Mark 15:32 ଯଦି ପ୍ରକୃତ ରେ ସେ ଖ୍ରୀଷ୍ଟ, ଇସ୍ରାଯଲରେ ରାଜା, ତବେେ ବର୍ତ୍ତମାନ ସେ କୃଶ ଉପରୁ ତଳକୁ ଓହ୍ଲଇେ ଆସୁ। ନିଜକୁ ରକ୍ଷା କରୁ। ତା ହେଲେ ଆମ୍ଭମାନେେ ତାହା ଦେଖିବା ଓ ତାକୁ ବିଶ୍ବାସ କରିବା। ଯେଉଁମାନଙ୍କୁ ଯୀଶୁଙ୍କ ସହିତ ପାଖ ରେ କୃଶ-ବିଦ୍ଧ କରାଯାଉଥିଲା, ସମାନେ ମଧ୍ଯ ଯୀଶୁଙ୍କ ଅପମାନିତ କଲେ।
Mark 15:32 in Other Translations
King James Version (KJV) Let Christ the King of Israel descend now from the cross, that we may see and believe. And they that were crucified with him reviled him.
American Standard Version (ASV) Let the Christ, the King of Israel, now come down from the cross, that we may see and believe. And they that were crucified with him reproached him.
Bible in Basic English (BBE) Let the Christ, the King of Israel, come down now from the cross, so that we may see and have belief. And those who were put on crosses with him said evil things against him.
Darby English Bible (DBY) Let the Christ the King of Israel descend now from the cross, that we may see and may believe. And they that were crucified with him reproached him.
World English Bible (WEB) Let the Christ, the King of Israel, now come down from the cross, that we may see and believe him.{TR omits "him"}" Those who were crucified with him insulted him.
Young's Literal Translation (YLT) The Christ! the king of Israel -- let him come down now from the cross, that we may see and believe;' and those crucified with him were reproaching him.
ὁ
ho
oh
Let Christ
Χριστὸς
christos
hree-STOSE
the
ὁ
ho
oh
King
βασιλεὺς
basileus
va-see-LAYFS
τοῦ
ho
oh
of Israel
Ἰσραὴλ
israēl
ees-ra-ALE
descend
καταβάτω
katabainō
ka-ta-VAY-noh
now
νῦν
nyn
nyoon
from
ἀπὸ
apo
ah-POH
the
τοῦ
ho
oh
cross,
σταυροῦ
stauros
sta-ROSE
that
ἵνα
hina
EE-na
we may see
ἴδωμεν
eidō
EE-thoh
and
καὶ
kai
kay
believe.
πιστεύσωμεν
pisteuō
pee-STAVE-oh
And
καὶ
kai
kay
they that
οἱ
ho
oh
were crucified
συνεσταυρωμένοι
systauroō
syoo-sta-ROH-oh
with him
αὐτῷ
autos
af-TOSE
reviled
ὠνείδιζον
oneidizō
oh-nee-THEE-zoh
him.
