Micah 4:7
ଆମ୍ଭେ ସହେି ନଗରର 'ପଙ୍ଗୁ' ଲୋକମାନଙ୍କୁ ଅବଶିଷ୍ଟାଂଶ ରୂପେ ରଖିବା ଓ ବିତାଡିତ ହାଇେଥିବା ସହେି ଲୋକମାନଙ୍କୁ ପୁଣି ଶକ୍ତିଶାଳୀ ଗୋଷ୍ଠୀ ରେ ପରିଣତ କରିବା। ସଦାପ୍ରଭୁ ସମାନଙ୍କେର ରାଜା ହବେେ ଏବଂ ସେ ସିୟୋନ ପର୍ବତ ଉପ ରେ ଏବଠାରୁେ ଚିରକାଳ ପର୍ୟ୍ଯନ୍ତ ସମାନଙ୍କେ ଉପ ରେ ଶାସନ କରିବେ।
Micah 4:7 in Other Translations
King James Version (KJV)
And I will make her that halted a remnant, and her that was cast far off a strong nation: and the LORD shall reign over them in mount Zion from henceforth, even for ever.
American Standard Version (ASV)
and I will make that which was lame a remnant, and that which was cast far off a strong nation: and Jehovah will reign over them in mount Zion from henceforth even for ever.
Bible in Basic English (BBE)
And I will make her whose steps were uncertain a small band, and her who was feeble a strong nation: and the Lord will be their King in Mount Zion from now and for ever.
Darby English Bible (DBY)
and I will make her that halted a remnant, and her that was cast far off a strong nation; and Jehovah shall reign over them in mount Zion, from henceforth even for ever.
World English Bible (WEB)
And I will make that which was lame a remnant, And that which was cast far off a strong nation: And Yahweh will reign over them on Mount Zion from then on, even forever.
Young's Literal Translation (YLT)
And I have set the halting for a remnant, And the far-off for a mighty nation, And reigned hath Jehovah over them in mount Zion, From henceforth, and unto the age.
