ମୀଖା 2
1 ଯେଉଁମାନେ ପାପ ଚିନ୍ତା କରନ୍ତି, ଦୁଃଖ ଦୁର୍ଦ୍ଦଶା ସମାନଙ୍କେ ନିକଟକୁ ଆ ସେ। ସହେି ଲୋକମାନେ ନିଜ ନିଜ ଶୟ୍ଯା ଉପ ରେ ପଡିରହି ମନ୍ଦ କଥା ଚିନ୍ତା କରନ୍ତି। ଯେତବେେଳେ ପ୍ରଭାତ ହୁଏ, ପାଞ୍ଚିଥିବା ମନ୍ଦ କଥାକୁ କାର୍ୟ୍ଯକାରୀ କରନ୍ତି। କାରଣ ସହଜ ରେ ସେ କାର୍ୟ୍ଯ କରିବାକୁ ତାଙ୍କର ସେ ଶକ୍ତି ଥାଏ।
2 ସମାନେେ କ୍ଷତେ ଗ୍ଭହାଁନ୍ତି, ତାହା ଅନ୍ୟମାନଙ୍କଠାରୁ ହରଣ କରନ୍ତି। ସମାନେେ ଗୃହ ଗ୍ଭହାଁନ୍ତି, ଅନ୍ୟଠାରୁ ଛଡାଇ ନିଅନ୍ତି। ସମାନେେ ମଧ୍ଯ ଅନ୍ୟର ଗୃହ ଅପହରଣ କରିବାକୁ ଲୋକମାନଙ୍କୁ ଠକନ୍ତି। ଆଉ ମଧ୍ଯ ସମାନେେ ଲୋକମାନଙ୍କୁ ପ୍ରତାରଣା କରି ସମାନଙ୍କେର ଭୂମି ଅପହରଣ କରନ୍ତି।
3 ଏଥିପାଇଁ ସଦାପ୍ରଭୁ କୁହନ୍ତି, ଦେଖ, ଏହି ପରିବାର ବିରୁଦ୍ଧ ରେ ମୁଁ ଅମଙ୍ଗଳ ଚିନ୍ତା କରୁଛି। ତୁମ୍ଭମାନେେ ନିଜକୁ ରକ୍ଷା କରିବାକୁ ସମର୍ଥ ହବେ ନାହିଁ। ତୁମ୍ଭମାନେେ ଗର୍ବର ସହିତ ବହୁ ଦୂର ଗ୍ଭଲିୟାଇପାରିବ ନାହିଁ। କାରଣ, ଦୁଃସମୟ ଆସୁଅଛି।
4 ତା'ପ ରେ ଲୋକମାନେ ତୁମ୍ଭ ବିରୁଦ୍ଧ ରେ ଗୀତ ଗାଇବେ। ତାହା ଏକ ଦୁଃଖର ସଙ୍ଗୀତ ହବେ। ସମାନେେ ବିଳାପ କରି କହିବେ, 'ଆମ୍ଭମାନେେ ଧ୍ବଂସ ହାଇଗେଲୁ, ସଦାପ୍ରଭୁ ଆମ୍ଭର ଭୂମି ନଇଗେଲେ ଏବଂ ଅନ୍ୟ ଲୋକକୁ ତାହା ଦେଲେ। ଆମ୍ଭର ଭୂମିକୁ ଭାଗଭାଗ କରି ଶତୃମାନଙ୍କୁ ବାଣ୍ଟି ଦେଲେ।
5 ତେଣୁ ଆମ୍ଭମାନେେ ଜମିସବୁ ମାପିବାକୁ କ୍ଷମ ହବେୁ ନାହିଁ ଏବଂ ସଦାପ୍ରଭୁଙ୍କ ଲୋକମାନଙ୍କ ମଧିଅରେ ବାଣ୍ଟି ପାରିବୁ ନାହିଁ।'
6 ଲୋକେ କୁହନ୍ତି, ତୁମ୍ଭେ ସଦାପ୍ରଭୁଙ୍କ ବାକ୍ଯ ପ୍ରଗ୍ଭର କର ନାହିଁ। ଆମ୍ଭମାନଙ୍କୁ ସେ ଅମଙ୍ଗଳ ବାକ୍ଯ କୁହ ନାହିଁ। ଆମ୍ଭମାନଙ୍କର କୌଣସି ଅମଙ୍ଗଳ ଘଟିବ ନାହିଁ।
7 ହେ ଯାକୁବ ବଂଶ, ଆମ୍ଭେ ଏହିସବୁ ନିଶ୍ଚଯ କହିବା। କାରଣ ତୁମ୍ଭମାନେେ ଯେଉଁ ମନ୍ଦକାର୍ୟ୍ଯ କରିଛ, ସେଥିପାଇଁ ସଦାପ୍ରଭୁ ତାଙ୍କର ର୍ଧୈୟ୍ଯ ହରାଇଛନ୍ତି। ତୁମ୍ଭେ ଯଦି ଉଚିତ କର୍ମ କରିବ, ଆମ୍ଭର ବାକ୍ଯ ତୁମ୍ଭ ପାଇଁ ମଙ୍ଗଳକର ହବେ।
8 କିନ୍ତୁ ତୁମ୍ଭମାନେେ ଆମ୍ଭର ଲୋକମାନଙ୍କ ପ୍ରତି ଶତୃ ତୁଲ୍ଯ ହାଇେଛ। ପଥଗ୍ଭରୀମାନଙ୍କର ଉତ୍ତରୀଯ ବସ୍ତ୍ର ତୁମ୍ଭମାନେେ ଛଡାଇ ନଇେଛ। ସହେି ଲୋକମାନେ ନିରାପଦ ବୋଲି ଚିନ୍ତା କରନ୍ତି। କିନ୍ତୁ ତୁମ୍ଭମାନେେ ୟୁଦ୍ଧ ବନ୍ଦୀ ସଦୃଶ ସମାନଙ୍କେଠାରୁ ସମସ୍ତ ଛଡାଇ ନିଅ।
9 ଆମ୍ଭ ଲୋକମାନଙ୍କର ନାରୀଗଣଙ୍କୁ ସମାନଙ୍କେର ରମଣୀଯ ଗୃହଗୁଡିକର ତୁମ୍ଭେ ଅପହରଣ କରିଛ। ଆଉ ମଧ୍ଯ ତୁମ୍ଭେ ସମାନଙ୍କେର େଛାଟ ସନ୍ତାନମାନଙ୍କଠାରୁ ମାରେ ଗୌରବ ଚିରଦିନ ପାଇଁ କାଢି ନଇେଛ।
