ହିତୋପଦେଶ 2:8 in Oriya

ଓଡିଆ ଓଡିଆ ବାଇବେଲ ହିତୋପଦେଶ ହିତୋପଦେଶ 2 ହିତୋପଦେଶ 2:8

Proverbs 2:8
ସେ ଯେଉଁ ଲୋକମାନେ ନ୍ଯାଯ ପଥରେ ଚାଲନ୍ତି, ସମାନଙ୍କେୁ ରକ୍ଷା କରନ୍ତି ଏବଂ ତାଙ୍କର ପବିତ୍ର ଲୋକମାନଙ୍କର ଗତି ସୁରକ୍ଷିତ କରନ୍ତି।

Proverbs 2:7Proverbs 2Proverbs 2:9

Proverbs 2:8 in Other Translations

King James Version (KJV)
He keepeth the paths of judgment, and preserveth the way of his saints.

American Standard Version (ASV)
That he may guard the paths of justice, And preserve the way of his saints.

Bible in Basic English (BBE)
He keeps watch on the ways which are right, and takes care of those who have the fear of him.

Darby English Bible (DBY)
guarding the paths of just judgment and keeping the way of his godly ones.

World English Bible (WEB)
That he may guard the paths of justice, And preserve the way of his saints.

Young's Literal Translation (YLT)
To keep the paths of judgment, And the way of His saints He preserveth.

He
keepeth
לִ֭נְצֹרlinṣōrLEEN-tsore
the
paths
אָרְח֣וֹתʾorḥôtore-HOTE
of
judgment,
מִשְׁפָּ֑טmišpāṭmeesh-PAHT
preserveth
and
וְדֶ֖רֶךְwĕderekveh-DEH-rek
the
way
חֲסִידָ֣וḥăsîdāwhuh-see-DAHV
of
his
saints.
יִשְׁמֹֽר׃yišmōryeesh-MORE

Cross Reference

ପ୍ରଥମ ଶାମୁୟେଲ 2:9
ସଦାପ୍ରଭୁ ତାଙ୍କର ପବିତ୍ର ଭକ୍ତମାନଙ୍କୁ ସକ୍ସ୍ଟରକ୍ଷା କରନ୍ତି। ସେ ସମାନଙ୍କେୁ ଝକ୍ସ୍ଟଣ୍ଟିବାରକ୍ସ୍ଟ ରକ୍ଷା କରନ୍ତି। କିନ୍ତୁ ମନ୍ଦ ଲୋକମାନେ ଅନ୍ଧକାର ରେ ଝକ୍ସ୍ଟଣ୍ଟିପଡନ୍ତି ଓ ଧ୍ବଂସ ହକ୍ସ୍ଟଅନ୍ତି। ସମାନଙ୍କେର ଶକ୍ତି ସମାନଙ୍କେୁ ରକ୍ଷା କରିବା ପାଇଁ ସାହାୟ୍ଯ କରେ ନାହିଁ।

ଗୀତସଂହିତା 66:9
ପରମେଶ୍ବର ଆମ୍ଭମାନଙ୍କୁ ଜୀବନ ଦେଲେ ଏବଂ ଆମ୍ଭକୁ ଖସିୟିବାକୁ ଅନୁମତି ଦଇେ ନାହାନ୍ତି।

ଯିହୂଦାଙ୍କ ପତ୍ର 1:24
ପରମେଶ୍ବର ଶକ୍ତିଶାଳୀ ଓ ସେ ତୁମ୍ଭକୁ ପତନରୁ ରକ୍ଷା କରିବେ। ସେ ତୁମ୍ଭକୁ ମନ୍ଦରୁ ରକ୍ଷା କରି ନିଜର ଗୌରବ ସମ୍ମୁଖରୁ ଆଣି ପାରିବେ ଓ ତୁମ୍ଭକୁ ମହାନନ୍ଦ ଦଇେ ପାରିବେ।

