ଓବଦିୟ 1
1 ଏହା ଓବଦିଯଙ୍କର ଦର୍ଶନ ଅଟେ। ମାରେ ପ୍ରଭୁ ସଦାପ୍ରଭୁ ଇଦୋମଙ୍କ ବିଷଯ ରେ ଯାହା କହନ୍ତି।
2 ଇଦୋମ, ଆମ୍ଭେ ତୁମ୍ଭକୁ ଏକ କ୍ଷୁଦ୍ରତମ ରାଜ୍ଯ କରିବି। ପ୍ରେତ୍ୟକକ ତୁମ୍ଭକୁ ଅତ୍ଯଧିକ ଘୃଣା କରିବେ।
3 ତୁମ୍ଭର ଗର୍ବ ତୁମ୍ଭକୁ ପ୍ରତାରଣା କରିଛି। ତୁମ୍ଭେ ପର୍ବତର ସହେି ଗୁମ୍ଫା ଗୁଡିକରେ ବାସ କର। ତୁମ୍ଭେ ସହେି ଉଚ୍ଚ ସ୍ଥାନ ରେ ରୁହ। ତେଣୁ ତୁମ୍ଭେ ନିଜକୁ କହିଥାଅ, ' ମାେତେ କହେି ଭୂମି ଉପରକୁ ଆଣି ପାରିବେ ନାହିଁ।'
4 ସଦାପ୍ରଭୁ ଏହା କୁହନ୍ତି, ଏପରିକି ତୁମ୍ଭେ ଯଦିଓ ଚିଲ ପକ୍ଷୀ ପରି ଉଚ୍ଚ ରେ ଉଡ ଏବଂ ତାରକା ଗହଳ ରେ ବସା ରଖ ତଥାପି ଆମ୍ଭେ ତୁମ୍ଭକୁ ସଠାରୁେ ନିମ୍ନକୁ ନଇେ ଆସିବା।
5 ତୁମ୍ଭେ ପ୍ରକୃତ ରେ ଧ୍ବଂସ ହବେ। ଗ୍ଭରମାନେେ ତୁମ୍ଭ ନିକଟକୁ ଆସିବେ, ଡକାଯତମାନେ ରାତ୍ରି ରେ ଆସିବେ ଏବଂ ସହେି ଗ୍ଭରମାନେେ ଯାହାସବୁ ଇଚ୍ଛା କରିବେ ତାହାସବୁ ନଇେଯିବେ। ଯେତବେେଳେ ଶ୍ରମିକମାନେ ତୁମ୍ଭ କ୍ଷତେ ରେ ଦ୍ରାକ୍ଷାଫଳ ସଂଗ୍ରହ କରନ୍ତି, ସମାନେେ ଅଳ୍ପ କିଛି ଅଙ୍ଗୁର ପଛ ରେ ଛାଡିଥାନ୍ତି।
6 କିନ୍ତୁ ଶତୃ ଏଷୌଙ୍କର ଗୁପ୍ତଭଣ୍ତାରକୁ ତନ୍ନ ତନ୍ନ କରି ଅନ୍ନଷେଣ କରିବେ ଏବଂ ସହେି ସମସ୍ତ ସମାନେେ ପାଇଯିବେ।
7 ସହେି ସମସ୍ତେ, ଯେଉଁମାନେ କି ତୁମ୍ଭର ପ୍ରକୃତ ବନ୍ଧୁ, ତୁମ୍ଭକୁ ବଳପୂର୍ବକ ତୁମ୍ଭର ଭୂମିରୁ ତଡି ଦବେେ। ତୁମ୍ଭର ବନ୍ଧୁ ତୁମ୍ଭକୁ ପ୍ରଲୋଭନ ଦଖାଇବେେ ଏବଂ ତୁମ୍ଭକୁ ଭୂଲ୍ କାର୍ୟ୍ଯ କରିବାକୁ ବାଧ୍ଯ କରିବେ। ତୁମ୍ଭର ବନ୍ଧୁ ଯେଉଁମାନଙ୍କ ସହିତ ମିଶି ସଂଗ୍ରାମ କରିଛ ଓ ଯେଉଁମାନଙ୍କ ସହିତ ମିଶି ଖାଅ, ସମାନେେ ତୁମ୍ଭ ପାଦତଳେ ଏକ ଫାଶ ବସାଇବା ପାଇଁ ଯୋଜନା କରନ୍ତି। ସମାନେେ କୁହା କୁହି ହୁଅନ୍ତି, ' ସେ କୌଣସି ବସ୍ତୁକୁ ସନ୍ଦହେ କରନ୍ତି ନାହିଁ।'
8 ସଦାପ୍ରଭୁ କୁହନ୍ତି, ସହେିଦିନ ଆମ୍ଭେ ଇଦୋମରୁ ଜ୍ଞାନୀ ଲୋକମାନଙ୍କୁ ଧ୍ବଂସ କରିବା। ଆମ୍ଭେ ଏଷୌ ପର୍ବତ ରେ ବୁଦ୍ଧିମାନ ଲୋକମାନଙ୍କୁ ଧ୍ବଂସ କରିବା।
9 ତୈମନ, ତୁମ୍ଭର ଶକ୍ତିଶାଳୀ ଲୋକମାନେ ଭୟଭୀତ ହବେେ। ଏଷୌ ପର୍ବତର ସମସ୍ତ ଲୋକ ଧ୍ବଂସ ପାଇବେ। ଅନକେ ଲୋକ ନିହତ ହବେେ।
