Proverbs 13:8
ମନୁଷ୍ଯର ଧନ ତାହାର ପ୍ରାଣର ପ୍ରାଯଶ୍ଚିତ ସ୍ବରୂପ। ମାତ୍ର ଦରିଦ୍ ରେଲାକ ଧମକ ଶୁଣେ ନାହିଁ।
Proverbs 13:8 in Other Translations
King James Version (KJV)
The ransom of a man's life are his riches: but the poor heareth not rebuke.
American Standard Version (ASV)
The ransom of a man's life is his riches; But the poor heareth no threatening.
Bible in Basic English (BBE)
A man will give his wealth in exchange for his life; but the poor will not give ear to sharp words.
Darby English Bible (DBY)
The ransom of a man's life is his riches; but the indigent heareth not rebuke.
World English Bible (WEB)
The ransom of a man's life is his riches, But the poor hear no threats.
Young's Literal Translation (YLT)
The ransom of a man's life `are' his riches, And the poor hath not heard rebuke.
| The ransom | כֹּ֣פֶר | kōper | KOH-fer |
| of a man's | נֶֽפֶשׁ | nepeš | NEH-fesh |
| life | אִ֣ישׁ | ʾîš | eesh |
| riches: his are | עָשְׁר֑וֹ | ʿošrô | ohsh-ROH |
| but the poor | וְ֝רָ֗שׁ | wĕrāš | VEH-RAHSH |
| heareth | לֹא | lōʾ | loh |
| not | שָׁמַ֥ע | šāmaʿ | sha-MA |
| rebuke. | גְּעָרָֽה׃ | gĕʿārâ | ɡeh-ah-RA |
Cross Reference
ଯାତ୍ରା ପୁସ୍ତକ 21:30
ଯଦି ବିଚାରକର୍ତ୍ତଙ୍କ ନିଷ୍ପତ୍ତି ଅନୁସାରେ ସେ ଅର୍ଥ ପୈଠ କରେ ଏବଂ ମୃତ ଲୋକର କହେି ଆତ୍ମୀଯ ସହେି ଅର୍ଥକୁ ଗ୍ରହଣ କରେ ତବେେ ଆଉ ତାକୁ ମୃତ୍ଯୁ ଦଣ୍ଡ ଦିଆୟିବ ନାହିଁ।
ମାଥିଉଲିଖିତ ସୁସମାଚାର 16:26
ଯଦି ଜଣେ ଲୋକ ନିଜ ଆତ୍ମାକୁ ହ ରଇେ ସାରା ସଂସାର ପାଏ, ତବେେ ସେଥି ରେ ତାହାର କି ଲାଭ ହବେ? ନିଜର ଆତ୍ମାକୁ ଥରେ ହ ରଇେ ପୁଣି ଥରେ କିଣିବା ପାଇଁ କହେି କବେେ ହେଲେ । ୟଥେଷ୍ଟ ଧନ ଦଇେ ପାରିବନାହିଁ।
