Mark 1:15 ଯୀଶୁ କହିଲେ, ବର୍ତ୍ତମାନ ଉପୟୁକ୍ତ ସମୟ ଆସିଯାଇଛି। ପରମେଶ୍ବରଙ୍କ ରାଜ୍ଯ ପାଖ ହାଇେ ଗଲାଣି। ତୁମ୍ଭମାନଙ୍କର ହୃଦୟ ପରିବର୍ତ୍ତନ କର। ସୁସମାଚାର ରେ ବିଶ୍ବାସ କର।
Mark 1:15 in Other Translations
King James Version (KJV) And saying, The time is fulfilled, and the kingdom of God is at hand: repent ye, and believe the gospel.
American Standard Version (ASV) and saying, The time is fulfilled, and the kingdom of God is at hand: repent ye, and believe in the gospel.
Bible in Basic English (BBE) And saying, The time has come, and the kingdom of God is near: let your hearts be turned from sin and have faith in the good news.
Darby English Bible (DBY) and saying, The time is fulfilled and the kingdom of God has drawn nigh; repent and believe in the glad tidings.
World English Bible (WEB) and saying, "The time is fulfilled, and the Kingdom of God is at hand! Repent, and believe in the Gospel."
Young's Literal Translation (YLT) and saying -- `Fulfilled hath been the time, and the reign of God hath come nigh, reform ye, and believe in the good news.'
And
καὶ
kai
kay
saying,
λέγων
legō
LAY-goh
ὅτι
hoti
OH-tee
is fulfilled,
Πεπλήρωται
plēroō
play-ROH-oh
The
ὁ
ho
oh
time
καιρὸς
kairos
kay-ROSE
and
καὶ
kai
kay
is at hand:
ἤγγικεν
engizō
ayng-GEE-zoh
the
ἡ
ho
oh
kingdom
βασιλεία
basileia
va-see-LEE-ah
τοῦ
ho
oh
of God
θεοῦ·
theos
thay-OSE
repent ye,
μετανοεῖτε
metanoeō
may-ta-noh-A-oh
and
καὶ
kai
kay
believe
πιστεύετε
pisteuō
pee-STAVE-oh
ἐν
en
ane
the
τῷ
ho
oh
gospel.
εὐαγγελίῳ
euangelion
ave-ang-GAY-lee-one
Read Full Chapter :
Mark 1
Cross Reference
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:10
ପରମେଶ୍ବରଙ୍କର ଯୋଜନା ଥିଲା ଯେ ଉଚିତ୍ ସମୟ ଉପସ୍ଥିତ ହେଲେ, ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ କରୁଥିବା ସ୍ବର୍ଗ ଓ ପୃଥିବୀର ସମସ୍ତ ବସ୍ତୁଗୁଡିକୁ ଏକତ୍ର କରିବେ ଓ ଖ୍ରୀଷ୍ଟ ତହିଁର ମସ୍ତକ ସ୍ବରୂପ ହବେେ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:4
କିନ୍ତୁ ଉଚିତ୍ ସମୟ ଉପସ୍ଥିତ ହବୋରୁ ପରମେଶ୍ବର ନିଜ ପୁତ୍ରଙ୍କୁ ପଠାଇଲେ। ସେ ଜଣେ ସ୍ତ୍ରୀଙ୍କଠାରୁ ଜନ୍ମ ଗ୍ରହଣ କରିଥିଲେ ଓ ବ୍ଯବସ୍ଥା ଅଧିନ ରେ ଜୀବନଯାପନ କରୁଥିଲେ।
ମାଥିଉଲିଖିତ ସୁସମାଚାର 3:2
ତୁମ୍ଭମାନଙ୍କର ଜୀବନ ଓ ହୃଦୟ ପରିବର୍ତ୍ତନ କର, କାରଣ ସ୍ବର୍ଗ ରାଜ୍ଯ ଶୀଘ୍ର ଆସୁଅଛି।
ମାଥିଉଲିଖିତ ସୁସମାଚାର 4:17
