Matthew 14:14
ଡଙ୍ଗାରୁ ବାହାରି ଆସିବା ବଳକେୁ ଯୀଶୁ ଦେଖିଲେ, ସଠାେରେ ବହୁତ ଲୋକ ଜମା ହାଇେଛନ୍ତି। ଲୋକଙ୍କ ଉପରେ ତାହାଙ୍କର ଦୟା ହେଲା। ସେ ଅସୁସ୍ଥ ଲୋକମାନଙ୍କୁ ସୁସ୍ଥ କରିଲେ।
Matthew 14:14 in Other Translations
King James Version (KJV)
And Jesus went forth, and saw a great multitude, and was moved with compassion toward them, and he healed their sick.
American Standard Version (ASV)
And he came forth, and saw a great multitude, and he had compassion on them, and healed their sick.
Bible in Basic English (BBE)
And he came out and saw a great number of people and he had pity on them, and made well those of them who were ill.
Darby English Bible (DBY)
And going out he saw a great crowd, and was moved with compassion about them, and healed their infirm.
World English Bible (WEB)
Jesus went out, and he saw a great multitude. He had compassion on them, and healed their sick.
Young's Literal Translation (YLT)
And Jesus having come forth, saw a great multitude, and was moved with compassion upon them, and did heal their infirm;
| And | καὶ | kai | kay |
| ἐξελθὼν | exelthōn | ayks-ale-THONE | |
| Jesus | ὁ | ho | oh |
| went forth, | Ἰησοῦς | iēsous | ee-ay-SOOS |
| saw and | εἶδεν | eiden | EE-thane |
| a great | πολὺν | polyn | poh-LYOON |
| multitude, | ὄχλον | ochlon | OH-hlone |
| and | καὶ | kai | kay |
| compassion with moved was | ἐσπλαγχνίσθη | esplanchnisthē | ay-splahng-HNEE-sthay |
| toward | ἐπ' | ep | ape |
| them, | αὐτούς, | autous | af-TOOS |
| and | καὶ | kai | kay |
| healed he | ἐθεράπευσεν | etherapeusen | ay-thay-RA-payf-sane |
| their | τοὺς | tous | toos |
| ἀῤῥώστους | arrhōstous | ar-ROH-stoos | |
| sick. | αὐτῶν | autōn | af-TONE |
Cross Reference
ମାଥିଉଲିଖିତ ସୁସମାଚାର 9:36
ଲୋକମାନଙ୍କୁ ଦେଖି ଯୀଶୁଙ୍କ ମନ ରେ କରୁଣା ଜାତ ହେଲା। ମଷେ ପାଳକ ନଥିଲେ ମଷେ ପଲର ଅବସ୍ଥା ଯାହା ହୁଏ, ଲୋକମାନଙ୍କର ଅବସ୍ଥା ସହେିଭଳି ନିରାଶା ଓ ଅସହାୟତା ରେ ପୂର୍ଣ୍ଣଥିଲା।
ଏବ୍ରୀମାନଙ୍କ ନିକଟକୁ ପତ୍ର 4:15
