ମାଥିଉଲିଖିତ ସୁସମାଚାର 24:36 in Oriya

ଓଡିଆ ଓଡିଆ ବାଇବେଲ ମାଥିଉଲିଖିତ ସୁସମାଚାର ମାଥିଉଲିଖିତ ସୁସମାଚାର 24 ମାଥିଉଲିଖିତ ସୁସମାଚାର 24:36

Matthew 24:36
ସହେି ଦିନ ବା ସହେି ସମୟ କବେେ ଆସିବ, କହେି ଜାଣନ୍ତି ନାହିଁ। ଏପରିକି ସ୍ବର୍ଗର ଦୂତମାନେ ଜାଣନ୍ତି ନାହିଁ। ଏପରିକି ପୁତ୍ର ଜାଣନ୍ତି ନାହିଁ, କବଳେ ପରମପିତା ଏହା ଜାଣନ୍ତି।

Matthew 24:35Matthew 24Matthew 24:37

Matthew 24:36 in Other Translations

King James Version (KJV)
But of that day and hour knoweth no man, no, not the angels of heaven, but my Father only.

American Standard Version (ASV)
But of that day and hour knoweth no one, not even the angels of heaven, neither the Son, but the Father only.

Bible in Basic English (BBE)
But of that day and hour no one has knowledge, not even the angels in heaven, or the Son, but the Father only.

Darby English Bible (DBY)
But of that day and hour no one knows, not even the angels of the heavens, but [my] Father alone.

World English Bible (WEB)
But no one knows of that day and hour, not even the angels of heaven, but my Father only.

Young's Literal Translation (YLT)
`And concerning that day and the hour no one hath known -- not even the messengers of the heavens -- except my Father only;

But
Περὶperipay-REE
of
δὲdethay
that
τῆςtēstase

ἡμέραςhēmerasay-MAY-rahs
day
ἐκείνηςekeinēsake-EE-nase
and
καὶkaikay

τῆςtēstase
hour
ὥραςhōrasOH-rahs
knoweth
οὐδεὶςoudeisoo-THEES
no
οἶδενoidenOO-thane
not
no,
man,
οὐδὲoudeoo-THAY
the
οἱhoioo
angels
ἄγγελοιangeloiANG-gay-loo
of
heaven,
τῶνtōntone
but
οὐρανῶνouranōnoo-ra-NONE
my
εἰeiee

μὴmay

hooh
Father
πατὴρpatērpa-TARE
only.
μουmoumoo
μόνοςmonosMOH-nose

Cross Reference

ମାର୍କଲିଖିତ ସୁସମାଚାର 13:32
ସହେି ଦିନ ବା ସହେି ସମୟ ବିଷୟ ରେ କାହାରିକୁ କିଛି ଜଣାନାହିଁ। ସ୍ବର୍ଗଦୂତ ବା ମନୁଷ୍ଯପୁତ୍ର କହେି କିଛି ଜାଣନ୍ତି ନାହିଁ। କବଳେ ଏକଥା ପରମପିତା ପରମେଶ୍ବର ଜାଣନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 1:7
ଯୀଶୁ ସମାନଙ୍କେୁ କହିଲେ, କବଳେ ପରମେଶ୍ବରଙ୍କର ଅଧିକାର ଅଛି ଯେ, ସେ ତାରିଖ ଓ ସମୟ ଗୁଡ଼ିକ ବିଷୟ ରେ ନିଷ୍ପତ୍ତି ଗ୍ରହଣ କରିପାରିବେ। ତୁମ୍ଭମାନେେ ସେ ବିଷୟ ରେ ଜାଣି ପାରିବ ନାହିଁ।

ମାଥିଉଲିଖିତ ସୁସମାଚାର 24:44
ଠିକ୍ ସହେିଭଳି ତୁମ୍ଭେ ଜାଗ୍ରତ ରୁହ। କାରଣ ତୁମ୍ଭେ ଯେତବେେଳେ ଆଶା କରୁ ନଥିବ, ଠିକ୍ େସତକେି ବେଳେ ମନୁଷ୍ଯପୁତ୍ର ଆସିଯିବେ।

