Index
Full Screen ?
 

ମାଥିଉଲିଖିତ ସୁସମାଚାର 17:1

Matthew 17:1 in Tamil ଓଡିଆ ବାଇବେଲ ମାଥିଉଲିଖିତ ସୁସମାଚାର ମାଥିଉଲିଖିତ ସୁସମାଚାର 17

ମାଥିଉଲିଖିତ ସୁସମାଚାର 17:1
ଛଅ ଦିନ ପରେ ଯୀଶୁ ପିତର, ଯାକୁବ ଓ ତାହାଙ୍କର ଭାଇ ଯୋହନଙ୍କୁ ସାଙ୍ଗ ରେ ନେଲେ ଓ ଗୋଟିଏ ଉଚ୍ଚ ପର୍ବତ ଉପରକୁ ଗଲେ। ସଠାେରେ ସମାନେେ ସମସ୍ତେ ଥିଲେ।

And
Καὶkaikay
after
μεθ''methmayth
six
ἡμέραςhēmerasay-MAY-rahs
days
ἓξhexayks

παραλαμβάνειparalambaneipa-ra-lahm-VA-nee
Jesus
hooh
taketh
Ἰησοῦςiēsousee-ay-SOOS

τὸνtontone
Peter,
ΠέτρονpetronPAY-trone

καὶkaikay
James,
Ἰάκωβονiakōbonee-AH-koh-vone
and
καὶkaikay
John
Ἰωάννηνiōannēnee-oh-AN-nane
his
τὸνtontone

ἀδελφὸνadelphonah-thale-FONE
brother,
αὐτοῦautouaf-TOO
and
καὶkaikay
bringeth
ἀναφέρειanaphereiah-na-FAY-ree
them
αὐτοὺςautousaf-TOOS
into
up
εἰςeisees
an
high
ὄροςorosOH-rose
mountain
ὑψηλὸνhypsēlonyoo-psay-LONE
apart,
κατ'katkaht

ἰδίανidianee-THEE-an

Cross Reference

ମାଥିଉଲିଖିତ ସୁସମାଚାର 26:37
ଯୀଶୁ ପିତର ଓ ଜବଦେୀଙ୍କ ଦୁଇ ପୁଅଙ୍କୁ ସାଙ୍ଗ ରେ ନେଲେ। ତା'ପରେ ଯୀଶୁ ଦୁଃଖ ଓ ବ୍ଯାକୁଳତା ଅନୁଭବ କଲେ।

ମାର୍କଲିଖିତ ସୁସମାଚାର 5:37
ତା'ପରେ ସେ ସମସ୍ତଙ୍କୁ ଛାଡି କବଳେ ପିତର, ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ସାଙ୍ଗ ରେ ନେଲେ।

ଲୂକଲିଖିତ ସୁସମାଚାର 9:28
ଏକଥା କହିବାର ପ୍ରାୟ ଆଠ ଦିନ ପରେ ସେ ପିତର, ଯୋହନ ଓ ଯାକୁବଙ୍କୁ ସାଙ୍ଗ ରେ ନଇେ ପ୍ରାର୍ଥନା କରିବାକୁ ଗୋଟିଏ ପର୍ବତ ଉପରକୁ ଗଲେ।

ମାର୍କଲିଖିତ ସୁସମାଚାର 9:2
ଛଅ ଦିନ ପରେ, ଯୀଶୁ ପିତର, ଯାକୁବ ଓ ଯୋହନଙ୍କୁ ନିଜ ସାଙ୍ଗ ରେ ନଇେ ଗୋଟିଏ ଉଚ୍ଚ ପର୍ବତ ଉପରକୁ ଗଲେ। ସଠାେରେ କବଳେ ସହେିମାନେ ଥିଲେ। ସଠାେରେ ଶିଷ୍ଯମାନେ ଯୀଶୁଙ୍କୁ ଦେଖୁଥିବା ସମୟରେ ଯୀଶୁଙ୍କ ସ୍ବରୂପ ପରିବର୍ତ୍ତନ ହାଇେ ଗଲା।

ଲୂକଲିଖିତ ସୁସମାଚାର 8:51
ଯୀଶୁ ଘରକୁ ଆସିଲେ। ସେ କବଳେ ପିତର, ଯୋହନ ଓ ଯାକୁବ ତଥା ଝିଅଟିର ବାପାମାଆଙ୍କୁ ତାହାଙ୍କ ସହିତ ଭିତରକୁ ୟିବାକୁ ଦେଲେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 13:1
ମୁଁ ତୁମ୍ଭମାନଙ୍କ ପାଖକୁ ତୃତୀୟ ଥର ଆସୁଛି। ମନେ ରଖ : ପ୍ରେତ୍ୟକକ ଅଭିଯୋଗ ପାଇଁ ଚାଲିବା ତିନି ଜଣ ସାକ୍ଷୀ ଦବୋ ଦରମାର ଯେ ସମାନେେ ତାହାର ସତ୍ଯତା ବିଷୟ ରେ ଜାଣିଛନ୍ତି।

ପିତରଙ୍କ ଦିତୀୟ ପତ୍ର 1:18
ଆମ୍ଭେ ସହେି ବାଣୀ ଶୁଣିଛୁ। ଆମ୍ଭମାନେେ ଯୀଶୁଙ୍କ ସହିତ ପବିତ୍ର ପର୍ବତ ରେ ଥିଲା ବେଳେ ଏହି ବାଣୀ ଆକାଶରୁ ଆସିଥିଲା।

Chords Index for Keyboard Guitar