ଗଣନା ପୁସ୍ତକ 1:47
ମାତ୍ର ଲବେୀୟ-ମାନେ ସମାନଙ୍କେର ପରିବାରବର୍ଗ ଅନ୍ୟମାନଙ୍କ ସହିତ ଗଣାୟାଇ ନ ଥିଲେ।
But the Levites | וְהַלְוִיִּ֖ם | wĕhalwiyyim | veh-hahl-vee-YEEM |
after the tribe | לְמַטֵּ֣ה | lĕmaṭṭē | leh-ma-TAY |
fathers their of | אֲבֹתָ֑ם | ʾăbōtām | uh-voh-TAHM |
were not | לֹ֥א | lōʾ | loh |
numbered | הָתְפָּֽקְד֖וּ | hotpāqĕdû | hote-pa-keh-DOO |
among | בְּתוֹכָֽם׃ | bĕtôkām | beh-toh-HAHM |
Cross Reference
ଗଣନା ପୁସ୍ତକ 2:33
ମାତ୍ର ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ମାଶାେ ଲବେୀୟମାନଙ୍କୁ ଇଶ୍ରାୟେଲ ଲୋକମାନଙ୍କ ମଧିଅରେ ଗଣନା କଲେ ନାହିଁ।
ଗଣନା ପୁସ୍ତକ 3:1
ସହେିଦିନ ସୀନଯ ପର୍ବତ ରେ ସଦାପ୍ରଭୁ ମାଶାଙ୍କେ ସଙ୍ଗେ କଥା ହେଲେ, ହାରୋଣ ଓ ମାଶାଙ୍କେର ବଂଶାବଳୀ ଏହି।
ଗଣନା ପୁସ୍ତକ 26:57
ସମାନେେ ମଧ୍ଯ ଲବେୀର ପରିବାରବର୍ଗଙ୍କୁ ଗଣନା କଲେ। ଲବେୀୟ ପରିବାରବର୍ଗଗୁଡିକ ହେଲେ: ଗେର୍ଶୋନଠାରୁ ଗେର୍ଶୋନୀଯ ଗୋଷ୍ଠୀ; କାହାତଠାରୁ କାହାତୀଯ ଗୋଷ୍ଠୀ; ମରାରିଠାରୁ ସରାରୀଯ ଗୋଷ୍ଠୀ।
ପ୍ରଥମ ବଂଶାବଳୀ 6:1
ଲବେୀଙ୍କ ପୁତ୍ରମାନେ ଥିଲେ ଗେର୍ଶୋନ, କହାତ୍ ଓ ମରାରି।
ଗଣନା ପୁସ୍ତକ 1:3
ଯେଉଁ ମାନେ କୋଡିଏ ବର୍ଷ ଏବଂ ତହିଁରୁ ଅଧିକ ସହେି ସମସ୍ତଙ୍କୁ ଗଣନା କର। ଏହି ଲୋକମାନେ, ୟିଏ କି ସୈନ୍ଯମାନଙ୍କ ସହିତ ୟାଇ ପାରିବେ। ତୁମ୍ଭେ ଓ ହାରୋଣ ସମାନଙ୍କେର ବିଭାଗ ଅନୁସାରେ ସମାନଙ୍କେୁ ତାଲିକାଭୁକ୍ତ କର।
ଗଣନା ପୁସ୍ତକ 1:50
ମାତ୍ର ତୁମ୍ଭେ ପବିତ୍ର ତମ୍ବୁ ଓ ତହିଁର ସମସ୍ତ ଦ୍ରବ୍ଯ ଏବଂ ଯେଉଁ ସମସ୍ତ ଜିନିଷ ତାହା ସହିତ ତା' ଉପରେ ଲବେୀୟମାନଙ୍କୁ ନିୟୁକ୍ତି କରିବ; ସମାନେେ ପବିତ୍ର ତମ୍ବୁ ଓ ତହିଁର ସମସ୍ତ ଦ୍ରବ୍ଯ ବୋହିବେ ଓ ସମାନେେ ତହିଁର ସବୋ କରିବେ ଓ ତମ୍ବୁର ଚାରିଆଡେ ଛାଉଣୀ କରି ରହିବେ।
ଗଣନା ପୁସ୍ତକ 8:1
ଅନନ୍ତର ମାଶାଙ୍କେୁ ସଦାପ୍ରଭୁ କହିଲେ,
ପ୍ରଥମ ବଂଶାବଳୀ 21:6
ଯୋୟାବ ଲବେୀ ଓ ବିନ୍ଯାମୀନ ଗୋଷ୍ଠୀର ଲୋକଙ୍କୁ ଗଣନା କରି ନ ଥିଲେ। କାରଣ ରାଜାଙ୍କର ଆଦେଶ ତାଙ୍କୁ ଅପ୍ରୀତିକର ଲାଗୁଥିଲା।