10 ତୁମ୍ଭମାନେେ ଉଠ ଏବଂ ଏସ୍ଥାନକୁ ପରିତ୍ଯାଗ କର। ଏ ସ୍ଥାନ ତୁମ୍ଭର ବିଶ୍ରାମଗୃହ ନୁହେଁ। କାରଣ ତୁମ୍ଭମାନେେ ଏହାର ପ୍ରତିଦ୍ବନ୍ଦୀ ହାଇେଛ। ତୁମ୍ଭେ ମଧ୍ଯ ଏହାକୁ କଳୁଷିତ କରିଛ। ତେଣୁ ଏହି ସ୍ଥାନ ଶାଚେନୀୟ ଭାବରେ ବିଚ୍ଛିନ୍ନ ହବେ।
11 ଯଦି କିଏ ଜଣେ ମିଥ୍ଯା ପ୍ରଚାର କରେ ତବେେ ଲୋକମାନେ ତାକୁ ଗ୍ରହଣ କରିବେ। ଯଦି ସେ ଆସି କ ହେ, ଭବିଷ୍ଯତ ରେ ପ୍ରଚୁର ଦ୍ରାକ୍ଷାରସ ଓ କଡା ସୁରା ମିଳିବ ତବେେ ଏହି ଲୋକମାନେ ମିଥ୍ଯା ଭବିଷ୍ଯତ ବାଣୀକୁ ଗ୍ରହଣ କରିବେ।
12 ହେ ଯାକୁବର ଲୋକମାନେ, ଆମ୍ଭେ ତୁମ୍ଭର ସମସ୍ତ ଲୋକମାନଙ୍କୁ ଏକତ୍ରୀତ କରିବା। ଆଉ ମଧ୍ଯ ଇଶ୍ରାୟେଲର ଅବଶିଷ୍ଟ ଲୋକମାନଙ୍କୁ ଏକାଠି କରିବା। ପଶୁମାନଙ୍କୁ ଖୁଆଡ ରେ ଓ ଗ୍ଭରଣ ଭୂମିରେ ମଷେମାନଙ୍କୁ ଏକତ୍ରୀତ କଲାପରି ସମାନଙ୍କେୁ ସମବତେ କରାଇବା। ସେତବେେଳେ ସେ ସ୍ଥାନଟି ଲୋକ ଗହଳି ରେ ମୁଖରିତ ଓ କୋଳାହଳପୂର୍ଣ୍ଣ ହବେ।
13 ତା'ପ ରେ ଭଗ୍ନକାରୀଦଳ ଲୋକମାନଙ୍କର ନତେୃତ୍ବ ନବେେ। ସମାନେେ ପ୍ରବେଶପଥକୁ ଭାଙ୍ଗି ସହେି ନଗରୀକୁ ପରିତ୍ଯାଗ କରିଛନ୍ତି। ସମାନଙ୍କେର ରାଜା ସମାନଙ୍କେର ଅଗ୍ରଗାମୀ ଓ ତାଙ୍କ ଲୋକମାନଙ୍କର ସମ୍ମୁଖ ରେ ସଦାପ୍ରଭୁ ମଧ୍ଯ ଥିବେ।
1 Woe to them that devise iniquity, and work evil upon their beds! when the morning is light, they practise it, because it is in the power of their hand.
2 And they covet fields, and take them by violence; and houses, and take them away: so they oppress a man and his house, even a man and his heritage.
3 Therefore thus saith the Lord; Behold, against this family do I devise an evil, from which ye shall not remove your necks; neither shall ye go haughtily: for this time is evil.
4 In that day shall one take up a parable against you, and lament with a doleful lamentation, and say, We be utterly spoiled: he hath changed the portion of my people: how hath he removed it from me! turning away he hath divided our fields.
5 Therefore thou shalt have none that shall cast a cord by lot in the congregation of the Lord.
6 Prophesy ye not, say they to them that prophesy: they shall not prophesy to them, that they shall not take shame.
