ମାଥିଉଲିଖିତ ସୁସମାଚାର 27:20 in Oriya

ଓଡିଆ ଓଡିଆ ବାଇବେଲ ମାଥିଉଲିଖିତ ସୁସମାଚାର ମାଥିଉଲିଖିତ ସୁସମାଚାର 27 ମାଥିଉଲିଖିତ ସୁସମାଚାର 27:20

Matthew 27:20
କିନ୍ତୁ ପ୍ରଧାନ ଯାଜକ ଓ ପ୍ରାଚ଼ୀନ ନେତାମାନେ ଲୋକମାନଙ୍କୁ ପ୍ରବର୍ତ୍ତାଇଲେ ଯେ, ସମାନେେ ବାରବ୍ବାଙ୍କୁ ମୁକ୍ତ କରିବା ପାଇଁ ଓ ୟିଶୁଙ୍କୁ ମାରିଦବୋ ପାଇଁ ଅନୁ ରୋଧ କରନ୍ତୁ।

Matthew 27:19Matthew 27Matthew 27:21

Matthew 27:20 in Other Translations

King James Version (KJV)
But the chief priests and elders persuaded the multitude that they should ask Barabbas, and destroy Jesus.

American Standard Version (ASV)
Now the chief priests and the elders persuaded the multitudes that they should ask for Barabbas, and destroy Jesus.

Bible in Basic English (BBE)
Now the chief priests and those in authority got the people to make request for Barabbas, and for Jesus to be put to death.

Darby English Bible (DBY)
But the chief priests and the elders persuaded the crowds that they should beg for Barabbas, and destroy Jesus.

World English Bible (WEB)
Now the chief priests and the elders persuaded the multitudes to ask for Barabbas, and destroy Jesus.

Young's Literal Translation (YLT)
And the chief priests and the elders did persuade the multitudes that they might ask for themselves Barabbas, and might destroy Jesus;

But
Οἱhoioo
the
δὲdethay
chief
priests
ἀρχιερεῖςarchiereisar-hee-ay-REES
and
καὶkaikay

οἱhoioo
elders
πρεσβύτεροιpresbyteroiprase-VYOO-tay-roo
persuaded
ἔπεισανepeisanA-pee-sahn
the
τοὺςtoustoos
multitude
ὄχλουςochlousOH-hloos
that
ἵναhinaEE-na
they
should
ask
αἰτήσωνταιaitēsōntaiay-TAY-sone-tay

τὸνtontone
Barabbas,
Βαραββᾶνbarabbanva-rahv-VAHN

τὸνtontone
and
δὲdethay
destroy
Ἰησοῦνiēsounee-ay-SOON
Jesus.
ἀπολέσωσινapolesōsinah-poh-LAY-soh-seen

Cross Reference

ମାର୍କଲିଖିତ ସୁସମାଚାର 15:11
କିନ୍ତୁ ପ୍ରଧାନଯାଜକମାନେ ଲୋକମାନଙ୍କୁ ପ୍ରବର୍ତ୍ତାଇଲେ ଯେ, ସମାନେେ ପୀଲାତଙ୍କୁ କୁହନ୍ତୁ ବାରବ୍ବାକୁ ମୁକ୍ତ କରିବା ପାଇଁ, କିନ୍ତୁ ଯୀଶୁଙ୍କୁ ନୁହେଁ।

ଲୂକଲିଖିତ ସୁସମାଚାର 23:18
କିନ୍ତୁ ସବୁଲୋକେ ପାଟିକରି ଉଠିଲେ, ତାହାକୁ ମାରିଦିଅ। ବାରବ୍ବାକୁ ମୁକ୍ତ କରିଦିଅ।

ଯୋହନଲିଖିତ ସୁସମାଚାର 18:40
ମାତ୍ର ଯିହୂଦୀମାନେ ଚିତ୍କାର କଲେ, ନା, ଏ ଲୋକକୁ ନୁହେଁ। ବାରବ୍ବାକୁ ମୁକ୍ତି ଦିଅ। ଏହି ବାରବ୍ବା ଜଣେ ଡକାୟତ ଥିଲା।

ଯୋହନଲିଖିତ ସୁସମାଚାର 19:15
ଯିହୂଦୀମାନେ ଚିତ୍କାର କଲେ, ତାକୁ ଦୂରକୁ ନଇଯାେଅ। ତାକୁ କୃଶ ରେ କଣ୍ଟାବିଦ୍ଧ କରି ମାରିଦିଅ।

ରେରିତମାନଙ୍କ କାର୍ଯ୍ୟର ବିବରଣ 3:14
ତୁମ୍ଭମାନେେ ଜଣେ ପବିତ୍ର ଓ ଧାର୍ମିକ ଲୋକକୁ ଅସ୍ବୀକାର କଲ ଓ ଜଣେ ହତ୍ଯାକାରୀକୁ ତାହାଙ୍କ ବଦଳ ରେ ତୁମ୍ଭମାନଙ୍କ ପାଇଁ ମୁକ୍ତ କରିଦବୋ ପାଇଁ ଚାହିଁଲ।

ରେରିତମାନଙ୍କ କାର୍ଯ୍ୟର ବିବରଣ 14:18
ଏସବୁ କଥା କହି ପାଉଲ ଓ ବର୍ଣ୍ଣବ୍ବା ଅତି କଷ୍ଟ ରେ ସମାନଙ୍କେର ଉଦ୍ଦେଶ୍ଯ ରେ ନବୈେଦ୍ଯ ଉତ୍ସର୍ଗ କରିବାରୁ ଲୋକମାନଙ୍କୁ ବନ୍ଦ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 19:23
ସେସମୟରେ 'ପରମେଶ୍ବରଙ୍କ ପଥ' ବିଷୟ ରେ ଗୋଟିଏ ବଡ଼ ଧରଣର ଆନ୍ ଦୋଳନ ହେଲା।