ଗଣନା ପୁସ୍ତକ 33:46 in Oriya

ଓଡିଆ ଓଡିଆ ବାଇବେଲ ଗଣନା ପୁସ୍ତକ ଗଣନା ପୁସ୍ତକ 33 ଗଣନା ପୁସ୍ତକ 33:46

Numbers 33:46
ପୁଣି ସମାନେେ ଦୀବୋନ୍ଗାଦରୁ ୟାତ୍ରା କରି ଅଲ୍ମାନେ-ଦିବ୍ଲାଥୟିମ ରେ ଛାଉଣୀ ସ୍ଥାପନ କଲେ।

Numbers 33:45Numbers 33Numbers 33:47

Numbers 33:46 in Other Translations

King James Version (KJV)
And they removed from Dibongad, and encamped in Almondiblathaim.

American Standard Version (ASV)
And they journeyed from Dibon-gad, and encamped in Almon-diblathaim.

Bible in Basic English (BBE)
And from Dibon-gad they went on, and put up their tents in Almon-diblathaim.

Darby English Bible (DBY)
And they removed from Dibon-Gad, and encamped in Almon-Diblathaim.

Webster's Bible (WBT)
And they removed from Dibon-gad, and encamped in Almon-diblathaim.

World English Bible (WEB)
They traveled from Dibon-gad, and encamped in Almon Diblathaim.

Young's Literal Translation (YLT)
and they journey from Dibon-Gad, and encamp in Almon-Diblathaim.

And
they
removed
וַיִּסְע֖וּwayyisʿûva-yees-OO
from
Dibon-gad,
מִדִּיבֹ֣ןmiddîbōnmee-dee-VONE
and
encamped
גָּ֑דgādɡahd
in
Almon-diblathaim.
וַֽיַּחֲנ֖וּwayyaḥănûva-ya-huh-NOO
בְּעַלְמֹ֥ןbĕʿalmōnbeh-al-MONE
דִּבְלָתָֽיְמָה׃diblātāyĕmâdeev-la-TA-yeh-ma

Cross Reference

ଗଣନା ପୁସ୍ତକ 32:34
ଗାଦର ଲୋକମାନେ ଦୀବୋନ୍, ଅଟାରୋତ୍ ଓ ଅରୋଯରକେୁ ପୁନଃନିର୍ମାଣ କଲେ।

ଯିଶାଇୟ 15:2
ରାଜ ପରିବାର ଓ ଦୀବୋନର ଲୋକମାନେ ପୂଜା ସ୍ଥଳୀକୁ ରୋଦନ କରିବାକୁ ୟାଇଛନ୍ତି। ମାୟୋବର ଲୋକମାନେ ନବେୋ ଓ ମଦବୋ ପାଇଁ କାନ୍ଦୁଛନ୍ତି। ସମାନଙ୍କେର ଦୁଃଖ ଭାବ ଜଣାଇବା ପାଇଁ ମସ୍ତକ ଲଣ୍ଡା, କରିଛନ୍ତି ଓ ଦାଢ଼ି କାଟିଅଛନ୍ତି।

ଯିରିମିୟ 48:18
ହେ ଦୀବୋନ ନିବାସୀଗଣ, ତୁମ୍ଭମାନେେ ନିଶ୍ଚିତ ରେ ତୁମ୍ଭମାନଙ୍କ ଶାେଭାରୁ ଓହ୍ଲାଇ ଅସି ଧୂଳି ରେ ବସ। କାରଣ ମାଯାେବର ବିନାଶକ ତୁମ୍ଭ ବିରୁଦ୍ଧ ରେ ଉଠିଅଛି। ସେ ତୁମ୍ଭର ଦୃଢ଼ ନଗରଗୁଡ଼ିକୁ ବିନଷ୍ଟ କରିଅଛି।

ଯିରିମିୟ 48:22
ଦୀବୋନ, ନବୋ ଓ ବୈଥ-ଦିବ୍ଲାଥୟିମ,

ଯିହିଜିକଲ 6:14
ପୁଣି ଆମ୍ଭେ ସମାନଙ୍କେ ବିରୁଦ୍ଧ ରେ ଆପଣା ହସ୍ତ ବିସ୍ତାର କରି ଦିବଲା ପ୍ରାନ୍ତର ପର୍ୟ୍ଯନ୍ତ ସମାନଙ୍କେର ସମଗ୍ର ବସତି ସ୍ଥାନକୁ ଧ୍ବଂସ ଓ ଶୂନ୍ଯ କରିବୁ। ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସମାନେେ ଜାଣିବେ।