Numbers 27:13
ତାହା ତୁମ୍ଭେ ନିରୀକ୍ଷଣ କଲାପରେ, ହାରୋଣଙ୍କ ତୁଲ୍ଯ ତୁମ୍ଭେ ମଧ୍ଯ ତୁମ୍ଭ ପୁର୍ବପୁରୁଷଗଣ ନିକଟକୁ ୟିବ।
Numbers 27:13 in Other Translations
King James Version (KJV)
And when thou hast seen it, thou also shalt be gathered unto thy people, as Aaron thy brother was gathered.
American Standard Version (ASV)
And when thou hast seen it, thou also shalt be gathered unto thy people, as Aaron thy brother was gathered;
Bible in Basic English (BBE)
And when you have seen it, you will be put to rest with your people, as your brother Aaron was:
Darby English Bible (DBY)
And when thou hast seen it, thou also shalt be gathered unto thy peoples, as Aaron thy brother was gathered,
Webster's Bible (WBT)
And when thou hast seen it, thou also shalt be gathered to thy people, as Aaron thy brother was gathered.
World English Bible (WEB)
When you have seen it, you also shall be gathered to your people, as Aaron your brother was gathered;
Young's Literal Translation (YLT)
and thou hast seen it, and thou hast been gathered unto thy people, also thou, as Aaron thy brother hath been gathered,
| And when thou hast seen | וְרָאִ֣יתָה | wĕrāʾîtâ | veh-ra-EE-ta |
| it, thou | אֹתָ֔הּ | ʾōtāh | oh-TA |
| also | וְנֶֽאֱסַפְתָּ֥ | wĕneʾĕsaptā | veh-neh-ay-sahf-TA |
| gathered be shalt | אֶל | ʾel | el |
| unto | עַמֶּ֖יךָ | ʿammêkā | ah-MAY-ha |
| thy people, | גַּם | gam | ɡahm |
| as | אָ֑תָּה | ʾāttâ | AH-ta |
| Aaron | כַּֽאֲשֶׁ֥ר | kaʾăšer | ka-uh-SHER |
| thy brother | נֶֽאֱסַ֖ף | neʾĕsap | neh-ay-SAHF |
| was gathered. | אַֽהֲרֹ֥ן | ʾahărōn | ah-huh-RONE |
| אָחִֽיךָ׃ | ʾāḥîkā | ah-HEE-ha |
Cross Reference
ଗଣନା ପୁସ୍ତକ 31:2
ଇଶ୍ରାୟେଲ ଲୋକମାନଙ୍କ ସକାେଶ ମିଦିଯନୀଯମାନଙ୍କ ଉପରେ ପ୍ରତି ଶାଧେ ନିଅ। ତା'ପରେ ତୁମ୍ଭମାନେ ମୃତ୍ଯୁ ବରଣ କରିବ।
ଦିତୀୟ ବିବରଣ 10:6
ଏହାପରେ ଇଶ୍ରାୟେଲ ସନ୍ତାନଗଣ ବରେୋତ୍ ବନଯୋକନଠାରକ୍ସ୍ଟ ମାେଷେରୋତକୁ ୟାତ୍ରା କଲେ, ସେ ସ୍ଥାନ ରେ ହାରୋଣ ମଲେ ଓ ସହେି ସ୍ଥାନ ରେ ସେ କବର ପାଇଲେ। ପକ୍ସ୍ଟଣି ତାଙ୍କର ପକ୍ସ୍ଟତ୍ର ଇଲିଯାସର ତାଙ୍କ ପଦ ରେ ଯାଜକ କର୍ମ କଲା।
ଆଦି ପୁସ୍ତକ 25:8
ଏହାପରେ ଅବ୍ରହାମ ଦୁର୍ବଳ ଦେଲେ ଓ ମୃତ୍ଯୁବରଣ କଲେ। ସେ ଅନକେ ବର୍ଷ ପର୍ୟ୍ଯନ୍ତ ବଞ୍ଚିଲେ। ସେ ଆପଣା ଲୋକମାନଙ୍କ ସହିତ କବର ପାଇଲେ।
ଆଦି ପୁସ୍ତକ 25:17
ଇଶ୍ମାଯଲରେ ଆଯୁ 137 ବର୍ଷ ବଞ୍ଚିଲେ। ଏହାପରେ ସେ ପ୍ରାଣ ତ୍ଯାଗ କଲେ। ସେ ତାଙ୍କ ପୂର୍ବପୁରୁଷଙ୍କ ସହିତ କବର ପ୍ରାପ୍ତ ହେଲେ।
ଗଣନା ପୁସ୍ତକ 20:24
ହାରୋଣର ଏହା ମୃତ୍ଯୁ ସମୟ ଓ ସେ ତା'ର ପୂର୍ବପୁରୁଷଙ୍କ ନିକଟକୁ ୟିବ। ମୁଁ ଇଶ୍ରାୟେଲର ଲୋକମାନଙ୍କୁ ଯେଉଁ ଦେଶ ଦଇେଅଛ, ସହେି ଦେଶ ରେ ସେ ପ୍ରବେଶ କରିବ ନାହିଁ। କାରଣ ତୁମ୍ଭେ ଉଭୟ ମିରୀବାଃ-ଜଳ ନିକଟରେ ମାେ ବିରୁଦ୍ଧ ରେ ବିଦ୍ରୋହ କଲ।
ଗଣନା ପୁସ୍ତକ 33:38
ଏହାପରେ ହାରୋଣ ଯାଜକ ସଦାପ୍ରଭୁଙ୍କ ଆଜ୍ଞା ରେ ହାରେ ପର୍ବତ ରେ ଆରୋହଣ କଲେ। ପୁଣି ଇଶ୍ରାୟେଲର ଲୋକମାନେ ମିଶରରୁ ବାହାର ହାଇେ ଆସିବାର ଚାଳିଶତମ ବର୍ଷର ପଞ୍ଚମ ମାସର ପ୍ରଥମ ଦିନ ରେ ସହେି ସ୍ଥାନ ରେ ମଲେ।
ଦିତୀୟ ବିବରଣ 32:50
ତୁମ୍ଭର ଭାଇ ହାରୋଣ ଯେପରି ହାରେ ପର୍ବତ ଉପରେ ମରି ଆପଣା ଲୋକମାନଙ୍କ ନିକଟକକ୍ସ୍ଟ ଗଲା, ଠିକ୍ ସହେିପରି ତୁମ୍ଭେ ସଠାେରେ ପର୍ବତର ଶିର୍ଷ ଦେଶ ରେ ମୃତକ୍ସ୍ଟ୍ଯ ବରଣ କରିବ ଓ ତୁମ୍ଭେ ତୁମ୍ଭର ସ୍ବର୍ଗସ୍ଥ ଲୋକମାନଙ୍କ ନିକଟକକ୍ସ୍ଟ ଗ୍ଭଲିୟିବ।