Mark 13:34 ଏହା ଏହିଭଳି ଘଟଣା, ଯେପରି ଜଣେ ବ୍ଯକ୍ତି କୌଣସି ସ୍ଥାନକୁ ଯାତ୍ରା କଲା ବେଳେ ଚାକରମାନଙ୍କ ଉପରେ ନିଜ ଘରର ଦାଯିତ୍ବ ଛାଡି ଦଇଯୋଏ ଓ ପ୍ରେତ୍ୟକକ ଚାକରକୁ ତାର ନିର୍ଦ୍ଦିଷ୍ଟ କାମ ଦଇେଥାଏ ଏବଂ ଦ୍ବାରପାଳକକୁ ସଦା ବେଳେ ପ୍ରସ୍ତୁତ ହାଇେ ରହିବାକୁ ଅଦେଶ ଦଇେଥାଏ।
Mark 13:34 in Other Translations
King James Version (KJV) For the Son of Man is as a man taking a far journey, who left his house, and gave authority to his servants, and to every man his work, and commanded the porter to watch.
American Standard Version (ASV) `It is' as `when' a man, sojourning in another country, having left his house, and given authority to his servants, to each one his work, commanded also the porter to watch.
Bible in Basic English (BBE) It is as when a man who is in another country for a time, having gone away from his house, and given authority to his servants and to everyone his work, gives the porter an order to keep watch.
Darby English Bible (DBY) [it is] as a man gone out of the country, having left his house and given to his bondmen the authority, and to each one his work, and commanded the doorkeeper that he should watch.
World English Bible (WEB) "It is like a man, traveling to another country, having left his house, and given authority to his servants, and to each one his work, and also commanded the doorkeeper to keep watch.
Young's Literal Translation (YLT) as a man who is gone abroad, having left his house, and given to his servants the authority, and to each one his work, did command also the porter that he may watch;
as
ὡς
hōs
ose
a man
ἄνθρωπος
anthrōpos
AN-throh-pose
taking a far journey,
ἀπόδημος
apodēmos
ah-POH-thay-mose
who left
ἀφεὶς
aphiēmi
ah-FEE-ay-mee
τὴν
ho
oh
house,
οἰκίαν
oikia
oo-KEE-ah
his
αὐτοῦ
autos
af-TOSE
and
καὶ
kai
kay
gave
δοὺς
didōmi
THEE-thoh-mee
τοῖς
ho
oh
servants,
δούλοις
doulos
THOO-lose
to his
αὐτοῦ
autos
af-TOSE
τὴν
ho
oh
authority
ἐξουσίαν
exousia
ayks-oo-SEE-ah
and
καὶ
kai
kay
to every man
ἑκάστῳ
hekastos
AKE-ah-stose
τὸ
ho
oh
work,
ἔργον
ergon
ARE-gone
his
αὐτοῦ
autos
af-TOSE
and
καὶ
kai
kay
the
τῷ
ho
oh
porter
θυρωρῷ
thyrōros
thyoo-roh-ROSE
commanded
ἐνετείλατο
entellomai
ane-TALE-loh-may
to
ἵνα
hina
EE-na
watch.
