ମାଥିଉଲିଖିତ ସୁସମାଚାର 9:12 in Oriya

ଓଡିଆ ଓଡିଆ ବାଇବେଲ ମାଥିଉଲିଖିତ ସୁସମାଚାର ମାଥିଉଲିଖିତ ସୁସମାଚାର 9 ମାଥିଉଲିଖିତ ସୁସମାଚାର 9:12

Matthew 9:12
ଫାରୂଶୀମାନଙ୍କ କଥା ଶୁଣି ଯୀଶୁ କହିଲେ, ଜଣେ ସୁସ୍ଥ ଲୋକ ପାଇଁ ଡାକ୍ତର ଆବଶ୍ଯକ ନାହିଁ, କିନ୍ତୁ ଜଣେ ରୋଗୀ ପାଇଁ ଡାକ୍ତର ଦରକାର।

Matthew 9:11Matthew 9Matthew 9:13

Matthew 9:12 in Other Translations

King James Version (KJV)
But when Jesus heard that, he said unto them, They that be whole need not a physician, but they that are sick.

American Standard Version (ASV)
But when he heard it, he said, They that are whole have no need of a physician, but they that are sick.

Bible in Basic English (BBE)
But on hearing this he said, Those who are well have no need of a medical man, but those who are ill.

Darby English Bible (DBY)
But [Jesus] hearing it, said, They that are strong have not need of a physician, but those that are ill.

World English Bible (WEB)
When Jesus heard it, he said to them, "Those who are healthy have no need for a physician, but those who are sick do.

Young's Literal Translation (YLT)
And Jesus having heard, said to them, `They who are whole have no need of a physician, but they who are ill;


hooh
But
δὲdethay
when
Jesus
Ἰησοῦςiēsousee-ay-SOOS
heard
ἀκούσαςakousasah-KOO-sahs
said
he
that,
εἶπενeipenEE-pane
unto
them,
αὐτοῖς,autoisaf-TOOS
They
Οὐouoo
whole
be
that
χρείανchreianHREE-an
need
ἔχουσινechousinA-hoo-seen

οἱhoioo
not
ἰσχύοντεςischyontesee-SKYOO-one-tase
a
physician,
ἰατροῦiatrouee-ah-TROO
but
ἀλλ'allal
they
οἱhoioo
that
are
sick.
κακῶςkakōska-KOSE

ἔχοντεςechontesA-hone-tase

Cross Reference

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:17
ତୁମ୍ଭେ କୁହ ଯେ, ତୁମ୍ଭେ ଧନୀ। ତୁମ୍ଭର ବହୁତ ଧନ ଅଛି ଓ ତୁମ୍ଭର କୌଣସି ଅଭାବ ନାହିଁ। କିନ୍ତୁ ତୁମ୍ଭେ ଜାଣି ନାହଁ ଯେ, ତୁମ୍ଭେ ପ୍ରକୃତ ରେ ଅଭାଗା, ଦୟନୀୟ, ଦରିଦ୍ର ଅନ୍ଧ ଓ ଉଲଗ୍ନ।

ଲୂକଲିଖିତ ସୁସମାଚାର 5:31
ଯୀଶୁ ସମାନଙ୍କେୁ କହିଲେ, ସୁସ୍ଥ ଲୋକମାନଙ୍କ ପାଇଁ ଡାକ୍ତରର ଆବଶ୍ଯକତା ନାହିଁ। କିନ୍ତୁ ଅସୁସ୍ଥ ଲୋକମାନଙ୍କ ପାଇଁ ଡାକ୍ତରର ଆବଶ୍ଯକତା ରହିଛି।

ମାର୍କଲିଖିତ ସୁସମାଚାର 2:17
ଯୀଶୁ ଏହା ଶୁଣି ସମାନଙ୍କେୁ କହିଲେ, ସୁସ୍ଥ ଲୋକର ଡାକ୍ତର ଦରକାର ନାହିଁ, କାବଳ ରୋଗୀ ଲୋକଙ୍କର ଡାକ୍ତର ଦରକାର। ମୁଁ ଧାର୍ମିକମାନଙ୍କୁ ନିମନ୍ତ୍ରଣ ଦବୋ ପାଇଁ ଆସିନାହିଁ। ମୁଁ କବଳେ ପାପୀମାନଙ୍କୁ ନିମନ୍ତ୍ରଣ ଦବୋ ପାଇଁ ଆସିଛି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 7:9
ବ୍ଯବସ୍ଥା ଜାଣିବା ପୂର୍ବରୁ, ବ୍ଯବସ୍ଥା ବିନା ମୁଁ ଜୀବିତ ଥିଲା। କିନ୍ତୁ ଯେତବେେଳେ ବ୍ଯବସ୍ଥାର ଆଦେଶ ମାେ ପାଖକୁ ଆସିଲା, ସେତବେେଳେ ପାପ ଜୀବିତ ହେଲା ଓ ପାପ ହତେୁ ଆତ୍ମିକ ଭାବରେ ମୁଁ ମୃତ୍ଯୁ ବରଣ କଲି।

