ହିତୋପଦେଶ 12:24 in Oriya

ଓଡିଆ ଓଡିଆ ବାଇବେଲ ହିତୋପଦେଶ ହିତୋପଦେଶ 12 ହିତୋପଦେଶ 12:24

Proverbs 12:24
ଜଣେ କର୍ମଶୀଳଙ୍କ ହସ୍ତ କତ୍ତୃର୍ତ୍ବ କରିବ, ମାତ୍ର ଅଳସୁଆ ଲୋକ ଦାସ ହବେ।

Proverbs 12:23Proverbs 12Proverbs 12:25

Proverbs 12:24 in Other Translations

King James Version (KJV)
The hand of the diligent shall bear rule: but the slothful shall be under tribute.

American Standard Version (ASV)
The hand of the diligent shall bear rule; But the slothful shall be put under taskwork.

Bible in Basic English (BBE)
The hand of the ready worker will have authority, but he who is slow in his work will be put to forced work.

Darby English Bible (DBY)
The hand of the diligent shall bear rule; but the slothful [hand] shall be under tribute.

World English Bible (WEB)
The hands of the diligent ones shall rule, But laziness ends in slave labor.

Young's Literal Translation (YLT)
The hand of the diligent ruleth, And slothfulness becometh tributary.

The
hand
יַדyadyahd
of
the
diligent
חָרוּצִ֥יםḥārûṣîmha-roo-TSEEM
rule:
bear
shall
תִּמְשׁ֑וֹלtimšôlteem-SHOLE
but
the
slothful
וּ֝רְמִיָּ֗הûrĕmiyyâOO-reh-mee-YA
shall
be
תִּהְיֶ֥הtihyetee-YEH
under
tribute.
לָמַֽס׃lāmasla-MAHS

Cross Reference

ହିତୋପଦେଶ 21:25
ଅଳସୁଆର ବାଞ୍ଚିତ ବିଷଯ ତାହାର ମୃତ୍ଯୁ ଘଟାଏ। କାରଣ ତାହାର ହସ୍ତ କର୍ମ କରିବାକୁ ମନା କରେ।

ହିତୋପଦେଶ 12:27
ଅଳସୁଆ ମୃଗଯା ରେ ଧରିଲା ପଶୁକୁ ପାକ କରେ ନାହିଁ। ମାତ୍ର ମନୁଷ୍ଯମାନଙ୍କର ବହୁମୂଲ୍ଯ ସମ୍ପତ୍ତି ପରିଶ୍ରମର ପକ୍ଷ ରେ ରହେ।

ହିତୋପଦେଶ 10:4
ଅଳସୁଆ ଦରିଦ୍ର ହବେ। ପରିଶ୍ରମୀ ଲୋକ ଧନୀ ହବେ।

ହିତୋପଦେଶ 22:13
ଆଳସ୍ଯ ଲୋକ କ ହେ, ବାହା ରେ ସିଂହ ଅଛି। ମୁଁ ସଡ଼କରେ ହତ ହବେି।

ହିତୋପଦେଶ 19:15
ଆଳସ୍ଯ ନିଦ୍ରା ଆଣେ। ଅଳସ ପ୍ରାଣୀ କ୍ଷୁଧାଭୋଗ କରେ।

ହିତୋପଦେଶ 17:2
ଯେଉଁ ଦାସ ବୁଦ୍ଧି ପୂର୍ବକ ଚଳେ ସେ ଲଜ୍ଜ୍ଯାଜନକ ପୁତ୍ର ଉପ ରେ କତ୍ତୃର୍ତ୍ବ କରେ। ପୁଣି ଭାଇମାନଙ୍କ ସଙ୍ଗ ରେ ସମ୍ପତ୍ତି ବାଣ୍ଟ ପାଏ।

ପ୍ରଥମ ରାଜାବଳୀ 11:28
ସେ ସମୟରେ ୟାରବିଯାମ ମହାବିକ୍ରମଶାଳୀ ୟୁବକ ଥିଲେ। ସହେିପରି ଏକ ଉତ୍ତମ କର୍ମୀକୁ ପାଇ, ରାଜା ଶଲୋମନ ଯୋଷଫେ ବଂଶୀଯ ଲୋକମାନଙ୍କ ସମୁଦାଯ କର୍ମଭାର ତାଙ୍କ ଉପରେ ନ୍ଯସ୍ତ କଲେ।

ଆଦି ପୁସ୍ତକ 49:15
ସେ ବିଶ୍ରାମ ସ୍ଥାନକୁ ଉତ୍ତମ ଓ ଦେଶକୁ ସୁରମ୍ଯ ଦେଖିବ। ଏହାପରେ ସେ ଭାରି ଭାର ବୋହିବା ପାଇଁ ରାଜି ହବେ। ସେ ବେଠିକାମ କରିବାକୁ ରାଜି ହବେ।

ହିତୋପଦେଶ 13:4
ଅଳସୁଆ ଯାହା ଇଚ୍ଛା କରେ, ତାହା ପାଏ ନାହିଁ। ମାତ୍ର କର୍ମଶୀଳ ଲୋକ ବା ପରିଶ୍ରମୀ ଲୋକ ତା'ର ଇଚ୍ଛାନୁସା ରେ ଫଳ ଭୋଗ କରେ।

ହିତୋପଦେଶ 26:13
ଅଳସୁଆ କ ହେ, ବାଟରେ ସିଂହ ଅଛି, ସଡ଼କରେ ସିଂହ ଅଛି।

ହିତୋପଦେଶ 24:30
ମୁଁ ଅଳସୁଆର କ୍ଷେତ୍ର ଓ ନିର୍ ବୋଧ ଲୋକର ଦ୍ରାକ୍ଷାକ୍ଷେତ୍ର ଦଇେ ଗଲି।

ହିତୋପଦେଶ 22:29
ଯଦି ଜଣେ ଲୋକ ତା'ର କାର୍ୟ୍ଯ ରେ ନିପୁଣ ଓ ତତ୍ପର। ତବେେ ସେ ରାଜାଙ୍କର ସବୋ କରିବାକୁ ସକ୍ଷମ, ସେ କୌଣସି ନୀଚ ଲୋକର ସବୋ କରିବ ନାହିଁ।

ପ୍ରଥମ ରାଜାବଳୀ 12:20
ଇଶ୍ରାୟେଲର ସମସ୍ତ ଲୋକ ଜାଣିବାକୁ ପାଇଲେ ଯେ ୟାରବିଯାମ ଫରେି ଆସିଛନ୍ତି। ସମାନେେ ଲୋକ ପଠାଇ ତାଙ୍କୁ ଡକାଇଲେ ଓ ସମୁଦାଯ ଇଶ୍ରାୟେଲ ଉପରେ ତାହାଙ୍କୁ ରାଜା କଲେ। କବଳେ ଯିହୁଦା ପରିବାରବର୍ଗ ଗୋଟିଏ ପରିବାର ଦାଉଦ ପରିବାରର ଅନୁଗାମୀ ହେଲ।

ପ୍ରଥମ ରାଜାବଳୀ 9:21
ଇଶ୍ରାୟେଲୀୟମାନେ ସମାନଙ୍କେୁ ବିନାଶ କରିବାକୁ କ୍ଷମ ହାଇେ ନ ଥିଲେ। ମାତ୍ର ଶଲୋମନ ସମାନଙ୍କେୁ ବେଠିକର୍ମ କରିବାକୁ ଦାସରୂପେ ସଂଗ୍ରହ କଲେ। ଅବଧି ସମାନେେ ଦାସ ହାଇେ ରହିଛନ୍ତି।