Index
Full Screen ?
 

ଗଣନା ପୁସ୍ତକ 28:19

Numbers 28:19 ଓଡିଆ ବାଇବେଲ ଗଣନା ପୁସ୍ତକ ଗଣନା ପୁସ୍ତକ 28

ଗଣନା ପୁସ୍ତକ 28:19
ମାତ୍ର ସଦାପ୍ରଭୁଙ୍କୁ ଉପହାର ଓ ହାମବେଳି ରୂପେ ଦୁଇଟି ଷଣ୍ତ ଗୋଟିଏ ଅଣ୍ତିରା ମଷେ ଓ ସାତାଟେି ଏକ ବର୍ଷିଯ ମଷେଶାବକ ଉତ୍ସର୍ଗ କରିବା ଉଚିତ୍। ଏହିସବୁ ପଶୁଗୁଡିକ ଖୁଣ ନଥିବ।

But
ye
shall
offer
וְהִקְרַבְתֶּ֨םwĕhiqrabtemveh-heek-rahv-TEM
fire
by
made
sacrifice
a
אִשֶּׁ֤הʾiššeee-SHEH
offering
burnt
a
for
עֹלָה֙ʿōlāhoh-LA
unto
the
Lord;
לַֽיהוָ֔הlayhwâlai-VA
two
פָּרִ֧יםpārîmpa-REEM
young
בְּנֵֽיbĕnêbeh-NAY

בָקָ֛רbāqārva-KAHR
bullocks,
שְׁנַ֖יִםšĕnayimsheh-NA-yeem
and
one
וְאַ֣יִלwĕʾayilveh-AH-yeel
ram,
אֶחָ֑דʾeḥādeh-HAHD
and
seven
וְשִׁבְעָ֤הwĕšibʿâveh-sheev-AH
lambs
כְבָשִׂים֙kĕbāśîmheh-va-SEEM
first
the
of
בְּנֵ֣יbĕnêbeh-NAY
year:
שָׁנָ֔הšānâsha-NA
they
shall
be
תְּמִימִ֖םtĕmîmimteh-mee-MEEM
unto
you
without
blemish:
יִֽהְי֥וּyihĕyûyee-heh-YOO
לָכֶֽם׃lākemla-HEM

Cross Reference

ଦିତୀୟ ବିବରଣ 15:21
ଯଦି ସହେି ପଶକ୍ସ୍ଟଠା ରେ କୌଣସି ଖକ୍ସ୍ଟଣ ଥାଏ, ଯଥା ସେ ଯଦି େଛାଟା, କଣା କିମ୍ବା ସେ କୌଣସି ମନ୍ଦ ଖକ୍ସ୍ଟଣ ୟକ୍ସ୍ଟକ୍ତ ଥାଏ ତବେେ ତୁମ୍ଭେ ତାକକ୍ସ୍ଟ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବଳିଦାନ କରିପାରିବ ନାହିଁ।

ଲେବୀୟ ପୁସ୍ତକ 22:20
ମାତ୍ର ଖୁଣଥିବା ପ୍ରଣୀକୁ ତୁମ୍ଭମାନେେ ଉତ୍ସର୍ଗ କରିବା ଉଚିତ୍ ନୁହଁ। କାରଣ ତାହା ନବୈେଦ୍ଯ ରୂପେ ଗ୍ରହଣୀଯ ନୁହେଁ।

ଗଣନା ପୁସ୍ତକ 28:31
ତୁମ୍ଭମାନେେ ପ୍ରତିଦିନର ହାମବେଳି, ତହିଁର ଭକ୍ଷ୍ଯ ନବୈେଦ୍ଯ ସମାନଙ୍କେର ସମସ୍ତ ଓ ତହିଁର ପଯେ ନବୈେଦ୍ଯ ଉତ୍ସର୍ଗ କରିବ। ଏହି ପଶୁଗୁଡିକ ନିଖୁଣ ହବୋ ଉଚିତ୍।

ଗଣନା ପୁସ୍ତକ 29:8
ମାତ୍ର ତୁମ୍ଭମାନେେ ସଦାପ୍ରଭୁଙ୍କୁ ସୁବାସିତ ଉପହାର ରୂପେ ଏକ ଷଣ୍ତ, ଏକ ଅଣ୍ତିରା ମଷେ ଓ ଏକବର୍ଷୀଯ ସାତଟି ମଷେଶାବକ ଉତ୍ସର୍ଗ କରିବ। ଏହି ପଶୁଗୁଡିକର କୌଣସି ଖୁଣ ନଥିବ।

ଯିହିଜିକଲ 45:21
ପ୍ରଥମ ମାସର ଚତୁର୍ଦ୍ଦଶ ଦିବସ ରେ ତୁମ୍ଭମାନଙ୍କର ନିସ୍ତାର ପର୍ବ ହବେ। ସହେି ପର୍ବ ସାତଦିନ ଧରି ପାଳିତ ହବେ। ସେ ସମୟରେ ତୁମ୍ଭମାନଙ୍କୁ ତାଡ଼ୀଶୂନ୍ଯ ରୋଟୀ ଭୋଜନ କରିବ।

ମଲାଖୀ 1:13
ତୁମ୍ଭେ କହିଛ ଯେ, ତୁମ୍ଭେ ବିବ୍ରତ ହବେ ନାହିଁ ଏବଂ ତୁମ୍ଭେ ୟଜ୍ଞବଦେୀ ରେ ଥିବା ଖାଦ୍ୟ ପ୍ରତି ତାଚ୍ଛଲ୍ଯ ପ୍ରକାଶ କରିଛ ଏବଂ ତୁମ୍ଭେ ନ ଖାଇ ପରିତ୍ଯାଗ କରୁଛ, ଆଉ ମଧ୍ଯ ମନ୍ଦ ବୋଲି କହୁଛ। ମାତ୍ର ଏହା ସତ୍ଯ ନୁହେଁ। ତା'ପ ରେ ତୁମ୍ଭମାନେେ ଆହତ, େଛାଟା ଓ ରୁଗ୍ଣ ପଶୁମାନଙ୍କୁ ଆମ୍ଭ ନିକଟରେ ବଳିଦାନ ପାଇଁ ଆଣୁଛ। ମାତ୍ର ସହେି ରୁଗ୍ଣ ପଶୁଗୁଡିକୁ ଆମ୍ଭେ ଗ୍ରହଣ କରିବା ନାହିଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଲେ।

ପିତରଙ୍କ ପ୍ରଥମ ପତ୍ 1:19
ବରଂ ନିର୍ଦ୍ ଦୋଷ ପବିତ୍ର ମଷେଶାବକ ଖ୍ରୀଷ୍ଟଙ୍କର ବହୁମୂଲ୍ଯ ରକ୍ତ ଦ୍ବାରା ତୁମ୍ଭେ କିଣା ହାଇେଅଛ।

Chords Index for Keyboard Guitar