Bible

Mark 3 - DBY (Oriya)

1 And he entered again into the synagogue; and there was there a man having his hand dried up.ଆଉ ଥରେ ଯୀଶୁ ଯିହୂଦୀମାନଙ୍କ ସମାଜଗୃହକୁ ଯାଇଥିଲେ। ସଠାେରେ ଜଣେ ଖଞ୍ଜ ଲୋକ ଥିଲା।

2 And they watched him if he would heal him on the sabbath, that they might accuse him.ସଠାେରେ କେତକେ ଲୋକ ଜଗି ରହିଥିଲେ ଯେ ଯଦି ଯୀଶୁ ସେ ଲୋକଟିକୁ ବିଶ୍ରାମ ଦିବସ ରେ ସୁସ୍ଥ କରି ଦବେେ, ତବେେ ସମାନେେ ଯୀଶୁଙ୍କ ଦୋଷାରୋପ କରିବାକୁ ସୁଯୋଗ ପାଇବେ।

3 And he says to the man who had his hand dried up, Rise up [and come] into the midst.ଯୀଶୁ ସଠାେରେ ଥିବା ଖଞ୍ଜ ଲୋକଟିକୁ ଆଦେଶ ଦେଲେ, ଏଠା ରେ ଠିଆ ହୁଅ ଯେପରି ତୁମ୍ଭକୁ ସମସ୍ତେ ଦେଖି ପାରିବେ।

4 And he says to them, Is it lawful on the sabbath to do good or to do evil, to save life or to kill? But they were silent.ତା'ପରେ ଯୀଶୁ ଲୋକମାନଙ୍କୁ ପଚାରିଲେ, ବିଶ୍ରାମ ଦିବସ ରେ କେଉଁ କାମ କରିବା ଠିକ୍? ଭଲ କାମ ନା ମନ୍ଦ କାମ? ଜଣଙ୍କର ଜୀବନ ରକ୍ଷା କରବା ଠିକ୍ ନା ଜୀବନ ନଷ୍ଟ କରିବା ଠିକ୍? କିନ୍ତୁ ସମାନେେ ନୀରବ ରହିଲେ।

5 And looking round upon them with anger, distressed at the hardening of their heart, he says to the man, Stretch out thy hand. And he stretched [it] out, and his hand was restored.ତା'ପରେ ଯୀଶୁ ଲୋକମାନଙ୍କ ଆଡକୁ ରାଗ ରେ ଚାହିଁଲେ; କିନ୍ତୁ ସମାନଙ୍କେ ହୃଦୟର କଠିନତା ଲକ୍ଷ୍ଯ କରି ବହୁତ ଦୁଃଖୀ ହେଲେ। ଯୀଶୁ ସହେି ଲୋକଟିକୁ କହିଲେ, ତୁମ୍ଭ ହାତ ମାେତେ ଦଖାେଅ। ଲୋକଟି ଯୀଶୁଙ୍କ ଆଡକୁ ହାତଟି ବଢାଇ ଦଲୋ ଓ

6 And the Pharisees going out straightway with the Herodians took counsel against him, how they might destroy him.ତା' ହାତ ଭଲ ହାଇଗେଲା। ତା'ପରେ ଫାରୂଶୀମାନେ ସଠାରୁେ ଚାଲି ଗଲେ ଓ ହରେୋଦୀୟ ମାନଙ୍କ ସହିତ ମିଶି ଯୀଶୁଙ୍କୁ ମାରିବା ପାଇଁ ଷଡୟନ୍ତ୍ର କଲେ।

7 And Jesus withdrew with his disciples to the sea; and a great multitude from Galilee followed him, and from Judaea,ଯୀଶୁ ନିଜ ଶିଷ୍ଯମାନଙ୍କ ସହିତ ଗାଲିଲୀ ହ୍ରଦ କୂଳକୁ ଚାଲିଗଲେ। ତାହାଙ୍କ ପଛ ରେ ଗାଲିଲୀର ଅନକେ ଲୋକ ମଧ୍ଯ ଗଲେ।

8 and from Jerusalem, and from Idumaea and beyond the Jordan; and they of around Tyre and Sidon, a great multitude, having heard what things he did, came to him.ୟିହୂଦା, ୟିରୂଶାଲମ, ଏଦୋମ, ୟର୍ଦ୍ଦନ ନଦୀର ଅପର ପାଶର୍‌ବ ସୋର ଓ ସୀଦୋନର ଚାରିଆଡୁ ଅନକେ ଲୋକ ମଧ୍ଯ ଆସି ପହନ୍ଚିଲେ। ଏ ଲୋକମାନେ ଆସିବାର କାରଣ ହେଲା, ଯୀଶୁ ଯାହା ସବୁ କରୁଥିଲେ, ସେ ସମସ୍ତ ଘଟଣା ସମାନେେ ଶୁଣି ସାରିଥିଲେ।

