ଗଣନା ପୁସ୍ତକ 28:27
ମାତ୍ର ତୁମ୍ଭମାନେେ ସଦାପ୍ରଭୁଙ୍କୁ ସୁବାସିତ ଉପହାର ରୂପେ ଦୁଇଟି ଷଣ୍ତ, ଗୋଟିଏ ଅଣ୍ତିରା ମଷେ ଓ ସାତାଟେି ମଷେଶାବକକୁ ହାମବେଳି ରୂପେ ଉତ୍ସର୍ଗ କରିବା ଉଚିତ୍।
But ye shall offer | וְהִקְרַבְתֶּ֨ם | wĕhiqrabtem | veh-heek-rahv-TEM |
offering burnt the | עוֹלָ֜ה | ʿôlâ | oh-LA |
for a sweet | לְרֵ֤יחַ | lĕrêaḥ | leh-RAY-ak |
savour | נִיחֹ֙חַ֙ | nîḥōḥa | nee-HOH-HA |
Lord; the unto | לַֽיהוָ֔ה | layhwâ | lai-VA |
two | פָּרִ֧ים | pārîm | pa-REEM |
young | בְּנֵֽי | bĕnê | beh-NAY |
בָקָ֛ר | bāqār | va-KAHR | |
bullocks, | שְׁנַ֖יִם | šĕnayim | sheh-NA-yeem |
one | אַ֣יִל | ʾayil | AH-yeel |
ram, | אֶחָ֑ד | ʾeḥād | eh-HAHD |
seven | שִׁבְעָ֥ה | šibʿâ | sheev-AH |
lambs | כְבָשִׂ֖ים | kĕbāśîm | heh-va-SEEM |
of the first | בְּנֵ֥י | bĕnê | beh-NAY |
year; | שָׁנָֽה׃ | šānâ | sha-NA |
Cross Reference
ଲେବୀୟ ପୁସ୍ତକ 23:18
ପୁଣି ତୁମ୍ଭମାନେେ ସହେି ରୋଟୀ ସହିତ ଏକବର୍ଷୀଯ ସାତଟି ନିଖୁଣ ମଷେବତ୍ସ, ଗୋଟିଏ ବୃଷଭ ଓ ଦୁଇଟି ମଷେ ବଳିଦାନ କରିବା ଉଚିତ୍। ତାହା ସଦାପ୍ରଭୁଙ୍କୁ ହାମବେଳି ହବେ। ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ସହିତ ଏହା ସଦାପ୍ରଭୁଙ୍କୁ ସୁବାସିତ ନବୈେଦ୍ଯ ହବେ।
ଗଣନା ପୁସ୍ତକ 28:11
ଆଉ ପ୍ରତିମାସର ପ୍ରଥମ ଦିନ ରେ ତୁମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହୋମ ନିମନ୍ତେ ଦୁଇଟି ଷଣ୍ତ,ଏକ ଅଣ୍ତିରା ମଷେ ଓ ଏକବର୍ଷୀଯ ସାତଟି ମଷେଶାବକ ବିଶଷେ ହାମବେଳି ରୂପେ ଉତ୍ସର୍ଗ କରିବ। ଏମାନେ ସମସ୍ତେ ନିଖୁଣ ହାଇେ ଥିବେ।
ଗଣନା ପୁସ୍ତକ 28:19
ମାତ୍ର ସଦାପ୍ରଭୁଙ୍କୁ ଉପହାର ଓ ହାମବେଳି ରୂପେ ଦୁଇଟି ଷଣ୍ତ ଗୋଟିଏ ଅଣ୍ତିରା ମଷେ ଓ ସାତାଟେି ଏକ ବର୍ଷିଯ ମଷେଶାବକ ଉତ୍ସର୍ଗ କରିବା ଉଚିତ୍। ଏହିସବୁ ପଶୁଗୁଡିକ ଖୁଣ ନଥିବ।