ଲୂକଲିଖିତ ସୁସମାଚାର 18:11
ଫାରୂଶୀଜଣକ କରଆଦାୟକାରୀଙ୍କଠାରୁ ଦୂର ରେ ଅଲଗା ଠିଆ ହାଇେଥିଲେ। ଫାରୂଶୀ ଜଣକ ପ୍ରାର୍ଥନା କଲାବାଳେ କହିଲେ, ' ହେ ପରମେଶ୍ବର, ମୁଁ ଅନ୍ୟ ଲୋକଙ୍କ ଭଳି ଖରାପ ହାଇନେଥିବାରୁ ତୁମ୍ଭକୁ କୃତଜ୍ଞତା ଜଣାଉଛି। ମୁଁ ଚୋରି, ଠକାମି, ବ୍ଯଭିଚାର, ପାପ କରୁଥିବା ଲୋକମାନଙ୍କ ଭଳି ନୁହେଁ।ମୁଁ ଏହି କରଆଦାୟକାରୀ ଅପେକ୍ଷା ଭଲ ହାଇେଥିବାରୁ ତୁମ୍ଭ ପାଖ ରେ କୃତଜ୍ଞତା ଜଣାଉଛି।

ଲୂକଲିଖିତ ସୁସମାଚାର 9:11
କିନ୍ତୁ ଯୀଶୁ କେଉଁଠାକୁ ଗଲେ ଏହା ଲୋକମାନେ ଜାଣି ପାରିଲେ। ସମାନେେ ତାହାଙ୍କର ଅନୁସରଣ କଲେ। ଯୀଶୁ ସମାନଙ୍କେୁ ସ୍ବାଗତ କଲେ ଏବଂ ସମାନଙ୍କେୁ ପରମେଶ୍ବରଙ୍କ ରାଜ୍ଯ ବିଷୟ ରେ ଶିକ୍ଷା ଦେଲେ। ସେ ରୋଗୀମାନଙ୍କୁ ସୁସ୍ଥ କଲେ।

ଲୂକଲିଖିତ ସୁସମାଚାର 8:43
ସଠାେରେ ଜଣେ ସ୍ତ୍ରୀ ଲୋକ ମଧ୍ଯ ଥିଲା। ତା'ର ବାର ବର୍ଷ ହେଲା ରକ୍ତସ୍ରାବ ହେଉଥିଲା। ସେ ତାର ସମସ୍ତ ଅର୍ଥ ଔଷଧ ରେ ଖର୍ଚ୍ଚ କରି ସାରିଥିଲା। କିନ୍ତୁ କୌଣସି ଡାକ୍ତର ତାକୁ ଭଲ କରିଦବୋ ପାଇଁ ସମର୍ଥ ହାଇେ ନଥିଲେ।

ହୋଶେୟ 14:4
ସଦାପ୍ରଭୁ କହନ୍ତି, ଆମ୍ଭେ ସମାନଙ୍କେୁ ପୁରାତନ ମାର୍ଗରୁ ସୁସ୍ଥ କରିବା। ଆମ୍ଭେ ସମାନଙ୍କେୁ ସ୍ବାଧୀନ ଭାବରେ ଭଲ ପାଇବା, କାରଣ ଆମ୍ଭେ ଆମ୍ଭର କୋର୍ଧଭାବ ତ୍ଯାଗ କରିଛୁ।

ଯିରିମିୟ 33:6
ମାତ୍ର ଆମ୍ଭେ ସମାନଙ୍କେୁ କ୍ଷମା କରି ଆରୋଗ୍ୟ କରିବା। ସମାନେେ ଚିରନ୍ତନ ଐଶ୍ବର୍ୟ୍ଯ ଓ ଶାନ୍ତି ଆନନ୍ଦ ଉଲ୍ଲାସ କରିବେ।

ଯିରିମିୟ 30:17
କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭକୁ ପୁନର୍ବାର ଆରୋଗ୍ୟ ପ୍ରଦାନ କରିବା ଓ ଆମ୍ଭେ ତୁମ୍ଭର ଘା'ସବୁ ସୁସ୍ଥ କରିବା। କାରଣ ସମାନେେ ତୁମ୍ଭକୁ ବାସନ୍ଦ ବା ଦୂରୀକୃତା ବୋଲି କହନ୍ତି। 'ଆଉ ସିୟୋନକୁ କହେି ଚାହାଁନ୍ତି ନାହିଁ।

ଯିରିମିୟ 17:14
ହେ ସଦାପ୍ରଭୁ ତୁମ୍ଭେ ମାେତେ ସୁସ୍ଥ କଲେ ମୁଁ ପ୍ରକୃତ ରେ ସୁସ୍ଥ ହବେି। ତୁମ୍ଭେ ଯଦି ମାେତେ ପରିତ୍ରାଣ କର, ତବେେ ମୁଁ ପରିତ୍ରାଣ ପାଇବି। କାରଣ ତୁମ୍ଭେ ମାରେ ପ୍ରଶଂସାର ଭୂମି।

ଗୀତସଂହିତା 147:3
ସେ ସମାନଙ୍କେର ଭଗ୍ନ ହୃଦଯକୁ ସୁସ୍ଥ କରନ୍ତି ଓ ସମାନଙ୍କେ କ୍ଷତରେ ପଟି ବାନ୍ଧନ୍ତି।

ଗୀତସଂହିତା 41:4
ମୁଁ କହିଲି, ହେ ସଦାପ୍ରଭୁ, ମାେ ପ୍ରତି ଦୟା କର। ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଛି, ତଣେୁ ମାେତେ କ୍ଷମା ଦିଅ !ମାେ' ପ୍ରାଣକୁ ସୁସ୍ଥ କର।

ଗୀତସଂହିତା 6:2
ହେ ସଦାପ୍ରଭୁ, ମାେ ପ୍ରତି ଦୟା କର। ମୁଁ ରୁଗ୍ଣ ଓ ଦୁର୍ବଳ। ମାେତେ ସୁସ୍ଥ କର କାରଣ ମାରେ ଅସ୍ଥିସବୁ କମ୍ପିତ ହେଉଅଛି।