7 O thou that art named the house of Jacob, is the spirit of the Lord straitened? are these his doings? do not my words do good to him that walketh uprightly?
8 Even of late my people is risen up as an enemy: ye pull off the robe with the garment from them that pass by securely as men averse from war.
9 The women of my people have ye cast out from their pleasant houses; from their children have ye taken away my glory for ever.
10 Arise ye, and depart; for this is not your rest: because it is polluted, it shall destroy you, even with a sore destruction.
11 If a man walking in the spirit and falsehood do lie, saying, I will prophesy unto thee of wine and of strong drink; he shall even be the prophet of this people.
12 I will surely assemble, O Jacob, all of thee; I will surely gather the remnant of Israel; I will put them together as the sheep of Bozrah, as the flock in the midst of their fold: they shall make great noise by reason of the multitude of men.
13 The breaker is come up before them: they have broken up, and have passed through the gate, and are gone out by it: and their king shall pass before them, and the Lord on the head of them.
Philemon 1 in Tamil and English
1 ଖ୍ରୀଷ୍ଟଯୀଶୁଙ୍କ ପାଇଁ ବନ୍ଦୀ ହାଇେଥିବା ପାଉଲ ଓ ଆମ୍ଭର ଭାଇ ତୀମଥିଙ୍କଠାରୁ
Paul, a prisoner of Jesus Christ, and Timothy our brother, unto Philemon our dearly beloved, and fellowlabourer,
2 ଆମ୍ଭର ପ୍ରିୟ ମିତ୍ର ଓ ସହକର୍ମୀ ଫିଲୀମାନେ, ଆମ୍ଭର ଭଉଣୀ ଆପ୍ପିଯା, ସାଥି ସୈନିକ ଆଖିପ୍ପ, ଓ ତୁମ୍ଭ ଘରଠା ରେ ଏକତ୍ରୀତ ହେଉଥିବା ଉପାସନା ମଣ୍ଡଳୀକୁ ପତ୍ର ଲେଖୁଛୁ।
And to our beloved Apphia, and Archippus our fellowsoldier, and to the church in thy house:
3 ଆମ୍ଭର ପରମପିତା ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠା ରେ ତୁମ୍ଭକୁ ଅନୁଗ୍ରହ ଓ ଶାନ୍ତି ମିଳୁ।
Grace to you, and peace, from God our Father and the Lord Jesus Christ.