| And I will make | וְשַׂמְתִּ֤י | wĕśamtî | veh-sahm-TEE |
| אֶת | ʾet | et | |
| her that halted | הַצֹּֽלֵעָה֙ | haṣṣōlēʿāh | ha-tsoh-lay-AH |
| remnant, a | לִשְׁאֵרִ֔ית | lišʾērît | leesh-ay-REET |
| and her that was cast far off | וְהַנַּהֲלָאָ֖ה | wĕhannahălāʾâ | veh-ha-na-huh-la-AH |
| strong a | לְג֣וֹי | lĕgôy | leh-ɡOY |
| nation: | עָצ֑וּם | ʿāṣûm | ah-TSOOM |
| and the Lord | וּמָלַ֨ךְ | ûmālak | oo-ma-LAHK |
| shall reign | יְהוָ֤ה | yĕhwâ | yeh-VA |
| over | עֲלֵיהֶם֙ | ʿălêhem | uh-lay-HEM |
| mount in them | בְּהַ֣ר | bĕhar | beh-HAHR |
| Zion | צִיּ֔וֹן | ṣiyyôn | TSEE-yone |
| from henceforth, | מֵעַתָּ֖ה | mēʿattâ | may-ah-TA |
| even for | וְעַד | wĕʿad | veh-AD |
| ever. | עוֹלָֽם׃ | ʿôlām | oh-LAHM |
Cross Reference
ଲୂକଲିଖିତ ସୁସମାଚାର 1:33
ସେ ଅନନ୍ତକାଳ ପର୍ୟ୍ଯନ୍ତ ଯାକୁବବଂଶ ଉପରେ ରାଜତ୍ବ କରିବେ। ଯୀଶୁଙ୍କ ରାଜ୍ଯର କବେେ ହେଲେ ଶଷେ ହବେ ନାହିଁ।
ମୀଖା 5:7
କିନ୍ତୁ ଯାକୁବର ଅବଶିଷ୍ଟାଂଶ, ବହୁ ଜାତି ମଧିଅରେ ସଦାପ୍ରଭୁଙ୍କର ସକାଳର କାକରପରି ବିକ୍ଷିପ୍ତ ହବେେ, ଏବଂ କବେେ ମନୁଷ୍ଯ ମାନଙ୍କ ଉପ ରେ ନିର୍ଭରଶୀଳ ହବେେ ନାହିଁ। ଆଉ ମଧ୍ଯ ସମାନେେ ତୃଣ ଉପ ରେ ବୃଷ୍ଟି ସଦୃଶ ହବେେ ଏବଂ ମନୁଷ୍ଯମାନଙ୍କ ଉପ ରେ ଭରସା ରଖିବେ ନାହିଁ।
ମୀଖା 2:12
ହେ ଯାକୁବର ଲୋକମାନେ, ଆମ୍ଭେ ତୁମ୍ଭର ସମସ୍ତ ଲୋକମାନଙ୍କୁ ଏକତ୍ରୀତ କରିବା। ଆଉ ମଧ୍ଯ ଇଶ୍ରାୟେଲର ଅବଶିଷ୍ଟ ଲୋକମାନଙ୍କୁ ଏକାଠି କରିବା। ପଶୁମାନଙ୍କୁ ଖୁଆଡ ରେ ଓ ଗ୍ଭରଣ ଭୂମିରେ ମଷେମାନଙ୍କୁ ଏକତ୍ରୀତ କଲାପରି ସମାନଙ୍କେୁ ସମବତେ କରାଇବା। ସେତବେେଳେ ସେ ସ୍ଥାନଟି ଲୋକ ଗହଳି ରେ ମୁଖରିତ ଓ କୋଳାହଳପୂର୍ଣ୍ଣ ହବେ।
