Proverbs 14:31
ଯେଉଁ ଲୋକ ଦୀନହୀନ ପ୍ରତି ଉପଦ୍ରବ କରେ, ସେ ତା'ର ସୃଷ୍ଟିକର୍ତ୍ତାଙ୍କୁ ଅପମାନିତ କରେ। କିନ୍ତୁ ୟିଏ ଦରିଦ୍ରକୁ ଦୟାକରେ, ସେ ତା'ର ନିର୍ମାଣ କର୍ତ୍ତା ସମ୍ମାନ ବ୍ଯକ୍ତି ହୁଏ।
Proverbs 14:31 in Other Translations
King James Version (KJV)
He that oppresseth the poor reproacheth his Maker: but he that honoureth him hath mercy on the poor.
American Standard Version (ASV)
He that oppresseth the poor reproacheth his Maker; But he that hath mercy on the needy honoreth him.
Bible in Basic English (BBE)
He who is hard on the poor puts shame on his Maker; but he who has mercy on those who are in need gives him honour.
Darby English Bible (DBY)
He that oppresseth the poor reproacheth his Maker; but he that honoureth Him is gracious to the needy.
World English Bible (WEB)
He who oppresses the poor shows contempt for his Maker, But he who is kind to the needy honors him.
Young's Literal Translation (YLT)
An oppressor of the poor reproacheth his Maker, And whoso is honouring Him Is favouring the needy.
| He that oppresseth | עֹ֣שֵֽׁק | ʿōšēq | OH-shake |
| the poor | דָּ֭ל | dāl | dahl |
| reproacheth | חֵרֵ֣ף | ḥērēp | hay-RAFE |
| his Maker: | עֹשֵׂ֑הוּ | ʿōśēhû | oh-SAY-hoo |
| honoureth that he but | וּ֝מְכַבְּד֗וֹ | ûmĕkabbĕdô | OO-meh-ha-beh-DOH |
| him hath mercy | חֹנֵ֥ן | ḥōnēn | hoh-NANE |
| on the poor. | אֶבְיֽוֹן׃ | ʾebyôn | ev-YONE |
Cross Reference
ହିତୋପଦେଶ 17:5
ଯେଉଁ ଲୋକ ଦରିଦ୍ରକୁ ଉପହାସ କରେ, ସେ ଆପଣାର ସୃଷ୍ଟିକର୍ତ୍ତାଙ୍କୁ ଅପମାନ କରେ। ପୁଣି ଯେ କହେି ଅନ୍ୟ ଲୋକର ବିପଦ ରେ ଆନନ୍ଦ କରେ, ସେ ଦଣ୍ଡ ପାଇବ।
ହିତୋପଦେଶ 22:2
ଧନୀ ଓ ଗରିବ ସମସ୍ତେ ସମାନ। କାରଣ ସଦାପ୍ରଭୁ ସମସ୍ତଙ୍କର ସୃଷ୍ଟିକର୍ତ୍ତା।
ହିତୋପଦେଶ 22:16
ଯେଉଁଲୋକ ଆପଣା ଧନ ବଢ଼ାଇବା ପାଇଁ ଦରିଦ୍ର ପ୍ରତି ଉପଦ୍ରବ କରେ, ପୁଣି ଯେ ଧନିକି ଦାନ କରେ, ତାହାକୁ କବଳେ ଅଭାବ ଘଟିବ।
ହିତୋପଦେଶ 19:17