4 ମାେ ପ୍ରାର୍ଥନାମାନଙ୍କ ରେ ମୁଁ ତୁମ୍ଭକୁ ସ୍ମରଣ କରେ। ତୁମ୍ଭ ପାଇଁ ସର୍ବଦା ମୁଁ ପରମେଶ୍ବରଙ୍କୁ ଧନ୍ଯବାଦ ଦିଏ।
I thank my God, making mention of thee always in my prayers,
5 ପରମେଶ୍ବରଙ୍କ ସମସ୍ତ ପବିତ୍ ରେଲାକମାନଙ୍କ ପ୍ରତି ତୁମ୍ଭର ପ୍ ରମେ ଓ ପ୍ରଭୁ ଯୀଶୁଙ୍କଠା ରେ ତୁମ୍ଭର ବିଶ୍ବାସ ବିଷୟ ରେ ମୁଁ ଶୁଣିଛି ଓ ମୁଁ ତୁମ୍ଭର ସହେି ପ୍ ରମେ ଓ ବିଶ୍ବାସ ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଜଣାଉଛି।
Hearing of thy love and faith, which thou hast toward the Lord Jesus, and toward all saints;
6 ଖ୍ରୀଷ୍ଟଙ୍କଠା ରେ ଥିବା ଆମ୍ଭର ସମସ୍ତ ଭଲ କଥାଗୁଡ଼ିକ ବୁଝିପାରିବା ପାଇଁ ତୁମ୍ଭର ବିଶ୍ବାସର ସହଭାଗିତା ତୁମ୍ଭକୁ ସାହାୟ୍ଯ କରିବ ବୋଲି ମୁଁ ପ୍ରାର୍ଥନା କରେ।
That the communication of thy faith may become effectual by the acknowledging of every good thing which is in you in Christ Jesus.
7 ହେ ଭାଇ ପରମେଶ୍ବରଙ୍କ ଲୋକମାନଙ୍କ ପ୍ରତି ତୁମ୍ଭେ ପ୍ ରମେଭାବ ଦଖାଇେଛ, ସମାନଙ୍କେୁ ତୁମ୍ଭେ ଖୁସି କରିଛ। ଏହା ମାେତେ ବହୁତ ଆନନ୍ଦ ଓ ଆଶ୍ବାସନା ଦଲୋ।
For we have great joy and consolation in thy love, because the bowels of the saints are refreshed by thee, brother.
8 କେତଗେୁଡ଼ିଏ କଥା ତୁମ୍ଭର କରିବା ଉଚିତ୍। ଖ୍ରୀଷ୍ଟ ରେ ଭାଇ ହିସାବ ରେ ସତ୍ କାର୍ୟ୍ଯ କରିବା ନିମନ୍ତେ ତୁମ୍ଭକୁ ଆଦେଶ ଦବୋର ମାରେ ଅଧିକାର ଅଛି।
Wherefore, though I might be much bold in Christ to enjoin thee that which is convenient,
9 କିନ୍ତୁ ମୁଁ ତୁମ୍ଭକୁ ପ୍ ରମେ ରେ ନିବଦନେ କରିବାକୁ ଇଚ୍ଛା କରେ। ମୁଁ ପାଉଲ, ବୁଢ଼ା ହାଇେ ଗଲିଣି ଓ ଖ୍ରୀଷ୍ଟଯୀଶୁଙ୍କ ପାଇଁ ବନ୍ଦୀ ହାଇେଛି।
Yet for love’s sake I rather beseech thee, being such an one as Paul the aged, and now also a prisoner of Jesus Christ.
