ମାର୍କଲିଖିତ ସୁସମାଚାର 1:23 in Oriya

ଓଡିଆ ଓଡିଆ ବାଇବେଲ ମାର୍କଲିଖିତ ସୁସମାଚାର ମାର୍କଲିଖିତ ସୁସମାଚାର 1 ମାର୍କଲିଖିତ ସୁସମାଚାର 1:23

Mark 1:23
ଯୀଶୁ ସମାଜଗୃହ ରେ ଥିବା ସମୟରେ ସଠାେରେ ଏପରି ଜଣେ ଲୋକ ଥିଲା, ଯାହାଙ୍କର ଦହେ ରେ ଭୂତଟିଏ ପ୍ରବେଶ କରି ରହିଥିଲା। ସେ ଲୋକଟି ପାଟି କରି କହିଲା,

Mark 1:22Mark 1Mark 1:24

Mark 1:23 in Other Translations

King James Version (KJV)
And there was in their synagogue a man with an unclean spirit; and he cried out,

American Standard Version (ASV)
And straightway there was in their synagogue a man with an unclean spirit; and he cried out,

Bible in Basic English (BBE)
And there was in their Synagogue a man with an unclean spirit; and he gave a cry,

Darby English Bible (DBY)
And there was in their synagogue a man [possessed] by an unclean spirit, and he cried out

World English Bible (WEB)
Immediately there was in their synagogue a man with an unclean spirit, and he cried out,

Young's Literal Translation (YLT)
And there was in their synagogue a man with an unclean spirit, and he cried out,

And
καὶkaikay
there
was
ἦνēnane
in
ἐνenane
their
τῇtay
synagogue
συναγωγῇsynagōgēsyoon-ah-goh-GAY
a
αὐτῶνautōnaf-TONE
man
ἄνθρωποςanthrōposAN-throh-pose
with
ἐνenane
an
unclean
πνεύματιpneumatiPNAVE-ma-tee
spirit;
ἀκαθάρτῳakathartōah-ka-THAHR-toh
and
καὶkaikay
he
cried
out,
ἀνέκραξενanekraxenah-NAY-kra-ksane

Cross Reference

ମାଥିଉଲିଖିତ ସୁସମାଚାର 12:43
ଯେତବେେଳେ ଗୋଟିଏ ଭୂତ କୌଣସି ଲୋକଦହରେୁ ବାହାରି ଗ୍ଭଲି ଆ ସେ, ସେତବେେଳେ ସେ ପଥଭ୍ରଷ୍ଟ ହାଇେ ବିଶ୍ରାମ ନବୋପାଇଁ ଶୁଖିଲା ଜାଗାଟିଏ ଖୋଚି ବୁଲେ। କିନ୍ତୁ ସଭେଳି ଜାଗାଟିଏ ତାକୁ ମିଳନୋହିଁ।

ମାର୍କଲିଖିତ ସୁସମାଚାର 1:34
ବିଭିନ୍ନ ପ୍ରକାର ରୋଗ ରେ ପୀଡିତ ଅନକେ ଲୋକଙ୍କୁ ଯୀଶୁ ସୁସ୍ଥ କରି ଦେଲେ। ସେ ମଧ୍ଯ ଲୋକଙ୍କ ଦହରେୁ ଅନକେ ଭୂତାତ୍ମା ବାହାରି ଚାଲି ୟିବାକୁ ବାଧ୍ଯ କଲେ, କିନ୍ତୁ ସେ କିଏ ବୋଲି ଭୂତ ମାନେ ଜାଣି ଥିବାରୁ ସେ ସମାନଙ୍କେୁ ପଦେ ହେଲେ କହିବାକୁ ସୁଯୋଗ ଦେଲନୋହିଁ।

ମାର୍କଲିଖିତ ସୁସମାଚାର 5:2
ଯୀଶୁ ଡଙ୍ଗାର ବାହାରକୁ ଆସିବା ମାତ୍ ରେ ଗୋଟିଏ ଲୋକ କବର ମଧ୍ଯରୁ ବାହାରି ତାହାଙ୍କ ପାଖକୁ ଆସିଲା ା ତା' ଦହେ ରେ ଦୁଷ୍ଟାତ୍ମାଟି ପ୍ରବେଶ କରି ରହିଥିଲା।

ମାର୍କଲିଖିତ ସୁସମାଚାର 7:25
ଜଣେ ସ୍ତ୍ରୀଲୋକ ଯୀଶୁ ଆସିଥିବା ଖବର ଶୁଣି ପାରିଲା। ତା'ର ଝିଅ ଦହେ ରେ ଦୁଷ୍ଟାତ୍ମା ପ୍ରବେଶ କରି ରହିଥିଲା। ତେଣୁ ସେ ସଙ୍ଗେ ସଙ୍ଗେ ଯୀଶୁଙ୍କ ପାଖକୁ ଆସି ତାହାଙ୍କ ପାଦ ତଳେ ପଡିଗଲା।

ମାର୍କଲିଖିତ ସୁସମାଚାର 9:25
ଯୀଶୁ ଦେଖିଲେ ଯେ ଏହି ଘଟଣା ଦେଖିବା ପାଇଁ ଲୋକେ ତାହାଙ୍କ ପାଖକୁ ମାଡି ଆସୁଛନ୍ତି। ତେଣୁ ସେ ଦୁଷ୍ଟାତ୍ମାକୁ ଧମକ ଦଇେ କହିଲେ, ହେ ଦୁଷ୍ଟାତ୍ମା, ତୁ ପିଲାଟିକୁ ମୂକ ଓ ବଧିର କରି ଦଇେଛୁ। ମୁଁ ତୋତେ ଆଜ୍ଞା ଦେଉଛି, ପିଲାର ଦହେ ଭିତରୁ ବାହାରିଯା। ଏହାର ଦହେ ରେ ପୁଣି ଆଉ କବେେ ହେଲେ ପ୍ରବେଶ କରିବୁ ନାହିଁ।

ଲୂକଲିଖିତ ସୁସମାଚାର 4:33
ସହେି ସମାଜଗୃହ ରେ ଥିବା ଜଣେ ଲୋକ ଦହେ ରେ ଦୁଷ୍ଟାତ୍ମା ଆସି ରହିଥଲା। ସେ ବଡପାଟି ରେ ଚିତ୍କାର କରି କହିଲା,