Index
Full Screen ?
 

ମାଥିଉଲିଖିତ ସୁସମାଚାର 10:12

Matthew 10:12 ଓଡିଆ ବାଇବେଲ ମାଥିଉଲିଖିତ ସୁସମାଚାର ମାଥିଉଲିଖିତ ସୁସମାଚାର 10

ମାଥିଉଲିଖିତ ସୁସମାଚାର 10:12
କୌଣସି ଘ ରେ ପ୍ରବେଶ କଲାଭଳେେ ସହେି ପରିବାର ରେ ଲୋକଙ୍କୁ 'ତୁମ୍ଭ ପ୍ରତି ଶାନ୍ତ ହେଉ' ବୋଲି କହି ଆଶୀର୍ବାଦ କର। ଯଦି ସେ ପିବାରର ଲୋକେ ଯୋଗ୍ଯ, ତବେେ ସେ ପରିବାର ପ୍ରତି ତୁମ୍ଭର ଶାନ୍ତ ରହିବ।

And
εἰσερχόμενοιeiserchomenoiees-are-HOH-may-noo
when
ye
come
δὲdethay
into
εἰςeisees

τὴνtēntane
an
house,
οἰκίανoikianoo-KEE-an
salute
ἀσπάσασθεaspasastheah-SPA-sa-sthay
it.
αὐτήν·autēnaf-TANE

Cross Reference

ପ୍ରଥମ ଶାମୁୟେଲ 25:6
ଦାଉଦ କହିଲେ ତୁମ୍ଭେ ୟାଇ ଏହିପରି କକ୍ସ୍ଟହ, ଯେ, ତୁମ୍ଭେ ଚୀରଜୀବି ହକ୍ସ୍ଟଅ ତୁମ୍ଭର ମଙ୍ଗଳ ହେଉ, ତକ୍ସ୍ଟମ୍ଭ ଗୃହର ମଙ୍ଗଳ ହେଉ। ତୁମ୍ଭର ସର୍ବସ୍ବ ମଙ୍ଗଳ ହେଉ।

ଲୂକଲିଖିତ ସୁସମାଚାର 10:5
ଯେ କୌଣସି ଘ ରେ ପ୍ରବେଶ କରିବା ମାତ୍ ରେ ପ୍ରଥମେ କୁହ, 'ଏ ଘରକୁ ଶାନ୍ତି ମିଳୁ।'

ରେରିତମାନଙ୍କ କାର୍ଯ୍ୟର ବିବରଣ 10:36
ପରମେଶ୍ବର ଇଶ୍ରାୟେଲ ଲୋକମାନଙ୍କ ପାଖକୁ ତାହାଙ୍କ ସମାଚ଼ାର ପଠାଇଥିଲେ। ସେ ମଧ୍ଯ ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା ତାହାଙ୍କର ଶାନ୍ତି ସୁସମାଚ଼ାର ପଠାଇଛନ୍ତି। ସେ ସମସ୍ତଙ୍କର ପ୍ରଭୁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 5:20
ସେ ଆମ୍ଭ ମାଧ୍ଯମ ରେ ପୃଥିବୀର ଲୋକମାନଙ୍କୁ ଡ଼ାକୁଛନ୍ତି। ଯେତବେେଳେ ଆମ୍ଭେ ତୁମ୍ଭମାନଙ୍କୁ ପରମେଶ୍ବରଙ୍କ ସହିତ ପୁନର୍ମିଳିତ ହବୋ ପାଇଁ ଅନୁ ରୋଧ କରୁ,

ଯୋହନଙ୍କ ତୃତୀୟ ପତ୍ର 1:14
ମାରେ ତୁମ୍ଭ ସହିତ ଶୀଘ୍ର ଦଖାେ ହବେ ବୋଲି ଆଶା କରୁଛି। ସେତବେେଳେ ଆମ୍ଭେ ଏକାଠି ହାଇେ କଥା ହବୋ। [15 ] ତୁମ୍ଭ ପ୍ରତି ଶାନ୍ତି ହେଉ। ମାରେ ଏଠା ରେ ଥିବା ବନ୍ଧୁମାନେ ତୁମ୍ଭ ପାଖକୁ ସମାନଙ୍କେର ପ୍ ରମେ ଜଣାଉଛନ୍ତି। ଦୟାକରି ଆମ୍ଭର ପ୍ ରମେ ସଠାେରେ ଥିବା ପ୍ରେତ୍ୟକକ ବନ୍ଧୁଙ୍କୁ ଜଣାଇବ।

Chords Index for Keyboard Guitar