αὐτόν
autos
af-TOSE
Read Full Chapter :
Mark 15
Cross Reference
ମାଥିଉଲିଖିତ ସୁସମାଚାର 27:44
ଯେଉଁ ଡ଼କାୟତମାନଙ୍କୁ ଯୀଶୁଙ୍କ ପାଖ ରେ କୃଶ ରେ ଚ଼ଢ଼ଇେ ଦିଆଯାଉଥିଲା, ସମାନେେ ମଧ୍ଯ ଯୀଶୁଙ୍କୁ ସହେିଭଳି ଥଟ୍ଟା କରିବା ରେ ଲାଗିଲେ।
ଲୂକଲିଖିତ ସୁସମାଚାର 23:39
ଝୁଲୁଥିବା ଅପରାଧୀ ଦୁହିଁଙ୍କ ଭିତରୁ ଜଣେ ଯୀଶୁଙ୍କୁ ନିନ୍ଦାକରି କହିବାକୁ ଲାଗିଲା, ତୁମ୍ଭେ କ'ଣ ଖ୍ରୀଷ୍ଟ ନୁହଁ? ତବେେ ତୁମ୍ଭେ ନିଜକୁ ରକ୍ଷା କର ଓ ଆମ୍ଭକୁ ମଧ୍ଯ ରକ୍ଷା କର।
ଯିଖରିୟ 9:9
ହେ ସିୟୋନର କନ୍ଯା ଆନନ୍ଦ କର! ହେ ୟିରୁଶାଲମର କନ୍ଯା, ଚିତ୍କାର କର! ଦେଖ, ତୁମ୍ଭର ରାଜା ତୁମ୍ଭମାନଙ୍କ ନିକଟକୁ ଆସୁଛନ୍ତି। ସେ ଧାର୍ମିକ ରାଜା ଓ ସେ ଜଯଲାଭ କରିଛନ୍ତି। ସେ ଅତ୍ଯନ୍ତ ନମ୍ର। ସେ ଏକ ୟୁବ ଗଧ ଉପ ରେ ବସି ଆସୁଛନ୍ତି।
ମାଥିଉଲିଖିତ ସୁସମାଚାର 1:17
ଏହିଭଳି ଭାବରେ ଅବ୍ରହାମଙ୍କ ଠାରୁ ଦାଉଦଙ୍କ ପର୍ୟ୍ଯନ୍ତ ହେଲେ ମାଟେ ଚଉଦ ପୁରୁଷ। ଦାଉଦଙ୍କଠାରୁ କ୍ରୀତଦାସ ରୂପେ ବାବିଲୋନ ରେ ପହଞ୍ଚିବା ପର୍ୟ୍ଯନ୍ତ ଚଉଦ ପୁରୁଷ ଓ କ୍ରୀତଦାସ ରୂପେ ବାବିଲୋନ ରେ ପହଞ୍ଚିବା ପରଠାରୁ ଖ୍ରୀଷ୍ଟଙ୍କ ଜନ୍ମ ପର୍ୟ୍ଯନ୍ତ ହେଲେ ଚଉଦ ପୁରୁଷ।
ମାର୍କଲିଖିତ ସୁସମାଚାର 14:61
କିନ୍ତୁ ଯୀଶୁ ଚୁପ୍ ରହିଲେ। ସେ କିଛି ଉତ୍ତର ଦେଲନୋହିଁ।
ମାର୍କଲିଖିତ ସୁସମାଚାର 15:26
ଯୀଶୁଙ୍କ ବିରୁଦ୍ଧ ରେ ଗୋଟିଏ ଅଭିଯୋଗପତ୍ର ଫଳକ ଉପରେ ଲଖାେ ଯାଇଥିଲା ଏ ଯିହୂଦୀମାନଙ୍କର ରାଜା।
ଯୋହନଲିଖିତ ସୁସମାଚାର 1:49
ତା'ପରେ ନିଥନିଯଲେ ଯୀଶୁଙ୍କୁ କହିଲେ, ହେ ଗୁରୁ, ଆପଣ ପରମେଶ୍ବରଙ୍କ ପୁତ୍ର। ଆପଣ ଇଶ୍ରାୟେଲର ରାଜା।
ଯିଶାଇୟ 44:6
ସଦାପ୍ରଭୁ ଇଶ୍ରାଲୟଲର ରାଜା।ସସହି ସର୍ବଶକ୍ତିମାନ ସଦାପ୍ରଭୁ ଇଶ୍ରାଲୟଲର ତ୍ରାଣକର୍ତ୍ତା କୁହନ୍ତି, ଆମ୍ଲଭ ଆଦି ଓ ଅନ୍ତ, ଆମ୍ଭ ବ୍ଯତୀତ ଅନ୍ୟ ପରଲମଶ୍ବର ନାହାଁନ୍ତି।
ଯୋହନଲିଖିତ ସୁସମାଚାର 19:12