ପିତରଙ୍କ ପ୍ରଥମ ପତ୍ 1:5
ତୁମ୍ଭର ପରିତ୍ରାଣର ସମୟ ନ ଆସିବା ପର୍ୟ୍ଯନ୍ତ ତୁମ୍ଭ ବିଶ୍ବାସ ମାଧ୍ଯମ ରେ ପରମେଶ୍ବରଙ୍କ ଶକ୍ତି ତୁମ୍ଭକୁ ରକ୍ଷା କରିବ। ସହେି ପରିତ୍ରାଣ ତୁମ୍ଭ ପାଇଁ ପ୍ରସ୍ତୁତ ହାଇେ ରହିଛି ଏବଂ ୟୁଗର ଶଷେ ରେ ତୁମ୍ଭେ ଏହା ପାଇବ।

ଗୀତସଂହିତା 145:20
ସଦାପ୍ରଭୁ ସହେିମାନଙ୍କୁ ରକ୍ଷା କରନ୍ତି ଯେଉଁମାନେ ତାଙ୍କୁ ଭଲ ପାଆନ୍ତି, ମାତ୍ର ସମସ୍ତ ଦୁଷ୍ଟ ଲୋକମାନଙ୍କୁ ଧ୍ବଂସ କରିବେ।

ଯୋହନଲିଖିତ ସୁସମାଚାର 10:28
ମୁଁ ନିଜ ମଷେମାନଙ୍କୁ ଅନନ୍ତ ଜୀବନ ଦିଏ। ସମାନେେ କଦାପି ମରିବେ ନାହିଁ। ସମାନଙ୍କେୁ ମାେ ହାତରୁ କହେି ଛଡଇେ ନଇେ ପାରିବେ ନାହିଁ।

ଯିରିମିୟ 32:40
ପୁଣି ସମାନଙ୍କେର ମଙ୍ଗଳ ପାଇଁ ଆମ୍ଭେ ସମାନଙ୍କେ ପ୍ରତି ବିମୁଖ ହବୋ ନାହିଁ। ଏହିପରି ଭାବରେ ଗୋଟିଏ ନିତ୍ଯସ୍ଥାଯୀ ନିଯମ ସମାନଙ୍କେ ସଙ୍ଗେ କରିବା। ସମାନେେ ଯେପରି ଆମ୍ଭଠାରୁ ଦୂ ରଇେ ନ ଯିବେ, ଏଥିପାଇଁ ଆମ୍ଭେ ଆମ୍ଭ ବିଷଯକ ଭୟ ସମାନଙ୍କେ ଅନ୍ତର ରେ ସ୍ଥାପନ କରିବା।

ଯିଶାଇୟ 49:9
ତୁମ୍ଭେ ବନ୍ଦୀଗଣଙ୍କୁ ବାହାରି ୟାଅ ବୋଲି, 'ଅନ୍ଧକାରସ୍ଥିତ' ଲୋକମାନଙ୍କୁ ଆପଣାମାନଙ୍କୁ ଦଖାେଅ ବୋଲି କହିବ। ସମାନେେ ପଥରେ ଚରିବେ ଓ ବୃକ୍ଷଶୂନ୍ଯ ଉଚ୍ଚସ୍ଥଳୀ ସକଳ ସମାନଙ୍କେର ଚରାସ୍ଥାନ ହବେ।

ଯିଶାଇୟ 35:9
ସେ ପଥରେ କୌଣସି ବିପଦ ନ ଥିବ। ସିଂହ କିମ୍ବା ହିଂସ୍ରକ ଜନ୍ତୁ ଆଘାତ ଦବୋକୁ ସଠାେ ରେ ନ ଥିବେ। ସମାନେେ ସଠାେ ରେ ଦଖାେଯିବେ ନାହିଁ। କବଳେ ମୁକ୍ତିପ୍ରାପ୍ତ ଲୋକମାନେ ତା'ଉପ ରେ ବିଚରଣ କରିବେ।

ହିତୋପଦେଶ 8:20
ମୁଁ ଧାର୍ମିକତାର ମାର୍ଗ ରେ, ବିଚାରର ପଥ ମଧିଅରେ ଗମନ କରେ।

ହିତୋପଦେଶ 3:21
ହେ ମାରେ ପୁତ୍ର, ଜ୍ଞାନକୁ ତୁମ୍ଭ ଦୃଷ୍ଟିରୁ ଦୂର କର ନାହିଁ। ତୁମ୍ଭେ ତତ୍ତ୍ବଜ୍ଞାନ ଓ ପରିଣାମ ଦର୍ଶିତା ରକ୍ଷା କର।