10 ମୁଁ ତୁମ୍ଭକୁ ଅନୀସିମ ପାଇଁ ନିବଦନେ କରୁଛି। ମୁଁ ବନ୍ଦୀ ଗୃହ ରେ ଥିଲା ବେଳେ ସେ ମାରେ ସନ୍ତାନ ହାଇେଥିଲା।
I beseech thee for my son Onesimus, whom I have begotten in my bonds:
11 ଅତୀତ ରେ ସେ ତୁମ୍ଭ ପାଇଁ ଅଦରକାରୀ ଥିଲା। କିନ୍ତୁ ଏବେ ସେ ମାେ' ଓ ତୁମ୍ଭ ଦୁହିଁଙ୍କ ପାଇଁ ବଡ଼ ଉପଯୋଗୀ ଅଟେ।
Which in time past was to thee unprofitable, but now profitable to thee and to me:
12 ମୁଁ ତାହାକୁ ତୁମ୍ଭ ପାଖକୁ ଫରୋଇ ଦେଉଛି। ତା ସହିତ ମାରେ ହୃଦୟ ମଧ୍ଯ ବନ୍ଧା ହାଇେଛି।
Whom I have sent again: thou therefore receive him, that is, mine own bowels:
13 ମୁଁ ବନ୍ଦୀ ଗୃହ ରେ ଥିବା ସମୟରେ ମାେତେ ସୁସମାଚାର ପାଇଁ ସାହାୟ୍ଯ କରିବ ବୋଲି ତାହାକୁ ମାେ ସହିତ ରଖିବାକୁ ଚାହୁଁଥିଲି। ମାେତେ ସାହାୟ୍ଯ କରିବା ଦ୍ବାରା ସେ ତୁମ୍ଭର ସବୋ କରିଥାଆନ୍ତା।
Whom I would have retained with me, that in thy stead he might have ministered unto me in the bonds of the gospel:
14 କିନ୍ତୁ ତୁମ୍ଭମାନଙ୍କୁ ପ୍ରଥମେ ନ ପଚାରି ମୁଁ କିଛି କରିବା ପାଇଁ ଇଚ୍ଛା କଲି ନାହିଁ। ତୁମ୍ଭର କୌଣସି ଭଲ କାମ ନିଜ ଇଚ୍ଛା ରେ ହେଉ, ମାରେ ବାଧ୍ଯ ବାଧ୍ଯକତା ରେ ନ ହେଉ ବୋଲି ମୁଁ ଚା ହେଁ।
But without thy mind would I do nothing; that thy benefit should not be as it were of necessity, but willingly.
15 ଅନୀସିମ301 କ୍ଷଣିକ ପାଇଁ ତୁମ୍ଭଠାରୁ ଅଲଗା ଥିଲା। ଏହା ଏପରି ଘଟିଥାଇପା ରେ ୟଦ୍ଦ୍ବାରା ତୁମ୍ଭେ ତାହାକୁ ସବୁଦିନ ପାଇଁ ପୁନଃ ପ୍ରାପ୍ତ ହାଇପୋରିବ।
For perhaps he therefore departed for a season, that thou shouldest receive him for ever;
16 ଦାସ ହବୋ ପାଇଁ ନୁହେଁ, ବରଂ ଦାସଠାରୁ ବଳି ଏକ ପ୍ରିୟ ଭାଇ ଭଳି। ମୁଁ ତାହାକୁ ବହୁତ ଭଲ ପାଏ। କିନ୍ତୁ ତୁମ୍ଭେ ଆହୁରି ଅଧିକ ଭଲ ପାଇବ। ତୁମ୍ଭେ ତାହାକୁ ଜଣେ ମଣିଷ ଓ ପ୍ରଭୁଙ୍କଠା ରେ ଜଣେ ଭାଇ ଭଳି ଭଲ ପାଇବ।
Not now as a servant, but above a servant, a brother beloved, specially to me, but how much more unto thee, both in the flesh, and in the Lord?
17 ଯଦି ତୁମ୍ଭେ ମାେତେ ମିତ୍ର ବୋଲି ଗ୍ରହଣ କରୁଛ, ତା' ହେଲେ ଅନୀସିମଙ୍କୁ ପୁନର୍ବାର ଗ୍ରହଣ କର। ମାେତେ ଯେପରି ସ୍ବାଗତ କରିଥାନ୍ତ, ସପରେି ତାହାକୁ ସ୍ବାଗତ କର।
If thou count me therefore a partner, receive him as myself.
