ଯତ ରେ ଜୀବନ ରେ ମଧ୍ଯ ତୁମ୍ଭ ପାଇଁ ଆଶୀର୍ବାଦ ଆଣେ।

ମାଥିଉଲିଖିତ ସୁସମାଚାର 6:33
ଏଣୁ ଆଗ ପରମେଶ୍ବରଙ୍କ ରାଜ୍ଯ ଓ ଉତ୍ତମ କାର୍ୟ୍ଯ ବିଷୟ ରେ ଚିନ୍ତା କର। ତୁମ୍ଭେ ଯେଉଁସବୁ ଭଲ କାମ କରିବା ପରମେଶ୍ବର ଚାହାନ୍ତି, ସଗେୁଡିକ କର। ତା' ହେଲେ ଏହିସବୁ ବିଷୟଗୁଡିକ ତୁମ୍ଭକୁ ଯୋଗାଇ ଦିଆୟିବ।

ଯିଶାଇୟ 33:6
ହେ ୟିରୁଶାଲମ, ସେ ତୁମ୍ଭ ପାଇଁ ନିରାପଦ ଆଣିବେ। ସେ ତୁମ୍ଭକୁ ମୁକ୍ତି, ବୁଦ୍ଧି ଓ ଜ୍ଞାନ ରେ ଧନୀ କରିବେ। ସଞ୍ଚିତ ଧନ ସଦାପ୍ରଭୁଙ୍କ ଭୟର ବିଷଯକ, ତାହା ସେ ଦିଅନ୍ତି।

ଗୀତସଂହିତା 34:9
ସଦାପ୍ରଭୁଙ୍କ ପବିତ୍ର ଭକ୍ତଗଣ ପରମେଶ୍ବରଙ୍କ ଉପାସନା କର। ଯେଉଁ ଲୋକମାନେ ପରମେଶ୍ବରଙ୍କ ଉପାସନା କରନ୍ତି, ସମାନେେ ଦରକାର କରୁଥିବା ବସ୍ତୁ ସର୍ବଦା ପାଇଥାନ୍ତି।