10 ତୁମ୍ଭେ ଲଜ୍ଜିତ ହବେ ଓ ଚିରଦିନ ପାଇଁ ଧ୍ବଂସ ହବେ। କାରଣ, ତୁମ୍ଭେ ତୁମ୍ଭର ଭାଇ ଯାକୁବ ପ୍ରତି ଅତି ନିଷ୍ଠୁର ଥିଲ।
11 ତୁମ୍ଭେ ଇଶ୍ରାୟେଲର ଶତୃମାନଙ୍କ ସହିତ ମିଶିଲ। ଅଜଣା ଲୋକ ଇଶ୍ରାୟେଲ ଧନ ସମ୍ପତ୍ତି ଅଧିକାର କଲେ। ବିଦେଶୀ ମାନେ ୟିରୁଶାଲମ ନଗରଦ୍ବାର ଦଇେ ପ୍ରବେଶ କଲେ। ସହେି ବିଦେଶୀମାନେ ୟିରୁଶାଲମର କେଉଁ ଅଂଶ ପାଇବେ ବୋଲି ବହୁ ପଥର ଫିଙ୍ଗିଲେ ତୁମ୍ଭେ ସମାନଙ୍କେ ମଧ୍ଯରୁ ଜଣେ ହେଲ।
12 ତୁମ୍ଭେ ତୁମ୍ଭର ଭାଇର ଦୁଃଖ ରେ ହସିଥିଲ। ତୁମ୍ଭେ ତାହା କରିବା ଉଚିତ ନଥିଲା। ଯେତବେେଳେ ଯିହୁଦା ଧ୍ବଂସ ହେଲା, ତୁମ୍ଭେ ଖୁସି ହେଲ। ତାହା ମଧ୍ଯ ତୁମ୍ଭର କରିବା ଉଚିତ୍ ନଥିଲା। ତୁମ୍ଭେ ସମାନଙ୍କେ ଦୁଃଖ ରେ ଯେଉଁ ବଡିମା ଦଖାଇେଲ ତାହା ତୁମ୍ଭର କରିବା ଉଚିତ୍ ନଥିଲା।
13 ତୁମ୍ଭେ ଆମ୍ଭ ଲୋକମାନଙ୍କର ନଗରଦ୍ବାର ଦଇେ ପ୍ରବେଶ କଲ ଏବଂ ଆମ୍ଭ ଲୋକମାନଙ୍କର ସମସ୍ଯା ରେ ଉପହାସ କଲ, ଯାହାକି କରିବା ତୁମ୍ଭର ଅନୁଚିତ ଥିଲା। ସମାନଙ୍କେର ଦୁଃଖ ସମୟରେ ତୁମ୍ଭେ ସମାନଙ୍କେର ଧନସମ୍ପଦ ନଲେ, ଯାହାକି କରିବା ତୁମ୍ଭର ଅନୁଚିତ ଥିଲା।
14 ତୁମ୍ଭେ ରାସ୍ତାର ଛକମାନଙ୍କ ରେ ଦଣ୍ତାଯମାନ ହାଇେଥିଲ ଏବଂ ନିର୍ବାସିତମାନଙ୍କୁ ଧ୍ବଂସ କରୁଥିଲ। ଜୀବନ ରକ୍ଷା ପାଇଁ ପଳାଯନ କରୁଥିବା ନିର୍ବାସିତମାନଙ୍କୁ ତୁମ୍ଭେ ସମାନଙ୍କେର ଅନୁଧାବନକାରୀମାନଙ୍କୁ ହସ୍ତଗତ କରି ଦେଲେ। ଯାହାକି ତୁମ୍ଭ ପକ୍ଷେ ଠିକ୍ ନଥିଲା।
15 ସବୁଦେଶ ପ୍ରତି ସଦାପ୍ରଭୁଙ୍କ ଦିନ ଆସି ଯାଉଛି। ତୁମ୍ଭମାନେେ ଯେଉଁସବୁ ମନ୍ଦକାର୍ୟ୍ଯ କରିଥିଲ, ତାହା ତୁମ୍ଭମାନଙ୍କ ପକ୍ଷ ରେ ଘଟିବ। ସହେି ଏକା ପ୍ରକାର ମନ୍ଦ ଜିନିଷ ତୁମ୍ଭମାନଙ୍କ ମୁଣ୍ତ ଉପରକୁ ଫରେି ଆସିବ।
16 କାହିଁକି ତାହା ଘଟିବ? କାରଣ ତୁମ୍ଭେ ଆମ୍ଭ ପବିତ୍ର ପର୍ବତ ଉପ ରେ ରକ୍ତ ପାନ କରିଥିଲ। ତେଣୁ ସମସ୍ତ ଦେଶ ତୁମ୍ଭର ରକ୍ତ ପାନ କରିବ। ତୁମ୍ଭର ସମାପ୍ତି ଘଟିବ ଯେପରି ତୁମ୍ଭର କୌଣସି ସତ୍ତା ରହିବ ନାହିଁ।
17 କିନ୍ତୁ ଆମ୍ଭର ଲୋକମାନଙ୍କ ମଧ୍ଯରୁ ବଞ୍ଚିଥିବା ଲୋକମାନଙ୍କୁ ଏକତ୍ରୀତ କରିବା ଏବଂ ସିୟୋନ ପର୍ବତକୁ ଫରୋଇ ଆଣିବା। ସମାନେେ ସିୟୋନ ପର୍ବତ ରେ ଚିରଦିନ ବାସ କରିବେ। ଯାକୁବ ତାଙ୍କର ରାଜ୍ଯ ଫରେି ପାଇବେ।
