ମାଥିଉଲିଖିତ ସୁସମାଚାର 3:13 in Oriya

ଓଡିଆ ଓଡିଆ ବାଇବେଲ ମାଥିଉଲିଖିତ ସୁସମାଚାର ମାଥିଉଲିଖିତ ସୁସମାଚାର 3 ମାଥିଉଲିଖିତ ସୁସମାଚାର 3:13

Matthew 3:13
ସହେି ସମୟରେ ଯୋହନଙ୍କଠାରୁ ବାପ୍ତିସ୍ମ ନବୋପାଇଁ ଯୀଶୁ ଗାଲିଲୀରୁ ୟର୍ଦ୍ଦନ ନଦୀ କୂଳକୁ ଆସିଲେ।

Matthew 3:12Matthew 3Matthew 3:14

Matthew 3:13 in Other Translations

King James Version (KJV)
Then cometh Jesus from Galilee to Jordan unto John, to be baptized of him.

American Standard Version (ASV)
Then cometh Jesus from Galilee to the Jordan unto John, to be baptized of him.

Bible in Basic English (BBE)
Then Jesus came from Galilee to John at the Jordan, to be given baptism by him.

Darby English Bible (DBY)
Then comes Jesus from Galilee to the Jordan to John, to be baptised of him;

World English Bible (WEB)
Then Jesus came from Galilee to the Jordan to John, to be baptized by him.

Young's Literal Translation (YLT)
Then cometh Jesus from Galilee upon the Jordan, unto John to be baptized by him,

Then
ΤότεtoteTOH-tay
cometh
παραγίνεταιparaginetaipa-ra-GEE-nay-tay

hooh
Jesus
Ἰησοῦςiēsousee-ay-SOOS
from
ἀπὸapoah-POH

τῆςtēstase
Galilee
Γαλιλαίαςgalilaiasga-lee-LAY-as
to
ἐπὶepiay-PEE

τὸνtontone
Jordan
Ἰορδάνηνiordanēnee-ore-THA-nane
unto
πρὸςprosprose

τὸνtontone
John,
Ἰωάννηνiōannēnee-oh-AN-nane

τοῦtoutoo
to
be
baptized
βαπτισθῆναιbaptisthēnaiva-ptee-STHAY-nay
of
ὑπ'hypyoop
him.
αὐτοῦautouaf-TOO

Cross Reference

ମାଥିଉଲିଖିତ ସୁସମାଚାର 2:22
କିନ୍ତୁ ୟୋ ସଫେ ଶୁଣିଲେ ଯେ, େ ହରୋଦଙ୍କ ମୃତ୍ଯୁ ପରେ ତାହାଙ୍କ ପୁଅ ଆର୍ଖିଲାୟ ୟିହୂଦା ରେ ରାଜା ହାଇେଛନ୍ତି। ତେଣୁ ସେ ସଠାେକୁ ୟିବାକୁ ଭୟ କଲେ। କିନ୍ତୁ ପରମେଶ୍ବରଙ୍କ ଠାରୁ ସ୍ବପ୍ନ ରେ ଆଦେଶ ପାଇ ୟୋ ସଫେ ଗାଲିଲୀ ପ୍ରଦେଶକୁ ଗଲେ।

ଯୋହନଲିଖିତ ସୁସମାଚାର 1:32
ତା'ପରେ ଯୋହନ କହିଲେ, ଖ୍ରୀଷ୍ଟ କିଏ ବୋଲି ମୁଁ ମଧ୍ଯ ଜାଣି ନଥିଲି। କିନ୍ତୁ ପରମେଶ୍ବର ମାେତେ ଲୋକମାନଙ୍କୁ ଜଳ ରେ ବାପ୍ତିଜିତ ଦବୋ ପାଇଁ ପଠଇେଥିଲେ। ଏବଂ ପରମେଶ୍ବର ମାେତେ କହିଥିଲେ, 'ତୁମ୍ଭେ ପବିତ୍ର ଆତ୍ମାଙ୍କୁ ଅବତରଣ କରିବା ଓ ଜଣେ ବ୍ଯକ୍ତିଙ୍କ ଉପରେ ସ୍ଥିର ହାଇେ ରହିବା ଦେଖିବ, ସହେି ବ୍ଯକ୍ତି ଯକେି ପବିତ୍ର ଆତ୍ମାଙ୍କ ଦ୍ବାରା ବାପ୍ତିଜିତ ଦବେେ।

ମାର୍କଲିଖିତ ସୁସମାଚାର 1:9
ସହେି ସମୟରେ ଯୀଶୁ ଗାଲିଲୀର ନାଜରିତରୁ ଗୋଟିଏ ସହର ଯୋହନଙ୍କ ପାଖକୁ ଆସିଲେ। ଯୋହନ ଯୀଶୁଙ୍କୁ ୟର୍ଦ୍ଦନ ନଦୀ ରେ ବାପ୍ତିସ୍ମ ଦେଲେ।

ଲୂକଲିଖିତ ସୁସମାଚାର 3:21
ଯୋହନ କାରାଗାର ରେ ବନ୍ଦୀ ହବୋ ପୂର୍ବରୁ ସବୁ ଲୋକ ଯୋହନଙ୍କ ଦ୍ବାରା ବାପ୍ତିଜିତ ହେଉଥିଲେ। ତା'ପରେ ଯୀଶୁ ମଧ୍ଯ ଆସିଲେ ଓ ତାହାଙ୍କ ଦ୍ବାରା ବାପ୍ତିଜିତ ହେଲେ। ଯୀଶୁ ପ୍ରାର୍ଥନା କଲାବାଳେ ଆକାଶ ଖାଲିଗେଲା।