Numbers 12:7
ମାତ୍ର ମାଶାେ ମାରେ ସବେକ, ସପରେି ନୁହେଁ। ସେ ହିଁ ମାରେ ସମଗ୍ର ଗୃହ ରେ ଜଣେ ସବୁଠାରୁ ବିଶ୍ବସ୍ତ ଅଟେ।
Numbers 12:7 in Other Translations
King James Version (KJV)
My servant Moses is not so, who is faithful in all mine house.
American Standard Version (ASV)
My servant Moses is not so; he is faithful in all my house:
Bible in Basic English (BBE)
My servant Moses is not so; he is true to me in all my house:
Darby English Bible (DBY)
Not so my servant Moses: he is faithful in all my house.
Webster's Bible (WBT)
My servant Moses is not so, who is faithful in all my house.
World English Bible (WEB)
My servant Moses is not so; he is faithful in all my house:
Young's Literal Translation (YLT)
not so My servant Moses; in all My house he `is' stedfast;
| My servant | לֹא | lōʾ | loh |
| Moses | כֵ֖ן | kēn | hane |
| is not | עַבְדִּ֣י | ʿabdî | av-DEE |
| so, | מֹשֶׁ֑ה | mōše | moh-SHEH |
| who | בְּכָל | bĕkāl | beh-HAHL |
| is faithful | בֵּיתִ֖י | bêtî | bay-TEE |
| in all | נֶֽאֱמָ֥ן | neʾĕmān | neh-ay-MAHN |
| mine house. | הֽוּא׃ | hûʾ | hoo |
Cross Reference
ଏବ୍ରୀମାନଙ୍କ ନିକଟକୁ ପତ୍ର 3:2
ପରମେଶ୍ବର ଯୀଶୁଙ୍କୁ ମହାୟାଜକ ସ୍ବରୂପେ ଆମ୍ଭ ପାଖକୁ ପଠାଇଛନ୍ତି। ମାଶାଙ୍କେ ପରି ଯୀଶୁ ମଧ୍ଯ ପରମେଶ୍ବରଙ୍କ ପ୍ରତି ବିଶ୍ବସ୍ତ ଥିଲେ। ଈଶ୍ବରଙ୍କ ଗୃହ ରେ ଈଶ୍ବର ଇଚ୍ଛା କରୁଥିବା ସମସ୍ତ କାର୍ୟ୍ଯ ସେ କଲେ।
ଗୀତସଂହିତା 105:26
ଏଣୁ ପରମେଶ୍ବର ତାଙ୍କ ଦାସ ମାଶାେ ଏବଂ ମନୋନୀତ ୟାଜକ ହାରୋଣଙ୍କୁ ପଠାଇଲେ।
ଯିହୋଶୂୟ 1:1
ମାଶାେ ସଦାପ୍ରଭୁଙ୍କର ଦାସ ଥିଲେ। ନୂନର ପକ୍ସ୍ଟତ୍ର ଯିହାଶୂେୟ ମାଶାଙ୍କେର ପରିଗ୍ଭରକ ଥିଲେ। ମାଶାଙ୍କେର ମୃତକ୍ସ୍ଟ୍ଯ ପରେ, ସଦାପ୍ରଭୁ ଯିହାଶୂେୟକକ୍ସ୍ଟ କହିଲେ.
