ଗଣନା ପୁସ୍ତକ 9:11
ଦ୍ବିତୀୟ ମାସର ଚତୁର୍ବ୍ଦଶ ଦିନ ଗୋଧୂଳି ସମୟରେ ସମାନେେ ତାହା ପାଳନ କରିବେ; ସମାନେେ ତାଡିଶୂନ୍ଯ ରୋଟୀ ଓ ପିତା ଶାଗ ସହିତ ତାହା ଭୋଜନ କରିବେ।
The fourteenth | בַּחֹ֨דֶשׁ | baḥōdeš | ba-HOH-desh |
הַשֵּׁנִ֜י | haššēnî | ha-shay-NEE | |
day | בְּאַרְבָּעָ֨ה | bĕʾarbāʿâ | beh-ar-ba-AH |
second the of | עָשָׂ֥ר | ʿāśār | ah-SAHR |
month | י֛וֹם | yôm | yome |
at | בֵּ֥ין | bên | bane |
even | הָֽעַרְבַּ֖יִם | hāʿarbayim | ha-ar-BA-yeem |
keep shall they | יַֽעֲשׂ֣וּ | yaʿăśû | ya-uh-SOO |
it, and eat | אֹת֑וֹ | ʾōtô | oh-TOH |
with it | עַל | ʿal | al |
unleavened bread | מַצּ֥וֹת | maṣṣôt | MA-tsote |
and bitter | וּמְרֹרִ֖ים | ûmĕrōrîm | oo-meh-roh-REEM |
herbs. | יֹֽאכְלֻֽהוּ׃ | yōʾkĕluhû | YOH-heh-LOO-hoo |
Cross Reference
ଦିତୀୟ ବଂଶାବଳୀ 30:2
ଦ୍ବିତୀୟ ମାସ ରେ ନିସ୍ତାରପର୍ବ ପାଳିବା ନିମନ୍ତେ ରାଜା ହିଜକିଯ ତାଙ୍କର ସମସ୍ତ ପଦାଧିକାରୀ ଓ ୟିରୁଶାଲମର ସମସ୍ତ ଜନତାଙ୍କ ସହ ଏକମତ ହେଲେ।
ଯାତ୍ରା ପୁସ୍ତକ 12:2
ଏହି ମାସ ତୁମ୍ଭମାନଙ୍କ ପାଇଁ ବର୍ଷର ପ୍ରଥମ ମାସ ହବେ ଏବଂ ଏହା ତୁମ୍ଭମାନଙ୍କ ପାଇଁ ପ୍ରଧାନ ମାସ ହବେ।
ଯାତ୍ରା ପୁସ୍ତକ 12:43
ସଦାପ୍ରଭୁ ମୋଶା ଏବଂ ହାରୋଣଙ୍କୁ କହିଲେ, “ନିସ୍ତାରପର୍ବର ଏହି ବିଧି, କୌଣସି ବିଦେଶୀୟ ଲୋକ ଏହାକୁ ଭୋଜନ କରିବ ନାହିଁ।
ଗଣନା ପୁସ୍ତକ 9:3
ଏହିମାସ ଚତୁର୍ବ୍ଦଶ ଦିନର ଗୋଧୂଳି ସମୟରେ ନିରୂପିତ ସମୟରେ ତୁମ୍ଭମାନେେ ତାହା ପାଳନ କରିବ। ତହିଁର ସମସ୍ତ ବିଧି ଓ ଶାସନ ଅନୁସାରେ ତାହା ପାଳନ କରିବ।
ଦିତୀୟ ବିବରଣ 16:3
ତୁମ୍ଭମାନେେ ଏହି ପର୍ବ ରେ ଖମିର ଭୋଜନ କରିବା ଉଚିତ୍ ନକ୍ସ୍ଟହଁ। ସାତଦିନ ପର୍ୟ୍ଯନ୍ତ ତୁମ୍ଭମାନେେ 'ତାଡି ଶୂନ୍ଯ ରୋଟୀ' ଭୋଜନ କରିବା ଉଚିତ୍, ଗରିବର ରୋଟୀ। କାରଣ ତରବର ହାଇେ ତୁମ୍ଭମାନେେ ମିଶର ଦେଶ ପରିତ୍ଯାଗ କଲ। ଏହିପରି ଭାବରେ ତକ୍ସ୍ଟମ୍ଭ ଜୀବନ ସାରା ମିଶର ଦେଶରକ୍ସ୍ଟ ଆସିଥିବା କଥା ମନେ ରଖିବ।
ଯୋହନଲିଖିତ ସୁସମାଚାର 19:36
ଏସବୁ ଘଟିଛି, ଅତଏବ ଧର୍ମଶାସ୍ତ୍ର ରେ ଯାହା ଲଖାେ ଅଛି, ତାହା ସତ୍ଯ ହବେ, ତାହାଙ୍କର ଗୋଟିଏ ହାଡ ମଧ୍ଯ ଭାଙ୍ଗି ୟିବ ନାହିଁ।