ନିହିମିୟା 7:3
ଆଉ ମୁଁ ହନାନିକୁ ଓ ହନାନିଯକୁ କହିଲି, ଦିନ ରେ ସୂର୍ୟ୍ଯ ପ୍ରଚଣ୍ତ ନ ହବୋ ପର୍ୟ୍ଯନ୍ତ ଯେପରି ଫାଟକ ନ ଖୋଲା ୟାଏ, ଆଉ ଲୋକମାନେ ପ୍ରହରୀ କର୍ମ ରେ ଠିଆ ହବୋ ବେଳେ ସୁର୍ୟ୍ଯାସ୍ତ ସମୟରେ ଦ୍ବାରସବୁ ବନ୍ଦ କରନ୍ତୁ। ପୁଣି ତୁମ୍ଭମାନେେ ୟିରୁଶାଲମ ନିବାସୀମାନଙ୍କୁ ପ୍ରହରୀ କରି ନିୟୁକ୍ତ କର। କେତକେ ପ୍ରହରୀ ସମାନଙ୍କେ ଶିବିର ରେ ଛିଡା ହୁଅନ୍ତୁ ଓ ଅନ୍ୟ ପ୍ରହରୀମାନେ ନିଜ ଗୃହ ରେ ସମ୍ମୁଖ ରେ ରହନ୍ତୁ।
And I said | וָיאֹמַ֣ר | wāyʾōmar | vai-oh-MAHR |
not Let them, unto | לָהֶ֗ם | lāhem | la-HEM |
the gates | לֹ֣א | lōʾ | loh |
of Jerusalem | יִפָּֽתְח֞וּ | yippātĕḥû | yee-pa-teh-HOO |
be opened | שַֽׁעֲרֵ֤י | šaʿărê | sha-uh-RAY |
until | יְרֽוּשָׁלִַ֙ם֙ | yĕrûšālaim | yeh-roo-sha-la-EEM |
the sun | עַד | ʿad | ad |
be hot; | חֹ֣ם | ḥōm | home |
and while | הַשֶּׁ֔מֶשׁ | haššemeš | ha-SHEH-mesh |
they | וְעַ֨ד | wĕʿad | veh-AD |
stand by, | הֵ֥ם | hēm | hame |
let them shut | עֹֽמְדִ֛ים | ʿōmĕdîm | oh-meh-DEEM |
doors, the | יָגִ֥יפוּ | yāgîpû | ya-ɡEE-foo |
and bar | הַדְּלָת֖וֹת | haddĕlātôt | ha-deh-la-TOTE |
them: and appoint | וֶֽאֱחֹ֑זוּ | weʾĕḥōzû | veh-ay-HOH-zoo |
watches | וְהַֽעֲמֵ֗יד | wĕhaʿămêd | veh-ha-uh-MADE |
of the inhabitants | מִשְׁמְרוֹת֙ | mišmĕrôt | meesh-meh-ROTE |
of Jerusalem, | יֹֽשְׁבֵ֣י | yōšĕbê | yoh-sheh-VAY |
one every | יְרֽוּשָׁלִַ֔ם | yĕrûšālaim | yeh-roo-sha-la-EEM |
in his watch, | אִ֚ישׁ | ʾîš | eesh |
one every and | בְּמִשְׁמָר֔וֹ | bĕmišmārô | beh-meesh-ma-ROH |
to be over against | וְאִ֖ישׁ | wĕʾîš | veh-EESH |
his house. | נֶ֥גֶד | neged | NEH-ɡed |
בֵּיתֽוֹ׃ | bêtô | bay-TOH |
Cross Reference
ନିହିମିୟା 3:23
ସମାନଙ୍କେ ପରେ ବିନ୍ଯାମୀନ ଓ ହଶୂବ୍ ସମାନଙ୍କେ ଆପଣାମାନଙ୍କ ଗୃହଗୁଡିକ ସମ୍ମୁଖ ରେ ଭଗ୍ନ ଅଂଶ ମରାମତି କଲେ। ସମାନଙ୍କେ ପରେ ଅନନିଯର ପୁତ୍ର ମା ସଯେ, ମା ସଯରେ ପୁତ୍ର ଅସରିଯ ଆପଣା ଗୃହ ନିକଟରେ ଜୀର୍ଣ୍ଣ ପ୍ରାଚୀର ମରାମତି କଲେ।
ନିହିମିୟା 3:28
ଯାଜକମାନେ ପ୍ରେତ୍ୟକକ ନିଜ ନିଜ ଗୃହ ସମ୍ମୁଖ ରେ ଅଶ୍ବଦ୍ବାରର ଉପରଭାଗର ଭଗ୍ନଅଂଶ ଗଠନ କଲେ।
ନିହିମିୟା 13:19
ଏହାପରେ ବିଶ୍ରାମବାର ପୂର୍ବରୁ ୟିରୁଶାଲମ ରେ ଯେତବେେଳେ ଅନ୍ଧାର ହବୋକୁ ଲାଗିଲା। ମୁଁ କବାଟସବୁ ବନ୍ଦ କରିବାକୁ ପ୍ରହରୀକୁ ଆଜ୍ଞା ଦଲେି ଆହୁରି ବିଶ୍ରାମବାର ଶଷେ ହବୋ ପର୍ୟ୍ଯନ୍ତ ନଖାଲିବୋକୁ ଆଜ୍ଞା ଦଲେି। ପୁଣି ବିଶ୍ରାମଦିନ ଲୋକମାନଙ୍କୁ ବୋଝ ବୋହିବାରୁ ବିରତ କରିବା ପାଇଁ ମୁଁ ଆପଣା ଦାସମାନଙ୍କ ମଧ୍ଯରୁ କେତକଙ୍କେୁ ଦ୍ବାରମାନଙ୍କ ରେ ନିୟୁକ୍ତି କଲି।
ଗୀତସଂହିତା 127:1
ସଦାପ୍ରଭୁ ୟବେେ ଗୃହ ନିର୍ମାଣ ନ କରନ୍ତି, ତବେେ ନିର୍ମାଣକାରୀମାନଙ୍କ ପରିଶ୍ରମ ବ୍ଯର୍ଥ ହୁଏ। ୟବେେ ସଦାପ୍ରଭୁ ନଗର ରକ୍ଷା ନ କରନ୍ତି, ତବେେ ପ୍ରହରୀ ଜାଗ୍ରତ ହବୋ କବଳେ ବୃଥା ଅଟେ।
ମାଥିଉଲିଖିତ ସୁସମାଚାର 10:16
ସାବଧାନ, ଗଧିଆମାନଙ୍କ ଭିତ ରେ ମଷେମାନଙ୍କୁ ଛାଡିବା ଭଳି ମୁଁ ତୁମ୍ଭମାନଙ୍କୁ ବାହାରକୁ ପଠାଉଛି। ତୁମ୍ଭେ ସାପ ଭଳି ଚତୁର ହୁଅ। କପୋତ ଭଳି ନିରୀହ ହୁଅ।