Numbers 23:8
ପରମେଶ୍ବର ଯାହାକୁ ଶାପ ଦଇନୋହାନ୍ତି ମୁଁ କିପରି ତାକୁ ଶାପ ଦବେି? ସଦାପ୍ରଭୁ ଯାହାକୁ ଅଭିଶପ୍ତ କରିନାହାଁନ୍ତି, ମୁଁ କି ରୂପେ ତାହାକୁ ଅଭିଶପ୍ତ କରିବି?
Numbers 23:8 in Other Translations
King James Version (KJV)
How shall I curse, whom God hath not cursed? or how shall I defy, whom the LORD hath not defied?
American Standard Version (ASV)
How shall I curse, whom God hath not cursed? And how shall I defy, whom Jehovah hath not defied?
Bible in Basic English (BBE)
How may I put curses on him who is not cursed by God? how may I be angry with him with whom the Lord is not angry?
Darby English Bible (DBY)
How shall I curse whom ùGod hath not cursed? or how shall I denounce whom Jehovah doth not denounce?
Webster's Bible (WBT)
How shall I curse, whom God hath not cursed? or how shall I defy, whom the LORD hath not defied?
World English Bible (WEB)
How shall I curse, whom God has not cursed? How shall I defy, whom Yahweh has not defied?
Young's Literal Translation (YLT)
What -- do I pierce? -- God hath not pierced! And what -- am I indignant? -- Jehovah hath not been indignant!
| How | מָ֣ה | mâ | ma |
| shall I curse, | אֶקֹּ֔ב | ʾeqqōb | eh-KOVE |
| God whom | לֹ֥א | lōʾ | loh |
| hath not | קַבֹּ֖ה | qabbō | ka-BOH |
| cursed? | אֵ֑ל | ʾēl | ale |
| how or | וּמָ֣ה | ûmâ | oo-MA |
| shall I defy, | אֶזְעֹ֔ם | ʾezʿōm | ez-OME |
| Lord the whom | לֹ֥א | lōʾ | loh |
| hath not | זָעַ֖ם | zāʿam | za-AM |
| defied? | יְהוָֽה׃ | yĕhwâ | yeh-VA |
Cross Reference
ଗଣନା ପୁସ୍ତକ 22:12
କିନ୍ତୁ ପରମେଶ୍ବର ବିଲିଯମକୁ କହିଲେ, ତୁମ୍ଭେ ସମାନଙ୍କେ ସହିତ ୟିବା ଉଚିତ୍ ନୁହଁ, ତୁମ୍ଭେ ସହେି ଲୋକମାନଙ୍କୁ ଅଭିଶାପ ଦବୋ ଉଚିତ୍ ନୁହଁ। କାରଣ ଇଶ୍ରାୟେଲ ମାରେ ଦ୍ବାରା ଆଶୀର୍ବାଦ ପ୍ରାପ୍ତ ହାଇେଅଛି।
ଗଣନା ପୁସ୍ତକ 23:20
ଦେଖ, ସଦାପ୍ରଭୁ ମାେତେ ଆଶୀର୍ବାଦ କରିବାକୁ ଆଜ୍ଞା ଦଇେଛନ୍ତି। ସେ ନିଜେ ମଧ୍ଯ ଆଶୀର୍ବାଦ କରିଛନ୍ତି। ଏଣୁ ମୁଁ ଏହା ଅନ୍ୟଥା କରି ନପା ରେ।
ଗଣନା ପୁସ୍ତକ 23:23
କୈଣସି ଶକ୍ତି ୟାବୁକ ବଂଶକୁ ପରାସ୍ତ କରି ପାରିବ ନାହିଁ କିମ୍ବା କୌଣସି ମନ୍ତ୍ର ଇଶ୍ରାୟେଲକୁ ନିବୃତ୍ତ କରିପାରିବ ନାହିଁ। ଏହି କ୍ଷଣି ଯାକୁବ ଓ ଇଶ୍ରାୟେଲ ବିଷଯ ରେ କୁହାୟିବ; 'ପରମେଶ୍ବର କି କର୍ମ କରିଅଛନ୍ତି।'
ଯିଶାଇୟ 44:25
ଆମ୍ଲଭ ମିଥ୍ଯାବାଦୀମାନଙ୍କର ମିଥ୍ଯାକୁ ପ୍ରମାଣ କରୁ। ଆମ୍ଲଭ ନିର୍ଲବାଧମାନଙ୍କର ୟାଦୁକାରୀ କାର୍ୟ୍ଯ ବିଫଳ କରୁ। ଜ୍ଞାନୀମାନଙ୍କର ଜ୍ଞାନକୁ ପ୍ରତିହତ କରୁ ଓସସମାନଙ୍କର ଜ୍ଞାନକୁ ଅଜ୍ଞାନତାସର ପରିଣତ କରୁ।
ଯିଶାଇୟ 47:12
ବର୍ତ୍ତମାନ ତୁମ୍ଭମାନେେ ମାଯାବୀ ୟାଦୁବିଦ୍ଯା ଉପ ରେ ନିର୍ଭର କର, ଯାହା ତୁମ୍ଭମାନେେ ଶିଖିବାକୁ ବହୁତ ପରିଶ୍ରମ କର। ତୁମ୍ଭମାନେେ ସଗେୁଡ଼ିକୁ ବ୍ଯବହାର ରେ ଲଗାଇପାର କିମ୍ବା ସେଥିପାଇଁ ତୁମ୍ଭମାନେେ ଜିତିପାର।