ପିତରଙ୍କ ଦିତୀୟ ପତ୍ର 3:10
କିନ୍ତୁ ଚୋର ଆସିବା ଦିନପରି, ପ୍ରଭୁଙ୍କ ଆସିବା ଦିନଟି ପ୍ରେତ୍ୟକକଙ୍କୁ ଆଶ୍ଚର୍ୟ୍ଯ କରିବ। ଭୟଙ୍କର ଗର୍ଜନ ସହିତ ଆକାଶମଣ୍ଡଳ ଅଦୃଶ୍ଯ ହାଇୟିବେ। ଆକାଶମଣ୍ଡଳର ସମସ୍ତ ବସ୍ତୁ ଅଗ୍ନି ରେ ଧ୍ବଂସ ହାଇଯେିବ। ଜଗତ ଏହାର ସମସ୍ତ ବିଷୟ ସହିତ ଜଳି ୟିବ।

ମାଥିଉଲିଖିତ ସୁସମାଚାର 24:42
ତେଣୁ ସଦା ବେଳେ ପ୍ରସ୍ତୁତ ରୂହ। ତୁମ୍ଭର ପ୍ରଭୁ କେଉଁଦିନ ଆସିବେ ତାହା ତୁମ୍ଭେ ଜାଣନାହିଁ।

ମାଥିଉଲିଖିତ ସୁସମାଚାର 25:13
ତେଣୁ ସଦା ବେଳେ ଜାଗ୍ରତ ରୁହ, କାରଣ ମନଷ୍ଯପୁତ୍ର କେଉଁଦିନ ଓ କେଉଁ ସମୟରେ ଆସିବେ, ତାହା ତୁମ୍ଭେ ଜାଣିନାହଁ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:2
କାରଣ ଏହା ତୁମ୍ଭେ ଭଲ ଭାବେ ଜାଣ ଯେ, ଜଣେ ଚୋର ରାତି ରେ ଆସିବା ଭଳି, ପ୍ରଭୁଙ୍କର ପୁନରାଗମନ ଦିନଟି ଆଶ୍ଚର୍ୟ୍ଯଜନକ ହବେ।

ଯିଖରିୟ 14:7
ଗୋଟିଏ ବିଶଷଦେିନ କବଳେ ସଦାପ୍ରଭୁଙ୍କୁ ଜଣା କୌଣସି ଦିନ ବା ରାତ୍ରି ହବେ ନାହିଁ। ସନ୍ଧ୍ଯା ସମୟରେ ଆଲୋକ ଥିବ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:15
ଦେଖ ! ମୁଁ ଗୋଟିଏ ଚୋର ଭଳି ଆସିବି। ଯେ ମାେ ଅପେକ୍ଷା ରେ ଚାହିଁ ରହେ ଓ ନିଜର ବସ୍ତ୍ର ପ୍ରସ୍ତୁତ କରି ରଖିଥାଏ, ସହେି ଲୋକ ସୁଖୀ। ତବେେ ତାହାକୁ ଉଲଗ୍ନ ହାଇେ ଚାଲିବାକୁ ପଡ଼ିବ ନାହିଁ ଓ ଲୋକମାନେ ତାହାର ଲଜ୍ଜା ଦେଖିବେ ନାହିଁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:3
ତେଣୁ ପ୍ରଥମ ରେ ତୁମ୍ଭେ ଯାହା ଗ୍ରହଣ କରିଥିଲ ଓ ଶୁଣିଥିଲ, ତାହା ମନେ ପକାଅ। ସଗେୁଡ଼ିକର ବାଧ୍ଯ ହୁଅ। ନିଜ ହୃଦୟ ଓ ଜୀବନ ପରିବର୍ତ୍ତନ କର। ତୁମ୍ଭେ ଜାଗ୍ରତ ହୁଅ, ନଚେତ୍ ମୁଁ ଗୋଟିଏ ଗ୍ଭରପରେି ତୁମ୍ଭ ପାଖକୁ ଆସିବି ଓ କେତବେେଳେ ତୁମ୍ଭ ନିକଟକୁ ଆସି ତୁମ୍ଭକୁ ହତବୁଦ୍ଧି କରି ଦବେି, ତାହା ତୁମ୍ଭେ ଜାଣିପାରିବ ନାହିଁ।