ସହେି ଦିନଠାରୁ ଯୀଶୁ ପ୍ରଗ୍ଭର କରିବା ଆରମ୍ଭ କରି ଦେଲେ। ସେ କହିଲେ, ହୃଦୟ ପରିବର୍ତ୍ତନ କର, କାରଣ ସ୍ବର୍ଗରାଜ୍ଯ ନିକଟ ହାଇଗେଲାଣି।
ରେରିତମାନଙ୍କ କାର୍ଯ୍ୟର ବିବରଣ 20:21
ମୁଁ ଯିହୂଦୀ ଓ ଗ୍ରୀକ ଏବଂ ସମସ୍ତ ଲୋକମାନଙ୍କୁ ମନ ପରିବର୍ତ୍ତନ କରି ପରମେଶ୍ବରଙ୍କ ନିକଟକୁ ଆସିବା ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କଠା ରେ ବିଶ୍ବାସ କରିବା ନିମନ୍ତେ ଚେ଼ତାଇ ଦଇେଅଛି।
ଲୂକଲିଖିତ ସୁସମାଚାର 10:9
ସଠାେରେ ରହୁଥିବା ଲୋଗୀଙ୍କୁ ସୁସ୍ଥ କର। ତା'ପରେ ସମାନଙ୍କେୁ କୁହ, 'ପରମେଶ୍ବରଙ୍କ ରାଜ୍ଯ ତୁମ୍ଭମାନଙ୍କ ନିକଟରେ ଖୁବ୍ ଶୀଘ୍ର ଆସି ପହଞ୍ଚିଯାଉଛି।'
ଦାନିଏଲ 9:25
ଏହା ଜାଣ ଏବଂ ଏହା ବୁଝ, ଆଦେଶ ହବୋଠାରୁ ଫରୋଇବାକୁ ଏବଂ ୟିରୁଶାଲମ ନିର୍ମିତ କର, ଯେପର୍ୟ୍ଯନ୍ତ ଗୋଟିଏ ଅଭିଷିକ୍ତ ରାଜକୁମାର ସାତ ସପ୍ତାହ ଓ ବାଷଠି ସପ୍ତାହ ରେ, ସହର ପୂର୍ଣ୍ଣ ନିର୍ମିତ ହବେ। କିନ୍ତୁ ଏହାର ମୁଖ୍ଯ ରାସ୍ତା ଓ କାନ୍ଥ, ଅସୁବାଧା ସମୟରେ ହବେ।
ମାଥିଉଲିଖିତ ସୁସମାଚାର 10:7
ତୁମ୍ଭମାନେେ ପ୍ରଚାର କର, 'ସ୍ବର୍ଗରାଜ୍ଯ ନିକଟ ହାଇେ ଗଲାଣି।'
ଲୂକଲିଖିତ ସୁସମାଚାର 10:11
ଆମ୍ଭର ପାଦ ରେ ଲାଗିଥିବା ଏହି ଧୂଳିତକ ମଧ୍ଯ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଏହିଠା ରେ ଝାଡି ଦଇେ ଯାଉଛୁ।' ତଥାପି ମନରେଖ, 'ପରମେଶ୍ବରଙ୍କ ରାଜ୍ଯ ଖୁବ ଶୀଘ୍ର ଆସୁଛି।'
ରେରିତମାନଙ୍କ କାର୍ଯ୍ୟର ବିବରଣ 2:36
ତେଣୁ ଇଶ୍ରାୟେଲର ସମସ୍ତେ ଏହା ଭଲ ଭାବରେ ଜାଣନ୍ତୁ ଯେ, ଏହି ଯେଉଁ ଯୀଶୁଙ୍କୁ ତୁମ୍ଭମାନେେ କୃଶ ରେ ବିଦ୍ଧ କରିଛ, ଇଶ୍ବର ତାହାଙ୍କୁ ପ୍ରଭୁ ଓ ମଶୀହ ପଦ ରେ ନିୟୁକ୍ତ କରିଛନ୍ତି।
ଦାନିଏଲ 2:44
ଚତୁର୍ଥ ରାଜ୍ଯର ରାଜତ୍ବ ସମୟରେ ସ୍ବର୍ଗସ୍ଥ ପରମେଶ୍ବର ଗୋଟିଏ ରାଜ୍ଯ ସ୍ଥାପନ କରିବେ। ସହେି ରାଜ୍ଯ ଅନନ୍ତକାଳସ୍ଥାଯୀ ହାଇେ ରହିବ। ଆଉ ମଧ୍ଯ ତାହା ଅନ୍ୟ ହାତକୁ ୟିବ ନାହିଁ। ଆଉ ଏହା ଅନ୍ୟ ସମସ୍ତ ରାଜ୍ଯଗୁଡିକୁ ଧ୍ବଂସ କରି ଦବେ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:25
ଯେଉଁମାନେ ତାଙ୍କୁ ବି ରୋଧ କରନ୍ତି, ସମାନଙ୍କେୁ ଭଦ୍ର ଭାବରେ ଶିଖାଇବା ଉଚିତ। ହୁଏତ ପରମେଶ୍ବର ସମାନଙ୍କେ ହୃଦୟ ରେ ଗୋଟିଏ ପରିବର୍ତ୍ତନ ପ୍ରଦାନ କରବେେ, ଯାହାଦ୍ବାରା ସମାନେେ ସତ୍ଯକୁ ଗ୍ରହଣ କରିବେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16:26
ପରମେଶ୍ବର ତାହାକୁ ପ୍ରକାଶିତ କରିବା ପାଇଁ ଆଦେଶ ଦଇେଛନ୍ତି। ଏହି ଗୁପ୍ତ ସତ୍ଯ ଏବେ ଆମ୍ଭକୁ ଓ ସମସ୍ତଙ୍କୁ ଜ୍ଞାତ କରାଯାଇଛି। ଭବିଷ୍ଯଦ୍ବକ୍ତାମାନଙ୍କର ଲଖାେ ଦ୍ବାରା ତାହା ପ୍ରକାଶିତ ହେଲା। ଏହା ଦ୍ବାରା ସମସ୍ତ ଲୋକମାନଙ୍କର ପରମେଶ୍ବରଙ୍କ ପାଇଁ ବିଶ୍ବାସ ଓ ଆଜ୍ଞାକାରିତା ବଢି ପାରିବ।
ଲୂକଲିଖିତ ସୁସମାଚାର 24:47
ତୁମ୍ଭମାନେେ ଏସବୁ ଘଟଣା ଘଟିବାର ଦେଖିଲ। ତୁମ୍ଭମାନେେ ତା'ର ସାକ୍ଷୀ। ତୁମ୍ଭମାନେେ ଲୋକମାନଙ୍କ ପାଖକୁ ଯାଇ କୁହ । ଯେ ସମାନଙ୍କେର ପାପ ଗୁଡିକୁ କ୍ଷମା କରାଯାଇ ପାରିବ। ସମାନଙ୍କେୁ କୁହ ଯେ, ସମାନେେ ନିଜର ହୃଦୟ ପରିବର୍ତ୍ତନ କରନ୍ତୁ ଏବଂ ନିଜର ପାପ ପାଇଁ ଦୁଃଖ ଅନୁଭବ କରନ୍ତୁ।
ମାଥିଉଲିଖିତ ସୁସମାଚାର 21:31
ତବେେ କୁହ, 'କେଉଁ ପୁଅ ତାର ବାପାଙ୍କ ବାଧ୍ଯ ହେଲା?