ଯିଶାଇୟ 24:23
ସେତବେେଳେ ସଦାପ୍ରଭୁ ସିୟୋନ ପର୍ବତ ଉପ ରେ ୟିରୁଶାଲମ ରେ ପ୍ରାଚୀନବର୍ଗ ସମ୍ମୁଖ ରେ ରାଜତ୍ବ କଲାପରି ଶାସନ କରିବେ। ତାଙ୍କର ଗୌରବ ଏପରି ମହିମାନ୍ବିତ ହବେ ଯେ ଚନ୍ଦ୍ର ତାଙ୍କ ନିକଟରେ ଅପ୍ରସ୍ତୁତ ହବେେ ଓ ସୂର୍ୟ୍ଯ ଲଜ୍ଜିତ ହବେେ।
ଦାନିଏଲ 7:14
ତାହାଙ୍କୁ କତ୍ତୁର୍ତ୍ବ, ମହିମା ଓ ରାଜ୍ଯ ପ୍ରଦତ୍ତ ହେଲା। ତେଣୁ ସମୁଦାଯ ଗୋଷ୍ଠୀ, ଦେଶବାସୀ ଓ ଭାଷାବାଦୀମାନେ ତାଙ୍କର ଉପାସନା କରିବେ। ତାଙ୍କର ବିଧି ଅନନ୍ତକାଳୀନ ଓ ତାହା ଲୁପ୍ତ ହବେନାହିଁ। ଆଉ ତାଙ୍କର ରାଜ୍ଯ ଅବିନାଶୀ ହବେ।
ମୀଖା 7:18
ତୁମ୍ଭପରି ପରମେଶ୍ବର ଆଉ ସଠାେ ରେ କହେି ନାହିଁ। ତୁମ୍ଭେ ଲୋକମାନଙ୍କର ଦୋଷ କ୍ଷମା କର। ଅବଶିଷ୍ଟ ଲୋକମାନଙ୍କୁ ତୁମ୍ଭେ ମଧ୍ଯ କ୍ଷମା ଦିଅ। ତୁମ୍ଭେ ସର୍ବଦା କୋର୍ଧିତ ହବେ ନାହିଁ କାରଣ ତୁମ୍ଭେ ସ୍ନହେ ଗ୍ଭହଁ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:15
ସପ୍ତମ ଦୂତ ତାହାଙ୍କ ତୂରୀ ବଜାଇଲେ। ସ୍ବର୍ଗ ରେ ଉଚ୍ଚ ସ୍ବରମାନ ଶୁଣାଗଲା। ସମାନେେ କହିଲେ,
ଗୀତସଂହିତା 2:6
ସିୟୋନ ହେଉଛି ମାରେ ପବିତ୍ର ପର୍ବତ। ସଦାପ୍ରଭୁଙ୍କର ଏହିସବୁ ବାକ୍ଯ ନେତାମାନଙ୍କୁ ସ୍ଥାପନ କରିଅଛି।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 11:25
ଭାଇ ଓ ଭଉଣୀମାନେ, ଏହି ନିଗୂଢ ସତ୍ଯ ବିଷୟ ରେ ତୁମ୍ଭମାନେେ ଯେ ପରି ଅଜଣା ରହି ଯାଅ; ଏ କଥା ମୁଁ ଚା ହେଁ ନାହିଁ । ଏହି ସତ୍ଯ ତୁମ୍ଭମାନଙ୍କୁ ଜାଣିବା ରେ ସାହାୟ୍ଯ କରିବ ଯେ, ତୁମ୍ଭମାନେେ ସର୍ବଜ୍ଞ ନୁହଁ। ଏହି କଥା ସତ୍ଯ ଯେ, ଇଶ୍ରାୟେଲର ଗୋଟିଏ ଅଂଶର ଲୋକଙ୍କୁ ଅବାଧ୍ଯ କରାଯାଇଛି। ଯେତବେେଳେ ପୂର୍ଣ ସଂଖ୍ଯକ ଅଣଯିହୂଦୀ ପରମେଶ୍ବରଙ୍କ ନିଜ ଲୋକ ହାଇେ ଯିବେ, ତା ହେଲେ ଏହି ସ୍ଥିତି ରେ ପରିବର୍ତ୍ତନ ଘଟିବ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 11:5
ପରମେଶ୍ବରଙ୍କ ଅନୁଗ୍ରହ ଦ୍ବାରା ବଛା ଯାଇଥିବା ଏବେ ମଧ୍ଯ କେତକେ ଲୋକ ଅଛନ୍ତି।
ଯିଖରିୟ 10:5