ଅତଏବ ଆମ୍ଭେ ଆମ୍ଭମାନଙ୍କ ବିଶ୍ବାସ ରେ ଦୃଢ଼ ରହିବା ଉଚିତ୍। ମହାୟାଜକ ଯୀଶୁ ଆମ୍ଭର ସମସ୍ତ ଦୁର୍ବଳତା ଜାଣନ୍ତି। ଜଗତ ରେ ଥିବା ବେଳେ ସେ ପ୍ରେତ୍ୟକକ ଭାବରେ ପରୀକ୍ଷିତ ହେଲେ।
ମାଥିଉଲିଖିତ ସୁସମାଚାର 4:23
ଯୀଶୁ ଯୀହୂଦୀ ସମାଜଗୃହ ମାନଙ୍କ ରେ ସ୍ବର୍ଗ ରାଜ୍ଯ ରେ ସୁସମାଗ୍ଭର ପ୍ରଗ୍ଭର କରି ଓ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ପୀଡା ଦୂରକରି ସମଗ୍ର ଗାଲିଲୀ ରାଜ୍ଯ ରେ ଭ୍ରମଣ କଲେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 5:2
ଅନ୍ୟ ଲୋକମାନଙ୍କ ଭଳି ମହାୟାଜକର ମଧ୍ଯ ଦୁର୍ବଳତା ରହିଛି, ତେଣୁ ସେ ଅଜ୍ଞାନ ଓ ଭ୍ରାନ୍ତ ଲୋକମାନଙ୍କ ପ୍ରତି ସହାନୁଭୂତି ଦଖାଇବୋକୁ ସମର୍ଥ।
ଏବ୍ରୀମାନଙ୍କ ନିକଟକୁ ପତ୍ର 2:17
ଅତଏବ ସମସ୍ତ ବିଷୟ ରେ ସେ ଆପଣା ଭାଇ ଓ ଭଉଣୀମାନଙ୍କ ପରି ହବୋକୁ ପଡ଼ିଲା। ଯେପରି ପରମେଶ୍ବରଙ୍କ ସବୋ ରେ ସହେି ଲୋକମାନଙ୍କର ପାପର ପ୍ରାୟଶ୍ଚିତ୍ତ ସାଧନ ପାଇଁ ଦୟାଳୁ ଓ ବିଶ୍ବସ୍ତ ମହାୟାଜକ ହୁଅନ୍ତି।
ଯୋହନଲିଖିତ ସୁସମାଚାର 11:33
ଯୀଶୁ ମରିୟମକୁ କାନ୍ଦିବାର ଦେଖିଲେ। ସେ ଯିହୂଦୀମାନଙ୍କୁ ତାହାଙ୍କ ସହିତ ଆସିବାର ଦେଖିଲେ। ସମାନେେ ମଧ୍ଯ କାନ୍ଦୁଥିଲେ। ଯୀଶୁ ବହୁତ ଦୁଃଖ ଅନୁଭବ କଲେ ଓ ଅନ୍ତର ରେ ଅତ୍ଯଧିକ ବ୍ଯଥା ଅନୁଭବ କଲେ।
ଲୂକଲିଖିତ ସୁସମାଚାର 19:41
ଯୀଶୁ ୟିରୁଶାଲମ ପାଖ ରେ ପହନ୍ଚିଲେ। ଯୀଶୁ ୟିରୁଶାଲମ ନଗରକୁ ଦେଖି ତା'ପାଇଁ କାନ୍ଦି ପକାଇଲେ।
ଲୂକଲିଖିତ ସୁସମାଚାର 7:13
ସହେି ବିଧବାକୁ ଦେଖି ଯୀଶୁଙ୍କ ମନ ରେ କରୁଣା ଜାତ ହେଲା। ସେ ତାକୁ କହିଲେ, କାନ୍ଦ ନାହିଁ।
ମାର୍କଲିଖିତ ସୁସମାଚାର 9:22
ଦୁଷ୍ଟାତ୍ମା ତାକୁ ମାରିବାକୁ ଅନକେ ଥର ପାଣିକୁ ଓ ଅନକେ ଥର ନିଆଁ ଭିତରକୁ ଫିଙ୍ଗି ଦେଉଛି। ଆପଣ ଯଦି ତା ପାଇଁ କିଛି କରି ପାରନ୍ତି, ତବେେ ଆମ୍ଭ ପ୍ରତି ଦୟା ହବେ ଓ ଆମ୍ଭକୁ ସାହାୟ୍ଯ ହବେ।
ମାର୍କଲିଖିତ ସୁସମାଚାର 8:1
ଆଉ ଯୀଶୁଙ୍କ ସହିତ ବହୁତ ଲୋକ ଥିଲେ। ସମାନଙ୍କେର କିଛି ଖାଇବାକୁ ନଥିଲା। ତାଣୁ ଯୀଶୁ ଶିଷ୍ଯମାନଙ୍କୁ ପାଖକୁ ଡକାଇ କହିଲେ,
ମାର୍କଲିଖିତ ସୁସମାଚାର 6:34
ଯୀଶୁ ଯେତବେେଳେ ସଠାେରେ ପହନ୍ଚିଲେ, ସେ ଦେଖିଲେ ଯେ ବହୁତ ଲୋକ ଅପେକ୍ଷା କରିଛନ୍ତି। ଯୀଶୁ ସମାନଙ୍କେ ପାଇଁ ଦୁଃଖ ଅନୁଭବ କଲେ। କାରଣ ସମାନେେ ମଷେପାଳକ ବିହୀନ ଅରକ୍ଷିତ ମେଣ୍ଢାପଲ ଭଳି ଥିଲେ। ଯୀଶୁ ସମାନଙ୍କେୁ ଅନକେ ଉପଦେଶ ଦେଲେ।
ମାଥିଉଲିଖିତ ସୁସମାଚାର 15:32
ଯୀଶୁ ତାହାଙ୍କର ଶିଷ୍ଯମାନଙ୍କୁ ଡାକି କହିଲେ, ମୁଁ ଏ ଲୋକମାନଙ୍କ ପାଇଁ ବଡ଼ ଦୁଃଖିତ। ସମାନେେ ସୋ ସାଙ୍ଗ ରେ ତିନି ଦିନ ହେଲା ରହିଲଣେି। କିନ୍ତୁ ଏବେ ସମାନଙ୍କେର ଖାଇବାକୁ କିଛି ନାହିଁ। ସମାନେେ ଏଠାରୁ ଭୋକିଲା ଚାଲିୟିବାଟା ମୁଁ ଆଦୌ ଚାହୁଁନି। ସେସାନେ ଘରକୁ ଗଲା ବେଳେ ମୂର୍ଚ୍ଛା ହାଇେ ଯାଇ ପାରନ୍ତି।