ଗଣନା ପୁସ୍ତକ 22:2
ଇଶ୍ରାୟେଲ ଇ ମାରେୀଯମାନଙ୍କ ପ୍ରତି ଯାହା ଯାହା କରିଥିଲେ, ତାହା ସିପ୍ପୋରର ପୁତ୍ର ବାଲାକ୍ ଦେଖିଲେ।
And Balak | וַיַּ֥רְא | wayyar | va-YAHR |
the son | בָּלָ֖ק | bālāq | ba-LAHK |
of Zippor | בֶּן | ben | ben |
saw | צִפּ֑וֹר | ṣippôr | TSEE-pore |
אֵ֛ת | ʾēt | ate | |
all | כָּל | kāl | kahl |
that | אֲשֶׁר | ʾăšer | uh-SHER |
Israel | עָשָׂ֥ה | ʿāśâ | ah-SA |
had done | יִשְׂרָאֵ֖ל | yiśrāʾēl | yees-ra-ALE |
to the Amorites. | לָֽאֱמֹרִֽי׃ | lāʾĕmōrî | LA-ay-moh-REE |
Cross Reference
ବିଚାରକର୍ତାମାନଙ୍କ ବିବରଣ 11:25
ମାେତେ କକ୍ସ୍ଟହ, ତୁମ୍ଭେ କ'ଣ ମାୟୋବ ରାଜା ସିପ୍ପୋରର ପକ୍ସ୍ଟତ୍ର ବାଲାକଠାରକ୍ସ୍ଟ କିଛି କ'ଣ ଅଧିକ? ସେ କ'ଣ କବେେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିଥିଲେ? ସେ କ'ଣ କବେେ ଇଶ୍ମାଯଲେ ସହିତ ୟକ୍ସ୍ଟଦ୍ଧ କରିଥିଲେ?
ଗଣନା ପୁସ୍ତକ 21:3
ତହୁଁ ସଦାପ୍ରଭୁ ସମାନଙ୍କେ ପ୍ରାର୍ଥନା ଶୁଣିଲେ, ସେ କିଣାନୀଯମାନଙ୍କୁ ଇଶ୍ରାୟେଲ ହସ୍ତ ରେ ସମର୍ପଣ କଲେ ଓ ସମାନଙ୍କେ ସମସ୍ତ ନଗର ବର୍ଜନୀଯ ରୂପେ ବିନାଶ ହେଲା। ତେଣୁ ସହେି ସ୍ଥାନର ନାମ ହର୍ମା ହେଲା।
ଗଣନା ପୁସ୍ତକ 21:20
ବାମାେତରୁ ମାୟୋବ କ୍ଷେତ୍ରସ୍ଥିତ ଉପତ୍ୟକା ଦଇେ ପିସ୍ଗା ପର୍ବତର ଶୃଗଂକୁ ୟାତ୍ରା କଲେ। ତାହା ମରୁଭୂମି ଆଡକୁ ଥିଲା।