9 And he spoke to his disciples, in order that a little ship should wait upon him on account of the crowd, that they might not press upon him.ଯୀଶୁ ଅନକେ ଲୋକଙ୍କୁ ଦେଖିଲେ, ଭିଡ ହାଇେ ୟିବାରୁ ଲୋକମାନେ ଯେପରି ତାହାଙ୍କ ଆଡକୁ ମାଡି ନ ଆସନ୍ତି ସେଥିପାଇଁ ସେ ନିଜ ଶିଷ୍ଯମାନଙ୍କୁ ଗୋଟିଏ େଛାଟ ଡଙ୍ଗା ତାହାଙ୍କ ପାଇଁ ପ୍ରସ୍ତୁତ କରିବାକୁ କହିଲେ।

10 For he healed many, so that they beset him that they might touch him, as many as had plagues.ଯୀଶୁ ଅନକେ ଲୋକଙ୍କୁ ସୁସ୍ଥ କଲେ। ତେଣୁ ସବୁ ରୋଗୀମାନେ ତାହାଙ୍କୁ ଛୁଇଁବା ପାଇଁ ତାହାଙ୍କ ଆଡକୁ ମାଡି ଆସୁଥିଲେ।

11 And the unclean spirits, when they beheld him, fell down before him, and cried saying, *Thou* art the Son of God.କେତକେ ଲୋକଙ୍କ ଦହେ ରେ ଦୁଷ୍ଟାତ୍ମାମାନେ ପ୍ରବେଶ କରିଥିଲେ। ଯେତବେେଳେ ସହେି ଦୁଷ୍ଟାତ୍ମାମାନେ ଯୀଶୁଙ୍କୁ ଦେଖୁଥିଲେ, ସମାନେେ ତାହାଙ୍କ ଆଗ ରେ ପଡି ଯାଇ ଚିତ୍କାର କରି କହୁଥିଲେ, ତୁମ୍ଭେ ପରମେଶ୍ବରଙ୍କ ପୁତ୍ର।

12 And he rebuked them much, that they might not make him manifest.କିନ୍ତୁ ଯୀଶୁ ସମାନଙ୍କେୁ ଦୃଢ ଭାବରେ ଆଜ୍ଞା ଦେଲେ ଯେ ସେ କିଏ, ଏହା ସମାନେେ ଲୋକମାନଙ୍କୁ ଯେପରି ନ କୁହନ୍ତି।

13 And he goes up into the mountain, and calls whom he himself would, and they went to him.ତା'ପରେ ଯୀଶୁ ଗୋଟିଏ ପାହାଡ ଉପରକୁ ଗଲେ। ସେ ଯେଉଁ ଲୋକମାନଙ୍କୁ ଛାହିଁଲେ, ସମାନଙ୍କେୁ ତାହାଙ୍କ ପାଖକୁ ଆସିବାକୁ କହିଲେ। ସମାନେେ ଯୀଶୁଙ୍କ ପାଖକୁ ଗଲେ।

14 And he appointed twelve that they might be with him, and that he might send them to preach,ଯୀଶୁ ସମାନଙ୍କେ ମଧ୍ଯରୁ ବାରଜଣଙ୍କୁ ବାଛି ପ୍ ରରେିତ ବୋଲି ନାମିତ କଲେ। ଯୀଶୁ ଚାହୁଁଥିଲେ ଯେ ସମାନେେ ତାହାଙ୍କ ସହିତ ରହିବେ। ସେ ସମାନଙ୍କେୁ ପ୍ରଚାର ଉଦ୍ଦେଶ୍ଯ ରେ ଅନ୍ୟ ସ୍ଥାନ ଗୁଡିକୁ ପଠାଇବେ ଓ

15 and to have power [to heal diseases, and] to cast out demons.ଲୋକମାନଙ୍କ ଦହରେୁ ଭୁତମାନଙ୍କୁ ତଡି ଦବୋ ପାଇଁ ସମାନଙ୍କେର ଅଧିକାର ରହିବ।

16 And he gave to Simon the surname of Peter;ଯୀଶୁ ମନୋନୀତ କରିଥିବା ବାରଜଣଙ୍କ ନାମ ଏହିଭଳି; ଶିମାନେ (ଯାହାଙ୍କୁ ସେ ପିତର ବୋଲି ନାମ ଦେଲେ)।