γρηγορῇ
grēgoreuō
gray-goh-RAVE-oh
Read Full Chapter :
Mark 13
Cross Reference
ଯୋହନଲିଖିତ ସୁସମାଚାର 10:3
ଫାଟକ ଜଗୁଆଳୀ ମଷେପାଳକ ପାଇଁ ଫାଟକ ଖୋଲେ। ମଷେମାନେ ମଷେପାଳକର କଥା ଶୁଣନ୍ତି। ମଷେପାଳକ ତା'ର ମେଣ୍ଢାକୁ ନାମଧରି ଡାକେ ଓ ବାହା ରେ ଚରାଏ।
ମାଥିଉଲିଖିତ ସୁସମାଚାର 25:14
ସ୍ବର୍ଗରାଜ୍ଯ ଘର ଛାଡ଼ି ବିଦେଶକୁ ବୁଲିବାକୁ ଯାଉଥିବା ଲୋକଟିଏ ଭଳି। ସହେି ଲୋକ ୟିବା ପୂର୍ବରୁ ତା'ର ଚ଼ାକରମାନଙ୍କୁ ଡ଼ାକି ତାର ଅନୁପସ୍ଥିତି ରେ ସମସ୍ତ ସମ୍ପତ୍ତିର ଯତ୍ନ ନବୋକୁ କହିଲେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 15:58
ଏହା ଜାଣି ପ୍ରଭୁଙ୍କ କାର୍ୟ୍ଯ ରେ ସର୍ବଦା ନିଜକୁ ନିଯୋଜିତ କର।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:24
ମନରେଖ ! ତୁମ୍ଭମାନେେ ତୁମ୍ଭମାନଙ୍କର ପୁରସ୍କାର ପ୍ରଭୁଙ୍କଠାରୁ ପାଇବ। ସେ ତାଙ୍କ ଲୋକଙ୍କୁ ଯାହା ପ୍ରତିଶୃତି ଦଇେଛନ୍ତି, ତାହା ତୁମ୍ଭମାନଙ୍କୁ ଦବେେ। ତୁମ୍ଭମାନେେ ପ୍ରଭୁ ଖ୍ରୀଷ୍ଟଙ୍କ ସବୋ କରୁଛ।
ଯିହିଜିକଲ 3:17
ହେ ମନୁଷ୍ଯ ପୁତ୍ର, ଆମ୍ଭେ ଇଶ୍ରାୟେଲ ବଂଶ ପ୍ରତି ତୁମ୍ଭକୁ ପ୍ରହରୀ କରି ନିୟୁକ୍ତ କରିଅଛୁ। ଏଣୁ ଆମ୍ଭ ମୁଖର କଥା ଶୁଣ ଓ ଆମ୍ଭ ନାମ ରେ ସମାନଙ୍କେୁ ଚତନୋ ଦିଅ।
ଯିହିଜିକଲ 33:2
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ନିଜ ଲୋକମାନଙ୍କୁ କୁହ, 'ଆମ୍ଭେ ଯେତବେେଳେ କୌଣସି ଦେଶ ବିରୁଦ୍ଧ ରେ ଖଡ୍ଗ ଆଣୁ, ସେ ଦେଶର ଲୋକମାନେ ନିଜ ଲୋକମାନଙ୍କ ମଧ୍ଯରୁ ଜଣଙ୍କୁ ସେତବେେଳେ ଏକ ପ୍ରହରୀ କରି ନିୟୁକ୍ତ କରନ୍ତି।
ମାଥିଉଲିଖିତ ସୁସମାଚାର 24:45
କିଏ ବିଶ୍ବାସ ଯୋଗ୍ଯ ଓ ବିଜ୍ଞ ଚ଼ାକର? ୟିଏ ଅନ୍ୟ ଚ଼ାକରମାନଙ୍କୁ ଠିକ୍ ସମୟରେ ସମାନଙ୍କେର ଖାଦ୍ୟ ଦବେ, ମାଲିକ ସହେିଭଳି ଚ଼ାକରକୁ ବିଶ୍ବାସ କରିଥାନ୍ତି। କିଏ ସେ ଚ଼ାକର, ସହେି କାମ କରିବା ପାଇଁ, ସେ କେଉଁ ଚ଼ାକରକୁ ବିଶ୍ବାସ କରିବେ?
ଲୂକଲିଖିତ ସୁସମାଚାର 12:36
ବିବାହ ଭୋଜିରୁ ଫରେି ମାଲିକ ଯେପରି ତୁମ୍ଭମାନଙ୍କୁ ପ୍ରସ୍ତୁତ ଦେଖନ୍ତି, ଏପରି ଚାକରମାନଙ୍କ ଭଳି ହୁଅ। କାରଣ ମାଲିକ ଫରେି ଆସି କବାଟ ବାଡଇବୋ ମାତ୍ ରେ ଚାକରମାନେ ସଙ୍ଗେସଙ୍ଗେ ମାଲିକକୁ ଦୁଆର ଫିଟଇେ ଦବେେ।
ମାଥିଉଲିଖିତ ସୁସମାଚାର 16:19
