ମାର୍କଲିଖିତ ସୁସମାଚାର 6:36 in Oriya

ଓଡିଆ ଓଡିଆ ବାଇବେଲ ମାର୍କଲିଖିତ ସୁସମାଚାର ମାର୍କଲିଖିତ ସୁସମାଚାର 6 ମାର୍କଲିଖିତ ସୁସମାଚାର 6:36

Mark 6:36
ତେଣୁ ଲୋକମାନଙ୍କୁ ଆଖ-ପାଖ ପଲ୍ଲୀ ଓ ଗାଁଗୁଡିକୁ ପଠାଅ। ତା' ହେଲେ ସଠାେକୁ ଯାଇ ସମାନେେ ତାହାଙ୍କ ଖାଇବା ପାଇଁ କିଛି ଖାଦ୍ୟ କିଣି ଆଣି ପାରିବେ।

Mark 6:35Mark 6Mark 6:37

Mark 6:36 in Other Translations

King James Version (KJV)
Send them away, that they may go into the country round about, and into the villages, and buy themselves bread: for they have nothing to eat.

American Standard Version (ASV)
send them away, that they may go into the country and villages round about, and buy themselves somewhat to eat.

Bible in Basic English (BBE)
Send them away, so that they may go into the country and small towns round about, and get some food for themselves.

Darby English Bible (DBY)
send them away that they may go into the country and villages around, and buy themselves bread, for they have not anything they can eat.

World English Bible (WEB)
Send them away, that they may go into the surrounding country and villages, and buy themselves bread, for they have nothing to eat."

Young's Literal Translation (YLT)
let them away, that, having gone away to the surrounding fields and villages, they may buy to themselves loaves, for what they may eat they have not.'

Send
away,
ἀπόλυσονapolysonah-POH-lyoo-sone
them
αὐτούςautousaf-TOOS
that
ἵναhinaEE-na
they
may
go
ἀπελθόντεςapelthontesah-pale-THONE-tase
into
εἰςeisees
the
τοὺςtoustoos
country
κύκλῳkyklōKYOO-kloh
round
about,
ἀγροὺςagrousah-GROOS
and
καὶkaikay
villages,
the
into
κώμαςkōmasKOH-mahs
and
buy
ἀγοράσωσινagorasōsinah-goh-RA-soh-seen
themselves
ἑαυτοῖςheautoisay-af-TOOS
bread:
ἄρτουςartousAR-toos
for
τίtitee
have
they
γὰρgargahr
nothing
φάγωσινphagōsinFA-goh-seen

οὐκoukook
to
eat.
ἔχουσινechousinA-hoo-seen

Cross Reference

ମାଥିଉଲିଖିତ ସୁସମାଚାର 15:23
ଯୀଶୁ ତାକୁ ପଦେ ହେଲେ କିଛି କହିଲେ ନାହିଁ। ତେଣୁ ଶିଷ୍ଯମାନେ ଯୀଶୁଙ୍କ ନିକଟକୁ ଆସିଲେ ଓ ଅନୁରୋଧ କଲେ, ସେ ଆମ୍ଭ ପେଛ ପେଛ ପାଟି କରି ଆସୁଛି। ତାକୁ ଚାଲି ୟିବାକୁ କହି ଦିଅନ୍ତୁ।

ମାଥିଉଲିଖିତ ସୁସମାଚାର 16:22
ତା'ପରେ ପିତର ଯୀଶୁଙ୍କୁ ଗୋଟିଏ ପାଖକୁ ଏକୁଟିଆ ଡାକି ନେଲେ ଓ ତାହାଙ୍କୁ ସମାଲୋଚନା କରି କହିଲେ, ହେ ପ୍ରଭୁ! ପରମେଶ୍ବର ଆପଣଙ୍କ ଉପରେ ଦୟା କରନ୍ତୁ। ଆପଣଙ୍କ ପାଇଁ ଏସବୁ ଘଟଣା ନଘଟୁ।

ମାର୍କଲିଖିତ ସୁସମାଚାର 3:21
ଯୀଶୁଙ୍କ ପରିବାରର ଲୋକେ ଏସବୁ ଶୁଣିଲେ। ସମାନେେ ଯୀଶୁଙ୍କୁ ଆଣିବାକୁ ଗଲେ। କାରଣ ଲୋକେ କୁହାକୁହି ହେଉଥିଲେ ଯେ, ଯୀଶୁଙ୍କ ମତିଭ୍ରମ ହେଲାଣି।

ମାର୍କଲିଖିତ ସୁସମାଚାର 5:31
ଶିଷ୍ଯମାନେ ଯୀଶୁଙ୍କୁ କହିଲେ, ଏଠା ରେ ତ ଅନକେ ଲୋକ ଆପଣଙ୍କ ଆଡକୁ ଠଲେି ହାଇେ ଯାଉଛନ୍ତି। ପୁଣି ଆପଣ ପଗ୍ଭରୁଛନ୍ତି, ମାେତେ କିଏ ଛୁଇଁଲା?