17 and James the [son] of Zebedee, and John the brother of James, and he gave them the surname of Boanerges, that is, Sons of thunder;ଜବଦେିଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ ( ଯେଉଁମାନଙ୍କୁ ସେ ବିନରେି ଗୋ୍ ଅର୍ଥାତ ମେଘ ଗର୍ଜ୍ଜନର ପୁତ୍ର ନାମ ଦେଲେ)।

18 and Andrew, and Philip, and Bartholomew, and Matthew, and Thomas, and James the [son] of Alphaeus, and Thaddaeus, and Simon the Cananaean,ଆନ୍ଦ୍ରିୟ, ଫିଲିପ୍ପ, ବର୍ଥଲମି, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦୀୟ, କିଣାନୀୟ ବା ଉଦ୍ ଯୋଗୀ ଶିମାନେ ଜି ଲୋଟ

19 and Judas Iscariote, who also delivered him up. And they come to [the] house.ତଥା ଈଷ୍କରିଯୋଥ ଯୀହୂଦା। ଏହି ଯିହୁଦା ପରେ ପ୍ରବଞ୍ଚନ କରି ଯୀଶୁଙ୍କୁ ଶତୃ ହସ୍ତ ରେ ଅର୍ପଣ କରିଥିଲା।

20 And again a crowd comes together, so that they cannot even eat bread.ତା'ପରେ ଯୀଶୁ ଘରକୁ ଫରେିଗଲେ। ସଠାେରେ ମଧ୍ଯ ଅନକେ ଲୋକ ଜମା ହାଇଗେଲେ। ସଠାେରେ ଏତେ ଲୋକ ଥିଲେ ଯେ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ଖାଇ ମଧ୍ଯ ପାରିଲନୋହିଁ।

21 And his relatives having heard [of it] went out to lay hold on him, for they said, He is out of his mind.ଯୀଶୁଙ୍କ ପରିବାରର ଲୋକେ ଏସବୁ ଶୁଣିଲେ। ସମାନେେ ଯୀଶୁଙ୍କୁ ଆଣିବାକୁ ଗଲେ। କାରଣ ଲୋକେ କୁହାକୁହି ହେଉଥିଲେ ଯେ, ଯୀଶୁଙ୍କ ମତିଭ୍ରମ ହେଲାଣି।

22 And the scribes who had come down from Jerusalem said, He has Beelzebub, and, By the prince of the demons he casts out demons.ୟିରୁଶାଲମରୁ ଆସିଥିବା ଧର୍ମଶାସ୍ତ୍ରୀମାନେ କହିଲେ, ଯୀଶୁଙ୍କ ଦହେ ରେ ବାଆଲ୍ଜିବୂଲ୍ ପଶି ଯାଇଛି। ସେଥି ଯୋଗୁ ଯୀଶୁ ଭୂତମାନଙ୍କ ମୁଖିଆଙ୍କର ଶକ୍ତି ସାହାୟ୍ଯ ରେ ଭୂତମାନଙ୍କୁ ତଡି ଦେଉଛନ୍ତି।

23 And having called them to [him], he said to them in parables, How can Satan cast out Satan?ତେଣୁ ଯୀଶୁ ସମାନଙ୍କେୁ ପାଖକୁ ଡାକିଲେ ଏବଂ ଦୃଷ୍ଟାନ୍ତ ମାଧ୍ଯମ ରେ ସମାନଙ୍କେୁ ବୁଝାଇଲେ, ଶୟତାନ କିପରି ଶୟତାନକୁ ତଡି ଦଇେ ପାରିବ?

24 And if a kingdom has become divided against itself, that kingdom cannot subsist.ଯଦି କୌଣସି ରାଜ୍ଯ ନିଜ ଭିତ ରେ ୟୁଦ୍ଧ କରେ ତବେେ ତାହା ଆଉ ତିଷ୍ଟି ରହି ପାରିବନାହିଁ।

25 And if a house has become divided against itself, that house cannot subsist.ଯଦି କୌଣସି ପରିବାର ନିଜ ଭିତ ରେ ଭାଗ-ଭାଗ ହାଇେ ଯାଏ, ତବେେ ସେ ପରିବାର ତିଷ୍ଟି ରହି ପାରିବନାହିଁ।

26 And if Satan rise up against himself, and is divided, he cannot subsist, but has an end.ସହେି ଭଳି ଯଦି ଜଣେ ଶୟତାନ ବିଭାଜିତ ହାଇେ ନିଜ ବିରୁଦ୍ଧ ରେ ଲଢଇେ କରେ, ତବେେ ସେ ମଧ୍ଯ ତିଷ୍ଠି ରହି ପାରିବନାହିଁ। ବରଂ ତାହାର ଅନ୍ତ ହାଇଯେିବ।

