Matthew 7:1
ଅନ୍ୟର ବିଚାର କରନାହିଁ। ତା' ହେଲେ ପରମେଶ୍ବର ତୁମ୍ଭର ବିଚାର କରିବେ ନାହିଁ।
Matthew 7:1 in Other Translations
King James Version (KJV)
Judge not, that ye be not judged.
American Standard Version (ASV)
Judge not, that ye be not judged.
Bible in Basic English (BBE)
Be not judges of others, and you will not be judged.
Darby English Bible (DBY)
Judge not, that ye may not be judged;
World English Bible (WEB)
"Don't judge, so that you won't be judged.
Young's Literal Translation (YLT)
`Judge not, that ye may not be judged,
| Judge | Μὴ | mē | may |
| not, | κρίνετε | krinete | KREE-nay-tay |
| that | ἵνα | hina | EE-na |
| ye be not | μὴ | mē | may |
| judged. | κριθῆτε· | krithēte | kree-THAY-tay |
Cross Reference
ଲୂକଲିଖିତ ସୁସମାଚାର 6:37
ତୁମ୍ଭମାନେେ କାହାରି ବିଚାର କରନାହିଁ। ତାହାହେଲେ ତୁମ୍ଭମାନଙ୍କର ମଧ୍ଯ ବିଚାର କରାୟିବ ନାହିଁ। କୌଣସି ବ୍ଯକ୍ତିକୁ ଦୋଷୀ କରନାହିଁ, ତବେେ ତୁମ୍ଭେ ମଧ୍ଯ ଦୋଷୀ ବିବଚେିତ ହବେନାହିଁ। ଅନ୍ୟକୁ କ୍ଷମା କରିଦିଅ, ତବେେ ତୁମ୍ଭମାନଙ୍କେୁ ମଧ୍ଯ କ୍ଷମା କରିଦିଆୟିବ।
ଯାକୁବଙ୍କ ପତ୍ 4:11
ଭାଇ ଓ ଭଉଣୀମାନେ ! ପରସ୍ପର ବିରୁଦ୍ଧ ରେ କିଛି କୁହ ନାହଁ। ତୁମ୍ଭେ ଯଦି ଖ୍ରୀଷ୍ଟଙ୍କଠା ରେ ଥିବା ତୁମ୍ଭର କୌଣସି ଭାଇର ସମାଲୋଚନା କରୁଛ ବା ବିଚାର କରୁଛ ; ତା ହେଲେ ସେ ଯେଉଁ ବ୍ଯବସ୍ଥା ପାଳନ କରୁଛି, ତୁମ୍ଭେ ତା'ର ସମାଲୋଚନା କରୁଛ। ଯଦି ତୁମ୍ଭେ ଖ୍ରୀଷ୍ଟ ରେ ଥିବା ଜଣେ ଭାଇର ବିଚାର କର, ତବେେ ତୁମ୍ଭେ ପ୍ରକୃତ ରେ ସେ ପାଳନ କରୁଥିବା ବ୍ଯବସ୍ଥାର ବିଚାର କରୁଛ। ଏବଂ ତୁମ୍ଭେ ଯଦି ବ୍ଯବସ୍ଥାର ବିଚାର କରୁଛ, ତବେେ ତୁମ୍ଭେ ବ୍ଯବସ୍ଥାର ପାଳନ କରୁ ନାହଁ। ତୁମ୍ଭେ ନିଜେ ତାହାର ବିଚାରପତି ହାଇଗେଲ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:1
ଯଦି ତୁମ୍ଭେ ଭାବୁଛ ଯେ ତୁମ୍ଭମାନେେ ଅନ୍ୟ ଲୋକଙ୍କର ନ୍ଯାୟବିଚ଼ାର କରି ପାରିବ ତା ହେଲେ ତୁମ୍ଭେ ଭୁଲ୍ କରୁଛ। ତୁମ୍ଭମାନେେ ନିଜେ ମଧ୍ଯ ପାପର ଦୋଷୀ। ତୁମ୍ଭେ ଅନ୍ୟମାନଙ୍କର ନ୍ଯାୟ ବିଚ଼ାର କରୁଛ, ହେଲେ ତୁମ୍ଭେ ମଧ୍ଯ ସମାନଙ୍କେ ପରି ମନ୍ଦ କାମ କରୁଛ। ଅତଏବ ଯେତବେେଳେ ତୁମ୍ଭେ ସମାନଙ୍କେର ନ୍ଯାୟବିଚ଼ାର କରୁଛ, ସେତବେେଳେ ପ୍ରକୃତ ରେ ନିଜକୁ ଅପରାଧୀ ବୋଲି ନ୍ଯାୟ ବିଗ୍ଭର କରୁଛ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 14:10
ଅତଏବ, ତୁମ୍ଭେ ନିଜ ଭାଇଙ୍କୁ ବିଗ୍ଭର କର ନାହିଁ। ନିଜକୁ ନିଜ ଭାଇଠାରୁ ଅଧିକ ଭଲ ବୋଲି ଭାବ ନାହିଁ। ଆମ୍ଭେ ସମସ୍ତେ ନ୍ଯାୟବିଚ୍ଭାର ପାଇଁ ପରମେଶ୍ବରଙ୍କ ଆଗ ରେ ଠିଆ ହବୋ, ଓ ସେ ଆମ୍ଭର ବିଚ୍ବାର କରିବେ।
ମାଥିଉଲିଖିତ ସୁସମାଚାର 7:5
ରେ କପଟୀ, ଆଗ ନିଜ ଆଖିରୁ କାଠଗୁଣ୍ଡଟି ବାହାର କର। ତା' ହେଲେ ତୁମ୍ଭେ ନିଜେ ଠିକ୍ ଭାବରେ ଦେଖି ପାରିବ ଓ ତାପରେ ତୁମ୍ଭେ ତୁମ୍ଭ ଭାଇର ଆଖିରୁ କାଠଗୁଣ୍ଡଟି କାଢି ଆଣି ପାରିବ।
ଲୂକଲିଖିତ ସୁସମାଚାର 6:41
ତୁମ୍ଭମାନେେ ନିଜ ଭାଇ ଆଖି ରେ ପଡିଥିବା ଗୋଟିଏ େଛାଟ ଗୁଣ୍ଡଟି ଆଡକୁ କାହିଁକି ଚାହୁଁଛ? ତୁମ୍ଭମାନଙ୍କୁ କ'ଣ ନିଜ ଆଖି ରେ ପଡିଥିବା ବଡ କାଠ ଖଣ୍ଡିକ ଦଖାଯାେଉନାହିଁ?