ଯେ ଦରିଦ୍ରକୁ ଦୟା କରେ, ସେ ସଦାପ୍ରଭୁଙ୍କୁ ଋଣ ଦିଏ। ସେ ତାହାର ଉତ୍ତମ କର୍ମର ପରିଶାଧେ କରିବେ।
ଆୟୁବ ପୁସ୍ତକ 31:13
ମୁଁ ଯଦି ମାରେ କ୍ରୀତଦାସଙ୍କ ପ୍ରତି ନ୍ଯାଯ କରିବାକୁ ମନା କରିଥାଏ। ସେତବେେଳେ ମାେ ବିରୁଦ୍ଧ ରେ ସମାନଙ୍କେର ଅଭିଯୋଗ ଥାଏ।
ଯୋହନଙ୍କ ପ୍ରଥମ ପତ୍ର 4:21
ଏହି ଆଜ୍ଞା ଆମ୍ଭେ ପରମେଶ୍ବରଙ୍କଠାରୁ ପାଇଛୁ ଯେ ଯେକହେି ପରମେଶ୍ବରଙ୍କୁ ପ୍ ରମେ କରେ, ସେ ନିଜ ଭାଇକୁ ମଧ୍ଯ ପ୍ ରମେ କରେ।
ଯୋହନଙ୍କ ପ୍ରଥମ ପତ୍ର 3:17
ଯେଉଁ ବିଶ୍ବାସୀ ଜଗତର ସମସ୍ତ ଧନ ରେ ଧନୀ, କିନ୍ତୁ ନିଜ ଭାଇକୁ ଅଭାବ ଅବସ୍ଥା ରେ ଦେଖି ମଧ୍ଯ ତାହାକୁ ସାହାୟ୍ଯ କରେ ନାହିଁ, ତା' ହୃଦୟ ରେ ପରମେଶ୍ବରଙ୍କର ପ୍ ରମେ ନାହିଁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 8:7
ତୁମ୍ଭମାନେେ ବିଶ୍ବାସ, ବାକ୍ଯପ୍ରଚାର, ଜ୍ଞାନ, ଉପକାର କରିବାର ଉତ୍ସାହ, ଆମ୍ଭଠାରୁ ତୁମ୍ଭମାନେେ ଶିଖିଥିବା ପ୍ ରମେ, ଆଜି ସବୁ ଗୁଡ଼ିକରେ ଧନୀ ଅଟ। ସେଥିପାଇଁ ଆମ୍ଭେ ଇଚ୍ଛା କରୁ ଯେ, ଏହି ଦାନ ଦବୋ ସବୋ ରେ ତୁମ୍ଭମାନେେ ଧନୀ ହୁଅ।
ଯୋହନଲିଖିତ ସୁସମାଚାର 12:8
ତୁମ୍ଭ ପାଖ ରେ ସବୁବେଳେ ଗରିବ ଲୋକେ ରହିଥିବେ, କିନ୍ତୁ ମୁଁ ସର୍ବଦା ତୁମ୍ଭ ସହିତ ରହିବି ନାହିଁ।
ମାଥିଉଲିଖିତ ସୁସମାଚାର 25:40
ସେତବେେଳେ ରାଜା ଉତ୍ତର ଦବେେ, 'ମୁଁ ତୁମ୍ଭକୁ ସତ୍ଯ କହୁଛି। ଏଠା ରେ ତୁମ୍ଭେ ମାରେ ଉପେକ୍ଷିତ ଭାଇମାନଙ୍କ ଭିତରୁ ଜଣଙ୍କ ପାଇଁ ଯାହା କିଛି କଲ, ତାହା ତୁମ୍ଭେ ମାେ ପାଇଁ କଲ।'
ଉପଦେଶକ 5:8
କେତକେ ଦେଶ ରେ ଯଦି ତୁମ୍ଭମାନେେ ଦେଖ ଯେ, ଲୋକମାନେ ଅତ୍ଯାଚାର କଲେ ଓ ନ୍ଯାଯ ବିଚାରକୁ ଅସ୍ବୀକାର କଲେ, ଏଥି ରେ ଆଶ୍ଚର୍ୟ୍ଯ ହୁଅ ନାହିଁ ! ଅଧିକାରୀଗଣ ଯେଉଁମାନେ ଲୋକମାନଙ୍କୁ ଅତ୍ଯାଚାର କରନ୍ତି, ସମାନଙ୍କେ ଉପ ରେ ଅନ୍ୟ ଅଧିକାରୀଗଣ ଅଛନ୍ତି। ଉଭୟ ଅଧିକାରୀଙ୍କ ଉପ ରେ ଅନ୍ୟଜଣେ ଅଧିକାରୀ ଅଛନ୍ତି।
ହିତୋପଦେଶ 22:22
ଦରିଦ୍ର ଲୋକଠାରୁ ଚୋରି କରିବା ଅତି ସହଜ କିନ୍ତୁ ଏପରି କର ନାହିଁ। ଏବଂ ସହେି ଦରିଦ୍ର ଲୋକମାନଙ୍କୁ ନ୍ଯାଯରୁ ବଞ୍ଚିତ କର ନାହିଁ।
ହିତୋପଦେଶ 14:21
ଯେଉଁଲୋକ ପ୍ରତିବେଶୀକୁ ତୁଚ୍ଛ ବୋଧ କରେ, ସେ ପାପ କରେ ମାତ୍ର ଯେଉଁ ଜନ ଦରିଦ୍ରକୁ ଦୟା କରେ, ସେ ଧନ୍ଯ।
ଗୀତସଂହିତା 12:5
କିନ୍ତୁ ସଦାପ୍ରଭୁ କହନ୍ତି, ଦୁଷ୍ଟ ଲୋକମାନେ ନିରୀହ ଲୋକଙ୍କଠାରୁ ଚୋରାଇ ନିଅନ୍ତି। ସମାନେେ ଅସହାୟ ଲୋକଙ୍କଠାରୁ ଜିନିଷ ନଇୟୋଆନ୍ତି। କିନ୍ତୁ ମୁଁ ସମାନଙ୍କେ ଉଦ୍ଦେଶ୍ଯ ସଫଳ ହବୋକୁ ଦବେି ନାହିଁ ଓ ମୁଁ ସହେି ଦୁଃଖୀ ଲୋକଙ୍କୁ ରକ୍ଷା କରିବି।