Proverbs 2:3
ସୁବିବଚେନା ପ୍ରତି ଡ଼ାକ ପକାଅ। ବୁଦ୍ଧି ନିମନ୍ତେ ଉଚ୍ଚସ୍ବର କର।
Proverbs 2:3 in Other Translations
King James Version (KJV)
Yea, if thou criest after knowledge, and liftest up thy voice for understanding;
American Standard Version (ASV)
Yea, if thou cry after discernment, And lift up thy voice for understanding;
Bible in Basic English (BBE)
Truly, if you are crying out for good sense, and your request is for knowledge;
Darby English Bible (DBY)
yea, if thou criest after discernment [and] liftest up thy voice to understanding;
World English Bible (WEB)
Yes, if you call out for discernment, And lift up your voice for understanding;
Young's Literal Translation (YLT)
For, if for intelligence thou callest, For understanding givest forth thy voice,
| Yea, | כִּ֤י | kî | kee |
| if | אִ֣ם | ʾim | eem |
| thou criest | לַבִּינָ֣ה | labbînâ | la-bee-NA |
| after knowledge, | תִקְרָ֑א | tiqrāʾ | teek-RA |
| up liftest and | לַ֝תְּבוּנָ֗ה | lattĕbûnâ | LA-teh-voo-NA |
| thy voice | תִּתֵּ֥ן | tittēn | tee-TANE |
| for understanding; | קוֹלֶֽךָ׃ | qôlekā | koh-LEH-ha |
Cross Reference
ଯାକୁବଙ୍କ ପତ୍ 1:5
କିନ୍ତୁ ତୁମ୍ଭ ଭିତରୁ ଯଦି କହେି ଜ୍ଞାନର ଆବଶ୍ଯକ କରେ, ତା ହେଲେ ତୁମ୍ଭେ ଏହା ପରମେଶ୍ବରଙ୍କୁ ମାଗିବା ଉଚିତ। ପରମେଶ୍ବର ଅତ୍ଯନ୍ତ ଦୟାଳୁ ଅଟନ୍ତି। ସେ ସମସ୍ତଙ୍କୁ ଜ୍ଞାନ ଦବୋ ରେ ଆନନ୍ଦ ଅନୁଭବ କରନ୍ତି। ଅତଏବ ପରମେଶ୍ବର ତୁମ୍ଭକୁ ଜ୍ଞାନ ଦବେେ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:17
ମୁଁ ମହିମାମୟ ପିତା, ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପରମେଶ୍ବରଙ୍କୁ ସବୁବେଳେ ପ୍ରାର୍ଥନା କରେ ଯେ, ସେ ତୁମ୍ଭକୁ ବିଜ୍ଞତାର ଆତ୍ମା ପ୍ରଦାନ କରନ୍ତୁ। ସହେି ଜ୍ଞାନ ତୁମ୍ଭମାନଙ୍କ ପାଇଁ ପରମେଶ୍ବର ବିଷୟକ ସମସ୍ତ ତଥ୍ଯକୁ ସ୍ପଷ୍ଟ କରିଦବେ, ଯାହା ଫଳ ରେ ତୁମ୍ଭମାନେେ ତାହାଙ୍କୁ ପୂର୍ଣ୍ଣ ଭାବରେ ଜାଣି ପାରିବ।