ମାଥିଉଲିଖିତ ସୁସମାଚାର 7:2
ତୁମ୍ଭେ ଅନ୍ୟର ବିଚାର କଲେ ଠିକ୍ ସହେିଭଳି ତୁମ୍ଭର ବି ବିଚାର କରାୟିବ। ତୂମ୍ଭେ ଅନ୍ୟକୁ ଯେଉଁଥି ରେ ତଉଲିବ ପରମେଶ୍ବର ତୁମ୍ଭକୁ ସହେିଥି ରେ ତଉଲିବେ। ତୁମ୍ଭେ ଅନ୍ୟକୁ କ୍ଷମା ଦେଲେ ତୁମ୍ଭକୁ ବି କ୍ଷମା ଦିଆୟିବ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4:3
ତୁମ୍ଭମାନେେ ଯଦି ମାରେବିଚାର କର କିଅବା କୌଣସି ଅଦାଲତ, ଯଦି ମାରେ ବିଚାର କରେ, ତବେେ ମୁଁ ତାହାକୁ ଆଦୌ ଖାତିର କରେ ନାହିଁ। ଏପରି କି ମାେ ନିଜର ବିଚାର ମଧ୍ଯ ମୁଁ କରେ ନାହିଁ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 14:3
ଯେଉଁ ଲୋକ ସମସ୍ତ ପ୍ରକାର ଖାଦ୍ୟ ଖାଇ ପା ରେ ସେ ଗର୍ବ କରିବା ଉଚିତ୍ ନୁହେଁ ଯେ, ସେ ଶାକାହାରୀ ଲୋକଠାରୁ ଅଧିକ ଭଲ। ସହେିପରି ଶାକାହାରୀ ଲୋକ ସ୍ଥିର ନ କରୁ ଯେ, ସମସ୍ତ ପ୍ରକାର ଭୋଜନ କରୁଥିବା ଲୋକ ମନ୍ଦ ଅଟେ। ପରମେଶ୍ବର ତାହାକୁ ଗ୍ରହଣ କରିଛନ୍ତି।
ଯାକୁବଙ୍କ ପତ୍ 3:1
ମାେ ଭାଇ ଓ ଭଉଣୀମାନେ ! ତୁମ୍ଭମାନଙ୍କ ଭିତରୁ ଅନକେ ଶିକ୍ଷକ ହବୋ ଉଚିତ ନୁହେଁ। କାରଣ ତୁମ୍ଭେ ଜାଣ ଯେ, ଆମ୍ଭେ ଶିକ୍ଷକମାନେ, ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ କଠାେର ଭାବରେ ବିଚାରିତ ହବେୁ।
ଯିଶାଇୟ 66:5
ତୁମ୍ଭେ ଯେଉଁଦିନ ସଦାପ୍ରଭୁଙ୍କ ବାକ୍ଯ ରେ କମ୍ପିତ ହେଉଅଛ, ତାଙ୍କର ବାକ୍ଯ ଶୁଣ। ତୁମ୍ଭମାନଙ୍କର ଭାଇମାନେ ଯେ ତୁମ୍ଭମାନଙ୍କୁ ଘୃଣା କରନ୍ତି ଓ ଆମ୍ଭର ନାମ ସକାେଶ ତୁମ୍ଭମାନଙ୍କୁ ଦୂର କରନ୍ତି ; ସମାନେେ କହି ଅଛନ୍ତି, 'ଆମ୍ଭେ ଯେପରି ତୁମ୍ଭମାନଙ୍କର ଆନନ୍ଦ ଦେଖିପାରିବା, ଏଥିପାଇଁ ସଦାପ୍ରଭୁ ମହିମାନ୍ବିତ ହୁଅନ୍ତୁ,' ମାତ୍ର ସମାନେେ ଲଜ୍ଜିତ ହବେେ।
ଯିହିଜିକଲ 16:52
ତେଣୁ ବର୍ତ୍ତମାନ ତୁମ୍ଭର ପାପ ସହିତ ଅପମାନକୁ ମଧ୍ଯ ବହନ କର। ଯେଉଁଗୁଡ଼ାକ ସମାନଙ୍କେର ଅପେକ୍ଷା ଅଧିକ। ତୁମ୍ଭେ ତୁମ୍ଭର ଭଉଣୀମାନଙ୍କୁ କିଛି କ୍ଷମା କଲ ଯେଉଁମାନେ କି ତୁମ୍ଭ ଅପେକ୍ଷା ବେଶୀ ଧାର୍ମିକ ଥିଲେ। ତେଣୁ ବର୍ତ୍ତମାନ ତୁମ୍ଭକୁ ଧିକ୍। ତୁମ୍ଭର ଭଉଣୀମାନଙ୍କୁ ନ୍ଯାଯ ଦବୋ ସକାେଶ ଅପମାନ ବହନ କର।