27 But no one can, having entered into his house, plunder the goods of the strong [man] unless he first bind the strong [man], and then he will plunder his house.ଯଦି ଜଣେ ଲୋକ ଗୋଟିଏ ଶକ୍ତିଶାଳୀ ଲୋକର ଘ ରେ ପଶି ତାର ସମ୍ପତ୍ତି ଲୁଟି ନବୋକୁ ଚାହିଁବ, ତବେେ ପ୍ରଥମେ ସେ ଶକ୍ତିଶାଳୀ ଲୋକଟିକୁ ବାନ୍ଧିବା ଦରକାର। ତା'ପରେ ସେ ଶକ୍ତିଶାଳୀ ଲୋକଟିର ଘର ଲୁଟି କରି ସବୁ ଜିନିଷ ନଇେ ଯାଇ ପାରିବ।

28 Verily I say unto you, that all sins shall be forgiven to the sons of men, and all the injurious speeches [with] which they may speak injuriously;ମୁଁ ତୁମ୍ଭକୁ ସତ୍ଯ କହୁଛି। ଲୋକେ ଯେଉଁ ସବୁ ପାପ କରୁଛନ୍ତି, ସଗେୁଡିକୁ କ୍ଷମା କରି ଦିଆ ଯାଇ ପାରିବ। ଲୋକେ ପରମେଶ୍ବରଙ୍କ ବିରୁଦ୍ଧ ରେ ଯେତେ ସବୁ ଖରାପ କଥା କହୁଛନ୍ତି, ସେସବୁଗୁଡିକୁ ମଧ୍ଯ କ୍ଷମା କରି ଦିଆଯାଇ ପାରିବ।

29 but whosoever shall speak injuriously against the Holy Spirit, to eternity has no forgiveness; but lies under the guilt of an everlasting sin;କିନ୍ତୁ ପବିତ୍ର ଆତ୍ମାଙ୍କ ବିରୁଦ୍ଧ ରେ ଯେଉଁ ଲୋକ କିଛି କହିବ, ତାହାକୁ କବେେ ହେଲେ କ୍ଷମା ମିଳିବ ନାହିଁ। ସେ ସବୁବେଳେ ସହେି ପାପର ଦୋଷୀ ହବେ।

30 -- because they said, He has an unclean spirit.ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କଠା ରେ ଦୁଷ୍ଟାତ୍ମା ଅଛି ବୋଲି କହିଥିବାରୁ, ଯୀଶୁ ଏସବୁ କହିଲେ।

31 And his brethren and his mother come, and standing without sent to him calling him.ତା'ପରେ ଯୀଶୁଙ୍କ ମାଆ ଓ ଭାଇମାନେ ସଠାେକୁ ଆସିଲେ। ସମାନେେ ବାହା ରେ ଠିଆ ହେଲେ ଓ ଗୋଟିଏ ଲୋକକୁ ଯୀଶୁଙ୍କୁ ବାହାରକୁ ଆସିବା ପାଇଁ ଡକାଇ ପଠଇେଲେ।

32 And a crowd sat around him. And they said to him, Behold, thy mother and thy brethren seek thee without.ସେତବେେଳେ ଯୀଶୁଙ୍କ ଚାରିପଟେ ଲୋକମାନେ ଘରେି ବସିଥିଲେ। ସମାନେେ ତାହାଙ୍କୁ କହିଲେ, ତୁମ୍ଭ ମାଆ ଓ ଭାଇମାନେ ତୁମ୍ଭକୁ ବାହା ରେ ଅପେକ୍ଷା କରିଛନ୍ତି।

33 And he answered them, saying, Who is my mother or my brethren?ଯୀଶୁ ପଚାରିଲେ, କିଏ ମାରେ ମାଆ? କେଉଁମାନେ ମାରେ ଭାଇ?

34 And looking around in a circuit at those that were sitting around him, he says, Behold my mother and my brethren:ତା'ପରେ ଯୀଶୁ ତାହାଙ୍କ ଚାରି ପାଖ ରେ ବସିଥିବା ଲୋକମାନଙ୍କ ଆଡେ ଚାହିଁଲେ। ସେ କହିଲେ, ଏ ଲୋକମାନେ ମାରେ ମାଆ ଓ ଭାଇ।

35 for whosoever shall do the will of God, *he* is my brother, and sister, and mother.ଯେଉଁମାନେ ପରମେଶ୍ବରଙ୍କ ଇଛାକୁ କାର୍ୟ୍ଯକାରୀ କରନ୍ତି, ସମାନେେ ହିଁ ମାରେ ଭାଇ, ଭଉଣୀ ଓ ମାଆ।

Oriya Bible