ସମାନେେ ବୀରପରି ତାଙ୍କର ପାଦତଳେ କାଦୁଅ ରାସ୍ତାକୁ ଦଳି ଦବେେ। ସମାନେେ ୟୁଦ୍ଧ କରି ଶତୃପକ୍ଷର ଅଶ୍ବାରୋହୀମାନଙ୍କୁ ମଧ୍ଯ ପରାସ୍ତ କରିବେ। କାରଣ ସଦାପ୍ରଭୁ ତାଙ୍କ ସହବର୍ତ୍ତୀ ଅଟନ୍ତି।
ଯିଖରିୟ 9:13
ଆମ୍ଭେ ଯିହୁଦାକୁ ଆପଣା ଧନୂରୂପେ ବ୍ଯବହାର କରିବା। ଇଫ୍ରଯିମକୁ ଆମ୍ଭର ଶର ରୂପେ ବ୍ଯବହାର କରିବା। ଆଉ ହେ ସିୟୋନ, ଆମ୍ଭେ ତୁମ୍ଭର ପୁତ୍ରମାନଙ୍କୁ ଜାଗରିତ କରିବା, ହେ ଗ୍ରୀସ, ତୁମ୍ଭ ପୁତ୍ରମାନଙ୍କ ବିରୁଦ୍ଧ ରେ ଉତ୍ତଜେିତ କରିବା ଓ ଆମ୍ଭେ ତୁମ୍ଭଙ୍କୁ ଏକ ଶକ୍ତିଶାଳୀ ଖଣ୍ତା ପରି କରିଦବୋ।
ମୀଖା 5:3
ସେଥିପାଇଁ ସଦାପ୍ରଭୁ ତାଙ୍କର ସନ୍ତାନମାନଙ୍କୁ ତ୍ଯାଗ କରିବେ, ଯେପର୍ୟ୍ଯନ୍ତ ସ୍ତ୍ରୀ ଲୋକ ତା'ର ସନ୍ତାନ ପ୍ରସବ ନ କରିଛି। ତାହାପ ରେ ଅବଶିଷ୍ଟ ଭାତୃଗଣ ଇଶ୍ରାୟେଲର ଲୋକଙ୍କ ନିକଟକୁ ଫରେି ଆସିବେ।
ଯିଶାଇୟ 9:6
ଯେତବେେଳେ ଏକ ସ୍ବତନ୍ତ୍ର ବାଳକ ଜନ୍ମ ନବେେ ସତେିକି ବେଳେ ଏହା ଘଟିବ। ପରମେଶ୍ବର ଆମ୍ଭମାନଙ୍କୁ ଏକ ପୁତ୍ର ଦବେେ। ସେ ସମସ୍ତ ଲୋକମାନଙ୍କର ଭାର ବହନ କରିବେ। ତାଙ୍କର ନାମ ଆଶ୍ଚର୍ୟ୍ଯ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ବର, ୟିଏ ଅନନ୍ତକାଳୀନ ଏବଂ ଶାନ୍ତିର ରାଜକୁମାର ହବେେ।'
ଯିଶାଇୟ 10:21
ଯାକୁବ ପରିବାର ଅବଶିଷ୍ଟାଂଶ ଲୋକ ମଧ୍ଯ ପୁଣି ପରାକ୍ରାନ୍ତ ପରମେଶ୍ବରଙ୍କୁ ଅନୁସରଣ କରିବେ।
ଯିଶାଇୟ 11:11
ସହେି ସମୟରେ ମାରେ ପ୍ରିଯ ପ୍ରଭୁ ପୁନର୍ବାର ଆସିବେ ଓ ଅବଶିଷ୍ଟାଂଶ ଲୋକଙ୍କୁ ନବେେ। ଏହା ଦ୍ବିତୀୟ ଥର ଆପଣା ହସ୍ତ ସ୍ଥାପନ କରିବେ। ଏହି ପରମେଶ୍ବରଙ୍କ ଲୋକମାନେ ଅଶୂର, ଉତ୍ତର ମିଶର, ଦକ୍ଷିଣ ମିଶର, ଇଥିଓପିଆ, ଏଲମ୍, ବାବିଲୋନୀଯ, ହମାଥରୁ ଏବଂ ପୃଥିବୀର ସମସ୍ତ ଦୁର ଦେଶରୁ ଆସିବେ।
ଯିଶାଇୟ 49:21
ସେତବେେଳେ ତୁମ୍ଭେ ମନେ ମନେ କହିବ, ମାରେ ସନ୍ତାନଗଣ ଅପହୃତ ହାଇେଅଛନ୍ତି, ମୁଁ ଏକାକିନୀ ନିର୍ବାସିତା ହାଇେ ଏଣେ ତଣେେ ଭ୍ରମଣ କରୁଅଛି। ମାରେ ଏ ସମସ୍ତଙ୍କୁ କିଏ ଜନ୍ମ ଦଇେଛନ୍ତି ? କିଏ ଏମାନଙ୍କୁ ପ୍ରତିପାଳନ କରିଅଛି ? ଦେଖ, ମୁଁ ଏକାକିନୀ ଅବଶିଷ୍ଟା ଥିଲି, ଏମାନେ କେଉଁଠା ରେ ଥିଲେ ?'