18 ଯାକୁବଙ୍କ ପରିବାର ଅଗ୍ନି ସଦୃଶ ହବେ ଓ ଯୋଷଫଙ୍କେ ରାଜ୍ଯ ଅଗ୍ନି ଶିଖା ସଦୃଶ ହବେ। କିନ୍ତୁ ଏଷୌଙ୍କ ରାଜ୍ଯ ପାଉଁଶ ହାଇଯେିବ, ଯିହୁଦାର ଲୋକେ ଇଦୋମଙ୍କୁ ଜାଳି ଦବେେ। ଯିହୁଦା ଲୋକେ ଇଦୋମଙ୍କୁ ଧ୍ବଂସ କରି ଦବେେ। ତା'ପ ରେ ଏଷୌ ରାଜ୍ଯ ରେ କହେି ତିଷ୍ଠି ରହିବେ ନାହିଁ। କାହିଁକି ରହିବେ ନାହିଁ? କାରଣ ସଦାପ୍ରଭୁ ପରମେଶ୍ବର ଏହା କହିଛନ୍ତି।
19 ଦକ୍ଷିଣର ଲୋକେ ଏଷୌର ପର୍ବତ ଉପ ରେ ବଞ୍ଚି ରହିବେ। ପାହାଡର ପାଦ ଦେଶ ରେ ଥିବା ଲୋକେ ପଲେଷ୍ଟୀୟ ରାଜ୍ଯ ଦଖଲ କରିବେ। ସହେି ଲୋକମାନେ ଇଫ୍ରଯିମ ଓ ଶମରିଯାର ରାଜ୍ଯ ରେ ବାସ କରିବେ। ବିନ୍ଯାମୀନ ଗିଲିଯଦ ଅଧିକାର କରିବେ।
20 ଇଶ୍ରାୟେଲର ଲୋକମାନେ ସମାନଙ୍କେର ଗୃହ ପରିତ୍ଯାଗ କରିବାକୁ ବାଧ୍ଯ ହାଇେଥିଲେ। କିନ୍ତୁ ସହେି ଲୋକମାନେ ସାରିଫତ୍ର ବାଟରେ ଥିବା କନାନୀଯ ରାଜ୍ଯକୁ ଅଧିକାର କରିବେ। ଯିହୁଦାର ଲୋକମାନେ ୟିରୁଶାଲମ ଛାଡିବାକୁ ବାଧ୍ଯ ହାଇେଥିଲେ ଏବଂ ସଫାରଦ ରେ ବାସ କଲେ। କିନ୍ତୁ ସମାନେେ ଦକ୍ଷିଣର ନଗରଗୁଡିକୁ ଅଧିକାର କରିବେ।
21 ବିଜତାକୋରୀମାନେ ସିୟୋନ ପର୍ବତ ଉପରକୁ ଯିବେ ଏବଂ ଏଷୌ ପର୍ବତ ବାସ କରୁଥିବା ଲୋକମାନଙ୍କୁ ଶାସନ କରିବେ ଏବଂ ରାଜ୍ଯ ସଦାପ୍ରଭୁଙ୍କର ଅଧିକୃତ ହବେ।
1 The vision of Obadiah. Thus saith the Lord God concerning Edom; We have heard a rumour from the Lord, and an ambassador is sent among the heathen, Arise ye, and let us rise up against her in battle.
2 Behold, I have made thee small among the heathen: thou art greatly despised.
3 The pride of thine heart hath deceived thee, thou that dwellest in the clefts of the rock, whose habitation is high; that saith in his heart, Who shall bring me down to the ground?
4 Though thou exalt thyself as the eagle, and though thou set thy nest among the stars, thence will I bring thee down, saith the Lord.
5 If thieves came to thee, if robbers by night, (how art thou cut off!) would they not have stolen till they had enough? if the grapegatherers came to thee, would they not leave some grapes?
6 How are the things of Esau searched out! how are his hidden things sought up!
7 All the men of thy confederacy have brought thee even to the border: the men that were at peace with thee have deceived thee, and prevailed against thee; they that eat thy bread have laid a wound under thee: there is none understanding in him.
8 Shall I not in that day, saith the Lord, even destroy the wise men out of Edom, and understanding out of the mount of Esau?
9 And thy mighty men, O Teman, shall be dismayed, to the end that every one of the mount of Esau may be cut off by slaughter.
10 For thy violence against thy brother Jacob shame shall cover thee, and thou shalt be cut off for ever.
11 In the day that thou stoodest on the other side, in the day that the strangers carried away captive his forces, and foreigners entered into his gates, and cast lots upon Jerusalem, even thou wast as one of them.
12 But thou shouldest not have looked on the day of thy brother in the day that he became a stranger; neither shouldest thou have rejoiced over the children of Judah in the day of their destruction; neither shouldest thou have spoken proudly in the day of distress.