ପିତରଙ୍କ ପ୍ରଥମ ପତ୍ 2:4
ପ୍ରଭୁ ଯୀଶୁ ହେଉଛନ୍ତି ଜୀବନ୍ତ ପଥର। ଜଗତର ଲୋକମାନେ ସହେି ପଥରଟି ଅଗ୍ରାହ୍ଯ କଲେ। କିନ୍ତୁ ପରମେଶ୍ବର ସହେି ପଥରଟିକୁ ମନୋନୀତ କରିଛନ୍ତି। ପରମେଶ୍ବରଙ୍କ ପାଇଁ ତାହାଙ୍କ ମୂଲ୍ଯ ଅଧିକ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 3:15
କିନ୍ତୁ ମୁଁ ଏବେ ଏହି କଥାଗୁଡ଼ିକ ତୁମ୍ଭକୁ ଲେଖୁଛି। ଯଦି ମୁଁ ଶୀଘ୍ର ନ ଯାଏ, ତବେେ ମଧ୍ଯ ତୁମ୍ଭମାନେେ ଜାଣି ପାରିବ ଯେ ପରମେଶ୍ବରଙ୍କ ପରିବାର ରେ ଲୋକମାନେ କ'ଣ କ'ଣ କରିବା ଅବଶ୍ଯକ। ସହେି ପରିବାର ଜୀବିତ ପରମେଶ୍ବରଙ୍କର ମଣ୍ଡଳୀ ଅଟେ। ପରମେଶ୍ବରଙ୍କ ମଣ୍ଡଳୀ ସତ୍ଯର ଅବଲମ୍ବନ କରେ ଓ ମୂଳଦୁଆ ଅଟେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4:2
ଯେଉଁ ଲୋକମାନଙ୍କୁ ଏହି ଦାଯିତ୍ବ ଦିଆଯାଇଛି ସମାନେେ ଯେ ଏଥିର ଯୋଗ୍ଯ ଏହା ଦର୍ଶାଇବା ଉଚିତ୍।
ରେରିତମାନଙ୍କ କାର୍ଯ୍ୟର ବିବରଣ 7:31
ମାଶାେ ସେ ଦୃଶ୍ଯ ଦେଖି ଅତ୍ଯନ୍ତ ଆଶ୍ଚର୍ୟ୍ଯ ହାଇଗେଲେ। ତାହାକୁ ଭଲଭାବେ ଦେଖିବା ପାଇଁ ନିକଟକୁ ୟିବାବଳକେୁ ସେ ପ୍ରଭୁଙ୍କର ସ୍ବର ଶୁଣିଲେ:
ରେରିତମାନଙ୍କ କାର୍ଯ୍ୟର ବିବରଣ 3:22
ମାଶାେ କହିଛନ୍ତି, 'ପରମେଶ୍ବର ତୁମ୍ଭମାନଙ୍କ ପାଇଁ ଜଣେ ଭାବବାଦୀ ଦବେେ। ସହେି ଭାବବାଦୀ ତୁମ୍ଭମାନଙ୍କ ମଧ୍ଯରୁ ଆସିବେ। ସେ ମାେ'ପରି ହବେେ। ସେ ଯାହା କହିବେ, ତାହା ତୁମ୍ଭମାନଙ୍କୁ ମାନିବାକୁ ପଡ଼ିବ।
ମାଥିଉଲିଖିତ ସୁସମାଚାର 11:11
ମୁଁ ତୁମ୍ଭକୁ ସତ୍ଯ କହୁଛି। ବାପ୍ତିସ୍ମ ଦେଉଥିବା ୟୋହଲଙ୍କଠାରୁ ମହାନ୍ ବ୍ଯକ୍ତି ଆଉ କହେି ହେଲେ ଜନ୍ମ ହାଇେ ନାହାଁନ୍ତି। କିନ୍ତୁ ସ୍ବର୍ଗ ରାଜ୍ଯ ରେ ଯେ ସବୁଠାରୁ େଛାଟ. ସେ ଯୋହନଙ୍କ ଠାରୁ ମଧ୍ଯ ଶ୍ ରେଷ୍ଠ।
ମାଥିଉଲିଖିତ ସୁସମାଚାର 11:9
ତବେେ କ'ଣ ଦେଖିବାକୁ ତୁମ୍ଭେ ଆସିଥିଲ? କ'ଣ କୌଣସି ଭବିଷ୍ଯଦ୍ବକ୍ତାଙ୍କୁ? ହଁ, ମୁଁ ତୁମ୍ଭକୁ କହୁଛି ଯେ ଯାହାକୁ ତୁମ୍ଭେ ଦେଖିଛ ସେ ଭବିଷ୍ଯଦ୍ବକ୍ତାଙ୍କ ଠାରୁ ମଧ୍ଯ ଆହୁରି ବଡ।
ଦିତୀୟ ବିବରଣ 18:18
ଆମ୍ଭେ ସମାନଙ୍କେ ନିମନ୍ତେ ସମାନଙ୍କେ ଭାତୃଗଣ ମଧ୍ଯରକ୍ସ୍ଟ ତକ୍ସ୍ଟମ୍ଭ ସଦୃଶ ଜଣେ ଭବିଷ୍ଯଦ୍ ବକ୍ତା ଉତ୍ପନ୍ନ କରିବା ଓ ଆମ୍ଭେ ତାହାଙ୍କ ମକ୍ସ୍ଟଖ ରେ ଆପଣା ବାକ୍ଯ ଦବୋ ଓ ଆମ୍ଭେ ତାହାଙ୍କକ୍ସ୍ଟ ଯେଉଁ ଆଜ୍ଞା ଦବୋ, ତାହା ସେ ସମାନଙ୍କେୁ କହିବେ।