ମାଥିଉଲିଖିତ ସୁସମାଚାର 19:6 in Oriya

ଓଡିଆ ଓଡିଆ ବାଇବେଲ ମାଥିଉଲିଖିତ ସୁସମାଚାର ମାଥିଉଲିଖିତ ସୁସମାଚାର 19 ମାଥିଉଲିଖିତ ସୁସମାଚାର 19:6

Matthew 19:6
ତେଣୁ ସ୍ବାମୀ ସ୍ତ୍ରୀ ଦୁଇଜଣ ହାଇେ ରହନ୍ତି ନାହିଁ ମାତ୍ର ସମାନେେ ଏକ ହାଇେ ଯାଆନ୍ତି। ପରମେଶ୍ବର ସମାନଙ୍କେୁ ଏକାଠି ଯୋଡ଼ିଛନ୍ତି। ତେଣୁ କୌଣସି ଲୋକ ସମାନଙ୍କେୁ ଅଲଗା ନକରୁ।

Matthew 19:5Matthew 19Matthew 19:7

Matthew 19:6 in Other Translations

King James Version (KJV)
Wherefore they are no more twain, but one flesh. What therefore God hath joined together, let not man put asunder.

American Standard Version (ASV)
So that they are no more two, but one flesh. What therefore God hath joined together, let not man put asunder.

Bible in Basic English (BBE)
So that they are no longer two, but one flesh. Then let not that which has been joined by God be parted by man.

Darby English Bible (DBY)
so that they are no longer two, but one flesh. What therefore God has joined together, let not man separate.

World English Bible (WEB)
So that they are no more two, but one flesh. What therefore God has joined together, don't let man tear apart."

Young's Literal Translation (YLT)
so that they are no more two, but one flesh; what therefore God did join together, let no man put asunder.'

Wherefore
ὥστεhōsteOH-stay
they
are
οὐκέτιouketioo-KAY-tee
no
more
εἰσὶνeisinees-EEN
twain,
δύοdyoTHYOO-oh
but
ἀλλὰallaal-LA
one
σὰρξsarxSAHR-ks
flesh.
μία·miaMEE-ah
What
hooh
therefore
οὖνounoon

hooh
God
θεὸςtheosthay-OSE
hath
joined
together,
συνέζευξενsynezeuxensyoon-A-zayf-ksane
put
not
let
ἄνθρωποςanthrōposAN-throh-pose
man
μὴmay
asunder.
χωριζέτωchōrizetōhoh-ree-ZAY-toh

Cross Reference

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 7:2
ମୁଁ ତୁମ୍ଭମାନଙ୍କୁ ଗୋଟିଏ ଉଦାହରଣ ଦେଉଛି। ଜଣେ ବିବାହିତା ସ୍ତ୍ରୀଲୋକ ତାହାର ସ୍ବାମୀ ଜୀବିତ ଥିବା ସମୟ ପର୍ୟ୍ଯନ୍ତ ତା' ସହିତ ଆବଦ୍ଧ ହାଇେ ରହିଥାଏ। କିନ୍ତୁ ଯେତବେେଳେ ତାହାର ସ୍ବାମୀ ମରି ଯାଏ ସେ ବିବାହର ନିୟମରୁ ମୁକ୍ତ ହାଇେ ଯାଏ।

ମାର୍କଲିଖିତ ସୁସମାଚାର 10:9
ପରମେଶ୍ବର ଯଦି ଏହି ଦୁଇଜଣ ମନୁଷ୍ଯଙ୍କୁ ଏକାଠି କରିଛନ୍ତି, ତାହାଙ୍କୁ କୌଣସି ବ୍ଯକ୍ତି ଅଲଗା କରି ଦବୋ ଉଚିତ ନୁହେଁ।

ହିତୋପଦେଶ 2:17
ସେ ୟୁବାବସ୍ଥା ରେ ବିବାହ କରିଥିବ। କିନ୍ତୁ ସେ ତା'ର ସ୍ବାମୀକୁ ଛାଡ଼ି ଥିବ। ପରମେଶ୍ବରଙ୍କ ଠା ରେ ଶପଥ କରି ବିବାହ କରିଥିବା କଥା ସେ ଭୁଲି ୟିବ।

ମଲାଖୀ 2:14
ତୁମ୍ଭମାନେେ ପଗ୍ଭରିବ, କାହିଁକି ଆମ୍ଭମାନଙ୍କର ଏହି ଭଟେି ଗୃହୀତ ହବେ ନାହିଁ? କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧ ରେ ପ୍ରତ୍ଯକ୍ଷ ସାକ୍ଷୀ। ସେ ଦେଖିଲେ ତୁମ୍ଭେ ତୁମ୍ଭର ସ୍ତ୍ରୀକୁ ପ୍ରତାରଣା କରୁଛ, ଯାହାକୁ ତୁମ୍ଭେ ୟୁବକାବସ୍ଥା ରେ ବିବାହ କରିଛ। ସେ ତୁମ୍ଭର ସାଥି ଏବଂ ତୁମ୍ଭେ ଶପଥ କରି ତାକୁ ସ୍ତ୍ରୀ ରୂପ ରେ ଗ୍ରହଣ କରିଛ। ମାତ୍ର ତୁମ୍ଭେ ତାକୁ ପ୍ରତାରଣା କରିଛ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:10
ଯେଉଁମାନେ ବିବାହିତ ସମାନଙ୍କେୁ ମୁଁ ଏକ ଆଦେଶ ଦେଉଛି - ଏହି ଆଦେଶ ମାେ' ଠାରୁ ନୁହେଁ ବରଂ, ପ୍ରଭୁ ନିଜେ ଏହି ଆଦେଶ ଦିଅନ୍ତି।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:28
ଠିକ୍ ସହେିଭଳି ପତିମାନେ ନିଜ-ନିଜ ପତ୍ନୀଙ୍କୁ ପ୍ ରମେ କରିବା କଥା। ନିଜ ଶରୀରକୁ ପ୍ ରମେ କରିଲା ଭଳି ପ୍ ରମେ କରିବା କଥା। ଯେଉଁ ଲୋକ ନିଜ ପତ୍ନୀକୁ ପ୍ ରମେ କରେ, ସେ ନିଜ ଶରୀରକୁ ପ୍ ରମେ କରେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 13:4
ବିବାହକୁ ସବୁଲୋକଙ୍କ ଦ୍ବାରା ସମ୍ମାନ ମିଳିବା ଆବଶ୍ଯକ। ପ୍ରେତ୍ୟକକ ବିବାହକୁ କବଳେ ଦୁଇ ଜଣକ ଭିତ ରେ ନିର୍ଦ୍ଦିଷ୍ଟ ରଖିବା ଉଚିତ। ଯେଉଁମାନେ ୟୌନଗତ ପାପ ଓ ବ୍ଯଭିଚାର କରୁଛନ୍ତି ପରମେଶ୍ବର ସମାନଙ୍କେୁ ଦୋଷୀ ବୋଲି ବିଚାର କରିବେ।