ନିହିମିୟା 4:20 in Oriya

ଓଡିଆ ଓଡିଆ ବାଇବେଲ ନିହିମିୟା ନିହିମିୟା 4 ନିହିମିୟା 4:20

Nehemiah 4:20
ଏଣୁ ଯକେୈଣସି ସ୍ଥାନ ରେ ତୂରୀର ଶଦ୍ଦ ଶୁଣିବ, ସେ ସ୍ଥାନରୁ ଆମ୍ଭମାନଙ୍କ ନିକଟକୁ ଆସିବ। ଆମ୍ଭମାନଙ୍କ ପରମେଶ୍ବର ଆମ୍ଭମାନଙ୍କ ପକ୍ଷ ରେ ୟୁଦ୍ଧ କରିବେ।

Nehemiah 4:19Nehemiah 4Nehemiah 4:21

Nehemiah 4:20 in Other Translations

King James Version (KJV)
In what place therefore ye hear the sound of the trumpet, resort ye thither unto us: our God shall fight for us.

American Standard Version (ASV)
in what place soever ye hear the sound of the trumpet, resort ye thither unto us; our God will fight for us.

Bible in Basic English (BBE)
Wherever you may be when the horn is sounded, come here to us; our God will be fighting for us.

Darby English Bible (DBY)
in what place ye hear the sound of the trumpet, thither shall ye assemble to us; our God will fight for us.

Webster's Bible (WBT)
In what place therefore ye hear the sound of the trumpet, resort ye thither to us: our God will fight for us.

World English Bible (WEB)
in whatever place you hear the sound of the trumpet, resort you there to us; our God will fight for us.

Young's Literal Translation (YLT)
in the place that ye hear the voice of the trumpet thither ye are gathered unto us; our God doth fight for us.'

In
what
בִּמְק֗וֹםbimqômbeem-KOME
place
אֲשֶׁ֤רʾăšeruh-SHER
hear
ye
therefore
תִּשְׁמְעוּ֙tišmĕʿûteesh-meh-OO

אֶתʾetet
the
sound
ק֣וֹלqôlkole
trumpet,
the
of
הַשּׁוֹפָ֔רhaššôpārha-shoh-FAHR
resort
שָׁ֖מָּהšāmmâSHA-ma
ye
thither
תִּקָּֽבְצ֣וּtiqqābĕṣûtee-ka-veh-TSOO
unto
אֵלֵ֑ינוּʾēlênûay-LAY-noo
God
our
us:
אֱלֹהֵ֖ינוּʾĕlōhênûay-loh-HAY-noo
shall
fight
יִלָּ֥חֶםyillāḥemyee-LA-hem
for
us.
לָֽנוּ׃lānûla-NOO

Cross Reference

ଯାତ୍ରା ପୁସ୍ତକ 14:14
ଏବଂ ତୁମ୍ଭମାନଙ୍କୁ କିଛି କରିବାକୁ ପଡିବ ନାହିଁ। ତୁମ୍ଭମାନେେ ଏଠା ରେ ଶାନ୍ତି ରେ ଛିଡା ହୁଅ। ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ୟୁଦ୍ଧ କରିବେ।

ଦିତୀୟ ବିବରଣ 1:30
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କର ଆଗେଆଗେ ଗମନ କରୁଛନ୍ତି। ସେ ମିଶର ରେ ଯେପରି କରିଥିଲେ, ଏହିଠା ରେ ମଧ୍ଯ ସହେିପରି କରିବେ। ସଦାପ୍ରଭୁ ତୁମ୍ଭମାନଙ୍କ ସପକ୍ଷ ରେ ୟକ୍ସ୍ଟଦ୍ଧ କରିବେ।

ଦିତୀୟ ବିବରଣ 20:4
କାରଣ, ସଦାପ୍ରଭୁ ତୁମ୍ଭର ପରମେଶ୍ବର ତକ୍ସ୍ଟମ୍ଭସହିତ ଅଛନ୍ତି। ସଦାପ୍ରଭୁ ତୁମ୍ଭକୁ ୟକ୍ସ୍ଟଦ୍ଧ ରେ ସାହାୟ୍ଯ କରିବେ ଓ ସେ ତୁମ୍ଭକୁ ୟକ୍ସ୍ଟଦ୍ଧ ରେ ଜଯ ୟକ୍ସ୍ଟକ୍ତ କରାଇବେ।'

ଯାତ୍ରା ପୁସ୍ତକ 14:25
ରଥର ଚକଗୁଡିକ ରଥରୁ ବାହାରିୟିବାରୁ, ସମାନଙ୍କେୁ ରଥଗୁଡିକ ଆଗଇେ ନବୋକୁ ବହୁତ କଷ୍ଟ ହେଲା। ମିଶରୀଯ ଲୋକମାନେ ଚିତ୍କାର କଲେ, ଚାଲ ଏଠାରୁ ପଳାଇ ୟିବା! ସଦାପ୍ରଭୁ ଇଶ୍ରାୟେଲୀୟ ଲୋକମାନଙ୍କ ପାଇଁ ଆମ୍ଭ ବିରୁଦ୍ଧ ରେ ୟୁଦ୍ଧ କରୁଛନ୍ତି।

ଦିତୀୟ ବିବରଣ 3:22
ତୁମ୍ଭମାନେେ ସମାନଙ୍କେୁ ଭୟ କରନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କ ସପକ୍ଷ ରେ ୟକ୍ସ୍ଟଦ୍ଧ କରିବେ।'

ଯିହୋଶୂୟ 23:10
ସଦାପ୍ରଭୁଙ୍କର ସହାୟତା ରେ ଇଶ୍ରାୟେଲର ଯେ କୌଣସି ଜଣେ ସୈନିକ ଏକ ହଜାର ସୈନିକମାନଙ୍କୁ ପରାସ୍ତ କରିପାରିବେ। କାହିଁକି ଜାଣ? ଯେ ହତେକ୍ସ୍ଟ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ତୁମ୍ଭମାନଙ୍କ ପକ୍ଷ ରେ ୟକ୍ସ୍ଟଦ୍ଧ କରିବେ, ଯେ ହତେକ୍ସ୍ଟ ସେ ପ୍ରତିଜ୍ଞା କରିଥିଲେ।

ଯିଖରିୟ 14:3
ସେତବେେଳେ ସଦାପ୍ରଭୁ ବାହାରି ସେ ଦେଶମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବେ, ସେ ଏପରି କରିବେ ଯେପରି ସେ ସଂଗ୍ରାମ ସମୟରେ କରନ୍ତି।