Mark 10:11
ଯୀଶୁ କହିଲେ, ଯେଉଁ ପୁରୁଷ ନିଜ ପତ୍ନୀକୁ ଛାଡପତ୍ର ଦଇେ ଅନ୍ୟ ଜଣେ ସ୍ତ୍ରୀକୁ ବିବାହ କରେ, ସହେି ପୁରୁଷ ତା ପତ୍ନୀ ପ୍ରତି ପାପ କରିବା କାରଣରୁ ଦୋଷୀ ହୁଏ। ସେ ବ୍ଯଭିଚାର ପାପ ପାଇଁ ଦୋଷୀ ହୁଏ।
Mark 10:11 in Other Translations
King James Version (KJV)
And he saith unto them, Whosoever shall put away his wife, and marry another, committeth adultery against her.
American Standard Version (ASV)
And he saith unto them, Whosoever shall put away his wife, and marry another, committeth adultery against her:
Bible in Basic English (BBE)
And he said to them, Whoever puts away his wife and takes another, is false to his wife;
Darby English Bible (DBY)
And he says to them, Whosoever shall put away his wife and shall marry another, commits adultery against her.
World English Bible (WEB)
He said to them, "Whoever divorces his wife, and marries another, commits adultery against her.
Young's Literal Translation (YLT)
and he saith to them, `Whoever may put away his wife, and may marry another, doth commit adultery against her;
| And | καὶ | kai | kay |
| he saith | λέγει | legei | LAY-gee |
| unto them, | αὐτοῖς | autois | af-TOOS |
| Whosoever | Ὃς | hos | ose |
| ἐὰν | ean | ay-AN | |
| shall put away | ἀπολύσῃ | apolysē | ah-poh-LYOO-say |
| his | τὴν | tēn | tane |
| γυναῖκα | gynaika | gyoo-NAY-ka | |
| wife, | αὐτοῦ | autou | af-TOO |
| and | καὶ | kai | kay |
| marry | γαμήσῃ | gamēsē | ga-MAY-say |
| another, | ἄλλην | allēn | AL-lane |
| committeth adultery | μοιχᾶται | moichatai | moo-HA-tay |
| against | ἐπ' | ep | ape |
| her. | αὐτήν· | autēn | af-TANE |
Cross Reference
ଲୂକଲିଖିତ ସୁସମାଚାର 16:18