ସ୍ବର୍ଗରାଜ୍ଯର ଚାବିଗୁଡ଼ିକ ମୁଁ ତୁମ୍ଭକୁ ଦବେି। ତେଣୁ ଏ ପୃଥିବୀ ରେ ଯେତବେେଳେ ତୁମ୍ଭେ ନ୍ଯାୟବିଗ୍ଭର କରିବ, ସହେି ନ୍ଯାୟ ବିଗ୍ଭର ପରମେଶ୍ବରଙ୍କର ନ୍ଯାୟ ବିଗ୍ଭର ହବେ। ଏ ପୃଥିବୀ ରେ ଯେତବେେଳେ ତୁମ୍ଭେ କ୍ଷମା ଦବେ, ସହେି କ୍ଷମା ପରମେଶ୍ବରଙ୍କର କ୍ଷମା ହବେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:7
ଫିଲାଦେଲ୍ଫିଆସ୍ଥିତ ମଣ୍ଡଳୀର ଦୂତଙ୍କୁ ଏହା ଲେଖ :
ଲୂକଲିଖିତ ସୁସମାଚାର 19:12
ଲୋକମାନେ ଏହି କଥା ଭାବୁଥିବା ଯୀଶୁ ଜାଣି ପାରିଲେ। ତେଣୁ ସେ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତଟି କହିଲେ: ଜଣେ ଅତି ମାନ୍ଯଗଣ୍ଯ ବ୍ଯକ୍ତି ରାଜା ହବୋ ପାଇଁ କୌଣସି ଏକ ଦ୍ବର ରାଜ୍ଯକୁ ୟିବାକୁ ପ୍ରସ୍ତୁତ ହେଉଥିଲେ। ତା'ପରେ ସେ ଫରେିଆସି ନିଜ ଲୋକମାନଙ୍କ ଉପରେ ଶାସନ କରିବାକୁ ଯୋଜନା କଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 20:29
ମୁଁ ଜାଣେ, ମାେ ଗଲାପରେ ଜଙ୍ଗଲୀ ଗଧିଆ ତୁମ୍ଭମାନଙ୍କ ମଧ୍ଯକୁ ଆସିବେ। ସମାନେେ ଏହି ମଷେ ପଲକୁ ନଷ୍ଟ କରିବାପାଇଁ ଚେ଼ଷ୍ଟା କରିବେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12:4
ଯେପରି ଆମ୍ଭ ସମସ୍ତଙ୍କର ଶରୀରଟିଏ ଅଛି ଓ ଏହି ଶରୀର ରେ ଅନକେ ପ୍ରକାରର ଅଙ୍ଗ ଅଛି। ଏହି ଅଙ୍ଗ ଗୁଡିକ ଏକା ଭଳି କାମ କରନ୍ତି ନାହିଁ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 13:6
ଏହି ଦୃଷ୍ଟିରୁ ତୁମ୍ଭମାନେେ ସରକାରକୁ କର ମଧ୍ଯ ଦିଅ। ସମାନେେ ପରମେଶ୍ବରଙ୍କ ସବୋ ରେ ରହିଛନ୍ତି, ଏବଂ ସହେି କାର୍ୟ୍ଯ କରିବା ପାଇଁ ନିଜର ସଂପୂର୍ଣ ସମୟ ଦେଉଛନ୍ତି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 3:5
ଆପଲ୍ଲ କ'ଣ ବିଶିଷ୍ଟ ଲୋକ ଅଟନ୍ତି ନା! ପାଉଲ ମହାନ୍ ଅଟନ୍ତି ? ନା! ଆମ୍ଭେ କବଳେ ପ୍ରଭୁଙ୍କର ସବେକ ଅଟୁ। ଆମ୍ଭେ ତାହାଙ୍କଠା ରେ ବିଶ୍ବାସ କରିବା ରେ ତୁମ୍ଭମାନଙ୍କୁ ସାହାୟ୍ଯ କରିଛୁ। ପ୍ରଭୁଙ୍କ ଦ୍ବାରା ଦିଆଯାଇଥିବା କାମ ହିଁ ଆମ୍ଭେ ସମ୍ପୂର୍ଣ୍ଣ କରିଛୁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 12:4
ଆତ୍ମାଙ୍କ ଦାନ ଅନକେ ପ୍ରକାରର, କିନ୍ତୁ ସଗେୁଡ଼ିକ ସହେି ଏକ ପବିତ୍ର ଆତ୍ମାଙ୍କଠାରୁ ଆସିଥାଏ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:1
ମାଲିକମାନେ ! ଯାହା ସୁନ୍ଦର ଓ ଯଥାର୍ଥ ତାହା ତୁମ୍ଭ ସବେକମାନଙ୍କୁ ଦିଅ। ମନରେଖ ଯେ ସ୍ବର୍ଗ ରେ ତୁମ୍ଭମାନଙ୍କର ମଧ୍ଯ ଜଣେ ମାଲିକ ଅଛନ୍ତି।