ସିଫନିୟ 3:12
ଆମ୍ଭେ କବଳେ ନମ୍ର ଓ ଦରିଦ୍ର ଲୋକମାନଙ୍କୁ ୟିରୁଶାଲମ ରେ ରହିବାକୁ ଦବୋ। ସମାନେେ ସଦାପ୍ରଭୁଙ୍କଠା ରେ ଆଶ୍ରଯ ପାଇବେ।
ଯିରିମିୟ 41:8
ମାତ୍ର ସମାନଙ୍କେ ମଧ୍ଯରୁ ଦଶଜଣ ଇଶମାଯଲକେୁ କହିଲେ, ଆମ୍ଭମାନଙ୍କୁ ବଧ କର ନାହିଁ, କାରଣ ଆମ୍ଭମାନଙ୍କର ଗହମ, ୟବ, ତୈଳ ଓ ମଧୁର ଗୁପ୍ତ ଭଣ୍ଡାର କ୍ଷତେ ରେ ଲୁଚାଇ ରଖିଛୁ ଏବଂ ଆମ୍ଭେ ସେସବୁ ତୁମ୍ଭକୁ ଦବେି। ତେଣୁ ଇଶମାଯଲେ ସମାନଙ୍କେୁ ମାରିବାରୁ ବିରତ ହେଲେ।
ଯିରିମିୟ 39:10
କିନ୍ତୁ ସହେି ପ୍ରହରୀବର୍ଗ ରେ ସନୋପତି ନବୂଷରଦନ୍ କେତକେ ଦୀନ ଦରିଦ୍ର ଲୋକଙ୍କୁ ଯିହୁଦା ଦେଶ ରେ ଛାଡ଼ିଗଲା, ଆଉ ସମାନଙ୍କେୁ ସହେିଦିନ ଦ୍ରାକ୍ଷାକ୍ଷେତ୍ର ଓ ଭୂମି ଦଲୋ।
ହିତୋପଦେଶ 6:35
ଯେ କୌଣସି ମୂଲ୍ଯ ତା'ର କୋର୍ଧକୁ ଶାନ୍ତ କରିପାରିବ ନାହିଁ। ଯେତେ ଅର୍ଥ ଦେଲେ ବି ତା'ର କୋରଧ ଶାନ୍ତ ହବେ ନାହିଁ।
ଗୀତସଂହିତା 49:6
ଅନକେ ଲୋକ ଭାବନ୍ତି ସମାନଙ୍କେର ଧନ ଓ ବଳ ସମାନଙ୍କେୁ ରକ୍ଷା କରିବ କିନ୍ତୁ ସହେି ଲୋକମାନେ ମୂର୍ଖ ଅଟନ୍ତି।
ଆୟୁବ ପୁସ୍ତକ 2:4
ଶଯତାନ ଉତ୍ତର ଦଲୋ, ଚର୍ମ ଚର୍ମ ପାଇଁ ! ଜଣେ ମନୁଷ୍ଯ ନିଜ ଜୀବନ ରକ୍ଷା କରିବା ପାଇଁ ସବୁକିଛି ଦଇେ ଦବେ।
ଦିତୀୟ ରାଜାବଳୀ 25:12
ସେ କବଳେ ଦରିଦ୍ରତମ ଲୋକମାନଙ୍କୁ ଛାଡି ଗଲା କାରଣ ସମାନେେ ଦ୍ରାକ୍ଷା କ୍ଷତେ ଓ ଅନ୍ଯାନ୍ଯ ଶସ୍ଯର ଯତ୍ନ ନବେେ।
ଦିତୀୟ ରାଜାବଳୀ 24:14
ଆଉ ସେ ୟିରୁଶାଲମ୍ର ସମସ୍ତ ଲୋକଙ୍କୁ, ସମସ୍ତ ଅଧିପତିଙ୍କୁ ଓ ମହାବିକ୍ରମଶାଳୀ ଲୋକମାନଙ୍କୁ ଏପରି 10,000 ଲୋକଙ୍କୁ ବନ୍ଦୀ କଲେ। ଆଉ ସେ ସମସ୍ତ ଦକ୍ଷ ଶିଳ୍ପୀ ଓ କର୍ମକାରୀମାନଙ୍କୁ ନଇଗେଲେ କବଳେ ଦେଶ ରେ ନିତାନ୍ତ ଦରିଦ୍ର ଲୋକ ଛଡା ଆଉ ଅବଶିଷ୍ଟ କହେି ରହିଲେ ନାହିଁ।
ପିତରଙ୍କ ପ୍ରଥମ ପତ୍ 1:18
ତୁମ୍ଭେ ଜାଣିଛ ଯେ ଅତୀତ ରେ ତୁମ୍ଭେ ନିରର୍ଥକ ଜୀବନଯାପନ କରୁଥିଲ। ତୁମ୍ଭ ପୂର୍ବ ବଂଶଧରମାନଙ୍କଠାରୁ ତୁମ୍ଭେ ସହେିପରି ଜୀବନ କାଟିବାକୁ ଶିଖିଥିଲ। କିନ୍ତୁ ତୁମ୍ଭେ ବର୍ତ୍ତମାନ ସପରେି ଜୀବନ କାଟିବାରୁ ରକ୍ଷା ପାଇଛ। ସୁନା ଓ ରୂପା ଭଳି କ୍ଷଣସ୍ଥାଯୀ ଜିନିଷ ବଦଳ ରେ ନୁହେଁ,