ଯିଶାଇୟ 60:22
କ୍ଷୁଦ୍ରତମ ପରିବାର ସହସ୍ର ବିଶିଷ୍ଟ ବୃହତ୍ତମ ପରିବାର ରେ ପରିଣତ ହବେ ଓ କ୍ଷୁଦ୍ରତମ ଦୁର୍ବଳ ବ୍ଯକ୍ତି ବଳବାନ୍ ଗୋଷ୍ଠୀ ରେ ପରିଣତ ହବେ। ଆମ୍ଭେ ସଦାପ୍ରଭୁ ଯଥା କାଳ ରେ ଏହା ଶୀଘ୍ର ଘଟାଇବା।
ଯିଶାଇୟ 66:8
ଏ ପ୍ରକାର କିଏ ଶୁଣି ଅଛି। ଏ ପ୍ରକାର କିଏ ଦେଖିଅଛି ? ଏକ ଦିନ ରେ କ'ଣ କୌଣସି ଦେଶ ଜନ୍ମ ନବେ ? କୌଣସି ଗୋଷ୍ଠୀକୁ କ'ଣ ଲୋକେ ଏକା ବେଳକେେ ଜନ୍ମ ଦବେେ ? ସିୟୋନ ଗର୍ଭ ବଦନୋ ପାଇଲାମାତ୍ ରେ ସେ ତା'ର ସନ୍ତାନଗଣଙ୍କୁ ପ୍ରସବ କଲା।
ଦାନିଏଲ 7:27
ଆଉ ରାଜତ୍ବ, କତ୍ତୃର୍ତ୍ବ ଓ ରାଜ୍ଯ ସମୂହର ମହିମା ସର୍ବୋପରିସ୍ଥ ପରମେଶ୍ବରଙ୍କର ପବିତ୍ର ଲୋକମାନଙ୍କୁ ଦତ୍ତ ହବେ। ତାଙ୍କର ରାଜ୍ଯ ଅନନ୍ତ କାଳ ପାଇଁ ସ୍ଥାଯୀ ହବେ ଓ ଅନ୍ୟ ସମସ୍ତ ଶାସକ ଗୋଷ୍ଠୀ ତାଙ୍କର ସବୋ କରିବେ ଓ ତାଙ୍କର ଆଜ୍ଞାବହ ହବେେ।'
ହୋଶେୟ 1:10
ସମୁଦ୍ରର ବାଲୁକା ସଦୃଶ ଇଶ୍ରାୟେଲ ସନ୍ତାନଗଣର ସଂଖ୍ଯା ଭବିଷ୍ଯତ ରେ ବୃଦ୍ଧି ପାଇବ। ତୁମ୍ଭେ ସମୁଦ୍ରର ବାଲିକୁ ମାପି ପାରିବ ନାହିଁ କି ଗଣି ପାରିବ ନାହିଁ। ଯେଉଁ ସ୍ଥାନ ରେ ସମାନଙ୍କେୁ କୁହାୟାଇଥିଲା, ସହେି ସ୍ଥାନ ରେ ଏହା ଘଟିବ। ସମାନଙ୍କେୁ ମଧ୍ଯ କୁହାୟିବ, 'ତୁମ୍ଭମାନେେ ମାେ ଲୋକ ନୁହଁ।' 'ତୁମ୍ଭେ ଜୀବନ୍ତ ପରମେଶ୍ବରଙ୍କର ସନ୍ତାନ ଅଟ।'
ଯୋୟେଲ 3:17
ତା'ପ ରେ ତୁମ୍ଭମାନେେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର। ଆମ୍ଭେ ପବିତ୍ର ପର୍ବତ ସିଯୋନ ରେ ବାସ କରିବା। ୟିରୁଶାଲମ ଗୋଟିଏ ପବିତ୍ର ସ୍ଥାନ ରେ ପରିଣତ ହବେ। ବିଦେଶୀଯମାନେ ଆଉ ଏହି ନଗର ରେ ପ୍ରବେଶ କରିପାରିବେ ନାହିଁ।
ଯିଶାଇୟ 6:13
ମାତ୍ର ଏକ ଦଶମାଂଶ ଲୋକ ରହିବାକୁ ଅନୁମତି ପାଇବେ। ଏହି ଦଶମାଂସ ଲୋକ ସଦାପ୍ରଭୁଙ୍କ ନିକଟକୁ ଫରେି ଆସିବେ ଓ ଅନ୍ୟମାନେ ଧ୍ବଂସ ପାଇବେ। ଏମାନେ ଆଲୋନଗଛ ସଦୃଶ ହବେେ। ଆଲୋନ ଗଛ ହଣା ହେଲା ପ ରେ ତା'ର ଗଣ୍ଡି ଯେପରି ସୁଦୃଢ଼ ରହେ, କର୍ତ୍ତିତ ବୃକ୍ଷର ଅବଶିଷ୍ଟାଂଶ ପବିତ୍ର ବୀଜ।