13 Thou shouldest not have entered into the gate of my people in the day of their calamity; yea, thou shouldest not have looked on their affliction in the day of their calamity, nor have laid hands on their substance in the day of their calamity;
14 Neither shouldest thou have stood in the crossway, to cut off those of his that did escape; neither shouldest thou have delivered up those of his that did remain in the day of distress.
15 For the day of the Lord is near upon all the heathen: as thou hast done, it shall be done unto thee: thy reward shall return upon thine own head.
16 For as ye have drunk upon my holy mountain, so shall all the heathen drink continually, yea, they shall drink, and they shall swallow down, and they shall be as though they had not been.
17 But upon mount Zion shall be deliverance, and there shall be holiness; and the house of Jacob shall possess their possessions.
18 And the house of Jacob shall be a fire, and the house of Joseph a flame, and the house of Esau for stubble, and they shall kindle in them, and devour them; and there shall not be any remaining of the house of Esau; for the Lord hath spoken it.
19 And they of the south shall possess the mount of Esau; and they of the plain the Philistines: and they shall possess the fields of Ephraim, and the fields of Samaria: and Benjamin shall possess Gilead.
20 And the captivity of this host of the children of Israel shall possess that of the Canaanites, even unto Zarephath; and the captivity of Jerusalem, which is in Sepharad, shall possess the cities of the south.
21 And saviours shall come up on mount Zion to judge the mount of Esau; and the kingdom shall be the Lord’s.
Titus 1 in Tamil and English
1 ದೇವರಾದುಕೊಂಡವರ ನಂಬಿಕೆಗನುಸಾರ ವೂ ಭಕ್ತಿಗನುಸಾರವಾದ ಸತ್ಯದ ತಿಳು ವಳಿಕೆಗನುಸಾರವೂ ದೇವರ ಸೇವಕನಾದ ಯೇಸು ಕ್ರಿಸ್ತನ ಅಪೊಸ್ತಲನಾಗಿರುವ ಪೌಲನೆಂಬ ನನಗೆ
Paul, a servant of God, and an apostle of Jesus Christ, according to the faith of God’s elect, and the acknowledging of the truth which is after godliness;
2 ಸುಳ್ಳಾಡದ ದೇವರು ಲೋಕದಾರಂಭಕ್ಕೆ ಮೊದಲೇ ವಾಗ್ದಾನ ಮಾಡಿದ ನಿತ್ಯಜೀವದ ನಿರೀಕ್ಷೆಯನ್ನು
In hope of eternal life, which God, that cannot lie, promised before the world began;
3 ತನ್ನ ವಾಕ್ಯ ಸಾರೋಣದ ಮೂಲಕ ತಕ್ಕ ಕಾಲದಲ್ಲಿ ಪ್ರಕಟಿಸಿ ನಮ್ಮ ರಕ್ಷಕನಾದ ದೇವರ ಆಜ್ಞೆಗನುಸಾರ ಆ ಸಾರೋಣ ವನ್ನು ಒಪ್ಪಿಸಿದನು.
But hath in due times manifested his word through preaching, which is committed unto me according to the commandment of God our Saviour;
4 ನಮ್ಮಲ್ಲಿ ಹುದುವಾಗಿರುವ ನಂಬಿಕೆ ಗನುಸಾರವಾಗಿ ನನ್ನ ನಿಜಕುಮಾರನಾದ ತೀತನಿಗೆ-- ತಂದೆಯಾದ ದೇವರಿಂದಲೂ ನಮ್ಮ ರಕ್ಷಕನೂ ಕರ್ತನೂ ಆಗಿರುವ ಯೇಸು ಕ್ರಿಸ್ತನಿಂದಲೂ ನಿನಗೆ ಕೃಪೆಯೂ ಕನಿಕರವೂ ಶಾಂತಿಯೂ ಆಗಲಿ.
To Titus, mine own son after the common faith: Grace, mercy, and peace, from God the Father and the Lord Jesus Christ our Saviour.
