ଗଣନା ପୁସ୍ତକ 15:8 in Oriya

ଓଡିଆ ଓଡିଆ ବାଇବେଲ ଗଣନା ପୁସ୍ତକ ଗଣନା ପୁସ୍ତକ 15 ଗଣନା ପୁସ୍ତକ 15:8

Numbers 15:8
ଆଉ ତୁମ୍ଭେ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ହାମବେଳି ନିମନ୍ତେ ଅବା ମାନସିକ ପୂରଣାର୍ଥକ ବଳି ନିମନ୍ତେ କିମ୍ବା ମଗଂଳାର୍ଥକ ଉପହାର ନିମନ୍ତେ ଯବେେ ଗୋବତ୍ସ ଉତ୍ସର୍ଗ କର,

Numbers 15:7Numbers 15Numbers 15:9

Numbers 15:8 in Other Translations

King James Version (KJV)
And when thou preparest a bullock for a burnt offering, or for a sacrifice in performing a vow, or peace offerings unto the LORD:

American Standard Version (ASV)
And when thou preparest a bullock for a burnt-offering, or for a sacrifice, to accomplish a vow, or for peace-offerings unto Jehovah;

Bible in Basic English (BBE)
And when you make ready a young ox for a burned or other offering, or for the effecting of an oath, or for peace-offerings to the Lord:

Darby English Bible (DBY)
And when thou offerest a bullock for a burnt-offering, or a sacrifice for the performance of a vow, or for a peace-offering to Jehovah,

Webster's Bible (WBT)
And when thou preparest a bullock for a burnt-offering, or for a sacrifice in performing a vow, or peace-offerings to the LORD:

World English Bible (WEB)
When you prepare a bull for a burnt offering, or for a sacrifice, to accomplish a vow, or for peace-offerings to Yahweh;

Young's Literal Translation (YLT)
`And when thou makest a son of the herd a burnt-offering or a sacrifice, at separating a vow or peace-offerings to Jehovah,

And
when
וְכִֽיwĕkîveh-HEE
thou
preparest
תַעֲשֶׂ֥הtaʿăśeta-uh-SEH
a
bullock
בֶןbenven

בָּקָ֖רbāqārba-KAHR
for
a
burnt
offering,
עֹלָ֣הʿōlâoh-LA
or
אוֹʾôoh
sacrifice
a
for
זָ֑בַחzābaḥZA-vahk
in
performing
לְפַלֵּאlĕpallēʾleh-fa-LAY
a
vow,
נֶ֥דֶרnederNEH-der
or
אֽוֹʾôoh
peace
offerings
שְׁלָמִ֖יםšĕlāmîmsheh-la-MEEM
unto
the
Lord:
לַֽיהוָֽה׃layhwâLAI-VA

Cross Reference

ଲେବୀୟ ପୁସ୍ତକ 3:1
ଯବେେ କୌଣସି ବ୍ଯକ୍ତି ମଙ୍ଗଳାର୍ଥକ ନବୈେଦ୍ଯ ଉତ୍ସର୍ଗ କରୁଥାଏ, ତବେେ ସେ ତା'ର ପଲରୁ ଅଣ୍ଡିରା କିମ୍ବା ମାଈ ପଶୁଟିଏ ଆଣିବ। ସେ ସଦାପ୍ରଭୁଙ୍କ ଛାମୁକୁ ନିଖୁଣ ପଶୁ ଆଣିବା ଉଚିତ୍।

ଲେବୀୟ ପୁସ୍ତକ 1:3
ସେ ଯଦି ନିଜ ଗୋଠରୁ ଗାଈ ହାମବେଳି ରୂପେ ଉତ୍ସର୍ଗ କରେ, ତବେେ ତାହା ନିଶ୍ଚିତ ନିଖୁଣ ଅଣ୍ଡିରା ବାଛୁରୀ ହାଇେଥିବ ଓ ସେ ତାକୁ ସମାଗମ ତମ୍ବୁର ଦ୍ବାର ନିକଟକୁ ଆଣିବ। ତାହାହେଲେ ତାହା ସଦାପ୍ରଭୁଙ୍କ ଦ୍ବାରା ଗୃହୀତ ହବେ।

ଲେବୀୟ ପୁସ୍ତକ 7:11
ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବା ପାଇଁ ନିମ୍ନ ବ୍ଯବସ୍ଥା ଅଟେ।