ଓଡ଼ିଆ ଓଡ଼ିଆ ବାଇବେଲ ମାର୍କଲିଖିତ ସୁସମାଚାର ମାର୍କଲିଖିତ ସୁସମାଚାର 14 ମାର୍କଲିଖିତ ସୁସମାଚାର 14:68 ମାର୍କଲିଖିତ ସୁସମାଚାର 14:68 ଚିତ୍ର English

ମାର୍କଲିଖିତ ସୁସମାଚାର 14:68 ଚିତ୍ର

ପିତର କିନ୍ତୁ କହିଲେ ଯେ, ସେ କବେେ ହେଲେ ଯୀଶୁଙ୍କ ସାଙ୍ଗ ରେ ନଥିଲେ। ସେ କହିଲେ, ତୁମ୍ଭେ କାହା ବିଷୟ ରେ କହୁଛ, ସେ ସବୁ ମୁଁ ଜାଣି ପାରୁନି କି ବୁଝି ପାରୁନାହିଁ। ତା'ପରେ ପିତର ସେ ସ୍ଥାନ ଛାଡି ଅଗଣାର ପ୍ରଦେଶ-ଦ୍ବାର ପାଖକୁ ଚାଲିଗଲେ।
Click consecutive words to select a phrase. Click again to deselect.
ମାର୍କଲିଖିତ ସୁସମାଚାର 14:68

ପିତର କିନ୍ତୁ କହିଲେ ଯେ, ସେ କବେେ ହେଲେ ଯୀଶୁଙ୍କ ସାଙ୍ଗ ରେ ନଥିଲେ। ସେ କହିଲେ, ତୁମ୍ଭେ କାହା ବିଷୟ ରେ କହୁଛ, ସେ ସବୁ ମୁଁ ଜାଣି ପାରୁନି କି ବୁଝି ପାରୁନାହିଁ। ତା'ପରେ ପିତର ସେ ସ୍ଥାନ ଛାଡି ଅଗଣାର ପ୍ରଦେଶ-ଦ୍ବାର ପାଖକୁ ଚାଲିଗଲେ।

ମାର୍କଲିଖିତ ସୁସମାଚାର 14:68 Picture in Oriya