Micah 5:11
ତୁମ୍ଭ ରାଜ୍ଯର ନଗରଗୁଡିକୁ ଧ୍ବଂସ କରିବା ଏବଂ ତୁମ୍ଭର ଦୁର୍ଗ ସଦୃଶ ଅଟ୍ଟାଳିକାଗୁଡିକୁ ଭାଙ୍ଗି ପକାଇବା।
Micah 5:11 in Other Translations
King James Version (KJV)
And I will cut off the cities of thy land, and throw down all thy strong holds:
American Standard Version (ASV)
and I will cut off the cities of thy land, and will throw down all thy strongholds.
Bible in Basic English (BBE)
I will put an end to your use of secret arts, and you will have no more readers of signs:
Darby English Bible (DBY)
And I will cut off the cities of thy land, and overthrow all thy strongholds.
World English Bible (WEB)
I will cut off the cities of your land, And will tear down all your strongholds.
Young's Literal Translation (YLT)
And I have cut off the cities of thy land, And I have thrown down all thy fortresses,
| And I will cut off | וְהִכְרַתִּ֖י | wĕhikrattî | veh-heek-ra-TEE |
| the cities | עָרֵ֣י | ʿārê | ah-RAY |
| land, thy of | אַרְצֶ֑ךָ | ʾarṣekā | ar-TSEH-ha |
| and throw down | וְהָרַסְתִּ֖י | wĕhārastî | veh-ha-rahs-TEE |
| all | כָּל | kāl | kahl |
| thy strong holds: | מִבְצָרֶֽיךָ׃ | mibṣārêkā | meev-tsa-RAY-ha |
Cross Reference
ଯିଶାଇୟ 2:12
ସଦାପ୍ରଭୁଙ୍କର ଏକ ସ୍ଥିରକୃତ ଦିନ ଆସିବ। ସହେିଦିନ ସଦାପ୍ରଭୁ ଅହଙ୍କାରୀ ଓ ଗର୍ବିତ ଲୋକଙ୍କୁ ଦଣ୍ଡ ଦବେେ। ସେତବେେଳେ ସହେି ଗର୍ବିତ ଲୋକମାନେ ନିଜକୁ ବଡ଼ ମନେ କରିବେ ନାହିଁ।
ଯିଶାଇୟ 6:11
ତା'ପ ରେ ମୁଁ ସଦାପ୍ରଭୁଙ୍କୁ ପ୍ରଶ୍ନ କଲି, ପ୍ରଭୋ ! ମୁଁ କେତକୋଳ ଏହା କରିବି ?'
ଯିହିଜିକଲ 38:11
ତୁମ୍ଭେ କହିବ, 'ମୁଁ ପ୍ରାଚୀର ବିହୀନ ସହର ବିଶିଷ୍ଟ ଦେଶକୁ ଯିବି ; ସମାନେେ ଶାନ୍ତି ରେ ଅଛନ୍ତି, ସମାନେେ ଭାବନ୍ତି ସମାନେେ ନିରାପଦ ରେ ଅଛନ୍ତି, ସମାନଙ୍କେର ନଗରର ସୁରକ୍ଷା ପାଇଁ ଚତୁର୍ଦ୍ଦିଗ ରେ ପ୍ରାଚୀର ନାହିଁ କିମ୍ବା ସମାନଙ୍କେର ଅର୍ଗଳ କି କବାଟ ନାହିଁ। ତେଣୁ ଆମ୍ଭେ ସମାନଙ୍କେ ଦେଶ ବିପକ୍ଷ ରେ ଖଡ୍ଗ ଆଣିବା।
ହୋଶେୟ 10:14
ତେଣୁ ତୁମ୍ଭମାନଙ୍କର ସୈନ୍ଯବାହିନୀ ୟୁଦ୍ଧର ଶଦ୍ଦ ଶୁଣିବେଏବଂ ତୁମ୍ଭମାନଙ୍କର ସମସ୍ତ ଦୁର୍ଗ ଧ୍ବଂସ ପାଇବ। ଶଲମନ ବୈଥ୍-ଅରବଲକେୁ ଧ୍ବଂସ କଲାପରି ଏହା ଘଟିବ। ୟୁଦ୍ଧ ସମୟରେ ମାଆମାନଙ୍କୁ ସମାନଙ୍କେର ପିଲାମାନଙ୍କ ସହିତ ହତ୍ଯା କରାଗଲା।
ଆମୋଷ 5:9
ତାଙ୍କର ନାମ ଯିହାବୋଃ। ସେ କୌଣସି ଶକ୍ତିଶାଳୀ ନଗରକୁ ବା ଦୁର୍ଗକୁ ଧ୍ବଂସ କରି ପାରନ୍ତି।
ଯିଖରିୟ 4:6
ସେ କହିଲେ, ଏହା ୟିରୁଦ୍ଦାବିଲଙ୍କ ପ୍ରତି ସଦାପ୍ରଭୁଙ୍କ ବାର୍ତ୍ତା, 'ଏହା ପରାକ୍ରମ କି ବଳଦ୍ବାରା ନୁହେଁ, ଆମ୍ଭର ଆତ୍ମାରୁ ଆସିବ।' ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କୁହନ୍ତି।