ଯଦି ଜଣେ ପୁରୁଷ ନିଜ ପତ୍ନୀକୁ ଛାଡପତ୍ର ଦଇେ ଅନ୍ୟ ଜଣେ ସ୍ତ୍ରୀକୁ ବିବାହ କରେ ତବେେ ସହେି ପୁରୁଷଟି ବ୍ଯଭିଚାର ପାପରେ ଦୋଷୀ ସାବ୍ଯସ୍ତ ହବେ। ଏବଂ ଯେଉଁ ପୁରୁଷ ଜଣେ ପରିତ୍ଯକ୍ତା ସ୍ତ୍ରୀକୁ ବିବାହ କରେ, ସେ ମଧ୍ଯ ବ୍ଯଭିଚାର ପାପରେ ଦୋଷୀ ହବେ।
ମାଥିଉଲିଖିତ ସୁସମାଚାର 5:31
ଏକଥା ମଧ୍ଯ କୁହାୟାଇଛି ଯେ, ' ଯେଉଁ ଲୋକ ତାର ପତ୍ନୀକୁ ଛାଡପତ୍ର ଦିଏ, ସେ ତା ପତ୍ନୀକୁ ଛାଡପତ୍ର ପାଇଁ ଲିଖିତ ରୁପରେ ଗୋଟିଏ ସୂଚନା ଦବେ।'
ମାଥିଉଲିଖିତ ସୁସମାଚାର 19:9
ମୁଁ ତୁମ୍ଭମାନଙ୍କୁ କହି ରଖୁଛି ଯେ, ଯଦି କୌଣସି ଲୋକ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦଇେ ଅନ୍ୟଜଣେ ସ୍ତ୍ରୀ ଲୋକକୁ ବିବାହ କରେ, ତବେେ ସେ ବ୍ଯଭିଚ଼ାର ପାପରେ ଦୋଷୀ ସାବ୍ଯସ୍ତ ହୁଏ। ଯଦି ପ୍ରଥମେ ସ୍ତ୍ରୀର ଅନ୍ୟ କୌଣସି ଲୋକ ସହିତ ୟୌନ-ସମ୍ପର୍କ ରହିଥାଏ, ସହେି ଗୋଟିଏ କାରଣରୁ ଜଣେ ଲୋକ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦଇେ ପୁଣି ଥରେ ବିବାହ କରି ପାରିବ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 7:3
କିନ୍ତୁ ଯେତବେେଳେ ଜଣେ ସ୍ତ୍ରୀଲୋକ ତାହାର ସ୍ବାମୀ ଜୀବିତ ଥିବା ଅବସ୍ଥା ରେ, ଆଉ ଜଣକୁ ବିବାହ କରେ, ବ୍ଯବସ୍ଥା କୁ ହେ ଯେ, ସେ ବ୍ଯଭିଚ଼ାର ଦୋଷ ରେ ଦୋଷୀ। କିନ୍ତୁ ଯଦି ସେ ସ୍ତ୍ରୀଲୋକର ସ୍ବାମୀ ମରି ଯାଏ, ତାହା ହେଲେ ସେ ସ୍ତ୍ରୀଲୋକଟି ବିବାହର ବନ୍ଧନ ବ୍ଯବସ୍ଥାରୁ ମୁକ୍ତ ହାଇେ ଯାଏ। ଅତଏବ, ଯଦି ସହେି ସ୍ତ୍ରୀଲୋକ ସ୍ବାମୀର ମୃତ୍ଯୁ ପରେ ଆଉ ଜଣକୁ ବିବାହ କରେ, ସେ ବ୍ଯଭିଚ଼ାର ଦୋଷ ରେ ଆଉ ଦୋଷୀ ହୁଏ ନାହିଁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:4
ପତ୍ନୀର ତା' ନିଜ ଶରୀର ଉପରେ କୌଣସି ଅଧିକାର ନାହିଁ। ତା'ର ଶରୀର ଉପରେ ତା' ସ୍ବାମୀର ଅଧିକାର ଅଛି। ସହେିଭଳି ସ୍ବାମୀର ତା' ନିଜ ଶରୀର ଉପରେ କୌଣସି ଅଧିକାର ନାହିଁ। ତା'ର ଶରୀର ଉପରେ ତା'ର ସ୍ତ୍ରୀର ଅଧିକାର ଅଛି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:10
ଯେଉଁମାନେ ବିବାହିତ ସମାନଙ୍କେୁ ମୁଁ ଏକ ଆଦେଶ ଦେଉଛି - ଏହି ଆଦେଶ ମାେ' ଠାରୁ ନୁହେଁ ବରଂ, ପ୍ରଭୁ ନିଜେ ଏହି ଆଦେଶ ଦିଅନ୍ତି।
ଏବ୍ରୀମାନଙ୍କ ନିକଟକୁ ପତ୍ର 13:4
ବିବାହକୁ ସବୁଲୋକଙ୍କ ଦ୍ବାରା ସମ୍ମାନ ମିଳିବା ଆବଶ୍ଯକ। ପ୍ରେତ୍ୟକକ ବିବାହକୁ କବଳେ ଦୁଇ ଜଣକ ଭିତ ରେ ନିର୍ଦ୍ଦିଷ୍ଟ ରଖିବା ଉଚିତ। ଯେଉଁମାନେ ୟୌନଗତ ପାପ ଓ ବ୍ଯଭିଚାର କରୁଛନ୍ତି ପରମେଶ୍ବର ସମାନଙ୍କେୁ ଦୋଷୀ ବୋଲି ବିଚାର କରିବେ।