Matthew 4:25
ତେଣୁ ଗାଲିଲୀ, ଦକୋପଲି, ୟିରୂଶାଲମ, ଯୀହୂଦା ଓ ୟର୍ଦ୍ଦନ ନଦୀର ଆର ପାରିର ବହୁଲୋକ ତାହାଙ୍କୁ ଅନୁସରଣ କରିବାକୁ ଲାଗିଲେ।
Matthew 4:25 in Other Translations
King James Version (KJV)
And there followed him great multitudes of people from Galilee, and from Decapolis, and from Jerusalem, and from Judaea, and from beyond Jordan.
American Standard Version (ASV)
And there followed him great multitudes from Galilee and Decapolis and Jerusalem and Judaea and `from' beyond the Jordan.
Bible in Basic English (BBE)
And there went after him great numbers from Galilee and Decapolis and Jerusalem and Judaea and from the other side of Jordan.
Darby English Bible (DBY)
And great crowds followed him from Galilee, and Decapolis, and Jerusalem, and Judaea, and beyond the Jordan.
World English Bible (WEB)
Great multitudes from Galilee, Decapolis, Jerusalem, Judea and from beyond the Jordan followed him.
Young's Literal Translation (YLT)
And there followed him many multitudes from Galilee, and Decapolis, and Jerusalem, and Judea, and beyond the Jordan.
| And | καὶ | kai | kay |
| there followed | ἠκολούθησαν | ēkolouthēsan | ay-koh-LOO-thay-sahn |
| him | αὐτῷ | autō | af-TOH |
| great multitudes | ὄχλοι | ochloi | OH-hloo |
| people of | πολλοὶ | polloi | pole-LOO |
| from | ἀπὸ | apo | ah-POH |
| τῆς | tēs | tase | |
| Galilee, | Γαλιλαίας | galilaias | ga-lee-LAY-as |
| and | καὶ | kai | kay |
| Decapolis, from | Δεκαπόλεως | dekapoleōs | thay-ka-POH-lay-ose |
| and | καὶ | kai | kay |
| from Jerusalem, | Ἱεροσολύμων | hierosolymōn | ee-ay-rose-oh-LYOO-mone |
| and | καὶ | kai | kay |
| Judaea, from | Ἰουδαίας | ioudaias | ee-oo-THAY-as |
| and | καὶ | kai | kay |
| from beyond | πέραν | peran | PAY-rahn |