5 ಈ ಕಾರಣದಿಂದ ಕ್ರೇತದಲ್ಲಿ ಇನ್ನೂ ಕ್ರಮಕ್ಕೆ ಬಾರದಿರುವವುಗಳನ್ನು ನೀನು ಕ್ರಮಪಡಿಸಿ ನಾನು ನಿನಗೆ ನೇಮಿಸಿದ ಪ್ರಕಾರ ಪ್ರತಿಯೊಂದು ಪಟ್ಟಣ ದಲ್ಲಿ (ಸಭೆಯ) ಹಿರಿಯರನ್ನು ನೇಮಿಸಬೇಕೆಂದು ನಿನ್ನನ್ನು ಅಲ್ಲೇ ಬಿಟ್ಟು ಬಂದೆನು.
For this cause left I thee in Crete, that thou shouldest set in order the things that are wanting, and ordain elders in every city, as I had appointed thee:
6 ಸಭೆಯ ಹಿರಿಯನು ನಿಂದಾ ರಹಿತನೂ ಏಕಪತ್ನಿಯುಳ್ಳವನೂ ಆಗಿರಬೇಕು. ಅವನ ಮಕ್ಕಳು ನಂಬಿಗಸ್ತರಾಗಿರಬೇಕು; ಅವರು ದುರ್ಮಾರ್ಗ ಸ್ತರೆನಿಸಿ ಕೊಂಡವರಾಗಲಿ ಅಧಿಕಾರಕ್ಕೆ ಒಳಗಾಗದವ ರಾಗಲಿ ಆಗಿರಬಾರದು.
If any be blameless, the husband of one wife, having faithful children not accused of riot or unruly.
7 ಯಾಕಂದರೆ ಸಭಾಧ್ಯಕ್ಷನು ದೇವರ ಮನೆವಾರ್ತೆಯವನಾಗಿರುವದರಿಂದ ನಿಂದಾ ರಹಿತನಾಗಿರಬೇಕು; ಅವನು ಸ್ವೇಚ್ಛಾಪರನೂ ಮುಂಗೋಪಿಯೂ ಕುಡಿಯುವವನೂ ಹೊಡೆದಾಡು ವವನೂ ನೀಚಲಾಭವನ್ನು ಅಪೇಕ್ಷಿಸುವವನೂ ಆಗಿರದೆ
For a bishop must be blameless, as the steward of God; not selfwilled, not soon angry, not given to wine, no striker, not given to filthy lucre;
8 ಅತಿಥಿಸತ್ಕಾರವನ್ನು ಪ್ರೀತಿಸುವವನು ಒಳ್ಳೆಯವರನ್ನು ಪ್ರೀತಿಸುವವನೂ ಸ್ವಸ್ಥಚಿತ್ತನೂ ನ್ಯಾಯವಂತನೂ ಪರಿಶುದ್ಧನೂ ಜಿತೇಂದ್ರಿಯನೂ ಆಗಿದ್ದು
But a lover of hospitality, a lover of good men, sober, just, holy, temperate;
9 ತಾನು ಸ್ವಸ್ಥ ಬೋಧನೆಯಿಂದ ಎಚ್ಚರಿಸುವದಕ್ಕೂ ಎದುರಿಸು ವವರು ಒಪ್ಪುವಂತೆ ಮಾಡುವದಕ್ಕೂ ಶಕ್ತನಾಗಿರುವಂತೆ ತನಗೆ ಕಲಿಸಲ್ಪಟ್ಟ ಪ್ರಕಾರ ವಿಶ್ವಾಸದ ವಾಕ್ಯವನ್ನು ದೃಢವಾಗಿ ಹಿಡಿದುಕೊಂಡವನಾಗಿರತಕ್ಕದ್ದು.
Holding fast the faithful word as he hath been taught, that he may be able by sound doctrine both to exhort and to convince the gainsayers.