ଗୀତସଂହିତା 119:169
ହେ ସଦାପ୍ରଭୁ, ମାରେ ସାହାୟ୍ଯ ପାଇଁ କାକୂକ୍ତି ଶୁଣ। ତୁମ୍ଭର ପ୍ରତିଜ୍ଞା ଅନୁସାରେ ମାେତେ ବୁଦ୍ଧିମାନ କର।
ହିତୋପଦେଶ 8:17
ଯେଉଁମାନେ ମାେତେ ପ୍ ରମେ ପରନ୍ତି, ମୁଁ ସମାନଙ୍କେୁ ପ୍ ରମେ କରେ। ଯେଉଁମାନେ ଚେଷ୍ଟା କରନ୍ତି, ମାରେ ଅନ୍ବଷେଣ କରନ୍ତି, ସମାନେେ ମାେତେ ପାଆନ୍ତି।
ହିତୋପଦେଶ 3:6
ତୁମ୍ଭର ପ୍ରେତ୍ୟକକ କାର୍ୟ୍ଯ ରେ ତାଙ୍କୁ ମନେ କର ଓ ସେ ତୁମ୍ଭର ପଥସବୁ ସରଳ କରିବେ।
ଗୀତସଂହିତା 119:125
ମୁଁ ତୁମ୍ଭର ଦାସ, ତୁମ୍ଭର ବ୍ଯବସ୍ଥାସବୁ ବୁଝିବାରେ ମାେତେ ସାହାୟ୍ଯ କର।
ଗୀତସଂହିତା 119:73
ହେ ସଦାପ୍ରଭୁ, ତୁମ୍ଭର ହସ୍ତ ମାେତେ ନିର୍ମାଣ କଲା ଏବଂ ମୁଁ କ'ଣ ତିଆରି କଲି ? ମାେତେ ବୁଝିବା ଶକ୍ତି ପ୍ରଦାନ କର, ୟପରେିକି ମୁଁ ତୁମ୍ଭର ନିର୍ଦ୍ଦଶସବେୁ ଶିକ୍ଷା କରିପାରେ।
ଗୀତସଂହିତା 119:34
ସେସବୁକୁ ବୁଝିବା ପାଇଁ ମାେତେ ସାହାୟ୍ଯ କର। ଏବଂ ମୁଁ ତୁମ୍ଭର ଶିକ୍ଷା ମାନିବି। ମୁଁ ସମ୍ପୂର୍ଣ୍ଣ ହୃଦଯ ସହିତ ତାହାକୁ ପାଳନ କରିବି।
ଗୀତସଂହିତା 25:4
ହେ ସଦାପ୍ରଭୁ, ମାେତେ ତୁମ୍ଭର ପଥରେ ଚାଲିବାକୁ ସାହାୟ୍ଯ କର। ତୁମ୍ଭର ମାର୍ଗରେ ଚାଲିବାକୁ ଶିକ୍ଷା ପ୍ରଦାନ କର।
ପ୍ରଥମ ବଂଶାବଳୀ 22:12
ସଦାପ୍ରଭୁ ତୁମ୍ଭକୁ ଇଶ୍ରାୟେଲର ରାଜା କରିବେ। ତୁମ୍ଭେ ଯେପରି ଲୋକମାନଙ୍କୁ ପରିଚାଳିତ କରିପାରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ବରଙ୍କ ନିଯମର ବାଧ୍ଯ ହାଇପୋରିବ, ଏଥିନିମନ୍ତେ ସଦାପ୍ରଭୁ ତୁମ୍ଭକୁ ଜ୍ଞାନ ଓ ବୁଦ୍ଧି ପ୍ରଦାନ କରନ୍ତୁ।
ପ୍ରଥମ ରାଜାବଳୀ 3:9
ତେଣୁ ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି, ଠିକ୍ ଓ ଭୂଲ୍ ବାଛିବା ପାଇଁ ତୁମ୍ଭେ ମାେତେ ଜ୍ଞାନ ଦିଅ ଓ ବୁଦ୍ଧି ଦିଅ। ମାେତେ ଜ୍ଞାନ ଦିଅ ଯେପରି ମୁଁ ଲୋକମାନଙ୍କୁ ନ୍ଯାଯ ସହିତ ଶାସନ ଓ ବିଗ୍ଭର କରିପା ରେ। କାରଣ ଏହା ବିନା ଏହି ମହା ଗୋଷ୍ଠୀର କିଏ ନ୍ଯାଯ କରିପାରିବ?
ଲୂକଲିଖିତ ସୁସମାଚାର 11:13
ତୁମ୍ଭମାନେେ ଖରାପ ଲୋକ ହାଇେଥିଲେ ମଧ୍ଯ ତୁମ୍ଭମାନଙ୍କ ପିଲାମାନଙ୍କୁ କିଭଳି ଭଲ ଉପହାର ଦିଆଯାଏ ତୁମ୍ଭମାନେେ ଜାଣ। ତବେେ ସ୍ବର୍ଗ ରେ ରହୁଥିବା ତୁମ୍ଭମାନଙ୍କର ପରମପିତା ଜାଣନ୍ତି ଯେ ତାହାଙ୍କୁ ମାଗୁଥିବା ଲୋକମାନଙ୍କୁ ସେ ପବିତ୍ରଆତ୍ମା କିପରି ଦବେେ।