| τοῦ | tou | too | |
| Jordan. | Ἰορδάνου | iordanou | ee-ore-THA-noo |
Cross Reference
ଲୂକଲିଖିତ ସୁସମାଚାର 6:17
ତା'ପରେ ଯୀଶୁ ସମାନଙ୍କେ ସହିତ ତଳକୁ ଆସି ଗୋଟିଏ ସମତଳଭୂମି ଉପରେ ଠିଆ ହେଲେ। ସଠାେରେ ବହୁତ ସଂଖ୍ଯା ରେ ତାହାଙ୍କ ଶିଷ୍ଯମାନେ ଉପସ୍ଥିତ ଥିଲେ। ତା ଛଡା ସମଗ୍ର ୟିହୂଦା, ୟିରୁଶାଲମ, ସମୁଦ୍ର ଉପକୂଳବର୍ତ୍ତୀ ସହର ସୋର ଓ ସୀଦୋନରୁ ଆସି ବହୁ ସଂଖ୍ଯା ରେ ଲୋକ ସଠାେରେ ଜମା ହାଇେଥିଲେ।
ମାର୍କଲିଖିତ ସୁସମାଚାର 5:20
ତେଣୁ ସେ ଚାଲିଗଲା ଓ ଦକୋପଲି ଅଞ୍ଚଳର ଲୋକଙ୍କୁ କହିବାକୁ ଲାଗିଲା ଯେ ଯୀଶୁ କିପରି ତା ପାଇଁ କେତେ ବଡ କାମ କରିଛନ୍ତି। ସମସ୍ତ ଲୋକ ଏ କଥା ଶୁଣି ଆଶ୍ଚର୍ୟ୍ଯ ହାଇଗେଲେ।
ମାର୍କଲିଖିତ ସୁସମାଚାର 7:31
ତା'ପରେ ଯୀଶୁ ସୋର ଆଖ-ପାଖ ଅଞ୍ଚଳ ଛାଡି ଦକୋପଲି ରାସ୍ତା ରେ ସୀଦୋନ ହାଇେ ଗାଲିଲୀ ହ୍ରଦ ପାଖକୁ ଆସିଲେ।
ମାର୍କଲିଖିତ ସୁସମାଚାର 3:7
ଯୀଶୁ ନିଜ ଶିଷ୍ଯମାନଙ୍କ ସହିତ ଗାଲିଲୀ ହ୍ରଦ କୂଳକୁ ଚାଲିଗଲେ। ତାହାଙ୍କ ପଛ ରେ ଗାଲିଲୀର ଅନକେ ଲୋକ ମଧ୍ଯ ଗଲେ।
ଲୂକଲିଖିତ ସୁସମାଚାର 6:19
ସମସ୍ତ ଲୋକେ ତାହାଙ୍କୁ ଛୁଇଁବାକୁ ଚେଷ୍ଟା କରୁଥିଲେ। କାରଣ ତାହାଙ୍କ ଦହରେୁ ଶକ୍ତି ବାହାରୁ ଥିଲା। ସେ ସହେି ଲୋକମାନଙ୍କୁ ସୁସ୍ଥ କରି ଦେଲେ।
ମାର୍କଲିଖିତ ସୁସମାଚାର 6:2
ବିଶ୍ରାମଦିବସ ରେ ଯୀଶୁ ଯିହୂଦୀୟ ସମାଜ ଗୃହ ରେ ଶିକ୍ଷା ଦେଲେ। ବହୁତ ଲୋକ ତାହାଙ୍କ ଶିକ୍ଷା ଶୁଣି ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ କହିଲେ, ଏ ଲୋକ ଏସବୁ ଶିକ୍ଷା କେଉଁଠାରୁ ପାଇଲା? ଏ ଲୋକକୁ ଏ ଉତ୍ତମ ବିଚାରଶକ୍ତି (ବିଜ୍ଞତା)କିଏ ଦଲୋ? ଆଶ୍ଚର୍ୟ୍ଯ କାର୍ୟ୍ଯ କରିବା ପାଇଁ ସେ କେଉଁଠାରୁ ଶକ୍ତି ପାଇଲା?
ମାଥିଉଲିଖିତ ସୁସମାଚାର 19:2
ଅନକେ ଲୋକ ତାହାଙ୍କୁ ଅନୁସରଣ କଲେ। ସଠାେରେ ଯୀଶୁ ରୋଗୀଲୋକମାନଙ୍କୁ ସୁସ୍ଥ କଲେ।
ମାଥିଉଲିଖିତ ସୁସମାଚାର 12:15
ଯୀଶୁ ଏକଥା ଜାଣିପାରି ସେ ଜାଗା ଛାଡି ଚାଲିଗଲେ। ବହୁତ ଲୋକ ତାହାଙ୍କୁ ଅନୁସରଣ କଲେ। ଯୀଶୁ ସମସ୍ତ ରୋଗୀଙ୍କୁ ସୁସ୍ଥ କରି ଦେଲେ।
ମାଥିଉଲିଖିତ ସୁସମାଚାର 8:1
ଯୀଶୁ ପାହାଡ ଉପରୁ ଓହ୍ଲଇେ ତଳକୁ ଆସିଲେ। ଏକ ବିରାଟ ଜନ ସମୂହ ତାହାଙ୍କୁ ଅନୁସରଣ କରିବାକୁ ଲାଗିଲା।
ମାଥିଉଲିଖିତ ସୁସମାଚାର 5:1
ଯୀଶୁଙ୍କୁ ଅନୁସରଣ କରୁଥିବା ଲୋକଙ୍କ ସଂଖ୍ଯା କ୍ରମଶଃ ବଢିବାକୁ ଲାଗିଲା। ଏହା ଦେଖି ଯୀଶୁ ଗୋଟିଏ ପାହାଡ ଉପରକୁ ଗଲେ ଏବଂ ସଠାେରେ ବସିଲେ। ତାହାଙ୍କର ଶିଷ୍ଯମାନେ ତାହାଙ୍କ ପାଖକୁ ଆସିଲେ।