18 ଯଦି ଅନୀସିମ ତୁମ୍ଭ ପ୍ରତି କିଛି ଭୁଲ କରିଛି ବା ତା'ର ତୁମକୁ କିଛି ଦବୋକୁ ଅଛି ତବେେ ତାହା ମାେ ଖାତା ରେ ପକାଇ ଦିଅ।
If he hath wronged thee, or oweth thee ought, put that on mine account;
19 ମୁଁ ପାଉଲ, ଏହି କଥା ମାେ ହାତ ରେ ଲେଖୁଛି। ଅନୀସିମର ଯଦି ତୁମ୍ଭକୁ କିଛି ଦବୋକୁ ଅଛି, ମୁଁ ତାହା ତୁମ୍ଭକୁ ଫରୋଇ ଦବେି। ନିଜ ଜୀବନ ପାଇଁ ତୁମ୍ଭେ ଯେ ମାେ'ଠା ରେ କେତେ ଋଣୀ, ସେ ସମ୍ପର୍କ ରେ ମୁଁ କିଛି କହିବି ନାହିଁ।
I Paul have written it with mine own hand, I will repay it: albeit I do not say to thee how thou owest unto me even thine own self besides.
20 ତେଣୁ ହେ ମାରେ ଭାଇ ! ପ୍ରଭୁଙ୍କଠା ରେ ତୁମ୍ଭେ ମାେ ପାଇଁ କିଛି ଆବଶ୍ଯକୀୟ ବିଷୟ କର ବୋଲି, ମୁଁ କୁ ହେ। ଖ୍ରୀଷ୍ଟଙ୍କଠା ରେ ମାେ ହୃଦୟକୁ ଆଶ୍ବାସନା ଦିଅ।
Yea, brother, let me have joy of thee in the Lord: refresh my bowels in the Lord.
21 ମୁଁ ଯାହା କହିଛି, ସଗେୁଡିକ କରିବ ବୋଲି ଜାଣି ମୁଁ ଏହି ଚିଠି ଲେଖୁଛି। ମୁଁ ଜାଣେ ଯେ ମୁଁ ଯେତିକି କ ହେ, ତୁମ୍ଭେ ତା'ଠାରୁ ଅଧିକ କରିବ।
Having confidence in thy obedience I wrote unto thee, knowing that thou wilt also do more than I say.
22 ମାେ ରହିବା ପାଇଁ ଗୋଟିଏ ବଖରା ମଧ୍ଯ ପ୍ରସ୍ତୁତ କର। ମୁଁ ଆଶା କରେ ଯେ ପରମେଶ୍ବର ତୁମ୍ଭ ପ୍ରାର୍ଥନା ଶୁଣିବେ ଓ ମୁଁ ତୁମ୍ଭ ପାଖକୁ ୟିବାକୁ ସମର୍ଥ ହାଇେ ପାରିବି।
But withal prepare me also a lodging: for I trust that through your prayers I shall be given unto you.
23 ଖ୍ରୀଷ୍ଟ ଯୀଶୁଙ୍କ ପାଇଁ ଏପାଫ୍ରା ହେଉଛନ୍ତି ମାରେ ସହବନ୍ଦୀ। ସେ ତୁମ୍ଭକୁ ନମସ୍କାର ଜଣାଉଛନ୍ତି।
There salute thee Epaphras, my fellowprisoner in Christ Jesus;
24 ମାର୍କ, ଆରିସ୍ତାର୍ଖ, ଦୀମା ଓ ଲୂକ ଏମାନେ ମଧ୍ଯ ତୁମ୍ଭକୁ ନମସ୍କାର ଜଣାଉଛନ୍ତି।
Marcus, Aristarchus, Demas, Lucas, my fellowlabourers.
25 ଆମ୍ଭମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭମାନଙ୍କର ଆତ୍ମା ସହିତ ରହିଥାଉ।
The grace of our Lord Jesus Christ be with your spirit. Amen.
255
Written from Rome to Philemon, by Onesimus a servant.