10 ಅನೇಕರು ಅವರೊಳಗೆ ಮುಖ್ಯವಾಗಿ ಸುನ್ನತಿ ಯವರು ಅಧಿಕಾರಕ್ಕೆ ಒಳಗಾಗದವರೂ ವ್ಯರ್ಥವಾದ ಮಾತಿನವರೂ ಮೋಸಗಾರರೂ ಆಗಿದ್ದಾರೆ;
For there are many unruly and vain talkers and deceivers, specially they of the circumcision:
11 ಅವರು ನೀಚಲಾಭವನ್ನು ಹೊಂದುವದಕ್ಕಾಗಿ ಮಾಡಬಾರದ ಉಪದೇಶವನ್ನು ಮಾಡಿ ಇಡೀ ಕುಟುಂಬಗಳನ್ನೇ ಹಾಳುಮಾಡುತ್ತಾರಾದದರಿಂದ ಅವರ ಬಾಯಿಗಳನ್ನು ಮುಚ್ಚಿಸತಕ್ಕದ್ದು.
Whose mouths must be stopped, who subvert whole houses, teaching things which they ought not, for filthy lucre’s sake.
12 ಕ್ರೇತದವರು ಯಾವಾಗಲೂ ಸುಳ್ಳುಗಾರರೂ ದುಷ್ಟಮೃಗಗಳೂ ಹೊಟ್ಟೇಬಾಕರೂ ಆಗಿದ್ದಾರೆಂದು ಅವರ ಸ್ವಂತ ಪ್ರವಾದಿಗಳಲ್ಲಿ ಒಬ್ಬನು ಹೇಳಿದನು.
One of themselves, even a prophet of their own, said, The Cretians are alway liars, evil beasts, slow bellies.
13 ಈ ಸಾಕ್ಷಿಯು ನಿಜವೇ; ಆದದರಿಂದ ಅವರು ನಂಬಿಕೆಯಲ್ಲಿ ಸ್ವಸ್ಥ ಚಿತ್ತರಾಗಿರುವಂತೆ ಅವ ರನ್ನು ಕಠಿಣವಾಗಿ ಖಂಡಿಸು.
This witness is true. Wherefore rebuke them sharply, that they may be sound in the faith;
14 ಅವರು ಯೆಹೂದ್ಯರ ಕಲ್ಪನಾಕಥೆಗಳಿಗೂ ಸತ್ಯಭ್ರಷ್ಟರಾದ ಮನುಷ್ಯರ ಆಜ್ಞೆ ಗಳಿಗೂ ಲಕ್ಷ್ಯಕೊಡಬಾರದು.
Not giving heed to Jewish fables, and commandments of men, that turn from the truth.
15 ಶುದ್ಧರಿಗೆ ಎಲ್ಲವೂ ಶುದ್ಧವೇ; ಆದರೆ ಮಲಿನವಾದವರಿಗೂ ನಂಬಿಕೆಯಿಲ್ಲ ದವರಿಗೂ ಯಾವದೂ ಶುದ್ಧವಲ್ಲ; ಆದರೆ ಅವರ ಬುದ್ಧಿಯೂ ಮನಸ್ಸಾಕ್ಷಿಯೂ ಕೂಡ ಮಲಿನವಾಗಿವೆ.
Unto the pure all things are pure: but unto them that are defiled and unbelieving is nothing pure; but even their mind and conscience is defiled.
16 ಅವರು ತಾವು ದೇವರನ್ನು ಅರಿತವರೆಂದು ಹೇಳಿ ಕೊಳ್ಳುತ್ತಾರೆ; ಆದರೆ ಅವರು ಅಸಹ್ಯರೂ ಅವಿಧೇಯ ರೂ ಸತ್ಕಾರ್ಯಗಳಿಗೆಲ್ಲಾ ಭ್ರಷ್ಟರೂ ಆಗಿರುವದರಿಂದ ದೇವರನ್ನು ತಮ್ಮ ಕೃತ್ಯಗಳಿಂದಲೇ ಅಲ್ಲಗಳೆಯುವರು.
They profess that they know God; but in works they deny him, being abominable, and disobedient, and unto every good work reprobate.