ଏହାପରେ ପୀଲାତ ଯୀଶୁଙ୍କୁ ମୁକ୍ତି ଦବୋକୁ ଚେଷ୍ଟା କଲେ। କିନ୍ତୁ ଯିହୂଦୀମାନେ ଚିତ୍କାର କରି କହିଲେ, ଆପଣ ଯଦି ଏ ବ୍ଯକ୍ତିକୁ ମୁକ୍ତ କରି ଦିଅନ୍ତି, ତବେେ ଆପଣ କାଇସରଙ୍କର ବନ୍ଧୁ ନୁହଁନ୍ତି। ୟିଏ ନିଜକୁ ରାଜା ବୋଲି ଦାବୀ କରୁଛି, ସେ କାଇସରଙ୍କ ବିରୋଧୀ।
ଯୋହନଲିଖିତ ସୁସମାଚାର 20:25
ଅନ୍ୟ ଶିଷ୍ଯମାନେ ଥୋମାଙ୍କୁ କହିଲେ, ଆମ୍ଭେ ପ୍ରଭୁଙ୍କୁ ଦେଖିଲୁ। ଥୋମା କହିଲେ, ମୁଁ ତାହାଙ୍କ ହାତ ରେ କଣ୍ଟାଦାଗ ନ ଦେଖିଲା ପର୍ୟ୍ଯନ୍ତ ବିଶ୍ବାସ କରିବି ନାହିଁ। ମୁଁ ମାରେ ଆଙ୍ଗୁଠି ସହେି କଣ୍ଟାର ଦାଗ ରେ ନରଖିବା ଓ ତାହାଙ୍କ କକ୍ଷଦେଶ ରେ ମାରେ ହାତ ନଦବୋ ପର୍ୟ୍ଯନ୍ତ, ମୁଁ ବିଶ୍ବାସ କରିବି ନାହିଁ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:3
ଏହା ସତ୍ଯ ଯେ, କେତକେ ଯିହୂଦୀ ପରମେଶ୍ବରଙ୍କର ବିଶ୍ବସ୍ତ ନଥିଲେ। କିନ୍ତୁ ସମାନଙ୍କେ ଅବିଶ୍ବସ୍ତତା କ'ଣ ପରମେଶ୍ବରଙ୍କୁ ନିଜ ପ୍ରତିଜ୍ଞା ରଖିବା ରେ ବାଧା ଦବେ?
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:18
ସମାନେେ ସତ୍ ଶିକ୍ଷା ତ୍ଯାଗ କରିଛନ୍ତି। ସମାନେେ କୁହନ୍ତି ଯେ ମୃତ୍ଯୁରୁ ସମସ୍ତଙ୍କ ଉଠି ଆସିବା ଘଟଣା ଘଟିସାରିଛି। ସହେି ଦୁଇଜଣ ଲୋକ କିଛି ଲୋକଙ୍କର ବିଶ୍ବାସ ନଷ୍ଟ କରୁଛନ୍ତି। କିନ୍ତୁ ପରମେଶ୍ବରଙ୍କ ଦୃଢ଼ ମୂଳଦୁଆ ସହେିଭଳି ରହିଛି।
ଯୋହନଲିଖିତ ସୁସମାଚାର 12:13
ସମାନେେ ଖଜୁରୀ ବାହୂଙ୍ଗା ଧରି ୟିଶୁଙ୍କୁ ଦଖାେ କରିବା ପାଇଁ ଗଲେ। ସେ ଲୋକମାନେ ଖୁବ୍ ଜାରେ ରେ କହିଲେ,
ସିଫନିୟ 3:15
କାହିଁକି? କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ଦଣ୍ତ ଦେଲେ ନାହିଁ। ସେ ତୁମ୍ଭର ଶତୃମାନଙ୍କୁ ବିନାଶ କଲେ। ଇଶ୍ରାୟେଲର ରାଜା, ସ୍ବଯଂ ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଅଛନ୍ତି। ତୁମ୍ଭେ ମନ୍ଦ ବିଷଯ ପାଇଁ ଆଉ ଭୟଭୀତ ହବେ ନାହିଁ।