ଗୀତସଂହିତା 121:5
ସଦାପ୍ରଭୁ ତୁମ୍ଭର ରକ୍ଷାକର୍ତ୍ତା। ସଦାପ୍ରଭୁ ତୁମ୍ଭର ଦକ୍ଷିଣ ପାଶର୍‌ବରେ ତୁମ୍ଭକୁ ଢ଼ାଲ ଘୋଡ଼ାନ୍ତି ଏବଂ ରକ୍ଷା କରନ୍ତି।

ଗୀତସଂହିତା 37:31
ସେ ସଦାପ୍ରଭୁଙ୍କ ଉପଦେଶ ସବୁ ଶିଖିଥାଏ। ତଣେୁ ସେ କବେେ ହେଲେ ସହେି ପଥରୁ ବିଚ୍ଯୁତ ହବେ ନାହିଁ।

ଗୀତସଂହିତା 37:28
ସଦାପ୍ରଭୁ ନ୍ଯାଯକୁ ଭଲ ପାଆନ୍ତି ଓ ତାଙ୍କର ବିଶ୍ବସ୍ତ ଅନୁସରଣକାରୀମାନଙ୍କୁ ପରିତ୍ଯାଗ କରନ୍ତି ନାହିଁ, ତଣେୁ ସମାନେେ ଚିରଦିନ ସୁରକ୍ଷିତ। କିନ୍ତୁ ଦୁଷ୍ଟ ଲୋକମାନେ ଧ୍ବଂସ ହବେେ।

ଗୀତସଂହିତା 37:23
ସଦାପ୍ରଭୁ ଧାର୍ମିକ ବ୍ଯକ୍ତିକୁ ସତ୍ ମାର୍ଗରେ ଜୀବନ ଧାରଣ କରିବା ପାଇଁ ସାହାୟ୍ଯ କରନ୍ତି। ଯେତବେେଳେ ସେ ତାହା କରେ, ସଦାପ୍ରଭୁ ଖୁସି ହୁଅନ୍ତି।

ଗୀତସଂହିତା 23:3
ସେ ମାରେ ପ୍ରାଣରେ ନୂତନ ବଳ ସଞ୍ଚାର କରନ୍ତି। ସେ ମାେତେ ଧର୍ମପଥରେ କଢ଼ାଇ ନିଅନ୍ତି। ଏହାଦ୍ବାରା ପ୍ରମାଣିତ ହୁଏ ୟେ, ସେ ପ୍ରକୃତରେ ପରମେଶ୍ବର ଅଟନ୍ତି।

ଗୀତସଂହିତା 1:6
କାରଣ ସଦାପ୍ରଭୁ କବଳେ ଧାର୍ମିକ ବ୍ଯକ୍ତିମାନଙ୍କୁ ରକ୍ଷା କରନ୍ତି ଦୁଷ୍ଟ ଲୋକମାନଙ୍କର କାର୍ୟ୍ଯ ବିନଷ୍ଟ କରନ୍ତି।

ଦିତୀୟ ବିବରଣ 33:26
ହେ ୟିଶକ୍ସ୍ଟରକ୍ସ୍ଟଣ, ପରମେଶ୍ବରଙ୍କ ପରି ଆଉ କହେି ନାହିଁ। ସେ ତୁମ୍ଭକୁ ସାହାୟ୍ଯ କରିବା ପାଇଁ ଆକାଶ ରେ ଭ୍ରମଣ କରନ୍ତି। ତାଙ୍କର ମହିମା ବାଦଲ ଉପରେ ଆରୋହଣ କରେ।

ଦିତୀୟ ବିବରଣ 33:3
ହଁ, ସେ ଲୋକମାନଙ୍କୁ ପ୍ ରମେ କରନ୍ତି। ତାଙ୍କର ସମସ୍ତ ପବିତ୍ର ଲୋକ ତୁମ୍ଭର ହସ୍ତଗତ ଓ ସମାନେେ ତୁମ୍ଭର ଚରଣ ତଳେ ବସିଲେ। ପ୍ରେତ୍ୟକକ ଲୋକ ତକ୍ସ୍ଟମ୍ଭ ବାକ୍ଯ ଗ୍ରହଣ କରିବେ।